• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhadrak Khabar

Odia Biswa Bhasa Sammilani
ଲେଖିଦେଲେ କି ନୂଆ ବର୍ଣ୍ଣବୋଧ ? ଭାଷା ସମ୍ମିଳନୀ ବର୍ଣ୍ଣମାଳାରୁ ଲୁ ଓ କ୍ଷ ଗାଏବ୍

​​​​​​ଅକ୍ଷରଭୂମିରେ ବି ବର୍ଣ୍ଣର ବିକୃତ ରୂପ । ଭଦ୍ରକରେ ଓଡ଼ିଆ ବରପୁତ୍ରଙ୍କ ତ୍ରୁଟିପୂର୍ଣ୍ଣ ନାଁ ଲେଖା ।

Harekrushna Mahtab
ପୁଣି ମହାପୁରୁଷଙ୍କୁ ଅପମାନ; ବଦଳାଇ ଦେଲେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ନାଁ

ପ୍ରଶାସନ ପକ୍ଷରୁ କରାଯାଇଥିବା ଏଭଳି ତ୍ରୁଟିକୁ ସଜାଡ଼ି ଥିଲା ସ୍ଥାନୀୟ ବିଜେପି । ମହାନ୍ତିକୁ ଲିଭାଇ ମହତାବ କରାଯାଇଥିଲା । ସେହିପରି ଭଦ୍ରକ ବନ୍ତ ଛକ ରାସ୍ତାକଡ଼ ପାଚେରିରେ ସୌନ୍ଦର୍ଯ୍ୟକରଣ ପାଇଁ ମହାପୁରୁଷ ମାନଙ୍କ ଚିତ୍ର ସ୍ଥାନୀତ କରାଯାଇଛି ।

Odisha Weather
କମିଲା ଶୀତ, ବଢିଲା ତାତି; ଉପକୂଳ ଓଡ଼ିଶାକୁ ଘନକୁହୁଡି ନେଇ ସତର୍କ ସୂଚନା

ଘନକୁହୁଡି ନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ଗଂଜାମ, ଗଜପତି ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡି ଦେଖାଦେବ ।

Dense Fog
ଟ୍ୱିନ୍‌ ସିଟିରେ ଘନ କୁହୁଡ଼ି; ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ଶୁଖିଲା ପାଗ

ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ଗଂଜାମ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ଘନ କୁହୁଡି ଦେଖାଦେବ ।

Odisha Politics, Sattara Satranj
ବାପିଙ୍କୁ ରିପିଟ୍‌ କରିବ କି ବିଜେଡି ? ଦଳରେ ଆଶାୟୀଙ୍କ ତାଲିକା ଖୁବ୍‌ ଲମ୍ବା

୨୦୧୯ରେ ସେ ବିଜେପିର ଏବେକା ରାଜ୍ୟ ସଭାପତି ତଥା ହେଭିୱେଟ୍ ମନମୋହନ ସାମଲଙ୍କୁ ୮୦୮୦ ଭୋଟରେ ହରାଇ ବିଜେଡିର ବିଜୟ ଧାରାକୁ ଅବ୍ୟାହତ ରଖିଥିଲେ। ଆଉ ଏଥର ବି ତୃତୀୟ ଥର ପ୍ରାର୍ଥୀ ହୋଇ ବିଜୟ ପାଇଁ ଆଶାୟୀ ବ୍ୟୋମକେଶ।

Bhadrak Politics
ଭଦ୍ରକ ବିଜେଡିରେ ବଢ଼ୁଛି ଦ୍ୱନ୍ଦ୍ୱ, କାହାକୁ ଦେବେ ଟିକଟ ! ବଳିଆନ୍‌ ହେଲାଣି ବିଜେପି

ଭଦ୍ରକ ଆସନରୁ ବିଜେଡି ଟିକେଟ ପାଇଁ ଏକାଧିକ ଆଶାୟୀ । ତା’ଭିତରୁ ସବା ଆଗରେ ଅସୀତ ପଟ୍ଟନାୟକ।

Adani Company
ଜମିରୁ ହଟାଇ ଠକିଦେଲା ‘ଆଦାନୀ’ କମ୍ପାନୀ ! ନା ଟଙ୍କା ଦେଲା ନା ଚାକିରି...

ବିକାଶ ଲାଗି ଗରିବଙ୍କର ଏଥିଲା ତ୍ୟାଗ । କିନ୍ତୁ ବିସ୍ଥାପିତ ପରିବାରମାନଙ୍କୁ ଅନୁକମ୍ପା ଦେବେ କହି ଠକି ଦେଲା କମ୍ପାନୀ ।

Lord Shiva Temple
ଶହେ ଶିବଲିଙ୍ଗର ଗାଁ ! ଯୋଉଠି ଖୋଳିବେ ସେଇଠି ବାହାରିବ ଶିବଲିଙ୍ଗ

ଆମେ କହୁଛୁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗାଁ । ଏଇ ପବିତ୍ର ଅଲୌକିକ ଗାଁରେ ଶତାଧିକ ଶିବଲିଙ୍ଗ ବାହାରିବାରୁ ଏହାକୁ ଶହେ ଶିବଲିଙ୍ଗର ଗାଁ ବୋଲି କୁହାଯାଏ ।

Bhadrak
କାନ୍ଦବୋବାଳି ପଡ଼ିଲା, କୋକେଇ ଉଠିଲା; କିନ୍ତୁ ମଣିଷ ନଥିଲା..

ଶବ ନାହିଁ କିନ୍ତୁ ଶବ ସତ୍କାର ପାଇଁ ଚାଲିଥିଲା କୋକେଇ ବନ୍ଧା। କୋକେଇରେ ଶବ ନାହିଁ କିନ୍ତୁ ମଶାଣୀକୁ ଗଲା ବେଳେ ଶୁଭୁଛି ରାମ ନାମ ସତ୍ୟ ହେ ହରିନାମ ସତ୍ୟ ହେ। କୋକେଇ ପାଖରେ ବସି କାନ୍ଦୁଛନ୍ତି ପରିବାର ଲୋକେ।

Murder
ଜଳିଲା ଯୌତୁକ ଜୁଇ, ସ୍ତ୍ରୀକୁ ହତ୍ୟା କରି ଫେରାର ହେଲା ସ୍ୱାମୀ !

ବିବାହର ବିତି ଯାଇଥିଲା ୧୪ ବର୍ଷ । କୋଳକୁ ଦୁଇଟି ଛୁଆ ମଧ୍ୟ ଆସିଥିଲେ । କିନ୍ତୁ ସ୍ୱାମୀ ମନ ପୁରିନଥିଲା । ସନ୍ତାନର ଖୁସିକୁ ସେ ଗ୍ରହଣ କରିପାରୁ ନଥିଲା । ଦୁଇଟି ଯାକ ଝିଅ ହିଁ କଣ ପାଇଁ ହେଲା.. ଏନେଇ ପତ୍ନୀଙ୍କୁ ମାରଧର କରୁଥିଲା ।

Ayodhya Ram Mandir
Ayodhya Ram Mandir: ରାମନାମରେ କମ୍ପୁଛି ଗାଁଠୁ ସହର; ରାଉରକେଲା ଓ ବାସୁଦେବପୁରରେ ଜଳିବ ବିଶାଳ ଦୀପ

ଓଡ଼ିଶାରେ ପ୍ରାଣ । ହେଲେ ଅଯୋଧ୍ୟାରେ ମନ । କାଲି ରାମଲଲାଙ୍କ ଭବ୍ୟ ପ୍ରାଣପ୍ରତିଷ୍ଠା ଉତ୍ସବକୁ ରାମଜନ୍ମଭୂମୀକୁ ଯାଇପାରୁନଥିଲେ ବି ଏଇଠୁ ଥାଇ ରାମ ଭକ୍ତିରେ ଡୁବିଲେଣି ବ୍ରହ୍ମପୁରବାସୀ ।

Money
ଆକାଉଣ୍ଟକୁ କେଉଁଠୁ ଆସୁଛି ଟଙ୍କା ? ହିତାଧିକାରୀଙ୍କୁ ମିଛସତ କହି ନେଇଯାଉଛନ୍ତି ଦଲାଲ

ଲୋକମାନେ କାମ ନକରି ବି ଜବ୍ କାର୍ଡରେ ଶ୍ରମିକ ଟଙ୍କା ଆସିଛି ବୋଲି କହି ଦଲାଲ ମାନେ ଟଙ୍କା ସଂଗ୍ରହ କରୁଥିବା ଅଭିଯୋଗ ହେଉଛି । ମହିଳା ମହାସଂଘ ଓ ପଞ୍ଚାୟତ କର୍ମଚାରୀଙ୍କ ନାଁରେ ଏଭଳି ଅଭିଯୋଗ ଆସିଥିଲେ ମଧ୍ୟ ସେମାନେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

Dhana Mandi
କଟନୀ ଛଟନୀ ଭୟ ! ମଣ୍ଡିରେ ନଦେଇ ଦଲାଲଙ୍କୁ ଚାଷୀ ବିକୁଛନ୍ତି ଧାନ

ମଣ୍ଡିକୁ ଆସୁନି ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ଧାନ । କେଉଁଠି କଟନୀ ଛଟନୀ, କେଉଁଠି ବିଳମ୍ବରେ ଖୋଲିଛି ମଣ୍ଡି ।

Bharat Sankalpa Rath
କେନ୍ଦ୍ରର ବିକାଶ ପଥରେ କିଏ ସାଜୁଛି କଣ୍ଟା ? ଭାରତ ସଂକଳ୍ପ ରଥକୁ ବିଜେଡିର ବିରୋଧ !

ଗାଡ଼ି ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ । ବିକଶିତ ଭାରତ ସଂକଳ୍ପ ରଥକୁ ଅସହଯୋଗକୁ ନେଇ ରାଜନୀତି ।

VK Pandian
ପାଣ୍ଡିଆନଙ୍କ ପାଦ ପଡ଼ିଥିଲା ବୋଲି ମନ୍ଦିରରେ ଗୋବର ପାଣି ସିଞ୍ଚିଲେ ସେବାୟତ !

ପାଣ୍ଡିଆନ ଭଦ୍ରକ ଜିଲ୍ଲା ଗସ୍ତରେ ଯାଇଥିବା ବେଳେ ପ୍ରଥମେ ବାବା ଆଖଣ୍ଡଳମଣୀଙ୍କୁ ଦର୍ଶନ କରିଥିଲେ । ପରେ ସେବାୟତଙ୍କ ସହ ଆଲୋଚନା କରିଥିଲେ ।

Police held beggar looters gang in Bhadrak; forwarded to the court
ଭିକ ବାହାନାରେ ଘରକୁ କରୁଥିଲେ ଟାର୍ଗେଟ୍; ଲୁଟୁଥିଲେ ସୁନା, ବାନ୍ଧିଲା ପୋଲିସ

ଘଟଣାର ତଦନ୍ତ ପରେ ମୋଟ ୫ ଜଣ ଚୋରଙ୍କ ସହ ଜଣେ ଦୋକାନୀ ମାଲିକକୁ ଗିରଫ କରିଛି ପୋଲିସ । ଗିରଫ ହେଲେ ପଗଡ଼ ଗାଁର ଅଜୁ ଦାସ , ରାଜୁ ଦାସ ଓ ରାମ ଦାସ, କେନ୍ଦ୍ରାପଡା ଅଞ୍ଚଳର ବଳିଆ ଦାସ ଓ ତିହିଡି ଥାନା ଅଞ୍ଚଳର ଦୁଃଖକୁ ଗିରଫ କରାଯାଇଥିଲା ।

Bamboo Items
ଘରେ ଘରେ ନେଇ ଯାଚିଲେ କିଣୁଛନ୍ତି, ଟଙ୍କା ୧୦୦ ବି ଦେଉନାହାନ୍ତି !

ସରକାରୀ ସ୍ତରରେ ଏମାନଙ୍କୁ ୠଣ କିମ୍ବା ପ୍ରୋତ୍ସାହନ ମିଳୁନଥିବାରୁ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି । ଝାଟିମାଟି ନୁଆଁଣିଆ ଘରେ ଜୀବନ କାଟୁଛନ୍ତି । କାହାରିକୁ ଆବାସ ଘରଟିଏ ବି ମିଳିନି ।

fire
ଅଗ୍ନିକାଣ୍ଡରେ ଜଳିଗଲା ୧୫ଟି ଦୋକାନ,ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ହଠାତ୍ ଇରମ୍ ପଞ୍ଚାୟତର ରଥପଦା ମାର୍କେଟରେ ଥିବା ଦୋକାନରେ ନିଆଁ ଲାଗିଯାଇଥିଲା….

