କିଏ ପରିବାରକୁ ସାଙ୍ଗରେ ନେଇଯାଉଛନ୍ତି ତ ଆଉ କିଏ ବୁଢ଼ା ବାପା, ମା’ଙ୍କୁ ଛାଡ଼ି ଦାଦନ ଯାଉଛନ୍ତି । କଣ୍ଟାବାଞ୍ଜି ରେଳ ଷ୍ଟେସନ ପ୍ଲାଟଫର୍ମରେ ଆଖି ଯେ ପର୍ଯ୍ୟନ୍ତ ପାଉଛି, ସେ ଯାଏଁ ଲମ୍ବିଛି ଦାଦନ ଶ୍ରମିକଙ୍କ ସୁଅ ।
ଘର ଅଗଣାରେ ବସି ପୁଅକୁ ଝୁରି ହେଉଛି ମା । ହେଲେ ପୁଅ କ’ଣ ଆଉ ଫେରିବ ? ପରିବାର ପେଟରେ ଦାନା ଦେବାକୁ ଆନ୍ଧ୍ରକୁ ଦାଦନ ଖଟି ଯାଇଥିଲା ଭେଣ୍ଡିଆ ପୁଅ ।
ପୁଅର ଫେରିବା ବାଟକୁ ଅନାଇ ବସିଛି ପରିବାର । କାନ୍ଦି କାନ୍ଦି ବାପା-ମା’ ଓ କୁନି ଭଉଣୀ ଆଖିରୁ ଲୁହ ଶୁଖିଲାଣି ।
ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ନିବେଦନ କଲେ ବୈଜୟନ୍ତ….୨୧ ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ୧୪ ଜଣ ଓଡ଼ିଆ ଶ୍ରମିକ…କେନ୍ଦ୍ରାପଡ଼ା ଆଳି ଅଞ୍ଚଳର ୧୧, ଭଦ୍ରକର ୨ ଓ ଢେଙ୍କାନାଳର ଜଣେ ଶ୍ରମିକ….
ବିଳମ୍ବିତ ରାତିରେ ରେଲୱେ ଷ୍ଟେସନ ପାଖରୁ ଦୁଇଟି ପୃଥକ ପୃଥକ ବେଆଇନ ଚାଲାଣ ହେଉଥିଲା । ଏଥିରେ ୨୧ଜଣ ପୁରୁଷ, ୯ଜଣ ମହିଳା ଓ ୪ ଜଣ ଛୋଟ ଛୁଆ ଉଦ୍ଧାର ହୋଇଛନ୍ତି ।
କେବେ ଥମିବ ଦାଦନ ଦୁର୍ଦ୍ଦଶା ? ରୋଜଗାରର ଲୋଭ ଦେଇ କନ୍ଧମାଳର ଯୁବକଙ୍କୁ ମୁମ୍ବାଇରେ ଦୁର୍ବୃତ୍ତ କାଟିଦେଲେ ୨ ହାତ, ଗାଁକୁ ଫେରି ଥାନାରେ ପୀଡ଼ିତଙ୍କ ଏତଲା, ପୋଲିସ ଉପରେ ଦାୟିତ୍ୱ ଛାଡ଼ି ହାତ ଟେକିଦେଲା ଜିଲ୍ଲା ଶ୍ରମ ବିଭାଗ...
'ବିଜେଡିକୁ ଜିତେଇବା ପାଇଁ କାମ କରୁଛନ୍ତି ଗଂଜାମ ଜିଲ୍ଲାର ପ୍ରଶାସନିକ ଅଧିକାରୀ': ବିଜୟ ପଟ୍ଟନାୟକ
ଶେଷରେ ଉପାୟଶୂନ୍ୟ ହୋଇ ଓ ନିର୍ଯାତନା ସହିନପାରି ଗତ ରବିବାର ଦିନ ୩ ଶ୍ରମିକ କମ୍ପାନୀରୁ ଲୁଚିକି ବାହାରି ଚାଲି ଚାଲି ଗାଁ ଅଭିମୁଖେ ବାହାରି ଥିଲେ। ପାଖରେ କିଛି ଟଙ୍କା ନଥିବା ଯୋଗୁ କିଛି ନ ଖାଇ ନ ପିଇ ୩ ଶ୍ରମିକ ୮ ଦିନରେ ୧୧୦୦ କି.ମି. ଚାଲି ଚାଲି ଗାଁରେ ପହଞ୍ଚିଥିଲେ ବୋଲି ସୂଚନା ମିଳିଛି।
ପୁଣି ଦାନ ମାଝି ଘଟଣାର ପୁନରାବୃତ୍ତି। ପତ୍ନୀଙ୍କ ଶବକୁ ୩୩ କି.ମି. କାନ୍ଧରେ ବୋହିଲେ ସ୍ୱାମୀ। ଏଭଳି ହୃଦୟ ବିଦାରକ ଦୃଶ୍ୟ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ସୀମାନ୍ତରେ ଦେଖିବାକୁ ମିଳିଛି।