ମୁଣ୍ଡରେ ଗଭୀର କ୍ଷତ ସହିତ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚି଼ହ୍ନ ରହିଛି । ମୁଣ୍ଡରେ ଆଘାତ ଲାଗିଥିବାରୁ ସେ ମାନସିକ ସନ୍ତୁଳନ ହରାଇଥିବା ଜଣାପଡିଛି ।
ପ୍ରଭୁଙ୍କ ଅପାର କରୁଣାରୁ ୭ମ ଗର୍ଭ ହରଣ ପରେ ଅଷ୍ଟମ ଗର୍ଭରେ ପ୍ରଭୁଙ୍କର ଆବିର୍ଭାବ ଘଟିଥିଲା । ନବଜାତ କୃଷ୍ଣଙ୍କୁ ନେଇ ଗୋପପୁରରେ ଛାଡ଼ି ଆସିଛନ୍ତି ବାସୁଦେବ । ଏକ ଅଲୌକିକ ପ୍ରକ୍ରିୟାରେ ସପ୍ତମ ଗର୍ଭ ଦେବକୀଙ୍କ ପାଖରୁ ହରଣ ହୋଇ ବସୁଦେବଙ୍କର ଦ୍ୱିତୀୟ ପତ୍ନୀ ରୋହିଣୀଙ୍କ ଗର୍ଭରେ ସ୍ଥାପିତ ହୋଇଛି ।
ଧନୁଯାତ୍ରା ପାଇଁ ହାଟପଦା ଠାରେ ମହାରାଜ କଂସଙ୍କ ପ୍ରାୟ ୯୫ଫୁଟ ଉଚ୍ଚ ଏବଂ ୪୫ଫୁଟ ଓସାର ରାଜଦରବାର ନିର୍ମାଣ ହୋଇଛି ।
ବରଗଡ଼ ଧନୁଯାତ୍ରାର ଆକର୍ଷଣ ହେଉଛି ଏହାର ପୋଷାକ । ପୌରାଣିକ ପୋଷାକ ତିଆରି କରି ଅଞ୍ଚଳରେ ବେଶ୍ ପ୍ରଶଂସିତ ।
୧୦ ତାରିଖରେ ଧନୁଯାତ୍ରାର ମୁଖ୍ୟ ଭୂମିକା ମହାରାଜ କଂସଙ୍କ ପାଇଁ କଳାକାର ଚୟନ କରାଯିବାକୁ ସ୍ଥିରୀକୃତ ହୋଇଛି ।
ବରଗଡ଼ ମୁକ୍ତାକାଶ ଧନୁଯାତ୍ରାର ମହାନାୟକ ହେଉଛନ୍ତି ମହାରାଜ କଂସ। ସେ ହିଁ ପୁରା ଯାତ୍ରାର ମୁଖ୍ୟ ଆକର୍ଷଣ, ତାଙ୍କୁ କେନ୍ଦ୍ର କରି ଧନୁଯାତ୍ରା।
ନୂଆ ବର୍ଷରେ ଭକ୍ତଙ୍କୁ ଶ୍ରୀମନ୍ଦିର ମନା । ଏଥର ନୂଆ ବର୍ଷରେ ମହାପ୍ରଭୁଙ୍କ ଜଗନ୍ନାଥଙ୍କ ଦର୍ଶନ କରିବାକୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ । ପ୍ରତି ଥର ନୂଆ ବର୍ଷରେ ହଜାର ହଜାର ଭକ୍ତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି ।