ମନ୍ଦିର ଚଢ଼ିବା ବାଟରେ ବାଲି ପକାଇବାକୁ ଭୁଲି ଯାଇଥିଲା ମନ୍ଦିର ପ୍ରଶାସନ । ବାଲି ପଡ଼ିଥିଲେ ଏଭଳି ଘଟଣା ଘଟି ନଥାନ୍ତା । ଗୋଡ଼ରେ ଘିଅ ଲାଗିବାରୁ ସେବାୟତ ଡେଇଁପଡିଲେ ।
ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସ୍ୱାସ୍ଥ୍ୟ ଉପସ୍ଥିତ ଡାକ୍ତର ପରୀକ୍ଷା କରିଥିଲେ। ପରେ ପରେ ମନ୍ତ୍ରୀ ମେୟର ସୁଲୋଚନା ଦାସ, ବିଧାୟକ ବାବୁ ସିଂ, ବିଜେପି ବରିଷ୍ଠ ନେତା ସମୀର ମହାନ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।
ଆପାର୍ଟମେଣ୍ଟକୁ ଭାଙ୍ଗିଲେ ସେହି ଅନୁଯାୟୀ କ୍ଷତିପୂରଣ ଦେବାକୁ ପଡ଼ିବ। ବିଏମ୍ସି ପାଖରେ କ୍ଷତିପୂରଣ ଦେବାକୁ ପଇସା ନାହିଁ।
ବର୍ଷା ଆସିଲେ ରାଜଧାନୀରେ କେଉଁ କେଉଁ ସ୍ଥାନ ପ୍ରଭାବିତ ହୁଏ। ଭୁବନେଶ୍ୱରର ପ୍ରାୟ ୧୨ଟି ଅଞ୍ଚଳ ପ୍ରାୟତଃ ପ୍ରଭାବିତ ହୁଏ। ପ୍ରଭାବିତ ତ ନୁହଁ, ସମ୍ପୂର୍ଣ୍ଣ ଉବୁଟୁବୁ ହୁଏ ସାରା ଇଲାକା।
ପ୍ରତିବର୍ଷ ବର୍ଷା ଯୋଗୁଁ ରାଜଧାନୀରେ ଡ୍ରେନେଜ୍ ସମସ୍ୟା ଉପୁଜୁଛି । ଏହାକୁ ଦୃଷ୍ଟିରେ ରଖି ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି ବିଏମସି ।
ନୂଆ ମେୟରଙ୍କୁ ଏଭଳି ରୋକଠୋକ୍ ବାଣି ଶୁଣାଇଛନ୍ତି ବ୍ୟବସାୟୀ । ଏମିତିକି ମେୟରଙ୍କୁ ସିଧାସଳଖ ଚେତାବନୀ ଦେଇଛନ୍ତି ମାର୍କେଟ ବିଲ୍ଡିଂ ବ୍ୟବସାୟୀ ।
ଆଜି ବିଏମସି କାର୍ଯ୍ୟାଳୟରେ ଶପଥ ନେଇଛନ୍ତି ନବ ନିର୍ବାଚିତ ମେୟର ସୁଲୋଚନା ଦାସ । ଏହାସହ ୬୭ ଜଣ ନିର୍ବାଚିତ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି ।
ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ନୟାପଲ୍ଲୀ ୱାର୍ଡ ନଂ ୩୯ ଅନ୍ତର୍ଗତ ଏକ ବୁଥ୍ରେ ମତଦାନ କରିଛନ୍ତି । ସେ ସାଧାରଣ ଜନତାଙ୍କ ମଧ୍ୟରେ ଛିଡା ରହି ମତଦାନ କରିଥିବାର ଦେଖିବାକୁ ମିଳିଛି ।
ତିନି ମହାନଗର ନିଗମ ପାଇଁ ବିଜେଡି ମେୟର ପ୍ରାର୍ଥୀ ଘୋଷଣା କରିଛି। ଭୁବନେଶ୍ୱର, କଟକ, ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଛି।