• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Dhanu Jatra

SriKrishna Birth
ଅପୂର୍ବ ରୂପେ ଯୋଗେଶ୍ୱର .. ଦେବ ମାନବେ ଅଗୋଚର ..

ପ୍ରଭୁଙ୍କ ଅପାର କରୁଣାରୁ ୭ମ ଗର୍ଭ ହରଣ ପରେ ଅଷ୍ଟମ ଗର୍ଭରେ ପ୍ରଭୁଙ୍କର ଆବିର୍ଭାବ ଘଟିଥିଲା । ନବଜାତ କୃଷ୍ଣଙ୍କୁ ନେଇ ଗୋପପୁରରେ ଛାଡ଼ି ଆସିଛନ୍ତି ବାସୁଦେବ । ଏକ ଅଲୌକିକ ପ୍ରକ୍ରିୟାରେ ସପ୍ତମ ଗର୍ଭ ଦେବକୀଙ୍କ ପାଖରୁ ହରଣ ହୋଇ ବସୁଦେବଙ୍କର ଦ୍ୱିତୀୟ ପତ୍ନୀ ରୋହିଣୀଙ୍କ ଗର୍ଭରେ ସ୍ଥାପିତ ହୋଇଛି ।

Dhanu yatra
ଆଜିଠାରୁ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା; ଦୁଲୁକିବ ବିଶ୍ୱର ସବୁଠାରୁ ବଡ଼ ରଙ୍ଗମଞ୍ଚ

ଧନୁଯାତ୍ରା ପାଇଁ ହାଟପଦା ଠାରେ ମହାରାଜ କଂସଙ୍କ ପ୍ରାୟ ୯୫ଫୁଟ ଉଚ୍ଚ ଏବଂ ୪୫ଫୁଟ ଓସାର ରାଜଦରବାର ନିର୍ମାଣ ହୋଇଛି ।

special story
ଧନୁଯାତ୍ରାର ପ୍ରଚ୍ଛଦପଟ ନାୟକ ଦେବାନନ୍ଦ ସାହୁ : ନିଜ ହାତରେ ତିଆରି କରୁଛନ୍ତି ଝିଲମିଲ୍ ପୋଷାକ

ବରଗଡ଼ ଧନୁଯାତ୍ରାର ଆକର୍ଷଣ ହେଉଛି ଏହାର ପୋଷାକ । ପୌରାଣିକ ପୋଷାକ ତିଆରି କରି ଅଞ୍ଚଳରେ ବେଶ୍ ପ୍ରଶଂସିତ ।

Dhanuyatra
ଏଥର ଜମିବ ଧନୁଯାତ୍ରା ! ପୁରିଲା ୭୫ ବର୍ଷ, ପାଳନ ହେବ ଡାଇମଣ୍ଡ ଜୁବ୍‌ଲି

୧୦ ତାରିଖରେ ଧନୁଯାତ୍ରାର ମୁଖ୍ୟ ଭୂମିକା ମହାରାଜ କଂସଙ୍କ ପାଇଁ କଳାକାର ଚୟନ କରାଯିବାକୁ ସ୍ଥିରୀକୃତ ହୋଇଛି ।

Advertisement for Dhanu Jatra
କିଏ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ମହାରାଜ ?

ବରଗଡ଼ ମୁକ୍ତାକାଶ ଧନୁଯାତ୍ରାର ମହାନାୟକ ହେଉଛନ୍ତି ମହାରାଜ କଂସ। ସେ ହିଁ ପୁରା ଯାତ୍ରାର ମୁଖ୍ୟ ଆକର୍ଷଣ, ତାଙ୍କୁ କେନ୍ଦ୍ର କରି ଧନୁଯାତ୍ରା। 

Puri Shree mandir
ନୂଆ ବର୍ଷରେ ତିନି ଦିନ ପାଇଁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

ନୂଆ ବର୍ଷରେ ଭକ୍ତଙ୍କୁ ଶ୍ରୀମନ୍ଦିର ମନା । ଏଥର ନୂଆ ବର୍ଷରେ ମହାପ୍ରଭୁଙ୍କ ଜଗନ୍ନାଥଙ୍କ ଦର୍ଶନ କରିବାକୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ । ପ୍ରତି ଥର ନୂଆ ବର୍ଷରେ ହଜାର ହଜାର ଭକ୍ତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି ।