ବରଗଡ଼ କଟାପାଲି ଗାଁର ତ୍ରିଲୋଚନ ସାହୁଙ୍କ ଘର,ପିଢ଼ିପିଢ଼ି ଧରି ଏକାଠି ରହି ଆସୁଛନ୍ତି ସମସ୍ତେ।
ସୋହେଲାର ସିସିଟିଭି ଫୁଟେଜ ଭାଇରାଲ । ଭିଡିଓରେ ଗୁଡ୍ଡୁ ଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ଭିଡିଓରେ ଥିବା ଲୋକ ଗୁଡ୍ଡୁ ନୁହେଁ, ମୁଁ ଶେଖ ହମିଦ ।
ସେଇ ଦିନ ସେ ନମାଜ ପାଠ କରିବାକୁ ଯାଇଥିଲେ। ତେବେ ଏ ପ୍ରସଙ୍ଗରେ ବରଗଡ଼ ପୋଲିସ ମୁହଁ ଖୋଲିନି ।
ବରଗଡ଼ ଜିଲ୍ଲା ଭଟଲି ଛକରେ ରାଜା ଖାନ୍ ନାମକ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା ବେଳେ ଗୁଡ୍ଡୁ ମୁସଲିମ୍ର ଲିଙ୍କ୍ ଥିବା ନେଇ ଜାଣିବାକୁ ପାଇଥିଲା ପୋଲିସ । ପୂର୍ବରୁ ଏହି ଘଟଣାରେ ରାଜା ଖାନ୍ଙ୍କ ସହ ଗୁଡ୍ଡୁ ମୁସଲିମ୍ର ଡ୍ରାଇଭର ଲିଙ୍କରେ ଥିବା ସୂଚନା ପାଇ ଜେରା ହୋଇଛି ।
ହସିବା ଦ୍ୱାରା ରକ୍ତ ସଂଚାଳନ ଠିକ ରହେ, ମନ ପ୍ରଫୁଲ୍ଲ ରହେ । ଶରୀରକୁ ଶକ୍ତି ମିଳିବା ସହ ଉର୍ଜା ଜାଗ୍ରତ ହୋଇଥାଏ । ଆୟୁର୍ବେଦ କହୁଛି, ସବୁବେଳେ ହସିବା ଦ୍ୱାରା ଦୀର୍ଘାୟୁ ପ୍ରାପ୍ତ ହୋଇଥାଏ । ହସିଲେ ମଣିଷ ମଧ୍ୟରେ ସକରାତ୍ମକ ଭାବନା ଆସିବା ସହ ଆତ୍ମବିଶ୍ୱାସ ଜାଗ୍ରତ ହୁଏ । ବିଶେଷଜ୍ଞଙ୍କ ମତରେ, ହସିଲେ ଶରୀରରୁ ଏଣ୍ଡୋର୍ଫିନ୍ ନାମକ ହରମୋନ୍ ନିର୍ଗତ ହୋଇଥାଏ, ଯାହା ମାନସିକ ଅବସାଦକୁ ଦୂରେଇ ଦେଇଥାଏ ।
ଜିଲ୍ଲାର ଅଧିକାଂଶ ଲୋକ ଧାନଚାଷ ଉପରେ ନିର୍ଭର କରୁଛନ୍ତି । ହେଲେ ରୋଗ ପୋକ ଦ୍ୱାରା ଫସଲ ନଷ୍ଟ ଏମାନଙ୍କୁ ଏବେ ଚିନ୍ତାରେ ପକାଇଛି । ଯାହାକୁ ନେଇ ନାନା ସମସ୍ୟାର ସାମ୍ନା କରୁଛନ୍ତି ବରଗଡ଼ ବରାହଗୁଡା ଗାଁର ଚାଷୀ
ସଭାରେ ସତ କହିଦେଲେ ସମିତିସଭ୍ୟ । ରାଗିପାଚି ଲାଲ୍ ହୋଇଗଲେ ବିଜେଡି ବିଧାୟିକା । ଚୁପ୍ ରହିବାକୁ ତାଗିଦ୍ କଲେ, ଗେଟ୍ ଆଉଟ୍ ବି କହିଲେ । ଭାଇରାଲ ହେଲା ଭିଡିଓ
ଓଡ଼ିଶାରେ ୧୨ ଦିନ ଲୁଚିଥିଲା ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମ୍, ଜାତୀୟ ଗଣମାଧ୍ୟମ ରିପୋର୍ଟକୁ ନେଇ ପୁଣି ହଇଚଇ ।
ବାଟବରଣୀ ମଧ୍ୟ ସରିଥିଲା। ଆଉ ମାତ୍ର କିଛି ସମୟ ପରେ ବାହାଘର ହୋଇଥାନ୍ତା। ହେଲେ ତା’ପୂର୍ବରୁ ସବୁକିଛି ଓଲଟପାଲଟ ହୋଇଗଲା। ବାହାଘର ପୂର୍ବରୁ ବରକୁ ଉଠାଇ ନେଲା ପୋଲିସ୍।
ବିଜେପି କହିଛି, ବିଧାୟକ ସୁଶାନ୍ତ ସିଂଙ୍କ ଘନିଷ୍ଠ ସହଯୋଗୀ ରାଜା ଖାନ। ଭଟଲିରେ ସୁଶାନ୍ତଙ୍କ ଅପରାଧିକ ସାମ୍ରାଜ୍ୟର ମୁଖ୍ୟ କାର୍ପଟଦାର ରାଜା ଖାନ। ଯାହାକୁ ଗୁଡ୍ଡୁ ମୁସଲିମ୍ ଲିଙ୍କରେ ୟୁପିରୁ ବରଗଡ଼ ଆସି STF ଟିମ୍ ପଚରାଉଚରା କରିଛି।
ଓଡ଼ିଶା-ଛତିଶଗଡ଼ ସୀମାନ୍ତ ସୋହେଲା ଲୁହୁରାଚଟିରେ ରହୁଥିବା ରାଜା ଖାନ୍ ପାଖକୁ ଆସିଥିଲା STF।
ଦୁର୍ଦ୍ଦାନ୍ତ ଅପରାଧୀ ତଥା ମାଫିଆ ଡନ୍ ଅତିକ୍ ଅହମ୍ମଦର ଡାହାଣ ହାତ ଗୁଡ୍ଡୁ ମୁସଲିମ୍ ଲିଙ୍କ୍ରେ ଓଡ଼ିଶାରେ ୟୁପି ଏସ୍ଟିଏଫ୍ ଟିମ୍ ତନାଘନା କରିଥିଲେ। ୟୁପି STF ଟିମ୍ ବରଗଡ଼ ଆସିଥିବା ନେଇ ବରଗଡ଼ ଏସ୍ପି ପ୍ରହ୍ଲାଦ ସାହାଇ ମୀନା ସ୍ପଷ୍ଟ କରିଛନ୍ତି।
ଫେରାର ଥିବା ଉତ୍ତର ପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ୍ର ଲାଷ୍ଟ୍ ଲୋକେସନ୍ ଓଡ଼ିଶାରେ ଟ୍ରେସ୍ ହୋଇଥିବା ବେଳେ ଏବେ ବରଗଡ଼ ଲିଙ୍କ୍ ନେଇ ଚର୍ଚ୍ଚା ହେଉଛି।
VHPର ବନ୍ଦ ଡାକରା: ୧୪ ଜିଲ୍ଲାରେ ପ୍ରଭାବ । ସମ୍ବଲପୁର ହିଂସା ପ୍ରତିବାଦରେ ବନ୍ଦ ଡାକରା । ବିଜେଡିର ଜବାବ 'ଅହିଂସା ଆମ ମନ୍ତ୍ର' ।
ଘରେ ପଡ଼ିଛି ସ୍ୱାମୀ ଏବଂ ୨ ସ୍ତ୍ରୀଙ୍କ କ୍ଷତାକ୍ତ ମୃତଦେହ
ଗତ କିଛିଦିନ ଧରି ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେଉଛି। ଆଜି ମଧ୍ୟ କିଛି ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।
ବରଗଡ଼ ଜିଲ୍ଲା ସଦର ଥାନା ପିପିଲିପାଲି ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।
