• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Drown
ନଦୀରେ ଗାଧୋଇବା ହେଉଛି କାଳ ! ପାଣିରେ ବୁଡି ଯାଉଛି ଅନେକ ଅମୂଲ୍ୟ ଜୀବନ, ଦାୟୀ କିଏ ?

ପାରାଦୀପ ପଥୁରିଆ ନିକଟ ମହାନଦୀ କୂଳରେ ଗାଧୋଇବାକୁ ସକାଳୁ ପହଁଚିଥିଲେ ପଥୁରିଆ ଗାଁର ଚାରି ଜଣ ଛାତ୍ର । ଦୁଇ ଜଣ ଉପରେ ଥିବା ବେଳେ ପାଣିକୁ ଓହ୍ଲାଇଥିଲେ ଦୁଇ ସମ୍ପର୍କୀୟ ଭାଇ ଅଭିଜିତ୍ ଏବଂ ରାଜୀବ ଲୋଚନ ।

Family Fight
କ୍ଷଣିକ ରାଗ ପାଇଁ ରକ୍ତର ନଦୀ ବୁହାଉଛି ରକ୍ତ ସମ୍ପର୍କ, ଏହା ପଛରେ କ’ଣ ରହିଛି କାରଣ ?

କଟକ ମାହାଙ୍ଗାରେ ସମ୍ପତ୍ତି ପାଇଁ ସାନ ଭାଇର ସୀମାପାର ନୃଶଂସତା । କ୍ଷଣିକ ଆକ୍ରୋଶରେ ପାଞ୍ଚ ପାଞ୍ଚ ଜଣଙ୍କୁ ହତ୍ୟା କରି ବଡ଼ ଭାଇର ପୁରା ପରିବାରକୁ ନିଶ୍ଚିହ୍ନ କରିଦେଲା ସାନ ଭାଇ ।

Summer vacation
ଖରା ଛୁଟିକୁ ନେଇ ନୂଆ ନିୟମ, ଏଥର ଦେଢ଼ମାସ ନୁହେଁ ୧୦ ଦିନ ଛୁଟି

ନୂଆ କ୍ଲାସ୍‌ର ପାଠପଢ଼ା ଆରମ୍ଭ ପୂର୍ବରୁ ପିଲାଙ୍କୁ ପଢ଼ାଯିବ ପୁରୁଣା ପାଠ । କାରଣ ଗତ ଦୁଇ ବର୍ଷ ହେବ ପିଲାମାନେ କରୋନା ଲାଗି ସ୍କୁଲ୍ ନଯାଇ ପାସ୍ ହୋଇଛନ୍ତି । ସେମାନଙ୍କ ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ହୋଇଛି ।

Tiger
ନନ୍ଦନକାନନରେ ଆଉ ଏକ ବାଘ ଛୁଆର ମୃତ୍ୟୁ

ଏହା ପୂର୍ବରୁ ଗତ ମଙ୍ଗଳବାର ଦିନ ବାଘଛୁଆ ବିବେକର ମୃତ୍ୟୁ ଘଟିଥିଲା । ଗତ କିଛି ଦିନ ଗୋଡ଼ ହାଡ଼ରେ ସମସ୍ୟା ଥିବାରୁ ସେ ଛୋଟାଉଥିଲା ।

Corona Testing
ଆଶ୍ୱସ୍ତି ! ଓଡ଼ିଶାରେ ଏଯାଏଁ ଦେଖା ଦେଇନି ଡେଲ୍ଟାଟ୍ରୋନ୍ ଭାରିଏଣ୍ଟ

ଡେଲ୍ଟାଟ୍ରୋନ୍ ଭାରିଏଣ୍ଟ ହେଉଛି ଡେଲଟା ଓ ଓମିକ୍ରନ୍‌ର ମିଳିତ ସବ୍ ଭାରିଏଣ୍ଟ । ଏହାର ସଂକ୍ରମଣ ହାର, କ୍ଲିନିକାଲ ରିପୋର୍ଟ ଓ ସିଭିୟରିଟି ବେଶି ନାହିଁ ।

MP Aparajita Sarangi
‘ଯଦି ତଦନ୍ତ ନ ହୁଏ, ସପ୍ତାହେ ପରେ ପୁଣି ଥରେ ମନେ ପକାଇବି’

ରାଜଧାନୀ ପ୍ରତିଷ୍ଠା ଦିବସରେ ନିମନ୍ତ୍ରଣ କରା ନଯିବା ପ୍ରସଙ୍ଗରେ ପୁଣି ଆଜି ଟ୍ୱିଟ୍ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଯଦି ତଦନ୍ତ ନ ହୁଏ, ତେବେ ସପ୍ତାହେ ପରେ ପୁଣି ଥରେ ମନେ ପକାଇବି ବୋଲି ସାଂସଦ କହିଛନ୍ତି।

Cocaine
ନିଶା ଆଡ୍ଡା ଭୁବନେଶ୍ୱର ! ଗଞ୍ଜେଇ- ଡ୍ରଗ୍ସ- ବ୍ରାଉନ୍‌ସୁଗର ପରେ ଏବେ କୋକେନ୍‌ ଜବତ

ପ୍ରଥମଥର ପାଇଁ ଭୁବନେଶ୍ୱରରୁ ଧରାହେଲା କୋକେନ । ଦୁଇ ଜଣ ଆନ୍ତଃରାଜ୍ୟ ନିଶା ମାଫିଆଙ୍କୁ କୋକେନ ବିକ୍ରି ଅଭିଯୋଗରେ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ।

Fifa World Cup
ଭୁବନେଶ୍ୱରରେ ଖେଳାଯିବ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍‌

୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ ଫୁଟବଲ ପାଇଁ ଭେନ୍ୟୁ ଘୋଷଣା ।

Bhubaneswar Foundation Day
ଅପରାଜିତାଙ୍କୁ ରାଜଧାନୀ ଜନ୍ମଦିନ ଉତ୍ସବକୁ ଡକାନଯିବା ପ୍ରସଙ୍ଗରେ ତେଜିଲା ରାଜନୀତି, କଂଗ୍ରେସ ବି କଲା ନିନ୍ଦା

ମଂଚରେ ସୂଚନା ଓ ଲୋକସଂପର୍କ ବିଭାଗର ସଚିବଙ୍କଠୁ ଆରମ୍ଭ କରି ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମସ୍ତେ ଥିଲେ । ହେଲେ ସେହି ବିଭାଗ ଛାପିଥିବା ନିମନ୍ତ୍ରଣ ପତ୍ରରେ କେମିତି ସାମିଲ ହେଲାନି ସାଂସଦ ଅପରାଜିତାଙ୍କ ନାଁ, ସେ ନେଇ କେହି ମୁହଁ ଖୋଲିବାକୁ ନାରାଜ୍ ।

Odisha Politics
୨୦୨୪ ପାଇଁ ଏବେଠୁ ହେଲାଣି କି ଲଢ଼େଇ ? BJPର ବଦଳିଲାଣି ଆଭିମୁଖ୍ୟ, ଆଟାକିଂ ମୋଡ୍‌ରେ BJD

ଆକାଂକ୍ଷୀ ଜିଲ୍ଲା ସମୀକ୍ଷା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଅସିଥିବା ବେଳେ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ଢଙ୍ଗରେ ବର୍ଷିଛନ୍ତି ।

Degree Student
ଏଣିକି ଏକାସଙ୍ଗେ ଦୁଇଟି ଡିଗ୍ରୀ କୋର୍ସ କରିପାରିବେ ଛାତ୍ରଛାତ୍ରୀ

UGC ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଗାଇଡଲାଇନ୍‌ । ଉଭୟ କୋର୍ସ ଫିଜିକାଲ ମୋଡ୍‌ରେ କରିପାରିବେ ଛାତ୍ରଛାତ୍ରୀ ।

BJP Surath Biswal
ପୁଣି ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍, ପ୍ରଶ୍ନ ବାଣରେ ଘାଇଲା କଲେ ସୁରଥ

ଏମିତିକ ଖୋଦ ସରକାରୀ ତାଲିକାରେ ବି ତାଳମେଳ ରହୁନି । ଏଥିପାଇଁ କିଏ ଦାୟୀ ବୋଲି ପ୍ରଶ୍ନ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ନେତା ସୁରଥ ବିଶ୍ୱାଳ ।

Loot In Bhubaneswar
ବିଚ୍‌ ରାସ୍ତାରେ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍‌

ରାଜଧାନୀରେ ଲୁଟେରା ଆତଙ୍କ । ନୟାପଲ୍ଲୀ ଅଞ୍ଚଳରେ ୩ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍ ।

MP Aparajita Sarangi Questions Her Exclusion From Invitees' List
ରାଜଧାନୀ ପ୍ରତିଷ୍ଠା ଦିବସରେ ଅଲୋଡ଼ା ହୋଇଗଲେ ଭୁବନେଶ୍ୱର ସାଂସଦ, ନିମନ୍ତ୍ରଣ କଲେନି ସରକାର

ରାଜଧାନୀ ପ୍ରତିଷ୍ଠା ଦିବସ ପାଳନକୁ ନେଇ କେଁ ଦେଖାଦେଇଛି। ଗୋଟିଏପଟେ ରାଜଧାନୀର ପ୍ରତିଷ୍ଠା ଦିବସ ପାଳନ ହେଉଥିବା ବେଳେ ଅନ୍ୟପଟେ ଭୁବନେଶ୍ୱର ସାଂସଦଙ୍କୁ ଅଣଦେଖା କରାଯାଇଛି। 

MP Aparajita Sarangi expresses displeasure
ଅଭିମାନ କଲେ ସାଂସଦ ଅପରାଜିତା, କହିଲେ- ମୋତେ କାହିଁକି ନିମନ୍ତ୍ରଣ କରାଗଲାନି ? ମୋର ଦୋଷ କ’ଣ ?

ରାଜଧାନୀର ପ୍ରତିଷ୍ଠା ଦିବସରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିମନ୍ତ୍ରଣ ନ ଥିବାରୁ ଟ୍ୱିଟ୍ କରି ଅସନ୍ତୋଷ ଝାଡ଼ିଲେ ଅପରାଜିତା ଷଡ଼ଙ୍ଗୀ।

A Foot Over Bridge of Rs 2 crore will be constructed
ପଳାସୁଣିରେ ନିର୍ମାଣ ହେବ ଫୁଟ୍ ଓଭରବ୍ରିଜ୍: ଅପରାଜିତା ଷଡ଼ଙ୍ଗୀ

ଦୁର୍ଘଟଣା ପ୍ରବଣ ଅଞ୍ଚଳ ରାଜଧାନୀର ପଳାସୁଣିରେ ନିର୍ମାଣ ହେବ ଫୁଟ୍ ଓଭରବ୍ରିଜ୍ । ୨ କୋଟି ଟଙ୍କାର ବ୍ୟୟ ଅଟକଳରେ ଏହି ବ୍ରିଜ୍ ନିର୍ମାଣ ହେବ ।

74rd Foundation Day Of Bhubaneswar
ଭୁବନେଶ୍ୱର ପ୍ରତିଷ୍ଠା ଦିବସ; ୭୪ ବର୍ଷରେ ପାଦ ଥାପିଛି ରାଜଧାନୀ

ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ୭୪ ବର୍ଷରେ ପାଦ ଥାପିଛି ରାଜଧାନୀ ।

capital hospital
ରାଜଧାନୀରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ! ପ୍ରସୂତି ବିଭାଗ ସମ୍ମୁଖରେ ପ୍ରସବ

ପ୍ରସୂତୀଙ୍କୁ ଲେବର ରୁମ୍‌କୁ ନେବାରେ ବିଳମ୍ବ ହେବାରୁ ଏଭଳି କାଣ୍ଡ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ଓ ତାଙ୍କ ସହ ଆସିଥିବା ଆଶାକର୍ମୀ ।

Omfed
ବହୁଚର୍ଚ୍ଚିତ ଓମ୍‌ଫେଡ୍‌ ଦୁର୍ନୀତିର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ

ଫେବୃଆରୀ ୨୦୧୯ରେ ବିଭାଗ ଦ୍ୱାରା ହୋଇଥିବା ଏକ ସ୍ୱତନ୍ତ୍ର ଅଡିଟ୍‌ରେ ଧରା ପଡିଥିଲା ଏହି ଦୁର୍ନୀତି

Paddy Politics
ତେଜିଲା ଚାଉଳ-ଗହମ ଆବଣ୍ଟନ ବିବାଦ ! ଶତ ପ୍ରତିଶତ ଚାଉଳ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି

କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ପଠାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ରାଜ୍ୟରେ ୩ କୋଟି ୨୬ ଲକ୍ଷ ୪୧ ହଜାର ୮ଶହ ହିତାଧିକାରୀ ରହିଛନ୍ତି ।

Politics
ଓଡ଼ିଶା ପାଇଁ BJPର ମାଷ୍ଟର ପ୍ଲାନ୍‌ ! ଆସୁଛନ୍ତି ୧୦ କେନ୍ଦ୍ରମନ୍ତ୍ରୀ

ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ମତ୍ସ୍ୟ ଓ ପଶୁ ସଂପଦ ରାଷ୍ଟ୍ରମନ୍ତ୍ରୀ ସଂଜୀବ ବଲିୟାନ୍ ଆଜି କୋରାପୁଟ ଯାଇ କେନ୍ଦ୍ରୀୟ ଯୋଜନାର ଅନୁଧ୍ୟାନ କରିଛନ୍ତି ।

Lokaseva Bhawan
ସାମ୍ବାଦିକଙ୍କୁ ମିଳିଲା ଲୋକସେବା ଭବନ ଏଣ୍ଟ୍ରି ଅନୁମତି

କୋଭିଡ ମହାମାରୀ କାରଣରୁ ୨୦୨୦ ମସିହାଠାରୁ ସାମ୍ବାଦିକମାନଙ୍କୁ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା ।

Matric Exam
ପୁଣି ଦ୍ୱାଦଶ ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତ୍ତନ

ଗଣିତ, ଗୃହ ବିଜ୍ଞାନ ଓ ଭୋକେସନାଲ ବାୟୋଲୋଜି ସୂଚୀରେ ପରିବର୍ତ୍ତନ ହୋଇଛି । ମେ’ ୧୯ରେ ହେବାକୁ ଥିବା ୩ଟି ବିଷୟର ପରୀକ୍ଷା ଏବେ ମେ’ ୩୧ରେ ହେବ ।

Sarmistha Niranjan
ଅତୀତର ଥାଟବାଟ କଥାକୁ ଭାଳି ହେଉଛନ୍ତି ଶର୍ମିଷ୍ଠା, ହେଲେ ଏଯାଏଁ ମିଳିନି ମେମୋରି ଚିପ୍‌ ସୁରାକ୍

ନିଜର ଅତୀତ, ଥାଟବାଟ କଥାକୁ ଭାଳି ହେଉଛନ୍ତି ଶର୍ମିଷ୍ଠା । ନା ତାଙ୍କୁ ଦେଖା କରିବାକୁ କେହି ପରିବାର ଲୋକ ଆସୁଛନ୍ତି, ନା କେହି ବନ୍ଧୁ ପରିଜନ । ବରଂ ସାଥୀ ଝୁନା ଭୋଇ ସହ ମିଶି ପ୍ରମାଦ ଗଣୁଛନ୍ତି ଜେଲ୍‌ର ଚାରିକାନ୍ଥ ଭିତରେ ।

OPCC
କିଏ ହେବେ ପିସିସିର ପରବର୍ତ୍ତୀ ସଭାପତି ? କାହା ହାତରେ ରହିବ ରାଜ୍ୟ କଂଗ୍ରେସ୍‌ର ମଙ୍ଗ ?

ନିକଟରେ ବିଧାନସଭା ନିର୍ବାଚନ ସରିଥିବା ୫ ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ ହେବା ପରେ ଓଡ଼ିଶାରେ ବି ମଙ୍ଗୁଆଳ ବଦଳିବା ଏକ ପ୍ରକାର ନିଶ୍ଚିତ ।