• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhadrak Khabar

CM Mohan Majhi
CM Visit: ଫସଲ କ୍ଷତି ନେଇ ଜିଲ୍ଲାକୁ ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ, କରିବେ ସ୍ଥିତି ଅନୁଧ୍ୟାନ

ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁଯାୟୀ, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲା ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କଟକ ଏବଂ ଜଗତସିଂହପୁର ଜିଲ୍ଲା ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ।

Weather
Crop Loss Fear: ଅମଳ ବେଳେ ଭାତହାଣ୍ଡି ଉଜାଡ଼ି ଦେଲା ଅଦିନିଆ ବର୍ଷା; କ୍ଷେତରେ ଲୋଟୁଛି ବର୍ଷକର ଦାନା ପାଣି

ପାଚିଲା ଧାନ କଳେଇକୁ ଉଠେଇଲା ବେଳକୁ ଭାଙ୍ଗିଯାଉଛି ଚାଷୀର ଦମ୍ଭ...କ୍ଷେତ ମଝିରେ ବତୁରା ଫସଲକୁ ବଞ୍ଚାଇବା ପାଇଁ ଉଦ୍ୟମ ସତ୍ତ୍ବେ ନିରାଶ ହେଉଛି ଚଷାପୁଅ...ଆଉ ବା କ’ଣ ଅଛି ଯେ ବଞ୍ଚିବ। ଖଳାକୁ ଯିବା ଆଗରୁ ବିଲ ମଝିରେ ଓଦାରେ ଯେତେବେଳେ ସରସର ହୋଇଯାଇଛି ବର୍ଷକର ଦାନାପାଣି, ସେତେବେଳେ ବୁଦ୍ଧିଶୂନ୍ୟ ବିଚରା ଚାଷୀ। ଅମଳ ବେଳକୁ ଅଦିନିଆ ବର୍ଷାରେ ଅକଲ୍ ଗୁଡୁମ୍ ଅବସ୍ଥା।

Frustrated Lover
Frustrated Lover Torches Girlfriend: ନିଆଁଲଗା ପ୍ରେମିକ, ଜାଳିଦେଲା ପ୍ରେମିକାର ଘର

ମତେ ବାହାହୋ, ନହେଲେ ମୁଁ ମରିଯିବି । ମୋ ଛାତିରେ ନିଆଁ ଲଗାନା, ନହେଲେ ସବୁ ଜାଳିଦେବି ।

ଚାନ୍ଦବାଲିର କୁନି ବୈଜ୍ଞାନିକ
Child Scientist: କୁନି ବୈଜ୍ଞାନିକ ତିଆରି କଲେ ଯାନ୍ତ୍ରିକ ଭୂତ...ଦିନ ରାତି ଜଗିବ ଫସଲ

ସବୁଜ ଉପାୟରେ ପୋକ ନିରାକରଣ ଏବଂ ଦିନ ରାତି ଫସଲ ଜଗିବା ସହିତ ଜୀଵ ଜନ୍ତୁଙ୍କୁ ଘଉଡେଇଵ। ଏଥି ସହ ଚାଷୀ ଭିତ୍ତିକ କାର୍ଯ୍ୟରେ ସହାୟକ ହୋଇପାରିବ।

Supari Killing
Odisha Ex Sarpanch Murder Case: ହତ୍ୟା ପାଇଁ ହୋଇଥିଲା ଅଢ଼େଇ ଲକ୍ଷ ଟଙ୍କାର ସୁପାରି ଡିଲ୍

ହତ୍ୟା ପାଇଁ ଅଢେଇ ଲକ୍ଷ ଟଙ୍କାର ସୁପାରି ଦେଇଥିଲା ଅଭିଯୁକ୍ତ ।

ଯନ୍ତ୍ରୀଙ୍କ ଘରୁ କେଜିଏ ସୁନା
Vigilance Raid In Odisha: ଯନ୍ତ୍ରୀଙ୍କ ଘରୁ ମିଳିଲାଣି ୧ କେଜି ସୁନା, ନଗଦ ୧୩ ଲକ୍ଷ ଟଙ୍କା

