ଭଣ୍ଡାରୀପୋଖରୀ ବ୍ଲକ ସାହାରାଗଡିଆ ଗାଁର ମାୟାଧର ବେହେରାଙ୍କ ଘର କାମ ପାଇଁ ଆସିଥିବା ବାଲିରୁ ଉଦ୍ଧାର...
ମଧ୍ୟରାତ୍ରରେ ମାଆ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ ହେବ। ଏଥର ଭଦ୍ରକର ଚରମ୍ପାରେ ୯ଟି ପୂଜା ମଣ୍ଡପରେ ପୂଜା ପାଇବେ ମାଆ।
ଏବେ ବଜାରରେ ଫ୍ୟାନ୍ସି ଦୀପର ଚାହିଦା ବଢ଼ିବା ପରେ ମାଟି ଦୀପ ବ୍ୟବସାୟ ଠପ୍ ହୋଇଯାଇଛି । ଫଳରେ ଜୀବନ ଜୀବିକା ନେଇ ଚିନ୍ତାରେ ପଡିଛନ୍ତି କୁମ୍ଭକାର ।
ଚାନ୍ଦବାଲି ବ୍ଲକ ମାଧପୁରର ମନୋରମା ଦାସଙ୍କ ପାଇଁ ବି ସଂସାର ଯାକର ଦୁଃଖ ଦେଇଛି ସ୍ତନ କର୍କଟ । ଥରେ ନୁହେଁ ଦୁଇ ଦୁଇ ଥର ସେ କର୍କଟରେ ଆକ୍ରାନ୍ତ ହୋଇଛନ୍ତି ।
ବେପରଓ୍ୱା ଜୀବନଶୈଳୀ ଏବଂ ରୋଗ ନିରୁପଣରେ ବିଳମ୍ବ ହିଁ କ୍ୟାନସରର ଭୟାବହତାକୁ ବଢାଇଥାଏ ।
ଭଦ୍ରକ ଭଣ୍ଡାରୀପୋଖରୀରେ ଅଭାବନୀୟ ଘଟଣା । ଗର୍ଭବତୀଙ୍କ ସନ୍ଦେହଜନକ ମୃତ୍ୟୁ ।
ଚାଷରେ ପୋକ ଲାଗିଲା । ପରେ ପରେ ପାଣି ଅଭାବରୁ ବିଲ ବି ଶୁଖିଗଲା, ଚିନ୍ତା ବଢ଼ିଲା ।
ଭଦ୍ରକ ସାବରଙ୍ଗ ଥାନା ଅଧିନ ଵେନ୍ତାନ ପଞ୍ଚାୟତ ଭଵାନୀଵିନ୍ଧା ଗାଁରେ ଘଟିଥିଲା ଏହି ଘଟଣା । ଗତ ଜୁଲାଇ ୧୪ ତାରିଖ ଶୁକ୍ରବାର ରାତି ୧୦.୨୦ ସମୟରେ ଚିତ୍କାର କରି ଉଠିଥିଲେ ପ୍ରଫୁଲ୍ଲ ।
କେଉଁ କାରିଗର ରଙ୍ଗ ଦେବାରେ ଲାଗି ପଡ଼ିଛନ୍ତି ତ ପୁଣି କେଉଁ କାରିଗର ମା’ଙ୍କ ମେଢ ସଜାଇବାରେ ବ୍ୟସ୍ତ । କିଏ ଉଚ୍ଚ ତୋରଣ କରିବାରେ ବ୍ୟସ୍ତ ତ ଆଉ କିଏ ପାର୍ଶ୍ୱ ଦେବାଦେବୀଙ୍କୁ ଚିତ୍ର କରିବାରେ ବ୍ୟସ୍ତ ।
ଗରିବୀ ପାଇଁ ମିଳିଲାନି ଗାଡ଼ି, ଟ୍ରଲିରେ ବୋହିଲା ଝିଅ । ଫୋନ୍ ନଥିବାରୁ ଆମ୍ବୁଲାନ୍ସକୁ କରିପାରିଲେନି ଯୋଗୋଯୋଗ ।
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଗୋବିନ୍ଦପୁର ପଞ୍ଚାୟତରେ ପୂଜା ପାଉଛନ୍ତି ମା’ ନୀଳ ସରସ୍ୱତୀ । ମାଆଙ୍କ ବର୍ଣ୍ଣ ନୀଳ ରଙ୍ଗ ।
କାଲି ସନ୍ଧ୍ୟାରେ ବାତ୍ୟା ବାଂଲାଦେଶ ଉପକୂଳର ଖେପୁପଡ଼ା-ଚିଟ୍ଟାଗଙ୍ଗ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଆଉ ସେତେବଳକୁ ଏହା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇ ସାରିଥିବ।
ବେଆଇନ ମଦ ଜବତ, ଚରମ୍ପାରେ ଯୁବକଙ୍କ ବ୍ରାଉନସୁଗାର ସେବନ ଓ ଗାଁ ଲୋକେ ସେମାନଙ୍କୁ ଧରି ପୋଲିସର ଜିମା ଦେବା । ଏଭଳି ଅନେକ ଘଟଣା ପାଇଁ ଏବେ ଭଦ୍ରକବାସୀ ଚିନ୍ତାରେ ।
ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଥିବା ବେଳେ ୧୪ ଜଣ ଗୁରୁତର ହୋଇ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
୨୦୨୨ ପାଇଁ କବି ନରେନ୍ଦ୍ର ଭୋଇ(୧୯୭୯) ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୨୦୨୩ ପାଇଁ କବି ଚିତ୍ତରଞ୍ଜନ ନାୟକ(୧୯୭୮) ଏହି ପୁରସ୍କାର ପାଇବେ ।
ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ । ସହରାଞ୍ଚଳ ୧୬ନଂ ଜାତୀୟ ରାଜପଥ ଡାହାଣୀ ଗଡିଆ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲରେ ଘଟିଛି ଏଭଳି ଘଟଣା । ୨୮ରୁ ୩୦ତାରିଖ ମଧ୍ୟରେ ୬ ଜଣ ବରିଷ୍ଠ ଚକ୍ଷୁରୋଗୀଙ୍କ ଅପରେସନ ହୋଇଥିଲା ।
ମୋତିଆବିନ୍ଦୁର ସଫଳ ଅପରେସନ କରାଇ ପୁଣିଥରେ ଭଲ ଭାବରେ ସବୁକିଛି ଦିଶିବ ବୋଲି ଆଶା କରିଥିଲେ। ହେଲେ ଭଲ କ’ଣ ହେବେ ଓଲଟା ଦୃଷ୍ଟିଶକ୍ତି ହରାଇଲେ।
ଶିଶୁ କନ୍ୟା ସନ୍ତାନ ଦିବସରେ ବି ଅଲୋଡ଼ା । ଟମକା ଚମ୍ପାଝରରେ ଶିଶୁକନ୍ୟାକୁ ମାଆ ଗଳା ଚିପି ହତ୍ୟା ଅଭିଯୋଗ ହୋଇଛି । ସୁନ୍ଦରଗଡ଼ ମୁକ୍ତିଢିପାରେ ବୁଦାମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ସେପଟେ ପୁଣି ଝିଅ ହେବାରୁ ଚାନ୍ଦବାଲି ମେଡିକାଲରେ ପତ୍ନୀ ଓ କନ୍ୟାକୁ ଛାଡ଼ି ବାପା ଛୁ ।
ଜମିଜମା ବିବାଦକୁ ନେଇ ହୋଟେଲ ମାଲିକଙ୍କୁ ପ୍ରଥମେ ମରଣାନ୍ତକ ଆକ୍ରମଣ ଉଦ୍ୟମ ଓ ପରେ ଛୁରାମାଡ଼। ପରିସ୍ଥିତି ଏପରି ହୋଇଥିଲା ଯେ, ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ କିଛି ସମୟ ପାଇଁ ହସ୍ପିଟାଲ୍ ପରିସର ରଣକ୍ଷେତ୍ର ପାଲଟି ଥିଲା ।
ଏହି ସମୟରେ ରାସ୍ତା କାମ ପାଇଁ ଲାଗିଥିବା ଫଳକ ଅସିତଙ୍କ ଉପରେ ଖସି ପଡ଼ିଥିଲା । ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
କାଲିଠୁ କମିବ ବର୍ଷାର ପରିମାଣ, କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ଦେଖି ନିଅନ୍ତୁ ତାଲିକା...
ବୈତରଣୀ ନଦୀର କଣ୍ଟିଘାଇରୁ ମିଳିଲା ବାପାର ମୃତଦେହ । ୨୭ ତାରିଖରେ ନିଜ କୁନି ଝିଅକୁ ଧରି ନଦୀକୁ ଡେଇଁପଡ଼ିଥିଲେ ଚନ୍ଦନ ।
ଛୋଟ ଝିଅକୁ ଧରି ନଦୀକୁ କାହିଁକି ଡେଇଁଲେ ସ୍ୱାମୀ ? ପତ୍ନୀ ମୃତ୍ୟୁରୁ ଅବସାଦ ନା ଅନ୍ୟ କୌଣସି କାରଣ ପାଇଁ ଚରମ ପଦକ୍ଷେପ ନେଲେ ସ୍ୱାମୀ। ତାକୁ ନେଇ ନାନା ଚର୍ଚ୍ଚା ହେଉଛି...
ଖବର ପାଇ ଘଟଣାସ୍ଥଳରେ ପୋଲିସ୍, ଦମକଳ ବାହିନୀ ପହଞ୍ଚି ଥିଲେ ବି ଅନ୍ଧାର ପାଇଁ ଖୋଜା ଖୋଜି ନକରି ଫେରି ଆସିଥିଲେ । ଆଜି ସକାଳୁ ଖୋଜା ଖୋଜି ପୁଣି ଆରମ୍ଭ ହୋଇଛି ।
ବୈତରଣୀ ସେତୁରୁ ନଦୀକୁ ଡେଇଁ ବାପ-ଝିଅ ନିଖୋଜ..ଭଣ୍ଡାରୀପୋଖରୀ ଥାନା ଆଖୁଆପଦାର ଘଟଣା