• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Odisha BJP
କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? ବଢ଼ିଲା ଚାପ, ତେଜିଲା ରାଜନୀତି

ଶେଷଥର ପାଇଁ ୧୯୭୮ ମସିହାରେ ଖୋଲା ଯାଇଥିଲା ରତ୍ନଭଣ୍ଡାର । ଏହାପରେ ଏପ୍ରିଲ୍ ୨୦୧୮ରେ ରାଜ୍ୟ ସରକାର ପୁଣି ଏହାକୁ ଖୋଲିବାକୁ ପ୍ରୟାସ କରିଥିଲେ । ସେତେବେଳେ କିନ୍ତୁ ରତ୍ନଭଣ୍ଡାର ଚାବି ହଜି ଯାଇଥିବା ଓ ପରେ ଡୁପ୍ଲିକେଟ୍ ଚାବି ମିଳିବା ଘଟଣା ତମ୍ବିତୋଫାନ ସୃଷ୍ଟି କରିଥିଲା ।

Sarada Nayak
କେବେ ଡନ୍ ତ କେବେ ଡାକ୍ତର; ଶ୍ରମମନ୍ତ୍ରୀ ବିନା ପ୍ରଶିକ୍ଷଣରେ କେମିତି କଲେ ରକ୍ତ ସଂଗ୍ରହ ?

କେବେ ଡନ୍, କେବେ ଦାନୀ ତ କେବେ ଡାକ୍ତର । ଶ୍ରମମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ନାୟକଙ୍କ ଭିନ୍ନ ଭିନ୍ନ ରୂପ ।

security guard attacked
ରାଜଧାନୀ ଅପରାଧୀଙ୍କ ଚରାଭୂଇଁ ? ଲୁଟ୍ ଉଦ୍ଦେଶ୍ୟରେ ହଣାକଟା, ଡକାୟତ ଗ୍ୟାଙ୍ଗର ୩ ଗିରଫ

ଲୁଟ୍ ଉଦ୍ଦେଶ୍ୟରେ ଆସି ବିଫଳ ହେବାରୁ ଆକ୍ରମଣ କରିଥିବା ଜଣାପଡିଛି । ସବୁଦିନ ପରି ଡ୍ୟୁଟି କରୁଥିବା ବେଳେ ହଠାତ୍ ୩ ଜଣ ଦୁର୍ବୃତ୍ତ ସିକୁରିଟି ଗାର୍ଡଙ୍କୁ ପାଣି ମାଗିଥିଲେ ।

Capital Hospital
କ୍ୟାପିଟାଲ ହସ୍ପିଟାଲ ଲ୍ୟାବରୁ ୬୦ ଲକ୍ଷର ସାମଗ୍ରୀ ଚୋରି; ସିସିଟିଭିରେ କଏଦ ହେଲା ଦୃଶ୍ୟ

ଗତକାଲି ରାତିରେ ଏହି ଘଟଣା ଘଟିବା ପରେ ପୋଲିସ ନିକଟରେ ଏତଲା ଦିଆଯାଇଛି । ପୋଲିସ ଏ ନେଇ ଛାନଭିନ ଆରମ୍ଭ କରିଛି ।

Private bus strike
ପୁଣି ତାତିଲେ ଘରୋଇ ବସ୍‌ ମାଲିକ ସଂଘ; ୨୦ରୁ ବସ୍‌ ଧର୍ମଘଟ

ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବସ୍‌ ଧର୍ମଘଟ କରାଯିବା ନେଇ ନିଷ୍ପତ୍ତି ହୋଇଛି । ଏନେଇ ବସ୍‌ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

Miscreants Attacked To Security Guard Of An Auto Showroom In Bhubaneswar
ଶୋ’ ରୁମ୍‌ରେ ପଶି ସିକ୍ୟୁରିଟି ଗାର୍ଡଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ରାଜଧାନୀ ପାଲଟି ଗଲାଣି କି ଅପରାଧୀଙ୍କ ଚରାଭୂଇଁ ? ପୁରୀ ବାଇପାସ୍ ରୋଡ୍‌ରେ ଏକ ଅଟୋ ଶୋ’ ରୁମ୍‌ରେ ପଶି ସିକ୍ୟୁରିଟି ଗାର୍ଡଙ୍କୁ ଦୁର୍ବୃତ୍ତମାନେ ହାଣିଥିବା ସୂଚନା ମିଳିଛି ।

Kidnap
ରାଜଧାନୀରେ ଅପହରଣ ! ‘କଳା କାରରେ ଆସିଲେ ଜୋର ଜବରଦସ୍ତ ଟେକି ନେଲେ’

ସହିଦ ନଗର ଥାନାରେ ଅଭିଯୋଗ ହୋଇଛି । ଅପହରଣ ପଛର କାରଣ ଜଣା ପଡିନଥିବା ବେଳେ ପୋଲିସ ଛାନଭିନ ଆରମ୍ଭ କରିଛି।

CCTV captures burglary in Bhubaneswar appartment
କେତେ ସୁରକ୍ଷିତ ରାଜଧାନୀରେ ଆପାର୍ଟମେଣ୍ଟ ଘର ? ୪ଟି ଫ୍ଲାଟରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଟାର୍ଗେଟ୍ କରିଥିଲେ ଗୋଟିଏ ପରେ ଗୋଟିଏ ଘର । ସେମାନଙ୍କ ଫୋକସରେ ଥିଲା ବାହାରୁ ତାଲା ପଡ଼ିଥିବା ଘର । ଘରର ମୁଖ୍ୟ ତାଲା ଭାଙ୍ଗିବା ପରେ ଲୁଟି ନେଇଥିଲେ ସବୁ କିଛି । ଗତକାଲି ରାତିରେ ଏ ଆପାର୍ଟମେଣ୍ଟର ୪ଟି ଘରର ତାଲା ଭାଙ୍ଗି ସମ୍ପୂର୍ଣ୍ଣ କଳାକାନା ବୁଲାଇବା ପରେ ଆରାମରେ ଫେରାର ମାରିଥିଲେ ।

Low pressure
ଫିକା ପଡ଼ିବ କି ପୂଜା ମଉଜ ? ଦାନା ବନ୍ଧୁଛି ଲଘୁଚାପ, ମହାଷଷ୍ଠୀରୁ ଆରମ୍ଭ ହେବ ବର୍ଷା !

ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି ।

same-sex marriage
ସମଲିଙ୍ଗୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା; ସ୍ୱାମୀ-ସ୍ତ୍ରୀ ସାଜି ପାରିବେନି ପୁରୁଷ-ପୁରୁଷ କି ନାରୀ-ନାରୀ

ଭାରତରେ ସମଲିଙ୍ଗୀ ସଂପର୍କ ଏକ ଅପରାଧ ନୁହେଁ । ଧାରା ୩୭୭କୁ ପୂର୍ବରୁ ଅପରାଧମୁକ୍ତ କରିସାରିଛନ୍ତି ସୁପ୍ରିମକୋର୍ଟ । ହେଲେ ସମଲିଙ୍ଗୀ ଯୋଡ଼ି ଆଇନତଃ ବିବାହ କରିପାରିବେ କି ନାହିଁ, ତାକୁ ନେଇ ଲାଗି ରହିଛି ବିବାଦ ।

Prisoner Escaped
ପାଇଖାନା ଯିବି କହି କୋର୍ଟ କ୍ୟାମ୍ପସରୁ କଏଦୀ ଛୁ !

ଫେରାର୍ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ତଲାସି ଆରମ୍ଭ କରିଛି ।

Bhubaneswar - Gauhati
ଆକାଶମାର୍ଗରେ ପୂର୍ବାଞ୍ଚଳ ସହ ଯୋଡ଼ି ହେବ ଓଡ଼ିଶା, ଗୌହାଟିକୁ ମାତ୍ର ଦେଢ଼ ଘଣ୍ଟା

ଭୁବନେଶ୍ୱରରୁ ଗୌହାଟି ମାତ୍ର ଦେଢ଼ ଘଣ୍ଟା ଲାଗିବ । ପ୍ରତିଦିନ ଏହା ଅପରାହ୍ନ ୧ଟା ୨୫ରୁ ଭୁବନଶ୍ୱରରୁ ଛାଡ଼ିବ ଓ ୨ଟା ୫୫ରେ ଗୌହାଟିରେ ପହଞ୍ଚିବ ।

Apartment
Viral Video: ରାଜଧାନୀରେ ଅସୁରକ୍ଷିତ ଆପାର୍ଟମେଣ୍ଟ ! ଗୋଟିଏ ରାତିରେ ୪ ଫ୍ଲାଟ୍‌ରୁ ଚୋରି

ଇନଫୋସିଟି ଥାନା ଅଧୀନରେ ଥିବା ରାଜବାଟିକାରୁ ଚୋରି ହୋଇଥିବାର ଅଭିଯୋଗ ହୋଇଛି । ଏକା ଥରେ ଗୋଟିଏ ଆପାର୍ଟମେଣ୍ଟର ୪ଟି ଘରୁ ଚୋରି ହୋଇଛି ।

Bar & Pub
ବାର୍‌ ସାଜିଛି ଧଳା ଜହରର ନୂଆ ଆଡ୍ଡା

ବାରରେ ଚାଲିଛି ଡ୍ରଗ୍ସ କାରବାର । ହୁକା ବାରରେ ନାଁରେ ଡ୍ରଗସ ନେଉଛନ୍ତି ଯୁବକ ଯୁବତୀ ।

Beggar Free Bhubaneswar
ସାବଧାନ ! ଏଣିକି ରାସ୍ତାକଡ଼ରେ ଭିକାରୀ ଦେଖିଲେ ଉଠାଇ ନେବ ସ୍ପେଶାଲ ସ୍କ୍ୱାର୍ଡ

ଭିକାରୀ ମୁକ୍ତ ହେବ ଭୁବନେଶ୍ୱର । ମନ୍ଦିର ଓ ରାସ୍ତା କଡ଼ରେ ଆଉ ବୁଲିବେନି ଭିକାରୀ । ରାସ୍ତା କଡ଼ରେ ଭିକାରୀଙ୍କୁ ଦେଖିଲେ ଉଠାଇ ନେବ ବିଏମସି ସ୍କ୍ୱାର୍ଡ । BMC କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Odisha Politics
୨୦୨୪ ନିର୍ବାଚନ ଆଗରୁ ବିଜେପି ମୁହାଁ ହେଉଛନ୍ତି କି ବିଜେଡି ବିଧାୟକ ?

ମନ୍ତ୍ରୀପଦ ଯିବା ପରେ ରୋହିତ ମନ ବଳାଇଥିବା ଜୟନାରାୟଣଙ୍କ ମନ୍ତବ୍ୟ । ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ଜୋରଦାର ଚର୍ଚ୍ଚା, ରୋହିତ ପୂଜାରୀଙ୍କ ଖଣ୍ଡନ ।

Odisha CM not to celebrate his birthday on Monday
ଆସନ୍ତାକାଲି ନବୀନଙ୍କ ଜନ୍ମଦିନ; ଆଗୁଆ ଶୁଭେଚ୍ଛା ଜଣାଇଲେ ବିରୋଧୀ, ୨୦୨୪ ଟକ୍କର ପାଇଁ ଦେଲେ ଆହ୍ୱାନ

ଆସନ୍ତାକାଲି ୭୮ ବର୍ଷରେ ପାଦ ଥାପିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ନିଜ ଜନ୍ମଦିନକୁ ସବୁବେଳେ ନିରାଡମ୍ୱର ଭାବେ ପାଳନ କରିଥାନ୍ତି ନବୀନ । ମାତ୍ର ନିର୍ବାଚନୀ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ବିଜେଡି କର୍ମୀଙ୍କ ଭିତରେ ପ୍ରବଳ ଆଗ୍ରହ ।ତେବେ ଗତମାସରେ ବଡ଼ ଭଉଣୀ ଗୀତ ମେହେଟାଙ୍କ ପରଲୋକ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ।

raid at multiple night clubs for flouting norms in bhubaneswar
ରାତି ଅଧିଆ ବାର୍‌ରେ ଚଢ଼ାଉ: ପୋଲିସ୍‌କୁ ଦେଖି ତରବରିଆ ହୋଇ ଲୁଚାଇ ଦେଲେ ପୁଳା ପୁଳା ଟଙ୍କା !

ହଠାତ୍‌ ବାର୍‌ରେ ଚଢ଼ାଉ ପରେ ପୋଲିସ୍‌କୁ ଦେଖି ବାର୍‌ କର୍ମଚାରୀ ପାଦରେ ଓ ୱାଇପରରେ ଟଙ୍କା ଗୁଡ଼ିକ ଲୁଚାଇ ଦେଇଥିବା ଦେଖିବାକୁ ମିଳିଛି ।

MP Aparajita Sarangi Targets Odisha Govt
ଡେରାସ ଜମି ଦୁର୍ନୀତି: ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ଅପରାଜିତା

ଡେରାସ ଜମି ଦୁର୍ନୀତି ବିରୋଧରେ ବିଶାଳ ଜନ ଆନ୍ଦୋଳନ । ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଜମି ଦୁର୍ନୀତି ହେଉଥିବା ଅଭିଯୋଗ ଆଣି ଭୁବନେଶ୍ୱର ସାଂସଦ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।

Bhubaneswar AIIMS
ଭୁବନେଶ୍ୱର ଏମ୍ସରେ ଖୋଲିବ ରିଜିଓନାଲ ଫରେନ୍ସିକ୍ ଲାବୋରେଟୋରି

ବାହାନଗା ଟ୍ରାଜେଡିରୁ ଶିକ୍ଷା । ଭୁବନେଶ୍ୱର ଏମ୍ସରେ ଖୋଲିବ ଅତ୍ୟାଧୁନିକ ରିଜିଓନାଲ ଫରେନ୍ସିକ୍ ଲାବୋରେଟୋରି ।

Night Clubs Raid
ରାତି ତମାମ ଚାଲୁଛି ବାର୍‌ ଆଉ ପବ୍‌; ଆକ୍ସନ ମୋଡ୍‌ରେ କମିଶନରେଟ ପୋଲିସ..

ପାର୍ବଣ ପୂର୍ବରୁ ଆକ୍ସନ ମୋଡରେ କମିଶନରେଟ ପୋଲିସ । ରାତି ଅଧିଆ ରାଜଧାନୀର ବିଭିନ୍ନ ବାରରେ ରେଡ୍ କଲା ପୋଲିସ ।

Commissionerate police
ନିଶାଦିଆ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ୍; ମୁସ୍କାନକୁ ଗିରଫ କଲା କମିଶନରେଟ୍ ପୋଲିସ୍

ଦୀର୍ଘ ୭ ବର୍ଷ ଧରି ଭୁବନେଶ୍ୱର ଷ୍ଟେସନ ଅଂଚଳରେ ଲୁଟ୍ ତରାଜ ଚଳାଇଥିଲା ଲଣ୍ଡା ଗ୍ୟାଙ୍ଗ । ଗଞ୍ଜାମର କୁଖ୍ୟାତ ଲୁଟେରା ଲଣ୍ଡା ଓରଫ୍ ଅଶୋକ ବେହେରା ଓ ନୟାଗଡ଼ର ସାନ ଲଣ୍ଡା ଓରଫ ପୂର୍ଣ୍ଣଚନ୍ଦ୍ର ସେଠୀ, ଓଡ଼ଗାଁର ସୁଶାନ୍ତ ରାଉତ ପ୍ରମୁଖ ସାମିଲ ଥିଲେ ଏହି ଗ୍ୟାଙ୍ଗରେ ।

Higher Education Dept Notice To  BJB Autonomous College
ବିଜେବି କଲେଜକୁ ଉଚ୍ଚଶିକ୍ଷା ବିଭାଗର ନୋଟିସ୍‌

ରାଜ୍ୟର ବଡ଼ କଲେଜ କୁହାଯାଉଥିବା ଭୁବନେଶ୍ୱରର ବିଜେବି ମହାବିଦ୍ୟାଳୟକୁ ନୋଟିସ୍‌ କରାଯାଇଛି । ୩ଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସଂପାଦନ କରାଯାଇନଥିବାରୁ ଏହି ସ୍ପଷ୍ଟୀକରଣ ମଗାଯାଇଛି ।

Attacks To 3 Youths Over Passing Of Comment In Bhubaneswar
କମେଣ୍ଟମରାକୁ ନେଇ ମହାଭାରତ: ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ...

୩ ଯୁବକଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଯୁବତୀଙ୍କୁ କମେଣ୍ଟମରା ଘଟଣାକୁ ନେଇ ସଂଘବଦ୍ଧ ଆକ୍ରମଣ । 

Loot From CRPF Former DG House
ପୋଲିସ୍‌କୁ ବି ଛାଡ଼ିଲେନି ଲୁଟେରା: CRPF ପୂର୍ବତନ ଡିଜିଙ୍କ ଘରୁ ଚୋରି

CRPFର ପୂର୍ବତନ ଡିଜି ବ୍ରଜ ବିହାରୀ ମିଶ୍ରଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ନଗଦ ଟଙ୍କା ଓ କିଛି ଆସବାବପତ୍ର ଚୋରି ହୋଇଥିବା ଏତଲାରେ ଦର୍ଶା ଯାଇଛି ।