ଗାଁ ଗହଳି, ସହର ବଜାର ସବୁଠି ଏବେ ଗୋଟିଏ ଚର୍ଚ୍ଚା...। ଆସିଯାଇଛି ନିର୍ବାଚନ...ଭାରତୀୟ ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ । କାହା ହାତକୁ ଯିବ ଶାସନ ଭାର...କିଏ ହେବେ ଆପଣଙ୍କ ସୁଖ ଦୁଃଖର ସାଥୀ। ଓଡ଼ିଶାରେ କେବେ ଆଉ କେଉଁଠି ହେଉଛି ନିର୍ବାଚନ। ଆପଣଙ୍କ ଅଞ୍ଚଳରେ କେବେ ହେଉଛି ଭୋଟ୍। ଏସବୁର ଟିକିନିଖି ଖବର ଜାଣିବାକୁ ପଢ଼ନ୍ତୁ...
ଏତେ ପରିମାଣର ଟଙ୍କା କୁଆଡ଼େ ଯାଉଥିଲା, କାହିଁକି ନିଆଯାଉଥିଲା ତାହା ଜଣାପଡ଼ିନାହିଁ। ପୋଲିସ ମୋଟ ୫ ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି।
ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଘର ଉପରେ ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ୍। ପରେ ଡ୍ରୋନ୍ଟି ବିଦ୍ୟୁତ ଟାୱାରରେ ପିଟି ହୋଇ ତଳେ ଖସି ପଡ଼ିଥିଲା।
ବିଜେଡି ଭିତରେ କନ୍ଦଳ ଏବେ ଉଗ୍ର ରୂପ ନେଲାଣି । ଚରମ ସୀମାରେ ପହଞ୍ଚିଛି ଗୋଷ୍ଠୀ କନ୍ଦଳ । ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ବିଜେଡି କଳି । କେବଳ ବିଜେପୁର ନୁହେଁ ପୂର୍ବରୁ ଅନେକ ଏଭଳି ଉଦାହରଣ ରହିଛି ।
ଏପ୍ରିଲ୍ ୮ରେ ବିଜେଡିରୁ ଇସ୍ତଫା ଦେଇଥିଲେ ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ । ନବୀନ ନିବାସରେ ପହଞ୍ଚି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ଦେଇଥିଲେ ।
ବିଜେଡିରୁ ଇସ୍ତଫା ଦେଇଛନ୍ତି ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ । ନବୀନ ନିବାସରେ ପହଞ୍ଚି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି । ଜିଲ୍ଲା ସଭାପତି ପଦରୁ ତଥା ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଭାସ ।
ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକ ଫିରିଙ୍ଗିମାଲ ପଞ୍ଚାୟତ ହାଇସ୍କୁଲର ଘଟଣା ।
ଭଟଲି..ବରଗଡ ଜିଲ୍ଲାର ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ। ରାଜନୈତିକ ମାନଚିତ୍ରରେ ବିଜେଡିର ଫୋକସଡ ଏରିଆ।
ଓଡ଼ିଶା ଚାଷୀଙ୍କ ଆର୍ଥିକ ସ୍ଥିତିକୁ ନେଇ ଚିନ୍ତାଜନକ ତଥ୍ୟ । ଜାତୀୟ ପରିସଂଖ୍ୟାନ ସଂସ୍ଥା ରିପୋର୍ଟରେ ଚିନ୍ତାଜନକ ତଥ୍ୟ ।
ବରଗଡ଼ ବିଜେପୁରର ଇଏ ସେହି ବହୁ ପ୍ରତୀକ୍ଷିତ ୧୬ଶହ ୭୭ କୋଟି ୪୨ ଲକ୍ଷ ଟଙ୍କାର ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ । ୨୫ ହଜାର ୬୦୦ ହେକ୍ଟର ଜମିକୁ ଜଳସେଚନର ସ୍ୱପ୍ନ ଦେଖାଇ ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୨୦୧୯ରେ ଜିତିଥିଲେ ବିଜେଡିର ବରିଷ୍ଠ ନେତା ବିଜୟ ରଞ୍ଜନ ସିଂ ବରିହା। ତାଙ୍କର ବିୟୋଗ ପରେ ଝିଅ ବର୍ଷା ସିଂ ବରିହା ୨୦୨୨ ଉପନିର୍ବାଚନରେ ବିଜେଡି ଟିକେଟରେ ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।
ବିଜ୍ଞାପନ ପାଇଁ ସଧବାକୁ ବିଧବା କରିଦେଲେ, ସ୍ୱାମୀ ବଞ୍ଚି ଥାଉ ଥାଉ ବିଧବା ହୋଇଗଲେ ବୃଦ୍ଧା । ‘ଆମ ଓଡିଶା ନବୀନ ଓଡିଶା’ ମାଗାଜିନରେ ଏଭଳି ସାଂଘାତିକ ଭୁଲ ପଦାକୁ ଆସିଛି ।
ଗାଡ଼ି ତଳେ ଶୋଇଥିବା ବେଳେ ୪ ଜଣଙ୍କ ଉପରେ ମାଡ଼ିଗଲା ଏହି ବୋରୱେଲ୍ ଗାଡ଼ି। ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ।
ଧନୁଯାତ୍ରା ପାଇଁ ହାଟପଦା ଠାରେ ମହାରାଜ କଂସଙ୍କ ପ୍ରାୟ ୯୫ଫୁଟ ଉଚ୍ଚ ଏବଂ ୪୫ଫୁଟ ଓସାର ରାଜଦରବାର ନିର୍ମାଣ ହୋଇଛି ।
ବରଗଡ଼ ଧନୁଯାତ୍ରା ଚଳିତଥର ୭୬ ବର୍ଷରେ ପଦାର୍ପଣ କରୁଥିବା ବେଳେ ଏହା ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ଯାତ୍ରା ।
କଳାହାଣ୍ଡିରୁ ଧରାପଡିଲା ଦୁଇ ଶହ କ୍ୱିଣ୍ଟାଲ ଧାନ । ଆଜିବି ରାଜ୍ୟପାଳଙ୍କ ଆଗରେ ମଣ୍ଡି ଦୁଃଖ ବଖାଣିଲେ ଚାଷୀ ।
ବରଗଡ଼ ଜିଲ୍ଲା ଭେଡେନ ହସ୍ପିଟାଲ ରୋଡ ନିର୍ମଳ ମେହେରଙ୍କ ଘରୁ ଦୁଇଟି ସାପ ଉଦ୍ଧାର କରାଯାଇଛି । ଗୋଟିଏ ବିଷଧର ନାଗ ସାପ ହୋଇଥିବାବେଳେ ଅନ୍ୟଟି ବାଲି ଵୋଆ ସାପ ବୋଲି ଜଣାପଡ଼ିଛି ।
ବେଆଇନ ଭାବେ ମଣ୍ତି କିଣୁଛନ୍ତି ମିଲର୍ସ । ଅସାଧୁ ଉପାୟରେ ମିଲରେ ପଶୁଛି ଧାନ । ସବୁ ଜାଣି ଚୁପ ବସିଛି ଯୋଗାଣ ବିଭାଗ । ମିଲର୍ସ ବେପାରୀ ହେବେ ମାଲେମାଲ । ଚାଷୀ ହେବେ ହତାଶ ।
ବରଗଡ଼ରେ ବିଜେଡି ବନାମ ପୋଲିସ । ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ଆଟାକ୍ ଆଉ କାଉଣ୍ଟର ଆଟାକ୍। ପୋଲିସ ବିରୋଧରେ ବିଧାୟକ ସୁଶାନ୍ତ ସିଂଙ୍କ ସାଂଘାତିକ ଅଭିଯୋଗ। ପୁଣି ଗିରଫ ନ କରିବାକୁ ବିଜେଡି ନେତାଙ୍କ ଖୋଲା ଧମକ।
ପୋଲିସକୁ ଚ୍ୟାଲେଞ୍ଜ୍..ଆଇନ୍ଶୃଙ୍ଖଳାର ଧଜିଆ ଉଡ଼ାଇ ଥାନା ଉପରେ ହମଲା । ଭଙ୍ଗାରୁଜା, ହଙ୍ଗାମା ବେଳେ ସିସିଟିଭିରେ କଏଦ୍ ହୋଇଥିଲା ଦୃଶ୍ୟ । ଉତ୍ପାତକାରୀଙ୍କ ସଂଖ୍ୟା ବି ଏବେ ସମସ୍ତଙ୍କ ଆଗରେ । ଏହି ଘଟଣାରେ ବିଧାୟକ ସୁଶାନ୍ତ ସିଂଙ୍କ ଲିଙ୍କ୍ ଅଭିଯୋଗ ଆଣିଛି ବିଜେପି ।
ସଚିବ ବୁଲିବେ ଧାନ ମଣ୍ଡି। ସେଠାକାର ସ୍ଥିତି କଣ ? ପ୍ରସ୍ତୁତି କେମିତି ରହିଛି ? ଜିଲ୍ଲା ଗସ୍ତ ସମୟରେ ଅନୁଧ୍ୟାନ କରିବେ। କିନ୍ତୁ ଗ୍ରାଉଣ୍ଡ ରିଅଲିଟି ହେଉଛି କିଛି ଅଲଗା...
ବରଗଡ଼ ଅମ୍ବାଭୋନା ଥାନାରେ ପଶି ଉତ୍ତ୍ୟକ୍ତ ଯୁବକଙ୍କ ଲଙ୍କାକାଣ୍ଡ। । ଆଜି ୨୫ରୁ ୩୦ ଜଣ ଯୁବକ ଥାନାରେ ପଶି ଭଙ୍ଗାରୁଜା କରିଛନ୍ତି।
ନିଷ୍ପାପ କିଶୋରଟିଏ..ହେଲେ ଏହି ନିରୀହ ପୁଅର କଅଁଳ ଦେହକୁ କିଏ ଯେ, ଖିନଭିନ୍ କରିଦେବ ତୀକ୍ଷ୍ଣଣ ଛୁରୀରେ, ଭାବିଲେ ଲୋମଟାଙ୍କୁରୀ ଉଠିଛି। ଜାଣିଲା ପରଠୁ ପାଦ ତଳୁ ଧସିଯାଇଛି ମାଟି, ମୁଣ୍ଡ ଉପରୁ ସତେଯେମିତି ଖସିପଡ଼ିଛି ଆକାଶ।
ଦେହ ବ୍ୟବସାୟରେ ଲିପ୍ତ ଅଛନ୍ତି ଖାକି ପୋଷାକଧାରୀ ବାବୁ। ପଦ୍ମପୁର ଉପ କାରାଗାରରେ ସେ ଜେଲ ୱାର୍ଡର ଭାବେ କାର୍ଯ୍ୟ କରୁଛନ୍ତି।
ଲଘୁଚାପ ଘନୀଭୂତ ହୋଇ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମୁହାଁ ହେବା ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡିକ ପାଇଁ ସତର୍କ ସୂଚନା ଜାରି କରାଯାଇଛି।