• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

ULB Polls
ପୌର ନିର୍ବାଚନ: କଂପୁଛି ସହରର ଗଳିକନ୍ଦି ! ବିଜେଡି ଭାରି ଉତ୍ସାହିତ, ମୋଦି ମ୍ୟାଜିକ୍ ଭରସାରେ ବିଜେପି

୨୪ ତାରିଖରେ ପଡିବ ଭୋଟ । ପ୍ରଚାର ପାଇଁ ହାତରେ ମାତ୍ର ୬ ଦିନ । ତେଣୁ କ୍ୟାମ୍ପେନିଂକୁ ଜୋରଦାର କରିଛନ୍ତି ସବୁ ଦଳ । ତେବେ ପଞ୍ଚାୟତ ନିର୍ବାଚନ ପରେ କଣ ହେବ ପୌର ନିର୍ବାଚନର ଫଳାଫଳ ?

BMC Mayor
କାହାକୁ ବାଛିବେ ମେୟର ? କେଉଁ ପ୍ରାର୍ଥୀଙ୍କ କ’ଣ ରହିଛି ବ୍ୟାକ୍‌ଗ୍ରାଉଣ୍ଡ ? ଜାଣନ୍ତୁ..

ବିଜେଡିରୁ ସୁଲୋଚନା ଦାସ ମେୟର ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମଧୁସ୍ମିତା ଆଚାର୍ଯ୍ୟ । ସେପଟେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସୁନୀତି ମୁଣ୍ଡ୍ ।

 Compulsory Retirement
 ଆଉ ୬ ସରକାରୀ ବାବୁଙ୍କୁ ବାଧ୍ୟତାମୂଳକ ଅବସର

ଦୁର୍ନୀତି ଓ ଅପାରଗତା ପାଇଁ ଆଉ ୬ ଜଣ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏହି ୬ ଅଧିକାରୀଙ୍କ ମଧ୍ୟରେ ୩ ଜଣ ନିର୍ବାହୀ ଯନ୍ତ୍ରୀ, ଜଣେ ପୋଲିସ ଇନ୍ସପେକ୍ଟର ଅଛନ୍ତି।

Visually impaired students of RD Women’s University Rescued
ମଥୁରାରୁ ଉଦ୍ଧାର ହେଲେ ରମାଦେବୀ ବିଶ୍ୱବିଦ୍ୟାଳୟର ୨ ଦୃଷ୍ଟିହୀନ ଛାତ୍ରୀ

ଉତ୍ତରପ୍ରଦେଶ ମଥୁରାରୁ ଉଦ୍ଧାରରୁ ହେଲେ ରମାଦେବୀ ବିଶ୍ୱବିଦ୍ୟାଳୟର ନିଖୋଜ ୨ ଦୃଷ୍ଟିହୀନ ଛାତ୍ରୀ। ମଥୁରା ଷ୍ଟେସନରୁ ରେଲ୍‌ୱେ ପୋଲିସ ୨ ଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି।

Low Pressure Area
ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ଓଡ଼ିଶା ଉପରେ ପଡ଼ିବ କି ପ୍ରଭାବ ?

ଘୂର୍ଣ୍ଣିବଳୟ ପ୍ରଭାବରେ ବିଷୁବରେଖା ପାର୍ଶ୍ୱବର୍ତ୍ତୀ ଭାରତ ମହାସାଗର ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାଛଡ଼ା ଏହି ଲଘୁଚାପ କ୍ଷେତ୍ର ବାତ୍ୟାରେ ପରିଣତ ହେବ କି ନାହିଁ ସେନେଇ ମଧ୍ୟ ପାଣିପାଗ ବିଭାଗ ଆକଳନ କରି ନାହିଁ।

liquor
ସହରାଞ୍ଚଳରେ ମିଳିବନି ମଦ, ଜାରି ହେଲା କଡ଼ା ନିର୍ଦେଶ

୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନ ଡ୍ରାଏ ଡେ’ ନେଇ ରହିଛି କଡ଼ା ନିର୍ଦ୍ଦେଶ । ପ୍ରଚାର ଶେଷ ଦିନଠାରୁ ଗଣତି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ମଦ ବିକ୍ରି ।

Builders can no longer be deceived
ବାସଗୃହ କ୍ରେତାଙ୍କ ମନରେ ନୂଆ ଆଶା; ଆଉ ଠକି ଖସିପାରିବେନି ବିଲ୍ଡର

ଆଉ ଠକି ପାରିବେନି ବିଲ୍ଡର। ବାସଗୃହ ପ୍ରକଳ୍ପ ବାସିନ୍ଦାଙ୍କ ଲାଗି ପଞ୍ଜୀକୃତ ସୋସାଇଟି ଗଢ଼ା ନ ହେବା ଯାଏଁ ପ୍ରକଳ୍ପର ରକ୍ଷଣାବେକ୍ଷଣ କରିବାକୁ ବିଲ୍ଡର ବାଧ୍ୟ ହେବେ। ଏମିତି ରାୟ ଶୁଣାଇଛନ୍ତି ଓରେରା।

Manas Swain Killed
କେମିତି ସାମ୍ନାକୁ ଆସିଲା ମାନସ ହତ୍ୟାକାଣ୍ଡର ସତ ? କ’ଣ ରହିଛି ସେହି ମେମୋରି କାର୍ଡରେ ? କିଏ ସେହି ଲେଡ଼ି କିଙ୍ଗ୍ ?

ରୋଜଗାରିଆ ଭେଣ୍ଡିଆ ପୁଅକୁ ହରାଇବା ପରେ ବେସାହାରା ମାଆ କଣ ବା ଆଉ ମାଗିବ । ଆଜି ସେମିତି ଜଣେ ମାଆ ମାଗୁଛି ପୁଅ ହତ୍ୟାର ବରାବର ହିସାବ ।

Sikhar Jena
ଲକ୍ଷ୍ମୀସାଗରରେ ବିଜେପି ନେତାଙ୍କୁ ଆକ୍ରମଣ ଘଟଣାରେ ଶିଖର ଜେନା ଗିରଫ

ଶିଖରଙ୍କ ନାଁରେ ଆର୍ମସ୍ ଆକ୍ଟ ଓ ୩୦୭ ଧାରାରେ ପୋଲିସ ମାମଲା ରୁଜୁ କରିଛି ।

CBSE exam wrong question case
ସୁଧୁରିଲା ତ୍ରୁଟି, ମିଳିଲା ଫୁଲ୍ ମାର୍କ

ଦଶମ ଟର୍ମ-୧ ଓଡିଆ ପ୍ରଶ୍ନପତ୍ରରେ ତ୍ରୁଟିଯୁକ୍ତ ପ୍ରଶ୍ନ ପ୍ରସଙ୍ଗ। ଉତ୍ତର ଦେବାକୁ ଚେଷ୍ଟା କରିଥିବା ପିଲାଙ୍କୁ ମିଳିଲା ଫୁଲ୍ ମାର୍କ। ଏକ୍ସପର୍ଟ କମିଟି ରିପୋର୍ଟ ଆଧାରରେ ଫୁଲ୍ ମାର୍କ ଦେଲା CBSE।

Matric Exam
ଏପ୍ରିଲ ୧୩ରୁ ନବମ ସମ୍ମେଟିଭ୍-୨ ପରୀକ୍ଷା, ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ଏବେ ବି ଦ୍ୱନ୍ଦ୍ୱ ?

ଏପ୍ରିଲ ୨୯ରୁ ମେ ୬ ନୁହେଁ ୭ ଯାଏଁ ମାଟ୍ରିକ ପରୀକ୍ଷା । ୮୦ ମାର୍କରୁ ୫୦ ସଂକ୍ଷିପ୍ତ, ୩୦ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ।

Matric Exam
ଏପ୍ରିଲ୍‌ ୧୩ରୁ ନବମ ଶ୍ରେଣୀ ସମ୍ମେଟିଭ୍‌ ପରୀକ୍ଷା-୨

ମାଟ୍ରିକ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ମଧ୍ୟ ବିସ୍ତୃତ ସୂଚନା ଦେଇଛି । ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ’ ୭ରେ ସରିବ ମାଟ୍ରିକ ପରୀକ୍ଷା । ସକାଳ ୮ଟାରୁ ଆରମ୍ଭ ହେବ ପରୀକ୍ଷା ।

Matric Exam
ମାଟ୍ରିକ୍‌ ପରୀକ୍ଷା ନେଇ ଆସିଲା ସମ୍ପୂର୍ଣ୍ଣ ସୂଚନା, ପଢ଼ନ୍ତୁ..

ପରୀକ୍ଷା ୮୦ ମାର୍କ ବିଶିଷ୍ଟ ରହିବ । ୫୦ ମାର୍କର ସଂକ୍ଷିପ୍ତ ଓ ୩୦ ମାର୍କର ଦୀର୍ଘ ଉତ୍ତରମୂଳକ । ଏହାସହ ସଂକ୍ଷିପ୍ତ ଉତ୍ତରମୂଳକ ୫୦ ମାର୍କ OMR ସିଟ୍‌ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

MLA Quarter
ଏଗାର ମହଲା ହେବ ବିଧାୟକଙ୍କ ନୂଆ କ୍ୱାର୍ଟର, ରହିବ ସବୁ ପ୍ରକାର ଅତ୍ୟାଧୁନିକ ସୁବିଧା

ବିଧାୟକ କ୍ୱାର୍ଟର ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ବାଚସ୍ପତି । ଏହି ଅବସରରରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି ।

NISER Bhubaneswar
ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା !

NISER କ୍ୟାମ୍ପସରେ ଛାତରୁ ଖସି ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ପୋଲିସ୍‌ ସନ୍ଦେହ କରୁଛି। 

Prashant Jagdev
ଆକ୍ରମଣାତ୍ମକ ମୁଦ୍ରାରେ ବିଜେପି ! ସିଧା ନିଶାନାରେ ଶାସକ ଦଳ

ଜଗଦ୍ଦେବଙ୍କୁ ନିଲମ୍ବନ କରିବା ଏକ ନାଟକ ବୋଲି କହି, ଏତେ ବଡ଼ କାଣ୍ଡ ଭିଆଇଥିବା ଜଣେ ଅଭ୍ୟାସଗତ ଅପରାଧୀଙ୍କୁ ଦଳ ଏପର୍ଯ୍ୟନ୍ତ କାହିଁକି ବହିଷ୍କାର କରି ନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ବିଧାୟକଙ୍କ ଏଭଳି କାଣ୍ଡକୁ ସମ୍ବିତ ତୀବ୍ର ନିନ୍ଦା କରିଛନ୍ତି ।

Municipal Election
କ’ଣ କଲା ଏ ରାଜନୀତି ! ବାପା ବିଜେଡିରୁ ପୁଅ ବିଜେପିରୁ, ଭାଇ ଭାଇରେ ବି ଜୋରଦାର ଟକ୍କର

ବାପା ଭୀମସେନ ମାଣ୍ଡୋଠିଆ ବିଜେପି ସମର୍ଥନରେ, ପୁଅ ରଣଜିତ ମାଣ୍ଡୋଠିଆ ବିଜେଡି ସମର୍ଥନରେ ଲଢ଼େଇ କରୁଛନ୍ତି ପରସ୍ପର ବିରୋଧରେ । ଅନୁଗୋଳ ପୌରପାଳିକା ୫ ନମ୍ବର ଓ୍ୱାର୍ଡର କାଉନସିଲ ପ୍ରାର୍ଥୀ ବନିଛନ୍ତି ଉଭୟେ ବାପ-ପୁଅ ।

BJD
ଜାଣନ୍ତୁ କିଏ କେଉଁଠି ଜିତିଲା ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ

ସାରା ଓଡ଼ିଶାର ସବୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦରେ ବିଜେଡିର ବାଜିମାତ୍

Prasant Jagdev
ପ୍ରଶାନ୍ତଙ୍କ ବିରୋଧରେ ବିଜେପିର କଡ଼ା ଆଭିମୁଖ୍ୟ, ସାରା ରାଜ୍ୟରେ କରିବ ସତ୍ୟାଗ୍ରହ

ସୋମବାରଠାରୁ ହେବ ସତ୍ୟାଗ୍ରହ । ରାଜ୍ୟର ସବୁ ସହରାଞ୍ଚଳରେ ବିରୋଧୀ ବିଜେପି କରିବ ଜୋରଳଦାର ସତ୍ୟାଗ୍ରହ । ସବୁ ବ୍ଲକ୍‌ ଓ ଜିଲ୍ଲା ମୁଖ୍ୟାଳୟ ସମ୍ମୁଖରେ ମୁହଁରେ କଳାପଟି ବାନ୍ଧି ବିଜେପି କରିବ ପ୍ରତିବାଦ ।

Senior BJP leader Sambit Patra
ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ: ସମ୍ବିତ ପାତ୍ର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅମାନବୀୟ କାଣ୍ଡକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ର ଦାବି କରିଛନ୍ତି।

Liquor Seized In Bhubaneswar
ଭୁବନେଶ୍ୱରରେ ପୁଷ୍ପା ଷ୍ଟାଇଲରେ ଚୋରି: ଉପରେ ପାଣି ଟ୍ୟାଙ୍କର, ଭିତରେ ମଦ...

