• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Money Seized

Money Seized
ଭୋଟ୍ ପାଇଁ ନୋଟ୍ ବଣ୍ଟା ଅଭିଯୋଗ, ରେମୁଣା ବ୍ଲକ ମିଶନ ଶକ୍ତି ଗୃହରୁ ପୁଳାପୁଳା ଟଙ୍କା ଜବତ

ଘଟଣାସ୍ଥଳରୁ ଏକ କଳା ପଲିଥିନରୁ ଜବତ ହୋଇଛି ୫୦୦ ଟଙ୍କିଆ ନୋଟ୍ ବଣ୍ଡଲ୍ । ଧଳା କାଗଜ ଉପରେ ବିଭିନ୍ନ ପଞ୍ଚାୟତର ନାଁ ବି ଲେଖା ଯାଇଛି।

ED Raid
ସାମ୍ନାକୁ ଆସିଲେ ଆଉ ଜଣେ କ୍ୟାସ୍ କିଙ୍ଗ୍

ମନ୍ତ୍ରୀଙ୍କ ପର୍ସନାଲ ସେକ୍ରେଟାରୀଙ୍କ ଘରୋଇ ସହାୟକଙ୍କ ଘରେ ନୋଟ୍ ର ପାହାଡ଼ । ଆଖି ତରାଟିଲା ଭଳି ପ୍ରାୟ ୩୦ କୋଟିର ନଗଦ ଟଙ୍କା।

ED Raid
ସାମ୍ନାକୁ ଆସିଲେ ଆଉ ଜଣେ କ୍ୟାସ୍ କିଙ୍ଗ୍, ୩୦ କୋଟିର ପୁଳା ପୁଳା ନୋଟ୍ ଜବତ କଲା ED

ମନ୍ତ୍ରୀଙ୍କ ପର୍ସନାଲ ସେକ୍ରେଟାରୀଙ୍କ ଘରୋଇ ସହାୟକଙ୍କ ଘରେ ନୋଟ୍ ର ପାହାଡ଼ । ଆଖି ତରାଟିଲା ଭଳି ପ୍ରାୟ ୩୦ କୋଟିର ନଗଦ ଟଙ୍କା।

Cash Seized
ନିର୍ବାଚନ ପୂର୍ବରୁ ମିଳିଲା ପୁଳା ପୁଳା ଟଙ୍କା; ନୂଆପଡ଼ାରୁ ୧୨ଲକ୍ଷରୁ ଅଧିକ ନଗଦ ଜବତ

ଏତେ ପରିମାଣର ଟଙ୍କା କୁଆଡ଼େ ଯାଉଥିଲା, କାହିଁକି ନିଆଯାଉଥିଲା ତାହା ଜଣାପଡ଼ିନାହିଁ। ପୋଲିସ ମୋଟ ୫ ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି।

2 lakh seized from a bank employee athagarh
ଅଧା ବାଟରେ ଟଙ୍କା ବିଡ଼ା ପାଲଟିଗଲା କାଗଜ ବିଡ଼ା ! ବ୍ୟାଙ୍କରୁ ୫୦୦ ଟଙ୍କିଆ ବଣ୍ଡଲ ଧରି ବାହାରି ଥିଲେ, ପରେ...

ବ୍ୟାଙ୍କରୁ ୫୦୦ ଟଙ୍କିଆ ୪ ବଣ୍ଡଲ ଧରି ଏକ ଘରୋଇ ବ୍ୟାଙ୍କ୍‌ର ଜଣେ ଗୋଲ୍ଡ କାଉନ୍‌ସିଲର୍‌ ହିତାଧିକାରୀଙ୍କୁ ଦେବାକୁ ବାହାରି ଥିଲେ।ତେବେ ଅଧା ବାଟରେ ଟଙ୍କା ବିଡ଼ା ସବୁ ତାହା କାଗଜ ବିଡ଼ା ହୋଇଯାଇଥିବା ନେଇ ପରେ ସେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।

4 huge boxes of cash seized from passenger in Cuttack
ବସ୍‌ରେ ଚାଲାଣ ହେଉଥିଲା କଳାଧନ: ପେଟି ପେଟି ଟଙ୍କା ଧରି ଯାଉଥିଲେ, କଟକରେ ଧରାପଡ଼ିଗଲେ...

ବସ୍‌ରୁ ଜଣେ ଯାତ୍ରୀଙ୍କ ନିକଟରୁ ୪ ପେଟି ଟଙ୍କା ଜବତ ହୋଇଛି। ଟାଙ୍ଗୀ ଟୋଲ୍‌ଗେଟ୍‌ ନିକଟରେ ଚଢ଼ାଉ ବେଳେ ୮୦ ଲକ୍ଷ ଟଙ୍କା ଜବତ ହୋଇଛି।

Lots of money found from bus passenger
ବସ ଯାତ୍ରୀଙ୍କ ଠାରୁ ଜବତ ହେଲା ୩୩ ଲକ୍ଷରୁ ଅଧିକ ଟଙ୍କା

ଗଂଜେଇ ଯାଞ୍ଚ ବେଳେ ମିଳିଲା ବିଡ଼ା ବିଡ଼ା ନୋଟ୍। ବସ୍‌ଯାତ୍ରୀଙ୍କ ଠାରୁ ମିଳିଛି ଏହି ଟଙ୍କା। ଏହାର ପରିମାଣ ୩୩ ଲକ୍ଷରୁ ଅଧିକ। କୁଆଡ଼େ ନେଉଥିଲେ ଏତେ ପରିମାଣର ନୋଟ୍ ? ପାର୍ବଣ ପୂର୍ବରୁ ଅପରାଧୀଙ୍କ ଗତିବିଧିକୁ ନେଇ ଚିନ୍ତା ଘାରିଛି।

cuttack railway station
କଟକ ରେଲ୍‌ୱେ ଷ୍ଟେସନରେ ମିଳିଲା ଟଙ୍କା ଭର୍ତ୍ତି ବ୍ୟାଗ୍‌

କଟକ ରେଲ୍‌ୱେ ଷ୍ଟେସନରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଜବତ ହୋଇଛି। ଜବତ ହୋଇଥିବା ୪ଟି ବ୍ୟାଗ୍‌ରୁ ଲକ୍ଷାଧିକ ଟଙ୍କା ମିଳିଥିବା ଜଣାପଡ଼ିଛି।

GOLD Seized
ଏତେ ସୁନା ! ଏତେ ଟଙ୍କା ! ଏକାଠି ଦେଖିବା ସାଧାରଣ ଲୋକଙ୍କ ପାଇଁ ମୁସ୍କିଲ ନୁହେଁ ନାମୁମ୍‌କିନ୍‌

ପ୍ରାୟ ୮ କିଲୋଗ୍ରାମରୁ ଅଧିକ ସୁନା ଜବତ କରିଛି ପୋଲିସ । ଖୋଜ୍ଜାପଲ୍ଲୀ ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ବେଳେ ଏହି ପରିମାଣର ସୁନା ଜବତ ହୋଇଛି ।