• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bargarh

Baijayant Panda
‘ଧାମନଗରରେ ପରିବର୍ତ୍ତନ ହୋଇଛି, ପଦ୍ମପୁରରେ ବି ପରିବର୍ତ୍ତନ ହେବ’

ଧାମନଗରରେ ହାରିବା ପରେ ବିଜେଡି ଘାବରେଇ ହିଂସାକାଣ୍ଡ ଆରମ୍ଭ କଲାଣି

Padmapur Bypoll
ପଦ୍ମପୁର ଉପନିର୍ବାଚନ: ବିରୋଧୀଙ୍କ ଗାଡ଼ିକୁ ଟ୍ରାକିଂ କରୁଛି କି ପୋଲିସ ? କାହିଁକି ଏତେ ତନାଘନା ?

ପୋଲିସ ଡ୍ରାଇଭରଙ୍କ ନମ୍ବର ରଖୁଥିବା ବିରୋଧୀଙ୍କ ଅଭିଯୋଗ । ପ୍ରତିପକ୍ଷଙ୍କ ଗତିବିଧି ଜାଣିବାକୁ ଶାସକ ଦଳର ଚାଲ୍ ଅଭିଯୋଗ ।

Padmapur politics
ଗୃହରେ ସବୁ ଦଳର ହଙ୍ଗାମା ! ଅର୍ଚ୍ଚନା ପ୍ରସଙ୍ଗ ଏଡ଼ାଇବାକୁ ଚାଷୀଙ୍କ କଥା ଉଠାଇଲା ବିଜେଡି

ପଦ୍ମପୁର ଭୋଟ୍ ବେଳେ ଚାଷୀ ଦରଦ ଲଢ଼େଇ, ବିଧାନସଭା ଭିତରେ ଓ ବାହାରେ ହଙ୍ଗାମା ।

Padampur Bypoll: Police Checking Vehicles of Star Campaigners
ପଦ୍ମପୁର ଉପନିର୍ବାଚନ: ହୁସିଆର୍‌ ଷ୍ଟାର ପ୍ରଚାରକ ! ଗାଡ଼ି ଯାଞ୍ଚ କରୁଛି ପୋଲିସ୍‌

ପାଖେଇ ଆସୁଛି ପଦ୍ମପୁର ଉପନିର୍ବାଚନ। ଏପରିକି ଷ୍ଟାର ପ୍ରଚାରକଙ୍କ ଗାଡ଼ି ମଧ୍ୟ ପୋଲିସ୍‌ ଯାଞ୍ଚ କରୁଛି। ଗାଡ଼ି ଚଲାଉଥିବା ଡ୍ରାଇଭରଙ୍କ ପରିଚୟ ମଧ୍ୟ ରଖାଯାଉଛି।

Padmapur Bypoll
ପଦ୍ମପୁର ଉପନିର୍ବାଚନ: ଦାଦନ ପ୍ରସଙ୍ଗ ନେଇ ବିଜେଡିକୁ କାଉଣ୍ଟର କରୁଛି ବିଜେପି

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରସଙ୍ଗକୁ ନେଇ ପ୍ରଚାର ଲଢ଼େଇ । ଦାଦନ ସମସ୍ୟାକୁ ବିରୋଧୀ ବିଜେପି ଓ କଂଗ୍ରେସର ନିର୍ବାଚନୀ ଅସ୍ତ୍ର ।

Padmapur Bypoll
ପଦ୍ମପୁର ଉପନିର୍ବାଚନରେ ମାତିଛନ୍ତି BJD ମନ୍ତ୍ରୀ-ବିଧାୟକ, ବିଧାନସଭା ଖାଁ ଖାଁ

ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ବିଧାନସଭା ଉପରେ ପଦ୍ମପୁର ଉପନିର୍ବାଚନର ଇଫେକ୍ଟ ।

Padmapur Bypoll
ପଦ୍ମପୁରରେ ଗୁଣ୍ଡାଗର୍ଦ୍ଦି ରାଜନୀତି ! କାନ୍ଦି କାନ୍ଦି କହିଲେ ପ୍ରଦୀପ, ‘ନବ ପଠାଇଛନ୍ତି ଗୁଣ୍ଡା’

ବିଜେଡିର ଗୁଣ୍ଡାମାନେ ଆକ୍ରମଣ ଉଦ୍ୟମ କରିଛନ୍ତି କହିଲେ ପ୍ରଦୀପ । ହତ୍ୟା ଧମକ ଅଭିଯୋଗରେ ଜୟନାରାୟଣଙ୍କୁ ସୁଶାନ୍ତ ସିଂଙ୍କ ଟାର୍ଗେଟ୍ ।