ଫିଲ୍ମ ‘ପୁଷ୍ପା’ରେ କ୍ଷୀର ଗାଡ଼ିରେ ସିକ୍ରେଟ୍ ଚ୍ୟାମ୍ବର କରି ଚନ୍ଦନ କାଠ ଚାଲାଣ ହେଉଥିଲା। ଠିକ୍ ସେହିଭଳି କଣ୍ଟେନରରେ ସିକ୍ରେଟ୍ ଚ୍ୟାମ୍ବର କରି ମଦ ଚୋରା କାରବାର କରୁଥିବା ଜଣେ ମାଷ୍ଟରମାଇଣ୍ଡକୁ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାଡ୍ ଗିରଫ କରିଛି।

Controversy man Prasant Jagdev
‘ପ୍ରଶାନ୍ତ ଜଗଦ୍ଦେବଙ୍କ କାଣ୍ଡ କୌଣସି ସୁସ୍ଥ ମସ୍ତିଷ୍କ ବ୍ୟକ୍ତିର ହୋଇପାରେନା’

ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡି ମଡା ଘଟଣାକୁ ନେଇ ସବୁ ମହଲରୁ ନିନ୍ଦା। ତେବେ ଚିଲିକା ବିଧାୟକଙ୍କ ଗୁଣ୍ଡାଗିରି ନୂଆ ନୁହେଁ। ପୂର୍ବରୁ ଅନେକ ଥର ନିଜ କାରନାମାକୁ ନେଇ ବିବାଦରେ ରହିଛନ୍ତି ଏହି ଜନ ପ୍ରତିନିଧି।

Pre Poll Violence In bhubaneswar
ଥାନା ସାମ୍ନାରେ ଗୁଣ୍ଡାରାଜ୍‌: କର୍ପୋରେଟର ପ୍ରାର୍ଥିନୀଙ୍କ ପରିବାରକୁ ଲୁହା ରଡ୍, ଠେଙ୍ଗାରେ ପିଟି ଲହୁଲୁହାଣ କଲେ

ଭୁବନେଶ୍ୱର ମହାନଗରରେ ପ୍ରାକ୍‌ ନିର୍ବାଚନୀ ହିଂସା। ଥାନା ସାମ୍ନାରେ ୫ ଭାଇଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଲୁହା ରଡ୍, ଠେଙ୍ଗା, ଢେଲାରେ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। 

BJP MP Aparajita Sarangi
କଂଗ୍ରେସକୁ ଅପରାଜିତାଙ୍କ କଟାକ୍ଷଭରା ଟ୍ୱିଟ୍‌, ପରୋକ୍ଷରେ କହିଲେ ‘ସବ୍‌କା ଟାଇମ୍‌ ଆତା ହେ’

୫ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟକୁ ନେଇ ସାଂସଦ ଅପରାଜିତା ଷଡଙ୍ଗୀଙ୍କ କଟାକ୍ଷ ଭରା ଟ୍ୱିଟ୍‌ । ନିର୍ବାଚନର ଫଳାଫଳ ପ୍ରସଙ୍ଗକୁ ନେଇ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ଉକ୍ତିକୁ ମନେ ପକାଇ ଟ୍ୱିଟ୍ କରିଛନ୍ତି ।

BMC
ଆସିଲା BMCର ଫାଇନାଲ ରିପୋର୍ଟ ! ମଇଦାନରେ ୧୨ ମେୟର- ୩୪୩ କର୍ପୋରେଟର ପ୍ରାର୍ଥୀ

ବିଏମ୍‌ସିର ୬୭ଟି ୱାର୍ଡର କର୍ପୋରେଟର ପଦବୀ ପାଇଁ ମୋଟ ୩୪୩ଟି ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ଯାଞ୍ଚ ସମୟରେ ଗତକାଲି କେବଳ ଜଣେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି ।