ଆଜିର ଦିନକୁ ବଡ଼ଦିନ ଭାବେ ପାଳନ କରୁଛନ୍ତି ବିଶ୍ୱର କୋଣ ଅନୁକୋଣରେ ରହୁଥିବା କୋଟି କୋଟି ଖ୍ରୀଷ୍ଟ ଧର୍ମାବଳମ୍ବୀ.. ଆଜି ମଧ୍ୟରାତ୍ରିରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଇଛି.. ହେଲେ କୋଭିଡ୍ ପାଇଁ ସବୁ ଫିକା...
ସେଣ୍ଟ ପିଟର୍ ବାସିଲିକାରେ ପୋପ୍ ଫ୍ରାନସିସ୍ କୁନି ଯୀଶୁଙ୍କ ପ୍ରତିକୃର୍ତ୍ତିକୁ ଅନାବରଣ କରିବା ପରେ ବିଧି ଅନୁସାରେ କ୍ୱାରୋଲ୍ ଗାଇଥିଲେ ଶ୍ରଦ୍ଧାଳୁ
ବଡଦିନ ରାତିସାରା ଏଠି ଲାଗିଥାଏ ଗହଳ ଚହଳ । ହେଲେ ଏଠି ସବୁ ଚୁପ୍ ଚାପ୍। କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ଲୋକେ ପାଳିଛନ୍ତି ବଡଦିନ।
ଦୁଇଶହ ପାଖା ପାଖି ଚାମଚ କାଠିରେ ତିଆରି ହୋଇଛି ଖ୍ରୀଷ୍ଟମାସ ଟ୍ରୀ। ତିଆରି କରିଛନ୍ତି ପୁରୀର ମାର୍କଣ୍ଡେଶ୍ୱର ସାହିର ଯୁବ ଶିଳ୍ପୀ ବିଶ୍ୱପୂପା ପଟ୍ଟନାୟକ ଝିଅ।
ଧରାବତରଣ କରିବେ ପ୍ରଭୁ ଯୀଶୁ। ସ୍ୱାଗତ କରିବା ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି।
ଏକ ପବିତ୍ର ଦିନ ହେଉଛି ବଡଦିନ। ଖ୍ରୀଷ୍ଟ ଧର୍ମାବଲମ୍ୱି ମାନଙ୍କ ପାଇଁ ସବୁଠାରୁ ପବିତ୍ର ଦିନ। କୋଭିଡ୍ ଗାଇଡ୍ ଲାଇନ୍ସ ଅନୁସାର ପାଳନ କରୁଛି ସାରା ଦେଶ
ବଡଦିନ ପାଇଁ ଉତ୍ସବ ମୁଖର ସାରା ଦେଶ ହେଲେ କୋଭିଡ୍ ପାଇଁ ଲାଗିଛି କଟକଣା। ବିନା ଆଡମ୍ୱରରେ ଲୋକେ ସ୍ୱାଗତ କରୁଛନ୍ତି ଯୀଶୁଙ୍କୁ
ଯୀଶୁଙ୍କ ଜନ୍ମଦିନରେ ବାଲେଶ୍ୱରରେ ବୁଲୁଛନ୍ତି ସାଣ୍ଟା। ଯୀଶୁଙ୍କୁ କେକ୍ କାଟି ସ୍ୱାଗତ କରିଛନ୍ତି ଶ୍ରଦ୍ଧାଳୁ।
କୋଭିଡ୍ ମହାମାରି ପାଇଁ ଏଥର ହେବନି ସାମୁହିକ ପ୍ରାର୍ଥନା। ଗାଇଡ୍ ଲାଇନ୍ ମାନି ଲେକେ ପାଳନ କରିଛନ୍ତି ବଡଦିନ।
