ନିଷ୍ପାପ କିଶୋରଟିଏ..ହେଲେ ଏହି ନିରୀହ ପୁଅର କଅଁଳ ଦେହକୁ କିଏ ଯେ, ଖିନଭିନ୍ କରିଦେବ ତୀକ୍ଷ୍ଣଣ ଛୁରୀରେ, ଭାବିଲେ ଲୋମଟାଙ୍କୁରୀ ଉଠିଛି। ଜାଣିଲା ପରଠୁ ପାଦ ତଳୁ ଧସିଯାଇଛି ମାଟି, ମୁଣ୍ଡ ଉପରୁ ସତେଯେମିତି ଖସିପଡ଼ିଛି ଆକାଶ।
ହୋଟେଲରୁ ମୃତଦେହ ମିଳିବାକୁ ବିତିଲାଣି ୪ ଦିନ, ହେଲେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଉପରୁ ହଟୁନି ସସପେନ୍ସ। ଯଦି ଆତ୍ମହତ୍ୟା, ହୋଟେଲକୁ ଆସି ସୁଇସାଇଡର ରହସ୍ୟ କ'ଣ ?
କଳ୍ପନା ଛକ ନିକଟ ହୋଟେଲ୍ ଦୀପାଲି ଇଣ୍ଟରନ୍ୟାସନାଲରୁ ମିଳିଥିଲା ଶୁଭଲକ୍ଷ୍ମୀ ମୃତଦେହ । ଇତିମଧ୍ୟରେ ଘଟଣାକୁ ୪ ଦିନ ବିତିଯାଇଛି । କିନ୍ତୁ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଉପରୁ ହଟୁନି ସସପେନ୍ସ ।
ରାତି ଅନ୍ଧାରରେ ଏ ଦୃଶ୍ୟ ଦେଖିବା ପରେ ହଠାତ ତାଜୁବ ହୋଇଯାଇଥିଲା ପୁରା ତୋହରା ଗାଁ।
ଗଛ ଡାଳରେ ୩ ଯୁବତୀଙ୍କ ମୃତଦେହ, ହଟୁନି ସସ୍ପେନ୍ସ । ୨୪ ଘଂଟା ପରେ ବି ଜଣାପଡୁନି କାରଣ, ଆତ୍ମହତ୍ୟା ନା ହତ୍ୟା? ଖିଅ ଖୋଜୁଛି ପୋଲିସ୍
ପୋଲିସ ରାତି ସାରା ମୃତଦେହ ଜଗି ରହିବା ପରେ ଆଜି ସକାଳୁ ମୃତଦେହ ଉଦ୍ଧାର କରିଥିଲା।