• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bhubaneswar Atm Loot Case

Bhubaneswar ATM Loot Case
କେମିତି ATM ଉପାଡ଼ି ଲକ୍ଷାଧିକ ଟଙ୍କା ଲୁଟ୍‌ କଲେ ? ଡେମୋ ଦେଖାଇଲେ ଅଭିଯୁକ୍ତ

ଭୁବନେଶ୍ୱର ଲିଙ୍ଗିପୁରରେ ATM ଉପାଡ଼ି ଲୁଟ୍ ମାମଲାରେ ପୋଲିସ୍‌ର ଛାନ୍‌ଭିନ୍‌ ଜାରି ରହିଛି। ଗିରଫ ୨ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ କ୍ରାଇମ୍ ରିକ୍ରିଏସନ୍‌ କରିଛି ପୋଲିସ। ସେମାନଙ୍କ ଲୁଟ୍‌ର ତରିକା ଜାଣିବାକୁ ଓ ଅଧିକ ପ୍ରମାଣ ଯୋଗାଡ଼ ପାଇଁ ଏହି ଡେମୋ ଚାଲିଛି।

Bhubaneswar ATM Loot Case
ଭୁବନେଶ୍ୱର ATM ଲୁଟ୍‌ ପଛରେ ବାଂଲାଦେଶ ଲିଙ୍କ୍‌ !

ଭୁବନେଶ୍ୱର ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକରୁ ATM ତାଡ଼ି ନେଇ ୨୦ ଲକ୍ଷ ଲୁଟ୍ ମାମଲାର ପର୍ଦ୍ଦାଫାସ୍ ହୋଇଛି। କମିଶନରେଟ୍ ପୋଲିସ୍‌ ୨ ଏଟିଏମ୍ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଂଲାଦେଶୀ ହୋଇଥିବା ବେଳେ ଅନ୍ୟ ଜଣେ କୋଲକାତାର ହୋଇଥିବା ସୂଚନା ମିଳିଛି।