ସମସ୍ତେ ପ୍ରସ୍ତୁତ ଯିଶୁଙ୍କୁ ସ୍ୱାଗତ କରିବା ପାଇଁ। ଚର୍ଚ୍ଚରେ ବି ବଢିବାରେ ଲାଗିଛି ଗହଳ ଚହଳ।
ବଡଦିନରେ ଆସିବେ ଯିଶୁ। ସ୍ୱାଗତ ଲାଗି ପ୍ରସ୍ତୁତ ପୁରା ସହର। ପିଲାଙ୍କଠାରୁ ଆରମ୍ଭ କରି ବୁଢା ଯାଏଁ ସମସ୍ତେ ତୟାର ଯିଶୁଙ୍କୁ ସ୍ୱାଗତ କରିବା ପାଇଁ।
ବଡଦିନ ପାଇଁ ବାଲିଗୁଡାରେ ବ୍ୟାପକ ପ୍ରସ୍ତୁତି। ସଜେଇ ହୋଇପଡିଛି ଚର୍ଚ୍ଚ। ପିଲାଙ୍କ ଠାରୁ ଆରମ୍ଭ କରି ବଡ ଯାଏଁ ସମସ୍ତେ ଅପେକ୍ଷା କରିଛନ୍ତି ବଡଦିନକୁ ସ୍ୱାଗତ କରିବା ପାଇଁ।
ବଡ଼ଦିନ ପାଇଁ ସଜେଇ ହେଲାଣି ଚର୍ଚ୍ଚ.. ସାଜସଜ୍ଜା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି.. କୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ପୋଲିସ ସଜାଗ ରହିଛି
ବିଭିନ୍ନ ଦେଶରେ ଖ୍ରୀଷ୍ଟମାସ୍ ର୍ପବର ଭିନ୍ନ ଭିନ୍ନ ନାମ ରହିଛି। ତେବେ ଭାରତ ଓ ଏହାର ପଡ଼ୋଶୀ ରାଷ୍ଟ୍ରଗୁଡିକରେ ଏହି ର୍ପବକୁ ବଡ଼ଦିନ ବୋଲି କୁହାଯାଇଥାଏ ।
ଫୁଲବାଣୀ ସ୍ଥିତ କାର୍ମେଲ ଇଂଲିସ ମିଡିୟମ ସ୍କୁଲରେ ପ୍ରି-ଖ୍ରୀଷ୍ଟମାସ ପାଳନ କରାଯାଇଛି.. ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଧରାବତରଣ ଉପରେ ବିଭିନ୍ନ ନାଚ, ଗୀତ ଏବଂ ବାକ୍ୟ ପରିବେଷଣ କରାଯାଇଛି.. କ୍ୟାଣ୍ଡେଲ ଜାଳି ସମୂହ ପ୍ରାର୍ଥନା କରିବା ସହିତ କେକ କାଟି, ମିଠା ଖାଇ ପ୍ରି-ଖ୍ରୀଷ୍ଟମାସ ପାଳନ କରିଛନ୍ତି ଛାତ୍ରଛାତ୍ରୀ
ଆଜିଠୁ ଆରମ୍ଭ ହେବ ସେଲିବ୍ରେସନ.. ଧରାବତରଣ କରିବେ ଯୀଶୁ ଖ୍ରୀଷ୍ଟ..ଏଥିପାଇଁ ସଜେଇ ହେଲାଣି ଗିରିଜା ଘର..
ଆସନ୍ତାକାଲି ବଡ଼ ଦିନ । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ସବୁଠୁ ବଡ଼ ପର୍ବ । ଡିସେମ୍ୱର ୨୫ ତାରିଖ ମଧ୍ୟରାତ୍ରୀରେ ଧରାପୃଷ୍ଠକୁ ଓହ୍ଲାଇବେ ଯୀଶୁ ଖ୍ରୀଷ୍ଟ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର । ଦେଶର ବିଭିନ୍ନ ଚର୍ଚ୍ଚରେ ଏବେ ସ୍ୱତନ୍ତ୍ର ଆୟୋଜନ କରାଯାଉଛି । ଆଜିଠୁ ଆରମ୍ଭ ହେବ ସେଲିବ୍ରେସନ୍ ।
ଡିସେମ୍ବର ୨୫ ବା ଏହାର ଆଖପାଖ ସମୟରୁ ଦିନର ଦୈର୍ଘ୍ୟ ସାମାନ୍ୟ ବଢ଼ିବାକୁ ଲାଗେ । ଭାରତରେ ପ୍ରାଚୀନ କାଳରୁ ରହି ଆସିଥିବା ହିନ୍ଦୁ ବା ଅନ୍ୟ ଧର୍ମାବଲମ୍ବୀ ଲୋକେ ଏହି ସମୟର ମହତ୍ତ୍ୱକୁ ଅଣଦେଖା କରିବା ସମ୍ଭବ ନ ଥିଲା। ତେଣୁ ହିନ୍ଦୁ ଲୋକେ ସହଜରେ ଏହି ପର୍ବକୁ ସ୍ୱୀକାର କରନ୍ତୁ ବୋଲି ଏହାର ନାମ ‘’ବଡ଼ଦିନ’’ ବୋଲି ପ୍ରଚଳନ ହେବାର ଅନୁମାନ କରାଯାଏ।
ପ୍ରତ୍ୟେକ ବର୍ଷ ୨୫ ଡିସେମ୍ବରରେ ସମସ୍ତେ ଏକତ୍ରିତ ହୋଇ ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ଖ୍ରୀଷ୍ଟମାସ ଦିବସ ଭାବରେ ପାଳନ କରିଥାନ୍ତି । ଖ୍ରୀଷ୍ଟମାସରେ ତିନୋଟି ରଙ୍ଗର ବିଶେଷ ମହତ୍ତ୍ୱ ରହିଛି । ଏହି ରଙ୍ଗ ଯୀଶୁଙ୍କ ରକ୍ତର ପ୍ରତୀକ ବୋଲି କୁହାଯାଏ । ଏହା ବ୍ୟତୀତ ଅନ୍ୟମାନଙ୍କ ପ୍ରତି ତାଙ୍କର ସର୍ତ୍ତବିହୀନ ପ୍ରେମ ପାଇଁ ଲାଲ ରଙ୍ଗର ବ୍ୟବହାର କରାଯାଇଥାଏ ।
ଖ୍ରୀଷ୍ଟମାସ ପର୍ବ ପ୍ରତିବର୍ଷ ୨୫ ଡିସେମ୍ବରରେ ଦେଶ ତଥା ବିଶ୍ୱରେ ପାଳନ କରାଯାଏ । ଏହି ପର୍ବ ମୁଖ୍ୟତ ଖ୍ରୀଷ୍ଟିଆନ ଧର୍ମର ଅଟେ, କିନ୍ତୁ ପ୍ରାୟ ସମସ୍ତ ଧର୍ମର ଲୋକ ଏହି ପର୍ବ ପାଳନ କରନ୍ତି । ଏହି ପର୍ବ ଖ୍ରୀଷ୍ଟିୟାନ ମାନଙ୍କ ପାଇଁ ବହୁତ ମହତ୍ୱ ରଖିଥାଏ । ପ୍ରତିବର୍ଷ ଖ୍ରୀଷ୍ଟମାସ ୨୫ ଡିସେମ୍ବରରେ ପାଳନ କରାଯାଏ କିନ୍ତୁ କଣ ଆପଣ ଜାଣନ୍ତି ଦୁନିଆରେ ଏମିତି ଅନେକ ସ୍ଥାନ ବା ଦେଶ ରହିଛି ଯେଉଁଠି ଖ୍ରୀଷ୍ଟମାସ ୨୫ ଡିସେମ୍ବର ନୁହେଁ ବରଂ ଜାନୁୟାରୀ ୭ରେ ପାଳନ କରାଯାଏ । ହେଲେ କାହିଁକି, କଣ ରହିଛି ଏହା ପଛର କାରଣ ?
'ମେରୀ' ଖ୍ରୀଷ୍ଟମାସ କହି ଶୁଭେଚ୍ଛା ଜଣାଇ ଥାଆନ୍ତି ଲୋକେ । ସବୁ ପର୍ବ ସାମ୍ନାରେ ହାପି ଲାଗୁଥିବା ବେଳେ ଖ୍ରୀଷ୍ଟମାସ ସାମ୍ନାରେ ମେରୀ ଲାଗୁଥିବା ପଛର କାରଣ କ’ଣ ?