ଆଜି ସକାଳୁ ହିଁ ତାଙ୍କ ଡେପୁଟି ଜେନେରାଲ୍ ମ୍ୟାନେଜର୍ ସୁବାସ ଚନ୍ଦ୍ର ପଣ୍ଡାଙ୍କ ୪ଟି ଠିକଣାରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ । ଆଉ ଘଣ୍ଟା କେଇଟା ମଧ୍ୟରେ ଯାହା ମିଳିଛି ତାହା ବୋଧେ ଆଗକୁ କେତେ ହେବ ତା’ର ଏକ ଝଲକ ।

ଭୋଟ୍ ହାତେଇବାକୁ ନୂଆ NAC ଧୂଆଁବାଣ ଛାଡ଼ିଥିଲେ କି ପୂର୍ବ ସରକାର ?
Odisha Politics: ଭୋଟ୍ ହାତେଇବାକୁ ନୂଆ NAC ଧୂଆଁବାଣ ଛାଡ଼ିଥିଲେ କି ପୂର୍ବ ସରକାର ?

୨୩ ଜିଲ୍ଲାରୁ ତଥ୍ୟ ଆସିନଥିବାରୁ ଆନ୍ତରିକତା ନଥିବା କହି ଘେରିଲା ବିଜେପି ।

Train
Firing on Nandan Kanan Express: ସୀମା ଟପିଗଲେ ଦୁର୍ବୃତ୍ତ, ଚଳନ୍ତା ଟ୍ରେନକୁ କଲେ ଗୁଳିମାଡ଼; ହେଲେ କାହିଁକି

ସବୁ ସୀମା ସରହଦ ଟପିଲେ ଦୁର୍ବୃତ୍ତ । ପୂର୍ବରୁ ଚଳନ୍ତା ଟ୍ରେନକୁ ଢେଲା ଫୋପାଡୁ ଥିବା ବେଳେ ଏବେ ସିଧା ଗୁଳି ମାଡ଼ ।

Miscreants Fire at Nandan Kanan Express Train
Nandan Kanan Express Train Firing: ନନ୍ଦନକାନନ ଏକ୍ସପ୍ରେସ୍‌ ଉପରକୁ ଗୁଳିମାଡ଼, ଭାଙ୍ଗିଲା ଗାର୍ଡ ବଗିର ୱିଣ୍ଡୋ କାଚ

ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା ନନ୍ଦନକାନନ ଏକ୍ସପ୍ରେସ । ତେବେ ଏହି ଟ୍ରେନ୍‌ଟି ଆଜି ମଧ୍ୟାହ୍ନ ସମୟରେ ଭଦ୍ରକ ଷ୍ଟେସନ ଅତିକ୍ରମ କରୁଥିଲା । ନନ୍ଦନକାନନ ଏକ୍ସପ୍ରେସ୍‌ ଭଦ୍ରକ ଷ୍ଟେସନରୁ ଛାଡ଼ୁଥିବା ବେଳେ ହଠାତ୍‌ ଦୁଇ ରାଉଣ୍ଡ ଗୁଳିମାଡ଼ ହୋଇଥିଲା ।

Firing
Firing: ରାସ୍ତାରେ ଠିଆ ହୋଇଥିଲେ ଯୁବକ, ମୁଣ୍ଡକୁ ଗୁଳି କଲେ ଦୁର୍ବୃତ୍ତ

ଭଦ୍ରକରେ ଫୁଟିଲା ଗୁଳି । ଧାମରା ଥାନା ଅଧିନ କୋଇଥଖୋଲା କିଶୋର ପ୍ରସାଦ ଛକରେ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ହେଲେ କିଶୋର ପ୍ରସାଦ ଗାଁର ରାଜେନ୍ଦ୍ର ମହାପାତ୍ର ।

Cyclone Dana
ଦାନବ ପରି ମାଡ଼ି ଆସିଥିଲା ବାତ୍ୟା ‘ଦାନା’, ଉଜାଡ଼ି ଦେଇଗଲା ସବୁକିଛି

ମଝି ରାତିରେ ଦାନବ ପରି ମାଡ଼ି ଆସିଥିଲା ବାତ୍ୟା ‘ଦାନା’ । ରାତି ପାହିଲା ବେଳକୁ ଅସମ୍ଭାଳ ବର୍ଷା ଅଜାଡ଼ି, ଉଜାଡ଼ି ଦେଇଗଲା ସବୁକିଛିକୁ ।

Cyclone Dana
ବାତ୍ୟା ପରେ ପରେ ବର୍ଷା ଦାଉ, ଲଗାଣ ବର୍ଷାରେ ଜଳାର୍ଣ୍ଣବ ବାଲେଶ୍ବର ଓ ଭଦ୍ରକ

ବାତ୍ୟାର ଭୟ ସିନା ଟଳିଗଲା, ହେଲେ ବର୍ଷାଜନିତ ସମସ୍ୟା କିନ୍ତୁ ଚିନ୍ତା ବଢ଼ାଇଛି। ବିଶେଷ କରି ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରେ ଯୁଆଡ଼େ ଚାହିଁବେ ଜଳବନ୍ଦୀ ସମସ୍ୟା।ଶିମିଳିପାଳରେ ପ୍ରବଳ ବର୍ଷା ଯୋଗୁ ମୟୁରଭଞ୍ଜର କାଳ ଓ ସୁନେଇ ଡ୍ୟାମରୁ ବନ୍ୟା ଜଳ ଛାଡ଼ିବା ପରେ ବୁଢ଼ାବଳଙ୍ଗ ଓ ସୋନ୍ ନଦୀର ଜଳସ୍ତର ବଢ଼ିଛି।

School Closed
ଭଦ୍ରକ-ବାଲେଶ୍ୱର ସମେତ ଅନେକ ଜିଲ୍ଲାରେ ସ୍କୁଲ ଛୁଟି !

ଭଦ୍ରକରେ ପ୍ରଥମରୁ ଦ୍ବାଦଶ ଯାଏଁ ବନ୍ଦ ରହିବ ସମସ୍ତ ସ୍କୁଲ । କେନ୍ଦୁଝର, ମୟୂରଭଞ୍ଜରେ ବି କାଲି ସମସ୍ତ ସ୍କୁଲ୍ ବନ୍ଦ ନିଷ୍ପତ୍ତି ।

Weather Update
ବାତ୍ୟା ଲ୍ୟାଣ୍ଡଫଲ୍ ପରେ ୩ ଜିଲ୍ଲାକୁ ରେଡ୍ ଆଲର୍ଟ; ପ୍ରବଳ ବର୍ଷିବ 

ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଜି ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ବାତ୍ୟା ଲ୍ୟାଣ୍ଡଫଲ୍ ପରେ ପାଣିପାଗ ବିଭାଗ ୩ ଜିଲ୍ଲାକୁ ରେଡ୍ ୱାର୍ଣିଂ ଜାରି କରାଯାଇଛି ।

Cyclone Dana emergency helpline
ମାଡ଼ି ଆସୁଛି ‘ଦାନ’; ଜରୁରୀକାଳୀନ ହେଲ୍ପଲାଇନ୍‌ ଓ କଣ୍ଟ୍ରୋଲ ରୁମ୍‌ ନମ୍ବର ଜାରି କଲେ ରାଜ୍ୟ ସରକାର...

ଓଡ଼ିଶା ଉପକୂଳ ମୁହାଁ ବାତ୍ୟା ଦାନା । ସମୁଦ୍ରରୁ ବଳ ଗୋଟାଇ ଆଗକୁ ଆଗକୁ ବଢୁଛି । ବାତ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଜରୁରୀକାଳୀନ ହେଲ୍ପଲାଇନ ଓ କଣ୍ଟ୍ରୋଲ ରୁମ ନମ୍ବର ଜାରି କରିଛନ୍ତି । 

School Closed
୨୩ରୁ ୨୫ ପର୍ଯ୍ୟନ୍ତ ୧୪ ଜିଲ୍ଲାରେ ସ୍କୁଲ୍ ଛୁଟି

ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ । ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, କଟକରେ ସ୍କୁଲ୍ ଛୁଟି ।

Couple Thrives in Farming
ସ୍ୱାବଲମ୍ୱୀ କଲା ପରିବା ଚାଷ; ଲକ୍ଷପତି ହେଲେ ଦମ୍ପତି, ତୋଳିଲେ ସ୍ୱପ୍ନର ଘର

କଥାରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର। ଯାହା ବାସ୍ତବରେ ପରିଣତ ହୋଇଛି। ଚାଷକାମ କରି ରୋଜାଗାର କରିବା ସହ ନିଜ ପାଇଁ ଭଲ ଘରଟିଏ ତୋଳିଛନ୍ତି ଦମ୍ପତି।