Paddy procurement
ପଦ୍ମପୁର ଭୋଟ୍ ପୂର୍ବରୁ ଚାଷୀଙ୍କୁ ବଶ କରିବାକୁ ଶାସକ ଦଳର ଚାଲ୍‌

ଚାଷୀ ପ୍ରସଙ୍ଗକୁ ନେଇ ଉଠୁଛିପଡୁଛି ପଦ୍ମପୁର ରାଜନୀତି।

Padampur by-poll
ପଦ୍ମପୁର ରାଜନୀତିର ପଶାପାଲିରେ ଏଣ୍ଟ୍ରି ମାରିଲା ନୂଆ ଇସ୍ୟୁ

ଧାମନଗର ପରେ ପଦ୍ଣପୁରରେ ରୋଚକ ଲଢେଇ ହେବାକୁ ଯାଉଛି। 

Padmapur ByPoll
ପଦ୍ମପୁର ଉପନିର୍ବାଚନ: କିଏ ହାତେଇବ ଆଦିବାସୀ ଭୋଟ ?

ଆଦିବାସୀ ଭୋଟ୍ ହାତେଇବାକୁ ଜୋରଦାର କସରତ । ପଦ୍ମପୁର ଉପନିର୍ବାଚନରେ ଏହି ଭୋଟ୍ ନିର୍ଣ୍ଣାୟକ ହେଉଥିବାରୁ ସବୁ ଦଳ ଏଥିପାଇଁ ଆରମ୍ଭ କରିଛନ୍ତି ନିଜର ନିଜର ଗ୍ରାଉଣ୍ଡ ୱାର୍କ ।

Suryavanshi Suraj
କମ୍ପିବ ପ୍ରଚାର ମଇଦାନ; ଷ୍ଟାର୍‌ କ୍ୟାମ୍ପେନର୍‌ ଖେଳିବେ ମାଷ୍ଟରପ୍ଲାନ୍‌ !

ପଦ୍ମପୁର ଉପନିର୍ବାଚନ ପାଇଁ ସରଗରମ ରାଜନୀତି । ନାମାଙ୍କନ ପରେ ଏବେ ପ୍ରଚାର ମଇଦାନକୁ ଓହ୍ଲାଇବେ ସବୁଦଳର ଷ୍ଟାର ପ୍ରଚାରକ ।

Padmapur Bypoll
ନିର୍ବାଚନୀ ପ୍ରଚାରରେ କମ୍ପୁଛି ପଦ୍ମପୁରର ଗଳିକନ୍ଦି; ଚାଷୀ ଭୋଟ୍‌ ହାତେଇବାକୁ ସବୁଦଳର ଅଙ୍କକଷା

ପଦ୍ମପୁର ଉପନିର୍ବାଚନ ଭୋଟ୍ ପୂର୍ବରୁ ଚାଷୀ ଓ ରାଜନୈତିକ ଦଳଙ୍କ ଛକାପଞ୍ଝା । ଗୋଟିଏ ପରେ ଚାଷୀ କାର୍ଡ ଖେଳି ଭୋଟ ହାତେଇବାକୁ ଦଳଙ୍କ କସରତ।

Bima issues
ପଦ୍ମପୁର ଉପନିର୍ବାଚନ: ଫୋକସରେ ଚାଷୀ ଭୋଟ, ବୀମା ରାଶି ପ୍ରଦାନରେ ବିଳମ୍ବକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି

ଚାଷୀଙ୍କୁ ଫସଲ ବୀମା ମିଳିବାରେ ବିଳମ୍ବ ପାଇଁ ସେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ବୀମା ଯୋଜନା କାର୍ଯ୍ୟକାରୀ ପାଇଁ ଟେଣ୍ଡର ଜାରି କରିବା, ବୀମା କମ୍ପାନୀଙ୍କୁ କ୍ଲଷ୍ଟର ଅଫ୍ ଡିଷ୍ଟ୍ରି ପ୍ରଦାନ କରିବା, ପ୍ରିମିୟମ୍ ରେଟ୍‌ର ଚୁକ୍ତି କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ଦର୍ଶାଇଛନ୍ତି ତୋମାର ।

Nominations
ଛକାପଞ୍ଝା ଭିତରେ ସରିଲା ପଦ୍ମପୁର ଉପନିର୍ବାଚନ ନାମାଙ୍କନ; କାଲିଠୁ କମ୍ପିବ ପ୍ରଚାର ମଇଦାନ

ସବୁ ଦଳ ମୈଦାନକୁ ନିଜ ନିଜର ଯୋଦ୍ଧା ଓହ୍ଲାଇଛନ୍ତି । ଆସନ୍ତାକାଲି ନାମାଙ୍କନ ଯାଞ୍ଚ ଓ ୨୧ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ତା’ପରେ ଜୋରଦାର ହେବ ପ୍ରଚାର ।

Padmapur
ନବୀନଙ୍କୁ ଅସତ୍ୟର ସୌଦାଗର କହିଲା ବିଜେପି, ନିର୍ବାଚନ ଆସିଲେ ଜିଲ୍ଲା କଥା ମନେପଡେ କହିଲା କଂଗ୍ରେସ

