• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Power Supply

power supply
ନବୀନ ଓଡ଼ିଶାର ବିକଳ ଚିତ୍ର: ନାହିଁ ନାହିଁର ଗାଁ ବୁରୁଡ଼ିହି

ନବୀନ ଓଡ଼ିଶାର ବିକଳ ଚିତ୍ର l ଖଟିଆ ସାଜିଛି ରୋଗୀଙ୍କ ସାହାରା l ଅନ୍ଧାରିମୂଲକରେ ନାଳ ପାଣି ପିଇ ଅଭିଶପ୍ତ ଜୀବନ ବିତାଉଛନ୍ତି ବୁରୁଡ଼ିହି ଗ୍ରାମବାସୀ..

Odisha Energy Minister Pratap Deb On Power Cut
ରାଜ୍ୟର ବିଦ୍ୟୁତ ଗ୍ରାହକଙ୍କୁ ଶକ୍ତି ମନ୍ତ୍ରୀ ବୁଝାଇଲେ ଟ୍ରିପ୍ ଥିଓରୀ

ପାୱାର କଟ୍ ନୁହେଁ ଓଭର ଲୋଡିଂ ପାଇଁ ହେଉଛି ଟ୍ରିପ୍। ଅଘୋଷିତ ବିଜୁଳି କାଟ୍ ନେଇ ଜନତାଙ୍କ ଅସନ୍ତୋଷ ଭିତରେ ଶକ୍ତିମନ୍ତ୍ରୀ ଦେଇଛନ୍ତି ଏଭଳି ସ୍ପଷ୍ଟୀକରଣ। ଯାହାକୁ ନେଇ ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ସଂଘ ସିଧା ସରକାରଙ୍କୁ ନିଶାନା କରି ଏହାର ସମାଧାନ ଦାୟିତ୍ୱ କାହାର ବୋଲି ପ୍ରଶ୍ନ କରିଛି।

Special Story | Lineman cuts off Bareilly police station\'s power supply after he was fined by cop
ଚାଲାଣ କାଟିଲା ପୋଲିସ୍‌, ଯେସାକୁ ତେସା ନୀତିରେ ଥାନାର ବିଦ୍ୟୁତ୍‌ କାଟିଦେଲା ଲାଇନ୍‌ ମ୍ୟାନ୍

ଯେସାକୁ ତେସା ନୀତି। ବିଜୁଳି ମ୍ୟାନ୍‌ର ଚାଲାଣ କାଟିଦେଲା ପୋଲିସ...ଫାଇନ ଦେବା ପରେ ଥାନାର ଲାଇନ୍‌ କାଟିଦେଲେ ବିଜୁଳି ମ୍ୟାନ୍‌। ଆଉ ତା’ପରେ ହେଲା କ’ଣ?

Orissa High Court Order Jindal Power To Provide 120 Megawatt Electricity To GRIDCO
ପ୍ରତିଦିନ ଗ୍ରୀଡକୋକୁ ୧୨୦ ମେଗାଓ୍ୱାଟ୍‌ ବିଦ୍ୟୁତ୍‌ ଯୋଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପ୍ରତିଦିନ ଗ୍ରୀଡକୋକୁ ୧୨୦ ମେଗାଓ୍ୱାଟ୍‌ ବିଦ୍ୟୁତ୍‌ ଯୋଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ୟୁନିଟ୍ ପିଛା ୩ ଟଙ୍କା ୩୬ ପଇସା ଦରରେ ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Odisha govt directs power discoms to ensure power supply in all urban and rural areas
ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଲେ ଓଡ଼ିଶା ସରକାର

ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି।

Electricity
ଷ୍ଟକ୍‌ରେ ନାହିଁ କୋଇଲା, ଏଥର ଘନ ଘନ ବିଜୁଳି କାଟ ! ଖାଉଟିଙ୍କ ମନରେ ଅସନ୍ତୋଷ

ବିଜୁଳି ବଳକା ରାଜ୍ୟ ଓଡ଼ିଶାରେ ବିଜୁଳି କାଟକୁ ନେଇ ପ୍ରଶ୍ନ ଉଠାଇଲେଣି ଉପଭୋକ୍ତା ଓ ବିଶେଷଜ୍ଞ । ପାୱାର ଆନାଲିସିଷ୍ଟଙ୍କ ମତରେ, ରାଜ୍ୟରେ ପିକ୍ ଓ ଅଫ୍-ପିକ୍ ବିଜୁଳି ଚାହିଦାରେ ବଡ଼ ପାର୍ଥକ୍ୟ ରହୁଛି ।