Advertisment

ଓଡ଼ିଶା ନିର୍ବାଚନ ୨୦୨୪: ଆପଣ ଜଣେ ଭୋଟର୍ କି...ଜାଣନ୍ତୁ କେତେବେଳେ କେଉଁଠି ଭୋଟ୍

ଗାଁ ଗହଳି, ସହର ବଜାର ସବୁଠି ଏବେ ଗୋଟିଏ ଚର୍ଚ୍ଚା...। ଆସିଯାଇଛି ନିର୍ବାଚନ...ଭାରତୀୟ ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ । କାହା ହାତକୁ ଯିବ ଶାସନ ଭାର...କିଏ ହେବେ ଆପଣଙ୍କ ସୁଖ ଦୁଃଖର ସାଥୀ। ଓଡ଼ିଶାରେ କେବେ ଆଉ କେଉଁଠି ହେଉଛି ନିର୍ବାଚନ। ଆପଣଙ୍କ ଅଞ୍ଚଳରେ କେବେ ହେଉଛି ଭୋଟ୍। ଏସବୁର ଟିକିନିଖି ଖବର ଜାଣିବାକୁ ପଢ଼ନ୍ତୁ...

author-image
Prasan Subudhi
ଅଦ୍ୟତନ ହୋଇଛି
Odisha Election 2024 Schedule

Odisha Election

ଆସିଯାଇଛି ସାଧାରଣ ନିର୍ବାଚନ ୨୦୨୪। ଓଡ଼ିଶାର ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେଉଛି ୪ ପର୍ଯ୍ୟାୟରେ ନିର୍ବାଚନ। ପ୍ରଥମ ପର୍ଯ୍ୟାୟ ମେ ୧୩, ଦ୍ୱିତୀୟ ପର୍ଯ୍ୟାୟ ମେ ୨୦, ତୃତୀୟ ପର୍ଯ୍ୟାୟ ମେ ୨୫ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି ଜୁନ୍ ୧ ରେ । ନେତାମାନଙ୍କ ଭାଗ୍ୟ ନିର୍ଦ୍ଧାରଣ ଅର୍ଥାତ୍ ଭୋଟ୍ ଗଣତି ତାରିଖ ହେଉଛି ଜୁନ୍ ୪ ।

Advertisment

ଏବେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ...ଆପଣଙ୍କ ଗାଁ, ଆପଣଙ୍କ ସହରରେ କେବେ ହେଉଛି ଭୋଟ୍। ଜମା ବି ଚିନ୍ତା କରନ୍ତୁନି। ଆମେ ଜଣାଇବୁ ଏସବୁର ଟିକିନିଖି ଖବର ଆଉ ଆପଣ ଦେବେ ଆପଣଙ୍କ ମୂଲ୍ୟବାନ ଭୋଟ୍।

 ଅଧିକ ପଢ଼ନ୍ତୁ: କିଏ କେଉଁ ଦଳରୁ ଲଢୁଛନ୍ତି ଜାଣିବା ପାଇଁ ଦେଖନ୍ତୁ

ଓଡ଼ିଶା ନିର୍ବାଚନ-୨୦୨୪ ଟିକିନିଖି ବିବରଣୀ

EventsDatesDays
ନାମାଙ୍କନ ଦାଖଲ ଶେଷ ତାରିଖ (ପ୍ରଥମ ପର୍ଯ୍ୟାୟ)୨୫-୦୪-୨୦୨୪ଗୁରୁବାର
ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ(ପ୍ରଥମ ପର୍ଯ୍ୟାୟ)୨୯-୦୪-୨୦୨୪ସୋମବାର
ଭୋଟ ଗ୍ରହଣ ତାରିଖ(ପ୍ରଥମ ପର୍ଯ୍ୟାୟ)୧୩-୦୫-୨୦୨୪ସୋମବାର
ନାମାଙ୍କନ ଦାଖଲ ଶେଷ ତାରିଖ (ଦ୍ୱିତୀୟପର୍ଯ୍ୟାୟ)୦୩-୦୫-୨୦୨୪ଶୁକ୍ରବାର
ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ (ଦ୍ୱିତୀୟ ପର୍ଯ୍ୟାୟ)୦୬-୦୫-୨୦୨୪ସୋମବାର
ନିର୍ବାଚନ ଭୋଟ ଗ୍ରହଣ ତାରିଖ (ଦ୍ୱିତୀୟ ପର୍ଯ୍ୟାୟ)୨୦-୦୫-୨୦୨୪ସୋମବାର
ନାମାଙ୍କନ ଦାଖଲ ଶେଷ ତାରିଖ(ତୃତୀୟ ପର୍ଯ୍ୟାୟ)୦୬-୦୫-୨୦୨୪ସୋମବାର
ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ (ତୃତୀୟ ପର୍ଯ୍ୟାୟ)୦୯-୦୫-୨୦୨୪ଗୁରୁବାର
ନିର୍ବାଚନ ଭୋଟ ଗ୍ରହଣ ତାରିଖ (ତୃତୀୟ ପର୍ଯ୍ୟାୟ)୨୫-୦୫-୨୦୨୪ଶନିବାର
ନାମାଙ୍କନ ଦାଖଲ ଶେଷ ତାରିଖ (ଚତୁର୍ଥ ପର୍ଯ୍ୟାୟ)୧୪-୦୫-୨୦୨୪ମଙ୍ଗଳବାର
ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ (ଚତୁର୍ଥ ପର୍ଯ୍ୟାୟ)୧୭-୦୫-୨୦୨୪ଶୁକ୍ରବାର
ନିର୍ବାଚନ ଭୋଟ ଗ୍ରହଣ ତାରିଖ (ଚତୁର୍ଥ ପର୍ଯ୍ୟାୟ)୦୧-୦୬-୨୦୨୪ଶନିବାର
ଭୋଟ ଗଣତି ତାରିଖ୦୪-୦୬-୨୦୨୪ମଙ୍ଗଳବାର
Advertisment

କେତେବେଳେ କେଉଁ ପର୍ଯ୍ୟାୟ

ପର୍ଯ୍ୟାୟନିର୍ବାଚନ ମଣ୍ଡଳୀ ତାରିଖ
ନୂଆପଡ଼ାମେ’ ୧୩, ୨୦୨୪
ଖଡ଼ିଆଳମେ’ ୧୩, ୨୦୨୪
ଉମରକୋଟମେ’ ୧୩, ୨୦୨୪
ଝରିଗାଁମେ’ ୧୩, ୨୦୨୪
ନବରଙ୍ଗପୁରମେ’ ୧୩, ୨୦୨୪
ଡାବୁଗାଁମେ’ ୧୩, ୨୦୨୪
ଲଞ୍ଜିଗଡ଼ମେ’ ୧୩, ୨୦୨୪
ଜୁନାଗଡ଼ମେ’ ୧୩, ୨୦୨୪
ଧର୍ମଗଡ଼ମେ’ ୧୩, ୨୦୨୪
ଭବାନୀପାଟଣାମେ’ ୧୩, ୨୦୨୪
ନର୍ଲାମେ’ ୧୩, ୨୦୨୪
ଛତ୍ରପୁରମେ’ ୧୩, ୨୦୨୪
ଗୋପାଳପୁରମେ’ ୧୩, ୨୦୨୪
ବ୍ରହ୍ମପୁରମେ’ ୧୩, ୨୦୨୪
ଦିଗପହଣ୍ଡିମେ’ ୧୩, ୨୦୨୪
ଚିକିଟିମେ’ ୧୩, ୨୦୨୪
ମୋହନାମେ’ ୧୩, ୨୦୨୪
ପାରଳାଖେମୁଣ୍ଡିମେ’ ୧୩, ୨୦୨୪
ଗୁଣୁପୁରମେ’ ୧୩, ୨୦୨୪
ବିଷମ କଟକମେ’ ୧୩, ୨୦୨୪
ରାୟଗଡାମେ’ ୧୩, ୨୦୨୪
ଲକ୍ଷ୍ମୀପୁରମେ’ ୧୩, ୨୦୨୪
କୋଟପାଡ଼ମେ’ ୧୩, ୨୦୨୪
ଜୟପୁରମେ’ ୧୩, ୨୦୨୪
କୋରାପୁଟମେ’ ୧୩, ୨୦୨୪
ପଟ୍ଟାଙ୍ଗିମେ’ ୧୩, ୨୦୨୪
ମାଲକାନଗିରିମେ’ ୧୩, ୨୦୨୪
ଚିତ୍ରକୋଣ୍ଡାମେ’ ୧୩, ୨୦୨୪
ବାଲିଗୁଡାମେ’ ୧୩, ୨୦୨୪
ପଦ୍ମପୁରମେ’୨୦, ୨୦୨୪
ବିଜେପୁରମେ’୨୦, ୨୦୨୪
ବରଗଡ଼ମେ’୨୦, ୨୦୨୪
ଅତାବିରାମେ’୨୦, ୨୦୨୪
ଭଟଲିମେ’୨୦, ୨୦୨୪
ବ୍ରଜରାଜନଗରମେ’ ୨୦, ୨୦୨୪
ଝାରସୁଗୁଡ଼ାମେ’ ୨୦, ୨୦୨୪
ତଳସରାମେ’ ୨୦, ୨୦୨୪
ସୁନ୍ଦରଗଡ଼ମେ’ ୨୦, ୨୦୨୪
ବୀରମିତ୍ରପୁରମେ’ ୨୦, ୨୦୨୪
ରଘୁନାଥପାଲୀମେ’ ୨୦, ୨୦୨୪
ରାଉରକେଲାମେ’ ୨୦, ୨୦୨୪
ରାଜଗାଙ୍ଗପୁରମେ’୨୦, ୨୦୨୪
ବଣାଇମେ’ ୨୦, ୨୦୨୪
ବୀରମହାରାଜପୁରମେ’ ୨୦, ୨୦୨୪
ସୋନପୁରମେ’ ୨୦, ୨୦୨୪
ଲୋହିସିଂହାମେ’ ୨୦, ୨୦୨୪
ପାଟଣାଗଡ଼ମେ’ ୨୦, ୨୦୨୪
ବଲାଙ୍ଗିରମେ’ ୨୦, ୨୦୨୪
ଟିଟିଲାଗଡ଼ମେ’ ୨୦, ୨୦୨୪
କଣ୍ଚାବାଞ୍ଜିମେ’ ୨୦, ୨୦୨୪
ବାଲିଗୁଡ଼ାମେ’ ୨୦, ୨୦୨୪
ଜି.ଉଦୟଗିରିମେ’ ୨୦, ୨୦୨୪
ଫୁଲବାଣୀମେ’ ୨୦, ୨୦୨୪
କଣ୍ଟାମାଳମେ’ ୨୦, ୨୦୨୪
ବୌଦ୍ଧମେ’ ୨୦, ୨୦୨୪
ଦଶପଲ୍ଲାମେ’ ୨୦, ୨୦୨୪
ବ୍ରଜରାଜନଗରମେ’ ୨୦, ୨୦୨୪
ପୋଲସରାମେ’ ୨୦, ୨୦୨୪
କବିସୂର୍ଯ୍ୟନଗରମେ’ ୨୦, ୨୦୨୪
ଖଲ୍ଲିକୋଟମେ’ ୨୦, ୨୦୨୪
ଆସ୍କାମେ’ ୨୦, ୨୦୨୪
ସୋରଡ଼ାମେ’ ୨୦, ୨୦୨୪
ସାନଖେମୁଣ୍ତିମେ’ ୨୦, ୨୦୨୪
ହିଞ୍ଜିଳିମେ’ ୨୦, ୨୦୨୪
କୁଚିଣ୍ତାମେ’ ୨୫, ୨୦୨୪
ରେଙ୍ଗାଲିମେ’ ୨୫, ୨୦୨୪
ସମ୍ବଲପୁରମେ’ ୨୫, ୨୦୨୪
ରେଢ଼ାଖୋଲମେ’ ୨୫, ୨୦୨୪
ଦେଓଗଡ଼ମେ’ ୨୫, ୨୦୨୪
ତେଲକୋଇମେ’ ୨୫, ୨୦୨୪
ଘଷିପୁରାମେ’ ୨୫, ୨୦୨୪
ଆନନ୍ଦପୁରମେ’ ୨୫, ୨୦୨୪
ପାଟଣାମେ’ ୨୫, ୨୦୨୪
କେଉଁଝରମେ’ ୨୫, ୨୦୨୪
ଚମ୍ପୁଆମେ’ ୨୫, ୨୦୨୪
କରଞ୍ଜିଆମେ’ ୨୫, ୨୦୨୪
ଢେଙ୍କାନାଳମେ’ ୨୫, ୨୦୨୪
ହିନ୍ଦୋଳମେ’ ୨୫, ୨୦୨୪
କାମାକ୍ଷାନଗରମେ’ ୨୫, ୨୦୨୪
ପରଜଙ୍ଗମେ’ ୨୫, ୨୦୨୪
ପାଲ୍‌ଲହଡ଼ାମେ’ ୨୫, ୨୦୨୪
ତାଳଚେରମେ’ ୨୫, ୨୦୨୪
ଅନୁଗୁଳମେ’ ୨୫, ୨୦୨୪
ଛେଣ୍ତିପଦାମେ’ ୨୫, ୨୦୨୪
ଆଠମଲ୍ଲିକମେ’ ୨୫, ୨୦୨୪
ବଡ଼ମ୍ବାମେ’ ୨୫, ୨୦୨୪
ବାଙ୍କୀମେ’ ୨୫, ୨୦୨୪
ଆଠଗଡ଼ମେ’ ୨୫, ୨୦୨୪
ବାରବାଟୀ-କଟକମେ’ ୨୫, ୨୦୨୪
ଚୌଦ୍ୱାର-କଟକମେ’ ୨୫, ୨୦୨୪
କଟକ ସଦରମେ’ ୨୫, ୨୦୨୪
ପୁରୀମେ’ ୨୫, ୨୦୨୪
ବ୍ରହ୍ମଗିରିମେ’ ୨୫, ୨୦୨୪
ସତ୍ୟବାଦୀମେ’ ୨୫, ୨୦୨୪
ପିପିଲିମେ’ ୨୫, ୨୦୨୪
ଜୟଦେବମେ’ ୨୫, ୨୦୨୪
ଭୁବନେଶ୍ୱର-ମଧ୍ୟମେ’ ୨୫, ୨୦୨୪
ଭୁବନେଶ୍ୱର-ଉତ୍ତରମେ’ ୨୫, ୨୦୨୪
ଭୁବନେଶ୍ୱର-ଏକାମ୍ରମେ’ ୨୫, ୨୦୨୪
ବେଗୁନିଆମେ’ ୨୫, ୨୦୨୪
ଜଟଣୀମେ’ ୨୫, ୨୦୨୪
ଖୋର୍ଦ୍ଧାମେ’ ୨୫, ୨୦୨୪
ଚିଲିକାମେ’ ୨୫, ୨୦୨୪
ରଣପୁରମେ’ ୨୫, ୨୦୨୪
ଖଣ୍ତପଡ଼ାମେ’ ୨୫, ୨୦୨୪
ନୟାଗଡ଼ମେ’ ୨୫, ୨୦୨୪
ଯସିପୁରଜୁନ୍ ୧, ୨୦୨୪
ସାରସକଣାଜୁନ୍ ୧, ୨୦୨୪
ରାଇରଙ୍ଗପୁରଜୁନ୍ ୧, ୨୦୨୪
ବାଙ୍ଗିରିପୋଷିଜୁନ୍ ୧, ୨୦୨୪
ଉଦଳାଜୁନ୍ ୧, ୨୦୨୪
ବଡ଼ସାହିଜୁନ୍ ୧, ୨୦୨୪
ବାରିପଦାଜୁନ୍ ୧, ୨୦୨୪
ମୋରଡ଼ାଜୁନ୍ ୧, ୨୦୨୪
ଜଳେଶ୍ୱରଜୁନ୍ ୧, ୨୦୨୪
ଭୋଗରାଇଜୁନ୍ ୧, ୨୦୨୪
ବସ୍ତାଜୁନ୍ ୧, ୨୦୨୪
ବାଲେଶ୍ୱରଜୁନ୍ ୧, ୨୦୨୪
ରେମୁଣାଜୁନ୍ ୧, ୨୦୨୪
ନୀଳଗିରିଜୁନ୍ ୧, ୨୦୨୪
ସୋରଜୁନ୍ ୧, ୨୦୨୪
ସିମୁଳିଆଜୁନ୍ ୧, ୨୦୨୪
ଭଣ୍ତାରୀପୋଖରୀଜୁନ୍ ୧, ୨୦୨୪
ଭଦ୍ରକଜୁନ୍ ୧, ୨୦୨୪
ବାସୁଦେବପୁରଜୁନ୍ ୧, ୨୦୨୪
ଧାମନଗରଜୁନ୍ ୧, ୨୦୨୪
ଚାନ୍ଦବାଲିଜୁନ୍ ୧, ୨୦୨୪
ବିଞ୍ଝାରପୁରଜୁନ୍ ୧, ୨୦୨୪
ବରୀଜୁନ୍ ୧, ୨୦୨୪
ବଡ଼ଚଣାଜୁନ୍ ୧, ୨୦୨୪
ଧର୍ମଶାଳାଜୁନ୍ ୧, ୨୦୨୪
ଯାଜପୁରଜୁନ୍ ୧, ୨୦୨୪
କୋରେଇଜୁନ୍ ୧, ୨୦୨୪
ସୁକିନ୍ଦାଜୁନ୍ ୧, ୨୦୨୪
ନିଆଳିଜୁନ୍ ୧, ୨୦୨୪
ସାଲେପୁରଜୁନ୍ ୧, ୨୦୨୪
ମାହାଙ୍ଗାଜୁନ୍ ୧, ୨୦୨୪
ପାଟକୁରାଜୁନ୍ ୧, ୨୦୨୪
କେନ୍ଦ୍ରାପଡ଼ାଜୁନ୍ ୧, ୨୦୨୪
ଆଳିଜୁନ୍ ୧, ୨୦୨୪
ରାଜନଗରଜୁନ୍ ୧, ୨୦୨୪
ମହାକାଳପଡ଼ାଜୁନ୍ ୧, ୨୦୨୪
ପାରାଦୀପଜୁନ୍ ୧, ୨୦୨୪
ତିର୍ତ୍ତୋଲଜୁନ୍ ୧, ୨୦୨୪
ବାଲିକୁଦା-ଏରସମାଜୁନ୍ ୧, ୨୦୨୪
ଜଗତସିଂହପୁରଜୁନ୍ ୧, ୨୦୨୪
କାକଟପୁରଜୁନ୍ ୧, ୨୦୨୪
ନିମାପଡ଼ାଜୁନ୍ ୧, ୨୦୨୪
BJD BJP Congress Odisha Elections General Election 2024
Advertisment
Advertisment