• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Suresh Pujari

‘ସଂନ୍ଧ୍ୟା ସୁଦ୍ଧା ମିଳିବ କ୍ଷତିପୂରଣ ଟଙ୍କା’
ସନ୍ଧ୍ୟା ସୁଦ୍ଧା କାଳବୈଶାଖୀ କ୍ଷତିଗ୍ରସ୍ତଙ୍କ ଆକାଉଣ୍ଟକୁ ଆସିବ ଟଙ୍କା

ଆଜି ସଂଧ୍ୟା ସୁଦ୍ଧା ଅନଲାଇନରେ ଟଙ୍କା ଦିଆଯିବ । ଯେଉଁମାନଙ୍କ ବ୍ୟାଙ୍କ ସହ ଆଧାର ଲିଙ୍କ୍ ନାହିଁ ସେମାନଙ୍କୁ ସିଧାସଳଖ ଟଙ୍କା ଦିଆଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।

ମନ୍ତ୍ରୀଙ୍କ କାରକେଡ୍‌କୁ ଢେଲା ମାଡ଼
Minister Carcade: ବାଙ୍ଗିରିପୋଷିକୁ ଯାଇଥିବା ଦୁଇ ମନ୍ତ୍ରୀଙ୍କୁ ବିରୋଧ, ଢେଲା ମାଡ଼ରେ ଭାଙ୍ଗିଲା ମନ୍ତ୍ରୀଙ୍କୁ ଛାଡି ଫେରୁଥିବା କାର୍ କାଚ

ମନ୍ତ୍ରୀଙ୍କ କାରକେଡରେ ଯାଇଥିବା କାରର କାଚ୍ ଭାଙ୍ଗି ଯାଇଛି । ତା ସହ ଢେଲା ପଥର ମାଡ଼ରେ ଜଣେ କନେଷ୍ଟବଳଙ୍କ ମୁଣ୍ଡ ବି ଫାଟିଛି ।

Compensation
Compensation: ‘ଆଜି ମିଳିବ କାଳବୈଶାଖୀରେ କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ’

ଦୁଇ ଦିନ ତଳେ କୁଆପଥର ମାଡ଼ରେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗରିପୋଷୀ, ବିଶୋଇ, କୁଳିଅଣା, ସାରସକଣା ଓ କରଞ୍ଜିଆ ବ୍ଲକର ମୋଟ ୧୯ଟି ପଞ୍ଚାୟତରେ ୪ ଶହରୁ ଅଧିକ ଘର ଭାଙ୍ଗି ଯାଇଥିଲା। ଏଥିସହ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ି ଯାଇଥିଲା।

Suresh Pujari Slams West Bengal Govt
Odisha Border Dispute: ସୀମାରେ ଅନୁପ୍ରବେଶ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ କଡା ଚେତାବନୀ ଦେଲେ ରାଜସ୍ୱ ମନ୍ତ୍ରୀ, କହିଲେ...

ବାଲେଶ୍ବର ଉଦୟପୁର ଏବଂ ସହାବାଜିପୁରରେ ପଶ୍ଚିମବଙ୍ଗ ସରକାରର ରାଜସ୍ୱ ମନ୍ତ୍ରୀଙ୍କ ଅନୁପ୍ରବେଶ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶାର ସୀମାକୁ ନେଇ ଛତିଶଗଡ଼, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ସହିତ ବିବାଦ ରହିଛି । ଏନେଇ ମୁଁ ଜିଲ୍ଲା ଗସ୍ତ କରି ଅଧିକାରୀଙ୍କ ସହ ଆଲୋଚନା କରିଛି । ଛତିଶଗଡ଼ ଏବଂ ଝାଡଖଣ୍ଡ ସହ ବିଶେଷ ସମସ୍ୟା ନାହିଁ । କିନ୍ତୁ ଆଶ୍ଚର୍ଯ୍ୟର କଥା ଓଡିଶା ଗଠନରୁ ଆଜି ଯାଏଁ ବାଲେଶ୍ଵରରେ ସୀମା ଚିହ୍ନଟ ହୋଇନାହିଁ ।

By plot
Part Plot Registration: ଖୁସି ଖବର: ଏପ୍ରିଲରୁ ପାର୍ଟ ପ୍ଲଟ୍ ପଞ୍ଜୀକରଣ

ରାଜ୍ୟରେ କିଛି ଦିନ ହେବ ପାର୍ଟ ପ୍ଲଟ୍ ପଞ୍ଜୀକରଣ ବନ୍ଦ ଥିଲା। ଫଳରେ ପାର୍ଟ ପ୍ଲଟ୍ ପଞ୍ଜୀକରଣ ହୋଇ ପାରୁନଥିଲା। ଯେଉଁମାନେ ପାର୍ଟ ପ୍ଲଟ୍ କିଣୁଥିଲେ,ପଞ୍ଜୀକରଣ ହେଉନଥିବାରୁ  ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ଫେବ୍ରୁଆରୀ ସୁଦ୍ଧା ବୋର୍ଡ ମୁଖିଆ ନିଯୁକ୍ତି
Suresh Pujari: ସୁରେଶ ପୂଜାରୀଙ୍କ ବଡ଼ ସୂଚନା, ଖୁବଶୀଘ୍ର ସରିବ ନିଗମ-ବୋର୍ଡ ଓ କମିଶନ ନିଯୁକ୍ତି ପ୍ରକ୍ରିୟା

କିଏ ହେବେ ରାଜ୍ୟ ବିଜେପି ସଭାପତି ? କାହାକୁ ଏହି ଦାୟିତ୍ବ ଦେବ ଦଳ ? ଏହି ଚର୍ଚ୍ଚା ଆଲୋଚନା ଭିତରେ ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଦିନେ ଦୁଇ ଦିନ ଭିତରେ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହୋଇପାରେ ।

ବ୍ଲକ୍‌ ପୁନର୍ଗଠନ: ପାରାମିଟର ଦ୍ୱନ୍ଦ !
Video: ରାଜ୍ୟରେ ବିଭାଜନ ହେବ ବ୍ଲକ୍, ବଢିବ ପଞ୍ଚାୟତ

ବ୍ଲକ୍ ବଢାଇବାକୁ ଯୋଜନା, କିନ୍ତୁ କେମିତି କରିବେ ବିଭାଜନ ? କ‘ଣ ରହିବ ଆଧାର ? କାରଣ ଶେଷ ହୋଇନି ଜନ ଗଣନା । ତେଣୁ କେଉଁ ଆଧାରରେ ସରକାର ନୂଆ ବ୍ଲକ ଘୋଷଣା କରିବେ ତାକୁ ନେଇ ବଢିଛି ଦ୍ୱନ୍ଦ୍ବ ।

ବ୍ଲକ୍‌ ପୁନର୍ଗଠନ: ପାରାମିଟର ଦ୍ୱନ୍ଦ !
New Block in Odisha: ଘର ଦୁଆରେ ପ୍ରଶାସନକୁ ପହଞ୍ଚାଇବାକୁ ବଡ଼ ଯୋଜନା; ରାଜ୍ୟରେ ବିଭାଜନ ହେବ ବ୍ଲକ୍, ବଢିବ ପଞ୍ଚାୟତ

ବ୍ଲକ୍ ବଢାଇବାକୁ ଯୋଜନା, କିନ୍ତୁ କେମିତି କରିବେ ବିଭାଜନ ? କ‘ଣ ରହିବ ଆଧାର ? କାରଣ ଶେଷ ହୋଇନି ଜନ ଗଣନା । ତେଣୁ କେଉଁ ଆଧାରରେ ସରକାର ନୂଆ ବ୍ଲକ ଘୋଷଣା କରିବେ ତାକୁ ନେଇ ବଢିଛି ଦ୍ୱନ୍ଦ୍ବ ।

ଲାଞ୍ଚ ଯିଏ ନବ, ସିଏ ଯିବ
Video: ମାତ୍ର ୪ ବର୍ଷର ଚାକିରି, କିନ୍ତୁ ଗ୍ରାସିଥିଲା ଲାଞ୍ଚ ମୋହ

ଖଣ୍ଡଗିରି ସବରେଜିଷ୍ଟ୍ରାର୍ ଅଫିସ୍‌ର କନିଷ୍ଠ କିରାଣି ଦେବଯାନୀ କର । ଯାହାଙ୍କ ଚାକିରି କାଳକୁ ପୂରିଛି ମାତ୍ର ୪ ବର୍ଷ । ଅଥଚ ଗ୍ରାସିଥିଲା ଲାଞ୍ଚର ମୋହ ।

ଲାଞ୍ଚ ଯିଏ ନବ, ସିଏ ଯିବ
Suresh Pujari: ବାହାରେ ଛକିଛି ଭିଜିଲାନ୍ସ, ଯିଏ ଲାଞ୍ଚ ନେବ...ସିଏ ଯିବ

ଖଣ୍ଡଗିରି ସବରେଜିଷ୍ଟ୍ରାର୍ ଅଫିସ୍‌ର କନିଷ୍ଠ କିରାଣି ଦେବଯାନୀ କର । ଯାହାଙ୍କ ଚାକିରି କାଳକୁ ପୂରିଛି ମାତ୍ର ୪ ବର୍ଷ । ଅଥଚ ଗ୍ରାସିଥିଲା ଲାଞ୍ଚର ମୋହ ।

