ନବୀନ ଓଡ଼ିଶାର ବିକଳ ଚିତ୍ର l ଖଟିଆ ସାଜିଛି ରୋଗୀଙ୍କ ସାହାରା l ଅନ୍ଧାରିମୂଲକରେ ନାଳ ପାଣି ପିଇ ଅଭିଶପ୍ତ ଜୀବନ ବିତାଉଛନ୍ତି ବୁରୁଡ଼ିହି ଗ୍ରାମବାସୀ..
ପାୱାର କଟ୍ ନୁହେଁ ଓଭର ଲୋଡିଂ ପାଇଁ ହେଉଛି ଟ୍ରିପ୍। ଅଘୋଷିତ ବିଜୁଳି କାଟ୍ ନେଇ ଜନତାଙ୍କ ଅସନ୍ତୋଷ ଭିତରେ ଶକ୍ତିମନ୍ତ୍ରୀ ଦେଇଛନ୍ତି ଏଭଳି ସ୍ପଷ୍ଟୀକରଣ। ଯାହାକୁ ନେଇ ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ସଂଘ ସିଧା ସରକାରଙ୍କୁ ନିଶାନା କରି ଏହାର ସମାଧାନ ଦାୟିତ୍ୱ କାହାର ବୋଲି ପ୍ରଶ୍ନ କରିଛି।
ଯେସାକୁ ତେସା ନୀତି। ବିଜୁଳି ମ୍ୟାନ୍ର ଚାଲାଣ କାଟିଦେଲା ପୋଲିସ...ଫାଇନ ଦେବା ପରେ ଥାନାର ଲାଇନ୍ କାଟିଦେଲେ ବିଜୁଳି ମ୍ୟାନ୍। ଆଉ ତା’ପରେ ହେଲା କ’ଣ?
ପ୍ରତିଦିନ ଗ୍ରୀଡକୋକୁ ୧୨୦ ମେଗାଓ୍ୱାଟ୍ ବିଦ୍ୟୁତ୍ ଯୋଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ୟୁନିଟ୍ ପିଛା ୩ ଟଙ୍କା ୩୬ ପଇସା ଦରରେ ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି।
ବିଜୁଳି ବଳକା ରାଜ୍ୟ ଓଡ଼ିଶାରେ ବିଜୁଳି କାଟକୁ ନେଇ ପ୍ରଶ୍ନ ଉଠାଇଲେଣି ଉପଭୋକ୍ତା ଓ ବିଶେଷଜ୍ଞ । ପାୱାର ଆନାଲିସିଷ୍ଟଙ୍କ ମତରେ, ରାଜ୍ୟରେ ପିକ୍ ଓ ଅଫ୍-ପିକ୍ ବିଜୁଳି ଚାହିଦାରେ ବଡ଼ ପାର୍ଥକ୍ୟ ରହୁଛି ।