କୂଅ ଭିତରୁ ମିଳିଲା ଯୁବତୀଙ୍କ ମୃତଦେହ। ପ୍ରେମିକାର ତଣ୍ଟି ଚିପି ହତ୍ୟା ପରେ ପ୍ରେମିକ ମୃତଦେହ କୂଅରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି।
ଅଭିଯୋଗ ଆଣିଲେ ଉଭୟ ବିଜେପି ଓ କଂଗ୍ରେସ । ଅତାବିରା ଥାନାରେ ଏତଲା । ଅଭିଯୋଗକୁ ଖଣ୍ଡନ କଲେ ବିଜେଡି ପ୍ରାର୍ଥୀ ।
ଆହାର କେନ୍ଦ୍ରକୁ ଖାଇବାକୁ ଆସି ମାଡ଼ ଖାଇଲେ ଯୁବତୀ। ନିମ୍ନମାନର ଖାଦ୍ୟକୁ ନେଇ ପ୍ରତିବାଦ କରିବାରୁ ଯୁବତୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।
୧୦୫ ବର୍ଷୀୟ ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କୁ ଶୋଭାଯାତ୍ରାରେ ମଶାଣିକୁ ନିଆଯାଇଥିଲା। ଏହି ସମୟରେ ଡିଜେ ସାଉଣ୍ଡ ସହ ସମସ୍ତେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି।
ଓଡ଼ିଶାରୁ ଉତ୍ତରପ୍ରଦେଶ ଯାଏ ଲମ୍ବିଛି ନକଲି ମେଡିସିନ୍ର ଚେର। ବରଗଡ଼, ଝାରସୁଗୁଡ଼ାରୁ ମିଳିଥିବା ନକଲି ଔଷଧ ଲିଙ୍କ୍ରେ ୟୁପିର ସିଗ୍ରାରେ ବଡ଼ ଧରଣର ରେଡ୍ ହୋଇଛି।
ଡେବ୍ରିଗଡ଼କୁ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା ପାଇଁ ଏନଟିସିଏର ସୁପାରିଶ । ଏବେ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ଅପେକ୍ଷା ।
୨୧ ତାରିଖରେ ଏକ ସ୍ବାସ୍ଥ୍ୟ ଶିବିର ପରିଦର୍ଶନ ପାଇଁ ଯାଉଥିବା ବେଳେ ଅଚାନକ ବରଗଡ଼ ଜିଲ୍ଲାପାଳ ସିଡିଏମଙ୍କୁ ଫୋନ୍ କରିଥିଲେ। Technomanagerial Tender ବିଷୟରେ କ’ଣ ହେଲା ବୋଲି ପଚାରିଥିଲେ । ଉତ୍ତରରେ ପ୍ରୋସେସ ଚାଲିଛି ଓ ଡିପିଏମଙ୍କୁ ପଚାରି କହୁଛି ବୋଲି କହିବା ପରେ ମଧ୍ୟ ଜିଲ୍ଲାପାଳ ଉଚ୍ଚ ପାଟିରେ ତାଙ୍କୁ ଆପଣ କିଛି ଜାଣି ନାହାନ୍ତି ତ ସେ ଚେୟାରରେ କାହିଁକି ବସିଛନ୍ତି ବୋଲି ଗାଳି ଗୁଳଜ କରିଥିଲେ ବୋଲି ଅଭିଯୋଗ ଆଣିଛନ୍ତି ସିଡିଏମଓ