ଟଙ୍କା ଦେଇ ଗ୍ରାହକ ନିଜ ପସନ୍ଦର ସର୍ଭିସ୍ ବାଛୁଥିଲେ । ଶିବାନୀ ୱେଲନେସ ସେଣ୍ଟର୍ ଓ ସ୍ପା’ ନାମରେ ଦୀର୍ଘ ଦିନ ଧରି ସତ୍ୟନଗରର ଏହି ଘରେ ଚାଲିଥିଲା ସେକ୍ସ କାରବାର ।
ରାସ୍ତାରେ ସମସ୍ତ ଗାଡ଼ିକୁ ଚେକିଂ କରାଯିବା ସହ ସମସ୍ତ କାଗଜପତ୍ର ଓ ଗାଡ଼ି ଚାଳକଙ୍କ ସମ୍ବନ୍ଧରେ ତଥ୍ୟ ଯାଞ୍ଚ କରାଯାଇଛି ।
ଟ୍ରକ୍କୁ କାର୍ ଧକ୍କା ଦେବା ଯୋଗୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ପାହାଳ ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
୫ ଓ ୬ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ତେଣୁ ଏହି ୫ ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି ହୋଇଛି।
୧୭ ମହଲା ଉପରେ ସାପ ଦେଖିବା କଥା ଶୁଭେନ୍ଦୁଙ୍କୁ କହିଥିଲେ ଘରର ସଦସ୍ୟ । ତେବେ ଏତେ ଉଚ୍ଚରେ ସାପ ଚଢ଼ିବାକୁ ନେଇ ସ୍ନେକ୍ ହେଲ୍ପ ଲାଇନ୍ର ସଦସ୍ୟମାନେ ବିଶ୍ୱାସ କରିନଥିଲେ ।
୫ ରାଜ୍ୟରେ ଭୋଟ୍ ଗଣତିକୁ ନେଇ ଚରମ ଉତ୍କଣ୍ଠା । ଓଡ଼ିଶା ରାଜନୀତିରେ ପ୍ରଭାବକୁ ନେଇ ତେଜିଲା ରାଜନୀତି ।
ଓଡ଼ିଶାକୁ ଫେରିବା ପରେ ଭବ୍ୟ ସମ୍ବର୍ଦ୍ଧନା । ଓଡ଼ିଶା ଫେରି ଆଶ୍ୱସ୍ତିର ନିଶ୍ୱାସ ମାରିଲେ ଉଦ୍ଧାର ଶ୍ରମିକ ।
ଭାରତକୁ ପିକେଲ ବଲ ୧୦ବର୍ଷ ତଳେ ପ୍ରବେଶ କରିଥିଲା । ଓଡିଶାକୁ ଏହି ଖେଳ ଗତ ଦୁଇ ଦିନ ତଳେ ଆରମ୍ଭ ହେଲା । ଟେନିସ ଖେଳକୁ ଛାଡି ପିକେଲ ବଲ ଖେଳିବାକୁ ଖେଳାଳିଙ୍କ ଆଗ୍ରହ ବଢୁଛି ।
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ତ ଧରାପଡ଼ିଛନ୍ତି, ତାଙ୍କ ବାପା ମଧ୍ୟ ଦୁର୍ନୀତି ଅଭିଯୋଗରେ ଫସିଥିଲେ ।
କେନ୍ଦ୍ରକୁ ରାଜ୍ୟର ଅସହଯୋଗ ନେଇ ଅସନ୍ତୋଷ ଝାଡିଲେ କେନ୍ଦ୍ରମନ୍ତ୍ରୀ । ୫ ରାଜ୍ୟର ଫଳାଫଳ ପରେ ସ୍ବର ଆହୁରି ଶାଣିତ ହେବା ଅନୁମାନ ।
ଆଲିସାନ କୋଠା ସହ ବିପୁଳ ଧନର ହିସାବ କରୁଛି ଭିଜିଲାନ୍ସ । କରିତକର୍ମା ପୁଅ ପାଇଁ ଅକଳରେ ପଡ଼ିଗଲେ ରିଟାୟାର୍ଡ ବାପା ।
ମାଓ ଦମନ ପାଇଁ ଜୋରଦାର ପ୍ରୟାସ କରୁଛି ବିଏସଏଫ୍ । କନ୍ଧମାଳ ଉପରେ ରଖାଯାଇଛି ସ୍ବତନ୍ତ୍ର ଫୋକସ ।
ତାମିଲନାଡୁର କାଞ୍ଚିପୁରମ୍ ଓ ଥିରୁବଲ୍ଲୁର ଜିଲ୍ଲାରେ ସ୍କୁଲ ଓ କଲେଜ ଛୁଟି । ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ କେତେ ପଡ଼ିବ ସ୍ପଷ୍ଟ ହୋଇନି ।
ଝିଅର ନୂଆ ଦାୟିତ୍ୱକୁ ନେଇ ଖୁସି ବାପା ମା’ । ଦେଶର ପ୍ରଥମ ମହିଳା ଭାବେ ବନିଲେ ଏଡ୍ ଡି’ କ୍ୟାମ୍ପ ।
BMCର ଆନ୍ତଃବିଭାଗୀୟ ବୈଠକରେ ନିଷ୍ପତ୍ତି ଗ୍ରହଣ....ସଂପୃକ୍ତ ସଂସ୍ଥା ଓ ବ୍ୟକ୍ତିଙ୍କ ବିରୋଧରେ ଦିଆଯିବ ଏତଲା...ଆନ୍ତଃ ବିଭାଗୀୟ ବୈଠକରେ ହୋଇଛି ନିଷ୍ପତ୍ତି...ରାସ୍ତାରେ ବାଲି, ମାଟି ଓ ଗୋଡ଼ି ଗଦାଇବାକୁ ମଧ୍ୟ ବାରଣ କରିଛି BMC..
ରାଜଧାନୀରେ ଏବେ ପ୍ରତ୍ୟେକ ଦିନ ଚୋରି ଓ ଲୁଟ୍ ଘଟଣା ନଜରକୁ ଆସୁଛି। ଝାରପଡ଼ାର ଜଗନ୍ନାଥ ନଗରରେ ଘରେ କାମ କରୁଥିବା ଜଣେ ମେଡ୍ ଦ୍ୱାରା ଆଲାମିରାରୁ ଟଙ୍କା ଚୋରି ଘଟଣା ସିସିଟିଭିରେ କଏଦ୍ ହେବା ପରେ ବଢ଼ିଛି ଚିନ୍ତା।
ବର୍ତ୍ତମାନ ଦାଲାଲମାନେ ପ୍ରତ୍ୟେକ ଦିନ ନୂଆ ନୂଆ ଲୋକ ଆଣି ଲାଇନରେ ଛିଡ଼ା କରୁଥିବା ସୂଚନା ମିଳିଛି।
ବିଭିନ୍ନ ବ୍ୟାଙ୍କ ଜରିଆରେ ଡିସେମ୍ବରରୁ ଆରମ୍ଭ ହେବ କାର୍ଯ୍ୟକ୍ରମ । କଏନ ସହ ମଇଳା ଓ ଚିରାଫଟା ନୋଟ୍ ବି ବଦଳାଇ ହେବ ।
ପାରାଦୀପ ପୋର୍ଟ ବିକାଶ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ । କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀଙ୍କ ସାଂଘାତିକ ଅଭିଯୋଗ ।
ମେଡିକାଲ ବେଡ୍ ସଂରକ୍ଷିତ ରଖିବା ସହ ମ୍ୟାନ୍ ପାୱାର୍, ମେଡିସିନ ମହଜୁଦ ପାଇଁ ସମସ୍ତ ଜିଲ୍ଲା ଚିକିତ୍ସାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ବର ସୈନିକ ସ୍କୁଲ ସାମ୍ନାରେ ବିଜେପିର ସତ୍ୟାଗ୍ରହ । ଅଳିଆ ଆବର୍ଜନା ସଂପୂର୍ଣ୍ଣ ଉଚ୍ଛେଦ ଦାବିରେ ସତ୍ୟାଗ୍ରହ ।
ପୋଲିସକୁ ଖୋଲା ଚ୍ୟାଲେଂଜ କରି ଦିନଦ୍ୱିପହରେ ଜନ ବହୁଳ ସ୍ଥାନରେ ଥିବା ଘରୁ ୧୫ ଲକ୍ଷ ଟଙ୍କାର ସୁନାଗହଣା ସହ ୫୦ ହଜାର ଟଙ୍କା ଲୁଟି ନେଲେ ଦୁବୃର୍ତ୍ତ।
ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ଅଧକ୍ଷତାରେ ବସିଥିଲା ବୈଠକ । ୨୦୨୪ ମାର୍ଚ୍ଚ ପୂର୍ବରୁ ସରକାର ଆଣିବେ ନୂଆ ସିନେମା ପଲିସି ।
୧ ତାରିଖ ବେଳକୁ ବାତ୍ୟାର ରୂପ ନେବା ସମ୍ଭାବନା । ଦିଗ, ଗତି ଓ ପ୍ରଭାବକୁ ନେଇ ସ୍ପଷ୍ଟ ହୋଇନି ଚିତ୍ର ।
ଯଦି ଓଡିଶାର କେହି ତାମିଲନାଡୁରେ ଏଭଳି ଭାବେ ଗୋଟିଏ ଉଚ୍ଚସ୍ଥାନରେ ରହିପାରିଥାନ୍ତେ, ତାହେଲେ ଆମେ ଖୁସି ହୋଇଥାନ୍ତୁ ବୋଲି କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ।