• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Basudevpur

Ayodhya Ram Mandir
Ayodhya Ram Mandir: ରାମନାମରେ କମ୍ପୁଛି ଗାଁଠୁ ସହର; ରାଉରକେଲା ଓ ବାସୁଦେବପୁରରେ ଜଳିବ ବିଶାଳ ଦୀପ

ଓଡ଼ିଶାରେ ପ୍ରାଣ । ହେଲେ ଅଯୋଧ୍ୟାରେ ମନ । କାଲି ରାମଲଲାଙ୍କ ଭବ୍ୟ ପ୍ରାଣପ୍ରତିଷ୍ଠା ଉତ୍ସବକୁ ରାମଜନ୍ମଭୂମୀକୁ ଯାଇପାରୁନଥିଲେ ବି ଏଇଠୁ ଥାଇ ରାମ ଭକ୍ତିରେ ଡୁବିଲେଣି ବ୍ରହ୍ମପୁରବାସୀ ।

This Divyang teacher in Odisha’s Basudevpur dedicated his life to teaching
ଶିକ୍ଷାଦାନରେ ବ୍ରତୀ, ଦିବ୍ୟାଙ୍ଗ ସୁବାସ୍ ସାର୍

ଶିକ୍ଷାଦାନରେ ବ୍ରତୀ, ଦିବ୍ୟାଙ୍ଗ ସୁବାସ୍ ସାର୍ । ବର୍ଷ ୭୦ ହେବ, ନିଜେ ଚାଲିବାକୁ ଟ୍ରାଇ ସାଇକେଲର ସାହାରା ନେଉଛନ୍ତି । ମାତ୍ର ୪୦ ବର୍ଷ ଧରି ପିଲାଙ୍କୁ ପାଠ ପଢାଇଚାଲିଛନ୍ତି । ଗୁରୁଦିବସରେ ଏମିତି ଗୁରୁଙ୍କୁ ଶହେ ନମସ୍କାର ।

Special Story | Poor Condition Of School Building Raises Concern Among Guardians In Basudevpur
ଛାତରୁ ପ୍ଲାଷ୍ଟର ଖସୁଛି, ଗଛ ମୂଳେ ବସିଛନ୍ତି କୁନି କୁନି ପିଲା...ସବୁ ଜାଣି ଚୁପ୍‌ ପ୍ରଶାସନ

ସ୍କୁଲ ଛାତରୁ ଖସୁଛି ପ୍ଲାଷ୍ଟର। କେତେବେଳେ ଏଇ କୁନି କୁନି ପିଲାଙ୍କ ଉପରେ ଭାଙ୍ଗିପଡ଼ିବ ଛାତ....ତା’ର କୌଣସି ଠିକ୍‌ଠିକଣା ନାହିଁ। ସୁରକ୍ଷିତ ପାଠ ପଢିବା ପାଇଁ ଇଚ୍ଛା ନଥିଲେ ବି ବାହାର ଗଛ ମୂଳେ ପିଲାଙ୍କୁ ବସାଇ ପାଠ ପଢାଉଛନ୍ତି ଶିକ୍ଷକ। ସବୁ ଜାଣିବା ପରେ ବି ଚୁପ୍‌ ବସିଛି ପ୍ରଶାସନ

Cyclone Jawad | ODRAF Team Reaches Basudevpur  | Latest Updates
'ଜିରୋ କାଜୁଆଲିଟି ଆମର ଲକ୍ଷ'

ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ । ବାସୁଦେବପୁର ବ୍ଲକର ତଳିଆ ଅଞ୍ଚଳରେ ଲୋକଙ୍କୁ ସୁରକ୍ଷା ପାଇଁ ପ୍ରଶାସନ ପୁରା ତୟାର ରହିଛି । ଓଡ୍ରାଫର ୨୧ଜଣିଆ ଟିମ୍ ବାସୁଦେବପୁରରେ ପହଞ୍ଚିଛି ।

Historic Coast Canal At Basudevpur On Verge Of Ruin Due To Lack Of Renovation
ନିଜ ପାଇଁ ବନ୍ଧ ବାନ୍ଧିଲେ ଚାଷୀ

ନା ନେତା ଶୁଣିଲେ, ନା ପ୍ରଶାସନ ଶୁଣିଲା। ତେଣୁ ଚାଷୀମାନେ ନିଜ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡିଲେ। ଜୁଆର ମାଡରୁ ପାଚିଲା ଧାନକୁ ରକ୍ଷା କରିବା ପାଇଁ ଗାଁଲୋକ ଏକାଠି ହେଲେ। ନିଜେ ଶ୍ରମଦାନ କରି ବାନ୍ଧିଲେ ଏମିତି ବନ୍ଧ। ଏ ପ୍ରେରଣାଦାୟୀ ଦୃଶ୍ୟ ଦେଖିଲେ ଆପଣ ବି ପ୍ରଶଂସା ନକରି ରହିପାରିବେନି।

Bhadrak basudebpur nua village grapping with drinking water problem
ଅଚଳ ହୋଇ ପଡିଛି ପାଣି ପାଇପ୍; ହନ୍ତସନ୍ତ ହେଉଛନ୍ତି ଗାଁ ଲୋକେ

ଅଚଳ ହୋଇ ପଡିଛି ପାଣି ପାଇପାଇପ୍‌ । ଫଳରେ ବୁନ୍ଦେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗାଁ ଲୋକେ । ଗତ ୩ ମାସ ହେବ ପାଣି ପାଇଁ ହିନସ୍ତା ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନୂଆଗାଁ ବାସିନ୍ଦା ।