Fake SIM card racket mastermind held in Bhadrak
ଧରାପଡ଼ିଲା ଫେକ୍‌ ସିମ୍‌ କାର୍ଡର ମାଷ୍ଟରମାଇଣ୍ଡ୍‌

ସିମ୍‌ କାର୍ଡ ଟାର୍ଗେଟ୍ ପୂରଣ ପାଇଁ ଇଚ୍ଛୁକ ଗ୍ରାହକଙ୍କ ଠାରୁ ଏକାଧିକ ଥର ବାୟୋମେଟ୍ରିକ୍ ନେଇ ବ୍ୟକ୍ତି ଜଣକ ସିମ୍‌ କାର୍ଡ ଆକ୍ଟିଭେସନ କରି ଏହାକୁ ବିକ୍ରି କରୁଥିଲା ।

man seeks help for treatment in bhadrak
ସ୍ଵାମୀର କିଡ୍‌ନୀ ନଷ୍ଟ ପରେ ଛାଡି ପଳେଇଲା ସ୍ତ୍ରୀ, ଭରସା ଏବେ ୬୦ ବର୍ଷର ବିଧବା ମା’...

ପୁଅର ଚିକିତ୍ସା ପାଇଁ ଗାଁ ଗାଁ ବୁଲି ଟଙ୍କା ମାଗି ମେଡିକାଲ ନେଇଛନ୍ତି ବିଧବା ମା’। ଆଉ ଏପଟେ ଓଳିଏ ଖାଇଲେ ଓଳିଏ ଉପାସ । 

Controversy over bjd leader Asit Patnaik birthday celebration
ମହଙ୍ଗା ପଡ଼ିଲା ବିଜେଡି ନେତାଙ୍କ ଜନ୍ମଦିନ ପାଳନ, ଥାନାରେ ଏତଲା...

ଭଦ୍ରକ ଜିଲ୍ଲାରେ ବିଜେଡି ନେତା ଅସିତ୍ ପଟ୍ଟନାୟକଙ୍କ ଜନ୍ମଦିନ ପାଳନକୁ ନେଇ ଥାନାରେ ଏତଲା ହୋଇଛି । ସହରରେ ବାଇକ୍ ରାଲି, ଡିଜେ ଏବଂ ବାଣ ଫୁଟାଇ ଏହାକୁ ସେଲିବ୍ରେସନ କରାଯାଇଥିଲା ।

Cyclonic storm likely to form over Bay of Bengal by december 2
ଡିସେମ୍ବର ୨ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ! ୭ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଚିଠି...

ଡିସେମ୍ବର ୧ ତାରିଖରୁ ସମୁଦ୍ରରେ ପବନ ବହିବ । ତେଣୁ ସମୁଦ୍ରକୁ ନ ଯିବାକୁ ଧୀବରଙ୍କୁ ପରାମର୍ଶ ଦିଆଯାଇଛି । 

Chandbali Police
ଚାନ୍ଦବାଲିରେ ଗର୍ଜିଲା ବିଜେପି, ବ୍ଲକ୍ ଅଫିସ ଘେରାଉ ବେଳେ ପୋଲିସକୁ ପଥର ମାଡ଼ !

ବ୍ଲକ କାର୍ଯ୍ୟାଳୟ ଆଗରେ ସେମାନେ ଦୁର୍ନୀତି ବିରୋଧରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ବିଜେପି କର୍ମୀମାନେ ବ୍ଲକ କାର୍ଯ୍ୟାଳୟରେ ପଶିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ।

5T School
ରାଜ୍ୟରେ ସାଂଘାତିକ ଶିକ୍ଷକ ମରୁଡ଼ି ! ହାଇସ୍କୁଲରେ ଅଷ୍ଟମରୁ ଦଶମ ଯାଏଁ ଜଣେ ସାର୍

ଅତିଥି ଶିକ୍ଷକଙ୍କ ଭରସାରେ ବ୍ରହ୍ମପୁର କେ.ସି. ଟାଉନ୍ ହାଇସ୍କୁଲ । ରାଜ୍ୟରେ ଖାଲି ପଡ଼ିଛି ୨୪ ହଜାର ଶିକ୍ଷକ ପଦବୀ ।