• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhadrak Khabar

Odisha Train Mishap
ପ୍ରିୟଜନଙ୍କ ସନ୍ଧାନ ପାଇଁ ହାତରେ ଖଣ୍ଡେ ଫଟୋ ଧରି ଘୂରି ବୁଲୁଛନ୍ତି ସମ୍ପର୍କୀୟ

କାହାକୁ ବା ଶାନ୍ତ୍ୱନା ଦେବେ, କାହାକୁ ବା ସମବେଦନା ଜଣାଇବେ। ଏଇଠି ତ ବୋଲ ମାନୁନି ଲୁହ...

Train Mishap
ବାହାନଗା ହିରୋଙ୍କୁ ସଲାମ କରୁଛି ସାରା ବିଶ୍ୱ, ଦୁର୍ଘଟଣା ଦୁର୍ଗତଙ୍କ ଦେବଦୂତ ସାଜିଥିଲେ ସ୍ଥାନୀୟ ବାସିନ୍ଦା

ବିଧ୍ୱସ୍ତ ବଗିରୁ ବହୁ ଜୀବନ ବଞ୍ଚାଇଛନ୍ତି ଦରଦୀ ଓ ସାହସୀ । NDRF ଓ ଓଡ୍ରାଫ୍ ପହଞ୍ଚିବା ଆଗରୁ ବଢ଼ାଇଥିଲେ ସହାୟତାର ହାତ ।

Odisha train tragedy elderly man finds sons body
ଶବର ପାହାଡ଼ ଭିତରୁ ପୁଅକୁ ଖୋଜି ପାଇଲେ ବାପା

କାନ୍ଥରୁ ଲିଭିନି ବାହାଘର ଚିତା ରଙ୍ଗ। ଆଉ ୬ଦିନ ଯାଇଥିଲେ ବିବାହକୁ ପୁରିଥାନ୍ତା ଏକ ବର୍ଷ। ଜୁନ୍ ୧୦ ତାରିଖରେ ପଡିବ ପ୍ରଥମ ବିବାହ ବାର୍ଷିକ ଉତ୍ସବ। ଆଉ ମାଆର କୋଳରେ ଏହି ନିଷ୍ପାପ ଦେଢ ମାସର କୁନି ଝିଅ। ଦୁନିଆକୁ ଠିକସେ ଦେଖିନଥିବା ବେଳେ ବାପା ବୋଲି ଯେଉଁ ଶବ୍ଦଟି ଆଜି ହୋଇଗଲା ତା ପାଇଁ ସ୍ୱପ୍ନ।

CDPO demands bribe from Anganwadi aspirant in Odisha, audio goes viral
‘ଚାକିରି କରିବୁ ଆଉ କିଛି ଦବୁନି କି ?’...ଆଶାୟୀ ଅଙ୍ଗନବାଡ଼ି ପ୍ରାର୍ଥୀଙ୍କୁ ଟଙ୍କା ମାଗୁଛନ୍ତି ସିଡିପିଓ

ଅଙ୍ଗନବାଡ଼ି କର୍ମୀ ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ନିଯୁକ୍ତିର ପ୍ରଲୋଭନ ଦେଖାଇ ଟଙ୍କା ମାଗୁଛନ୍ତି ସିଡିପିଓ। ମୂଲଚାଲ ବି କରୁଛନ୍ତି, ଟଙ୍କା ନଦେଲେ ନିଯୁକ୍ତି ନମିଳିବା ନେଇ ବି କହୁଛନ୍ତି। ଯାହାର ଏକ ଟେଲିଫୋନିକ ଅଡିଓ ଏବେ ଭାଇରାଲ୍ ହେଉଛି।

Tabaco
ନିୟମ ନିୟମ ବାଟରେ: ଖୁଲମଖୁଲା ବିକ୍ରି ହେଉଛି ତମାଖୁ...ବଢୁଛି କ୍ୟାନସର

ଗୟାଧର ୨୦୧୫ ମସିହାରେ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଅସ୍ତ୍ରୋପଚାର କରିଥିଲେ । ଗୟାଧରଙ୍କ କହିବା ଅନୁଯାୟୀ ପୂର୍ବରୁ ସେ ପ୍ରତିଦିନ ଗୋଟିଏ ସିଗାରେଟ ଟାଣୁଥିଲେ । ଏହାପରେ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା କହିଛନ୍ତି ।

murder
ସ୍ତ୍ରୀକୁ କଟୁରିରେ ହାଣିଲା ସ୍ୱାମୀ, ତା’ପରେ ନିଜେ ଝୁଲି ପଡିଲା

ଧାମନଗର ଥାନା ମୌଲାନାସାହିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତଦେହ ଠାବ

love story
ସତ ହେଲା ସ୍ୱପ୍ନ, ଠାରରୁ ଆରମ୍ଭ ହୋଇଥିବା ପ୍ରେମ ନେଲା ବିବାହର ରୂପ

ମନର ମାନସୀଙ୍କୁ ଜୀବନସାଥୀ କଲେ ବିଜୟ, ଦୁଇ ଦିବ୍ୟାଙ୍ଗ ବିଜୟ ଓ ସଲାମୀଙ୍କ ପ୍ରେମ କାହାଣୀ

Mother Death
କ୍ୟାନସରରେ ମାଆ ଚାଲିଗଲା: ଡାକ୍ତର ହେବାକୁ ଶପଥ ନେଲା ପୁଅ

କ୍ୟାନସରରେ ଚାଲିଗଲା ମାଆ । ଅଭାବ ଅନାଟନରେ ପାଠ ପଢୁଥିଲା ପୁଅ...ଏବେ ମାଟ୍ରିକ୍‌ରେ ୯୨ ପ୍ରତିଶତ ନମ୍ବର ରଖିବା ପରେ ଡାକ୍ତର ହେବାକୁ ଦେଖୁଛି ସ୍ୱପ୍ନ ।

Vande Bharat Express
ଲାଗିଲା ଡିଜେଲ ଇଞ୍ଜିନ୍‌; ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍

ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଅଧାରେ ଅଟକିଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ର ମରାମତି ସରିବା ପରେ ପୁଣି ତାର ଯାତ୍ରା ଆରମ୍ଭ କରିଛି ।

Puri-Howrah Vande Bharat Express
ଅଧା ବାଟରେ ଅଟକି ରହିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଯାଜପୁର ବୈତରଣୀ ରୋଡ୍‌ ନିକଟରେ ବନ୍ଦେ ଭାରତ ଟ୍ରେନ୍‌ ଅଟକି ରହିଛି । କାଳବୈଶାଖୀରେ ଗଛ ପଡ଼ି ଲୋକୋ ପାଇଲଟ ସାମ୍ନା ଗ୍ଲାସ ଭାଙ୍ଗିଯାଇଛି ।

Odisha BSE Results
ସଫଳତାର ଶୀର୍ଷରେ ଗରିବ ପରିବାରର କନ୍ୟାରତ୍ନ, ମାଟ୍ରିକରେ ରଖିଛନ୍ତି ୯୦% ନମ୍ବର

ମାଟି କାନ୍ଥର ଭଙ୍ଗାଦଦରା ଘର...ଭିତରେ ଶିକାରେ ଝୁଲୁଥିବା ବୋଇତାଳୁ... ପିଣ୍ଡାରେ ଥିବା ଚୁଲି ଆଉ ଚୁଲି ମୁଣ୍ଡରେ ବସି ଖୁସିର ଲୁହରେ ବତୁରି ଯାଉଥିବା ମା’ର ପ୍ରାଣ ଆଜି ହାଲୁକା ହୋଇଯାଇଛି।

 divyangs
୮୦ ପ୍ରତିଶତ ଦିବ୍ୟାଙ୍ଗ : ଦିନକୁ ହାଣୁଛନ୍ତି କ୍ୱିଣ୍ଟାଲ କ୍ୱିଣ୍ଟାଲ କାଠ

ଭଦ୍ରକ ପୁରୁଣାବଜାର ଅଂଚଳ ଛଡାକ ମହଲା ମୀରସାହିରେ ଦୁଇ ଦିବ୍ୟାଙ୍କ ଯୋଦ୍ଧା ଶେଖ କଲାମ ଆଉ ଫିରୋଜ ଖାନଙ୍କୁ ନେଇ ଏବେ ଭାରି ଚର୍ଚ୍ଚା । ବଡବଡ କାଠ ଗଣ୍ଡିକୁ କୁରାଢୀରେ କାଟି ଟିକଟିକ କରିପାରୁଛନ୍ତି, ଯାହା ଦେଖିଲେ ସୁସ୍ଥ ଲୋକ ବି ବିଶ୍ୱାସ କରିପାରିବନି

Student who scored 86 percent in Matric exam dies after drowning in bhadrak
କାଲି ମାଟ୍ରିକରେ ୮୬% ରଖିଥିଲେ, ଆଜି ଚାଲିଗଲା ଜୀବନ

କାଲି ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଥିଲା ଓ ଏଥିରେ ଛାତ୍ର ଜଣକ ୮୬% ରଖିଥିଲେ। ହେଲେ ଦୁଃଖଦ ଘଟଣା ଆଜି ତାଙ୍କର ଜୀବନ ଚାଲି ଯାଇଛି।

Crafts from waste papers
ଅଦରକାରୀ କାଗଜରୁ ସୁନ୍ଦର ପ୍ରତିମୂର୍ତ୍ତି : ରୋଜଗାର ଜାଣିଲେ ଉଡ଼ିଯିବ ହୋସ୍‌

ଭଳିକି ଭଳି ରଙ୍ଗ ବେରଙ୍ଗର ଫୁଲଦାନି, ପେନ୍ ଷ୍ଟାଣ୍ଡ, ନଟରାଜ ସହ ବିଭିନ୍ନ ପ୍ରକାର ମୄର୍ତ୍ତିରେ ସଜେଇ ହୋଇଛି ପୂରା ଘର । ସମସ୍ତେ ବ୍ୟସ୍ତ ଅଛନ୍ତି କାମରେ । ନିଜ ନିଜର କାରିଗରୀ କୌଶଳ ମାଧ୍ୟମରେ ଅଦରକାରୀ କାଗଜରୁ ନିଖୁଣ ଭାବରେ ମୄର୍ତ୍ତିକୁ ଜୀବନ୍ତ କରିବାରେ ବ୍ୟସ୍ତ ଅଛନ୍ତି ଗାଁର ମହିଳାମାନେ ।

special arrangements for thirsty birds
ପ୍ଲାଷ୍ଟିକ୍‌ ଜାଗାରେ ପାଣି ରହୁଛି...ଖରା ବେଳେ ପିଇବେ ପକ୍ଷୀ

ପକ୍ଷୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ରାସ୍ତା କଡ ଗଛରେ ଲାଗିଛି ପ୍ଲାଷ୍ଟିକ୍‌ ଜାଗା...ଭରାଯାଉଛି ପାଣି, ପିଉଛନ୍ତି ପକ୍ଷୀ

Operation
ଆଖିକୁ ଭଲ ଦିଶିବା ଲାଗି ଅପରେସନ୍‌ କରିବାକୁ ଯାଇଥିଲେ, ଏବେ ମୂଳରୁ ଦେଖାଯାଉନି

ଭଦ୍ରକ ତିହିଡି ଅଞ୍ଚଳର ବଂଶୀଧର ରାଉତଙ୍କ ଆଖିକୁ ଭଲ ଭାବେ ଦେଖାଯାଉନଥିଲା । ତେଣୁ ଭଦ୍ରକ ବାଇପାସ୍‌ ରୋଡ୍‌ରେ ଥିବା ରଘବାନନ୍ଦ ଆଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ । ମେଡିକାଲର ଡ଼ାକ୍ତର ସନ୍ତୋଷ ସିଂ ତାଙ୍କର ଆଖି ପରୀକ୍ଷା କରିଥିଲେ । ଯାଞ୍ଚ ପରେ ବଂଶୀଧରଙ୍କ ବାମ ଆଖିରେ ମୋତିଆବିନ୍ଦୁ ହୋଇଥିବା ଡାକ୍ତର କହିବା ସହ ଅପରେସନ୍‌ କରିବାକୁ ପରାମର୍ଶ ଦେଇଥିଲେ ପରେ ଅପରେସନ୍‌ ବି ହୋଇଥିଲା ।

Hanuman Temple
ଏମାନଙ୍କୁ ଧର୍ମ ସହିବନି : ହନୁମାନଙ୍କ ମନ୍ଦିର ନାଁରେ ୧ ଲକ୍ଷ ଲୁଟ୍‌

ହଜାରେ କି ୨ ହଜାର ନୁହେଁ...ହନୁମାନ ମନ୍ଦିର ନାଁରେ ୧ ଲକ୍ଷ ଲୁଟ୍‌ । ବିଧାୟକ ହାତପାଣ୍ଠିରେ ମନ୍ଦିର ତିଆରି ହୋଇଛି ବୋଲି କହିଲେ...ଆରଟିଆରୁ ତଥ୍ୟ ମିଳିବା ପରେ ଗାଁ ଲୋକେ ତାତିଲେ

Bhadrak Sarapancha
ଏମିତି ସରପଞ୍ଚ ଥିଲେ ବିକାଶକୁ ରୋକିବ କିଏ ? ନିଜ ଦରମା ଟଙ୍କାରେ କରିଦେଲେ ଗାଁ ରାସ୍ତା

ସାବାସ୍‌ ସରପଞ୍ଚ । ପ୍ରଶାସନକୁ ଅପେକ୍ଷା କଲେନି...ଗାଁରେ ରାସ୍ତା ନଥିବାରୁ ନିଜ ଦରମା ଟଙ୍କାରେ କରିଦେଲେ ନୂଆ ରାସ୍ତା । ୩୦ ବର୍ଷର ସମସ୍ୟା ଚୁଟକିରେ ହେଲା ସମାଧାନ

School Student
ସାର୍ ଗଲେ ଆମେ ପାଠ ପଢିବୁ କେମିତି ? ଏମିତି କହି ସ୍କୁଲ୍‌ ଗେଟ୍‌ରେ ତାଲା ଠୁଙ୍କିଲେ ପିଲା

ବିଦ୍ୟାଳୟର ଶୈକ୍ଷିକ ବାତାବରଣ ଧୀରେ ଧୀରେ ସୁଧୁରି ଆସିଥିଲା। କିନ୍ତୁ ହଠାତ ବିଦ୍ୟାଳୟ ଛୁଟି ଥିବା ବେଳେ ପ୍ରଧାନଶିକ୍ଷକଙ୍କ ହଠାତ ବଦଳିକୁ କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି ।

Woman rescues her stolen goats
ଗୁହାଳରୁ ଛେଳି ଚୋରି : ମଟନ୍‌ ଦୋକାନରୁ ଉଦ୍ଧାର କଲା ପୋଲିସ୍‌

ବାଲେଶ୍ୱର ସିମୁଳିଆ ଥାନା ଅଧିନ ପୁରୁଷୋତ୍ତମ ଗ୍ରାମପଞ୍ଚାୟତର ପ୍ରମିଳା ସାହୁ ନାମକ ଜଣେ ମହିଳା ଛେଳି ପାଳିଥିଲେ । ଗତ ୨୭ ତାରିଖରେ ଛେଳି ବିକ୍ରି କରିବା ଲାଗି ନିଷ୍ପତ୍ତି ନେଇଥିଲେ ପ୍ରମିଳା । ହେଲେ ସେ ଜାଣିବାକୁ ପାଇଥିଲେ ଗୁହାଳରୁ ତାଙ୍କ ଛେଳିକୁ କୌଣସି ଦୁର୍ବୃତ୍ତ ଚୋରିକରି ନେଇଯାଇଥିଲେ।

symbolic funeral
ଆଶ୍ଚର୍ଯ୍ୟ ! ବିନା ଶବରେ ଶବ ସତ୍କାର

୨୫ ବର୍ଷ ହେଲା ମାଆ ଫେରିଲାନି । ପୁଅକୁ ସ୍ୱପ୍ନ ଆସିଲା ମାଆ ଆଉ ନାହିଁ...ବାସ୍‌ ଏହାପରେ ଆରମ୍ଭ ହୋଇଗଲା ପିତୁଳାର ଶବଶୋଭାଯାତ୍ରା

Snake bite victim reaches hospital carrying reptile in Basudevpur
ସାପକୁ ଧରି ମେଡିକାଲରେ ପହଞ୍ଚିଲେ ମହିଳା ରୋଗୀ

ସାପ କାମୁଡ଼ାରେ ଗୁରୁତର ଥିବା ମହିଳାଙ୍କୁ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର

Sudan Returnee
ଆତଙ୍କ ଦୁନିଆରୁ ଫେରିଆସିଲେ ୬ ଓଡ଼ିଆ, ବଖାଣିଲେ ଅଙ୍ଗେଲିଭା କଥା

ସୁଦାନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଘରକୁ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେସନ କାବେରୀ ଜାରି ରହିଛି। ଯାତ୍ରୀଙ୍କୁ ପ୍ରଥମେ ନୌସେନାର INS ସୁମେଧାରେ ପୋର୍ଟ ସୁଦାନରୁ ସାଉଦି ଆରବର ଜେଦାହକୁ ଅଣାଯାଉଛି।

Vande Bharat Express
ଓଡ଼ିଶାରେ ‘ବନ୍ଦେ ଭାରତ’ର ଟ୍ରାଏଲ ରନ୍, ପୁରୀ-ହାୱଡ଼ା ରୁଟ୍‌ରେ ଗଡ଼ିଲା ଏକ୍ସପ୍ରେସ୍

ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ବର, ଖୋର୍ଦ୍ଧାରେ ରହଣି । ୧୨ଟା ୩୫ରେ ପୁରୀରେ ପହଞ୍ଚି ପୁଣି ୧ଟା ୫୦ରେ ପୁରୀ ଛାଡ଼ିବ ।

Bhadrak News
ବଜ୍ରାଘାତରେ ଭାଙ୍ଗିଗଲା ମନ୍ଦିରର କିଛି ଅଂଶ

ବଜ୍ରାଘାତରେ ମନ୍ଦିରର ଵହୁ କ୍ଷତି ଘଟିଛି । ଏହି ମନ୍ଦିରର କିଛି ଅଂଶ ଭାଙ୍ଗି ଖସି ପଡିଥିବାବେଳେ କିଛି ଅଂଶ ଫାଟି ଯାଇଛି । ଯାହା ଏବେ ଚିନ୍ତାର ଵିଷୟ ପାଲଟିଛି ।