ଦଖଲ ହୋଇପାରିବନି ଆଦିବାସୀଙ୍କ ଜମି
Suresh Pujari on Tribal Land: ‘ଦଖଲ ହୋଇପାରିବ ନାହିଁ ଆଦିବାସୀଙ୍କ ଜମି...ଯଦି କେହି କିଣନ୍ତି, କରାଯିବ ବେଆଇନ ଘୋଷଣା’

କେହି ଅଣ ଆଦିବାସୀ ଯଦି ଆଦିବାସୀ ଜମି କିଣନ୍ତି, ତାକୁ ବି ବେଆଇନ ଘୋଷଣା କରି ଆଦିବାସୀଙ୍କୁ ଫେରସ୍ତ ହେବ, ଏପରି ୧୯୬୯୦ ମାମଲା ବିଚାରାଧୀନ ଅଛି । ବିଚାର କରିବା କ୍ଷମତା ଜିଲ୍ଲାପାଳଙ୍କୁ ଦିଆଯାଇଛି ।

Mohan Majhi
ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, କ୍ଷୟକ୍ଷତି ଆକଳନ କରି ଜଣାଇବାକୁ ଦେଲେ ନିର୍ଦ୍ଦେଶ

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ମୁଖ୍ୟ ଶାସନ ସଚିବ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ଅନୁଧ୍ୟାନ କରିଛନ୍ତି ।

Suresh Pujari
ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ସୂଚନା; କହିଲେ, ସୂର୍ଯ୍ୟାସ୍ତ ପୂର୍ବରୁ ସବୁ ସ୍ଥାନକୁ ଆସି ସାରିଥିବ ବିଦ୍ୟୁତ

କିଛି ଜାଗାରେ ତାର ଛିଣ୍ଡିଯିବା ଯୋଗୁଁ ବିଦ୍ୟୁତ୍‌ ବ୍ୟାଘାତ ହୋଇଛି । ତେବେ ସୂର୍ଯ୍ୟାସ୍ତ ପୂର୍ବରୁ ସବୁ ସ୍ଥାନକୁ ବିଦ୍ୟୁତ୍‌ ଆସି ସାରିଥିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।

Suresh Pujari
Cyclone DANA: ‘ଲୋକେ ରିଲିଫ୍‌ ସେଣ୍ଟରକୁ ଆସିବା ପରେ ପୋଲିସ୍‌ ଜଗିବ ଗାଁ’

ସଂଧ୍ୟା ସୁଦ୍ଧା ସ୍ଥାନାନ୍ତରଣ ପ୍ରକ୍ରିୟା ସରିବ । ସନ୍ଧ୍ୟା ପୂର୍ବରୁ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

Suresh Pujari
କେମିତି କାମ କରୁଛନ୍ତି ରାଜସ୍ୱ ଅଧିକାରୀ, ମାର୍କ ଦେବେ ଜନତା

ଅଫିସକୁ ଆସୁଥିବା ଲୋକେ ଅଧିକାରୀଙ୍କୁ ମୋଟ୍ ୧୦ରୁ କେତେ ମାର୍କ ଦେବେ ନିଷ୍ପତ୍ତି ନେବେ। ରାଜସ୍ବ ଅଧିକାରୀଙ୍କ କାର୍ଯ୍ୟର ମୂଲ୍ୟାଙ୍କନ ଜନତା କରିବେ ।

RERA  Act
‘ଝିଅ ବାହାଘର ପାଇଁ ଜଣେ ଜମି ବିକିବାକୁ ଚାହିଁ ବି ବିକି ପାରୁନି’

ରେରା ଆଇନରେ ସଂଶୋଧନ ହେବ । ଆଜି ସମ୍ବଲପୁର ଗସ୍ତରେ ଯାଇ କିଛି ଏଭଳି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

Suresh Pujari
ପ୍ରଶ୍ନ ପଚାରି ଫଶିଗଲେ ଅରୁଣ ସାହୁ, ପୂର୍ବ ସରକାରଙ୍କୁ କଟାକ୍ଷ କରି ଉତ୍ତର ଦେଲେ ରାଜସ୍ବ ମନ୍ତ୍ରୀ

ରାଜସ୍ବ ମନ୍ତ୍ରୀ କହିଥିଲେ- ମୁଁ ଏତେ ଖାଲି ପଦବୀର କାରଣ ଖୋଜୁଛି । ହେଲେ ଏହା ମୋତେ ପୂର୍ବ ସରକାରରୁ ଉତ୍ତରାଧିକାରୀ ସୂତ୍ରରେ ମିଳିଛି ବୋଲି କହି କଟାକ୍ଷ କରିଥିଲେ ସୁରେଶ ପୂଜାରୀ ।

Suresh Pujari
ହୀରାକୁଦ ବିସ୍ଥାପିତଙ୍କୁ ଜମି ପଟ୍ଟା ଦେବେ ସରକାର, ଘୋଷଣା ହେଲା ତାରିଖ

ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ୧୦ ଡିସିମିଲ୍ ଲେଖାଏଁ ଜମି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଘୋଷଣା । ପୂରଣ ହେବ ଦୀର୍ଘ ବର୍ଷର ଦାବି ।

 Mahanadi Water Dispute
ମହାନଦୀ ଜଳ ବିବାଦ ମାମଲା; ‘ଖୁବ୍ ଶୀଘ୍ର ହେବ ସମାଧାନ’

ମହାନଦୀ ଜଳ ବିବାଦ ମାମଲାକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ମନ୍ତବ୍ୟ । ଖୁବ୍ ଶୀଘ୍ର ମହାନଦୀ ଜଳ ବିବାଦର ସମାଧାନ ହେବ କହିଲେ ମନ୍ତ୍ରୀ ।

Suresh Pujari
ଲାଞ୍ଚ ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ ! ୨୪ ଘଣ୍ଟା, ୩୬୫ ଦିନ କାମ ହେବ...

ଦିନର ୨୪ ଘଂଟା ଏବଂ ବର୍ଷର ୩୬୫ ଦିନ କାମ ହେବ। ଆଜି ହିଁ ବୈଠକ କରି ବିଭାଗର ଆଗାମୀ ରୋଡ଼ମ୍ୟାପ ନେଇ ଆଲୋଚନା କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ।

Drone Cameras
ସାଂସଦ ସୁରେଶ ପୂଜାରୀଙ୍କ ଘର ପରିସରରେ ସନ୍ଦେହଜନକ ଡ୍ରୋନ୍ !

ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଘର ଉପରେ ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ୍‌। ପରେ ଡ୍ରୋନ୍‌ଟି ବିଦ୍ୟୁତ ଟାୱାରରେ ପିଟି ହୋଇ ତଳେ ଖସି ପଡ଼ିଥିଲା।

Suresh Pujari
ବରଗଡ଼ ସାଂସଦ ସୁରେଶ ପୂଜାରୀ ଦିଲ୍ଲୀ ଏମ୍ସରେ ଭର୍ତ୍ତି

ଏକାଧିକ ବ୍ଲକେଜ୍ ପାଇଁ କାର୍ଡିଓଲୋଜି ଡିପାର୍ଟମେଣ୍ଟରେ ଚିକିତ୍ସାଧୀନ

Is Srimandir in the target of terrorists?
ଓଡ଼ିଶାକୁ ଆତଙ୍କବାଦୀଙ୍କ ଟାର୍ଗେଟ ଆଶଙ୍କା କଲା ରାଜ୍ୟ ବିଜେପି

ପୁରୀ ଶ୍ରୀମନ୍ଦିର ସୁରକ୍ଷିତ ଥିବା ନେଇ ରାଜ୍ୟ ସରକାରଙ୍କ ବିବୃତି ଆବଶ୍ୟକ ବୋଲି ସାଂସଦ କହିଛନ୍ତି। ସମ୍ବଲପୁର ହିଂସା ନେଇ ଆମେ ଅମିତ ଶାହାଙ୍କ ଦୃଷ୍ଟି ଆକର୍ଷଣ କରିଛୁ, ରାଜ୍ୟ ସରକାର ରାଷ୍ଟ୍ରହିତ ଦୃଷ୍ଟିରୁ NIAକୁ ତଦନ୍ତ ଦାୟିତ୍ବ ଦିଅନ୍ତୁ ବୋଲି ସାଂସଦ ସୁରେଶ ପୂଜାରୀ ଦାବି କରିଛନ୍ତି।

Suresh Pujari
ନବୀନଙ୍କୁ ଟାର୍ଗେଟ କଲେ ସୁରେଶ; କହିଲେ, ସମ୍ବଲପୁର ସ୍ଥିତି ପାଇଁ ସରକାର ଦାୟୀ

ରାଜ୍ୟ ସରକାର ଠିକ୍ ସମୟରେ ପଦକ୍ଷେପ ନେଇଥିଲେ ପରିସ୍ଥିତି ଏଡ଼ାଇ ହୋଇଥାନ୍ତା ବୋଲି ବିଜେପି ସାଂସଦ ସୁରେଶ ପୂଜାରୀ କହିଛନ୍ତି ।

Khola Katha Ep 549 | 31 May 2018 | Exclusive Interview with Suresh Pujari | ମୋଦିଙ୍କ ଓଡ଼ିଶା ମିଶନ
Khola Katha Ep 549 | 31 May 2018 | Exclusive Interview with Suresh Pujari | ମୋଦିଙ୍କ ଓଡ଼ିଶା ମିଶନ

A unique chat show that probes our celebrities to face the facts and rumors about themselves and bring forth the truth for the audience. This show aims