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ନବୀନଙ୍କ ପ୍ରତିଶ୍ରୁତି । ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଘୋଷଣା ପାଇଁ ନିଷ୍ପତ୍ତି ।

Dharmendra Pradhan meets union Minister Narendra Singh Tomar
ଫସଲ ବୀମା ପ୍ରସଙ୍ଗ: କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର

ଚାଷୀମାନଙ୍କୁ ଆଶାତୀତ ବୀମା ରାଶି ତୁଳନାରୁ କମ ବୀମା ରାଶି ପୈଠ କରାଯାଇଥିବା ଅଭିଯୋଗ ହୋଇଛି।

Padampur bypoll
'କେଉଁ ତଥ୍ୟକୁ ଆଧାର କରି ମରୁଡ଼ି ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ'

ଏପର୍ଯ୍ୟନ୍ତ ମଧ୍ୟ ଠିକ୍ ରିପୋର୍ଟ ଆସିନି, ମରୁଡ଼ି ଘୋଷଣା କଲେ କେମିତି ?

Padampur sub-division will be accorded district status  by Dec 31, 2023
ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପାଇଁ ମିଳିଲା ପ୍ରତିଶ୍ରୁତି, ବିଧିବଦ୍ଧ ଘୋଷଣାକୁ ଅପେକ୍ଷା...

୨୦୨୩ ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି। ଏବେ ପଦ୍ମପୁର ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗିଥିବାରୁ ନବୀନ ବିଧିବଦ୍ଧ ଘୋଷଣା କରି ନାହାନ୍ତି।

Padmapur Bypoll
ରୋଚକ ମୋଡ଼ରେ ପଦ୍ମପୁର ଫାଇଟ୍ ! ଚାଷୀ କାର୍ଡ ଖେଳୁଛନ୍ତି ଉଭୟ BJD-BJP

ଫସଲ ବୀମା ରାଶି କ୍ଲେମ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶ । ୨ଶହ କୋଟିର ଇନପୁଟ୍ ସବ୍ସିଡି ଘୋଷଣା କଲେ ନବୀନ ।

Padmapur Bypoll
ପଦ୍ମପୁର ଭୋଟ୍ ବେଳେ ନେତାଙ୍କ ତଣ୍ଟିରେ ଧାରଣା କଣ୍ଟା !

ଫସଲବୀମା ଓ ଜିଲ୍ଲା ମାନ୍ୟତା ଦାବିକୁ ନେଇ ଡବଲ୍ ଧାରଣା ।

Padmapur Bypoll
ପଦ୍ମପୁର ଉପନିର୍ବାଚନ: ଅନୁକଂପା ସହ ମହିଳା କାର୍ଡ ଖେଳିଲା BJD, ନାମାଙ୍କନ ଭରିଲେନି ପ୍ରଦୀପ

ସ୍ୱର୍ଗତ ବିଜୟରଞ୍ଜନଙ୍କ ବଡ଼ଝିଅ ବର୍ଷାଙ୍କୁ ପଦ୍ମପୁର ପ୍ରାର୍ଥୀ କଲା ବିଜେଡି । ଆନ୍ଦୋଳନରତ ଚାଷୀଙ୍କ ଅନୁରୋଧରେ ପ୍ରଦୀପ ଭରିଲେନି ପ୍ରାର୍ଥୀପତ୍ର ।

Padmapur Bypoll
ପଦ୍ମପୁର ଉପନିର୍ବାଚନ: ସନ୍ଧ୍ୟା ୬ ନୁହେଁ ୪ଟା ସୁଦ୍ଧା ଭୋଟ ସାରିବାକୁ ନିର୍ଦ୍ଦେଶ

ଡିସେମ୍ବର ୫ ତାରିଖରେ ପଦ୍ମପୁର ପାଇଁ ହେବ ଉପନିର୍ବାଚନ, ୮ ତାରିଖରେ ହେବ ଗଣତି ।

Padmapur Bypoll
କିଏ ହେବେ BJDର ପଦ୍ମପୁର ଯୋଦ୍ଧା ? ବିଜୟ ରଂଜନଙ୍କ ପତ୍ନୀ ନା ଝିଅଙ୍କୁ ମିଳିବ ଟିକେଟ୍ ?

ବରିହା ପରିବାରକୁ ଟିକଟ ଦାବି କଲା ବିଂଝାଲ ସମାଜ । ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ରାଜନୀତି ।

Pradip Purohit
ପଦ୍ମପୁରର ଉପନିର୍ବାଚନ: ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ

ଧାମନଗରରେ ଗଡ଼ବଜାୟ ରଖିବା ପରେ ପଦ୍ମପୁରରେ ସିଟ୍ ହାତେଇବାକୁ ବିଜେପି ପ୍ରୟାସ କରୁଛି । ପ୍ରଦୀପ ପୁରୋହିତ ପଦ୍ମପୁରର ଉପନିର୍ବାଚନ ପାଇଁ ବିଜେପି ଟିକେଟ୍‌ରୁ ଲଢ଼ିବେ ।