Kasatandi Flower
ଖିଲିଖିଲି ହସୁଛି କାଶତଣ୍ଡି, ଆସୁଛନ୍ତି ମା’ ଜଗତ୍‌ଜନନୀ

କାକର ଭିଜା ସରୁ ଓଢଣୀ ଟାଣି ହସୁଛି କାଶତଣ୍ତୀ ଫୁଲ । ସକାଳ ସୁରୁଜର ପହିଲି ଛୁଆଁରେ ଯେମିତି ଫୁଲେଇ ହେଉଛି । ହାଲକା ପବନରେ ନବ ବିବାହିତା ବୋହୂଟିଏ ପରି କେତେବେଳେ ନଇଁପଡ଼ୁଛି ତ ପୁଣି କେତେବେଳେ ମୁଣ୍ଡଟେକି ମୁରୁକି ହସି ଦେଉଛି ।

Shrimp Mafia
ଚିଙ୍ଗୁଡି ମାଫିଆଙ୍କ କବ୍‌ଜାରେ ଚାଷଜମି, ଲୁଣା ପାଣି ଦେଇ କରୁଛନ୍ତି ନଷ୍ଟ

ଲୁଣା ପାଣି ମାଡ଼ି ନଷ୍ଟ ହେଉଛି ଚାଷ ଜମି । ଚିଙ୍ଗୁଡି ଘେରିକୁ ଲୁଣା ପାଣି ନେଉଛନ୍ତି ଚିଙ୍ଗୁଡି ମାଫିଆ ।

BHADRAK VIOLENCE
ବିଜେପି କହିଲା ଭଦ୍ରକ ହିଂସାରେ ବିଜେଡିର ଆଗଧାଡ଼ି କର୍ମୀ !

ସାମ୍ପ୍ରଦାୟିକ ହିଂସାକୁ ନେଇ ତେଜିଲା ରାଜନୀତି । ଭଦ୍ରକ ଘଟଣାରେ ବିଜେଡିକୁ ବିଜେପିର କଡ଼ା ଟାର୍ଗେଟ୍ ।

Police DGP
'ସୋସିଆଲ ମିଡିଆରୁ ଦୂରେଇ ରୁହନ୍ତୁ, ଅଯଥା କମେଣ୍ଟ କରନ୍ତୁନି'

 ଧୀରେ ଧୀରେ ସୁଧୁରୁଛି ଭଦ୍ରକର ସ୍ଥିତି। ସ୍ଥିତିରେ ସମୀକ୍ଷା ପାଇଁ ଭଦ୍ରକ ଗସ୍ତ କରି ପୋଲିସ ଡିଜି ଏଭଳି କହିଛନ୍ତି ।

Bhadrak BJD
ଭୁବନେଶ୍ୱର ପରେ ଭଦ୍ରକ ପାଳି !! ଶଙ୍ଖ ଭବନରେ ପହଁଚିଲା କଳି

ଭୁବନେଶ୍ୱର ପରେ ଭଦ୍ରକରେ ତେଜିଲା ବିଜେଡି ଗୋଷ୍ଠୀ କନ୍ଦଳ । ଶଙ୍ଖ ଭବନରେ ପହଁଚିଲା ଭଦ୍ରକ କଳି ।

Bhadrak Curfew
ସୋସିଆଲ ମିଡିଆ ପୋଷ୍ଟକୁ ନେଇ ତୁମୁଳକାଣ୍ଡ! ଲାଗିଲା ଧାରା ୧୬୩

ସୋସିଆଲ୍ ମିଡିଆରେ ଏକ ପୋଷ୍ଟକୁ ନେଇ ଭଦ୍ରକରେ ତୁମୁଳକାଣ୍ଡ ପରେ ଭଦ୍ରକ ସହରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲାଗି ଧାରା ୧୬୩ ।

Bhadrak Tension
ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଭଦ୍ରକରେ ତୁମୁଳକାଣ୍ଡ

ପୁରୁଣା ବଜାର ଥାନା ଇଲାକାରେ ଲାଗିଲା ବିଏନଏସଏସ୍ ଧାରା-163 । ସହରରେ ଭଦ୍ରକ ପୋଲିସର ଫ୍ଲାଗ୍ ମାର୍ଚ୍ଚ ।