ଦୀର୍ଘଦିନ ଧରି ନିଜକୁ ବୋହୂ ଦାବି କରି ଶ୍ୱଶୁର ଘର ଆଗରେ ଧାରଣା ଦେଇଥିବା ତପସ୍ୱିନୀଙ୍କ ସପକ୍ଷରେ ରାୟ ଶୁଣାଇଥିଲେ ବ୍ରହ୍ମପୁର SDJM କୋର୍ଟ। କିନ୍ତୁ ତାପରେ...
ସିଂହଦ୍ୱାର ସମ୍ମୁଖରେ ସମସ୍ତ ବିଧାୟକମାନେ ଶୋଇପଡି ପ୍ରଣିପାତ ଜଣାଇଥିଲେ। ଏପରିକି ବିଧାୟକମାନେ ଭଜନ ଗାନ କରିବାର ଦୃଶ୍ୟ ସିଂହଦ୍ୱାର ସମ୍ମୁଖରେ ଏକ ଭିନ୍ନ ପରିବେଶ ସୃଷ୍ଟି କରିଥିଲା।
ଶୋକରେ ବୁଡ଼ି ସାରିଥିଲା ସମଗ୍ର ତାଳଚେର ଅଞ୍ଚଳ। ସହିଦଙ୍କ ମରଶରୀର ଭୁବନେଶ୍ୱରରୁ ତାଳଚେରରେ ଛାଡ଼ିବା ପରେ ଏପଟେ ତାଙ୍କ ଶେଷ ଦର୍ଶନ ପାଇଁ ଛୁଆଠୁ ବଢା ଚାତକ ଭଳି ଚାହିଁ ରହିଥିଲେ।
ବିରାଟ ଶୋଭାଯାତ୍ରା କରି ତାଙ୍କ ପୈତୃକ ଗାଁ କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗାଁକୁ ନିଆଯାଇଥିଲା। ଶୋଭାଯାତ୍ରାରେ ଶେଷ ସମ୍ମାନ ଜଣାଇଥିଲେ ଶୁଭେଚ୍ଛୁ ଓ ସମ୍ପର୍କୀୟ।
ଗରିବ ବାପର ଦୃଷ୍ଟିବାଧିତ ପୁଅ । ଜନ୍ମରୁ ମା ନାହିଁ । ପଢ଼ିବାକୁ ଚାହିଁଲେ ବି ଆର୍ଥିକ ସ୍ଥିତି ଗଲ ନାହିଁ ।
କ୍ରାଇମ୍ବ୍ରାଞ୍ଚ୍ ADG ସଞ୍ଜୀବ ପଣ୍ଡାଙ୍କ ଠାରୁ ମଧ୍ୟ ଠକେଇ ଉଦ୍ୟମ ହୋଇଥିବା ସୂଚନା ମିଳିଛି। ଦୁଇଟି ବ୍ୟାଙ୍କ୍ ଆକାଉଣ୍ଟରେ ଟଙ୍କା ପଠାଇବାକୁ ଅଭିଯୁକ୍ତ ଜଣକ ମେସେଜ ପଠାଇଥିଲା।
ଘରୋଇ କଳହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ପରେ ଏସିଡ୍ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ୪ ଜଣ ଗୁରୁତର ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି।
ବାସୁଦେବପୁର ଥାନା ବ୍ରାହ୍ମଣଗାଁ ପଞ୍ଚାୟତର ବୈକୁଣ୍ଠପୁର ଗ୍ରାମର ସୁରେନ୍ଦ୍ର ବେହେରାଙ୍କୁ ସାବରଙ୍ଗ ଥାନା ରଞ୍ଜିତା ଦୁଇ ବର୍ଷ ତଳେ ବିବାହ କହିଥିଲେ । କୋଲକାତାର ଏକ ସୁନା ଦୋକାନରେ ରହି କାମ କରନ୍ତି ସ୍ୱାମୀ । ଘରକୁ କ୍ୱଚିତ୍ ଆସନ୍ତି । ଘରେ ରଞ୍ଜିତା ତାଙ୍କ ଶାଶୂଶ୍ୱଶୁରଙ୍କ ସହ ରହୁଥିଲେ ।
କେଉଁଠି ଅଛନ୍ତି ଡାକ୍ତର ସୁମିତ ? ସ୍ୱାମୀ ଡାକ୍ତର ସୁମିତ ସାହୁ କେଉଁ ଆଡ଼େ ଚାଲି ଯାଇଥିବା ଖୋଦ୍ ପତ୍ନୀ ତପସ୍ୱିନୀ ଅଭିଯୋଗ କରିଛନ୍ତି। ହେଲେ ଏହା ଉପରେ ସୁମିତଙ୍କ ଓକିଲ ସଫେଇ ରଖିଛନ୍ତି।
ସାଧାରଣତଃ ଆଳୁରେ ତିଆରି ରେସିପି ସମସ୍ତଙ୍କୁ ପସନ୍ଦ ଆସିଥାଏ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଆଳୁର ଏକ ସୁଆଦିଆ ରେସିପି । ଆଜି ଆମେ ପ୍ରସ୍ତୁତ କରିବା ‘ଆଳୁ ମଖନି’ । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ସରକାରଙ୍କ ଚାପରେ ପୋଲିସ୍ ବର୍ବରତା କରିଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଶାନ୍ତି ପୂର୍ଣ୍ଣ ଭାବେ ସଭା ଚାଲିଥିଲା, ହେଲେ ପୋଲିସ୍ ସେହି ସମୟରେ କାହିଁକି ଆକ୍ରମଣ କଲା ? ପୋଲିସ ମାଡ଼ରେ ଅନେକ କଂଗ୍ରେସ କର୍ମୀ ଆହତ ହୋଇଛନ୍ତି ।
ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ବିଷୟ ଓ ମୌଳିକ ଦାବିକୁ ବିଧାନସଭାରେ ଆଲୋଚନା କରିବାକୁ ବିରୋଧୀ ଦଳକୁ ସୁଯୋଗ ଦିଆଯାଉ ନାହିଁ ।
ସିଲଭର ସିଟିରେ ଧିରେ ଧିରେ ବଢୁଛି ଶୀତ ଆଉ ତା ସାଙ୍ଗକୁ ବଢୁଛି ଶୀତ ବସ୍ତ୍ର ବଜାରରେ ବିକ୍ରିବଟା । ଦୁଇ ବର୍ଷ ହେଲା କରୋନା କଟକଣା କାରଣରୁ ବ୍ୟବସାୟ ଚାଲିନଥିବା ବେଳେ ଏଥର ଭଲ ବ୍ୟବସାୟ ହେବା ଆଶା ନେଇ ସୁଦୂର ଗଜପତି ଚନ୍ଦ୍ରଗିରିରୁ ଆସି ଖାନ୍ ନଗର ପାର୍କ ନିକଟରେ ତିବ୍ଦତ ବ୍ୟବସାୟୀ ମାନେ ଶୀତ ବସ୍ତ୍ରର ଆସର ଜମେଇଛନ୍ତି । ଗ୍ରାହକ ମଧ୍ୟ ଗୋଟିଏ ସ୍ଥାନରୁ ଶସ୍ତା ଓ ଭଲ ପୋଷାକ ପାଉଥିବାରୁ ଭିଡ଼ ଜମାଉଛନ୍ତି ...
ନଭେମ୍ବର ୨୧ ତାରିଖରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅବଧି ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠି ଲେଖି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଦେଇଥିଲେ ।
କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ରାଣାପ୍ରତାପ । ଦୁର୍ଘଟଣାରେ ସିଡିଏସ୍ଙ୍କ ସମେତ ମୋଟ୍ ୧୩ ଜଣ ପ୍ରାଣ ହରାଇଥିଲେ ।
ଯେଉଁଥିରେ ୯ ଜଣଙ୍କ ନାମ ରହିଛି । ଯେଉଁମାନେ କି କୋଭିଡରେ ଆକ୍ରାନ୍ତ ହୋଇଥିଲେ ଏବଂ ସେମାନଙ୍କର ମୃତ୍ୟୁ ହୋଇଛି ।
ଡିସେମ୍ବର ମାସ ୧୧ ତାରିଖ, ଶନିବାର, କନ୍ୟା ୨୬ ଦିନ, ମାର୍ଗଶିର ମାସ, ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ପୂର୍ବଭାଦ୍ରପଦ ନକ୍ଷତ୍ର, କୁମ୍ଭ ଚନ୍ଦ୍ର । ଆଜି ବୃଷ, ସିଂହ, କନ୍ୟା ରାଶିର ଘାତବାର ,ମିଥୁନ, ମୀନ ରାଶିର ଘାତଚନ୍ଦ୍ର ।
ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ୱରେ ଆସୁଥିବା ଏହି ୬ ଜଣିଆ ଟିମ୍ ଜଓ୍ୱାଦ କ୍ଷତିଗ୍ରସ୍ତ ଗଞ୍ଜାମ, ପୁରୀ, ଜଗତସିଂହପୁର, ଯାଜପୁର, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଯାଇ କ୍ଷୟକ୍ଷତିର ଅନୁଧ୍ୟାନ କରିବ ।
ଶ୍ରୀକ୍ଷେତ୍ରକୁ ଜଗା ଦର୍ଶନ ପାଇଁ ଆସିଥିବା ପର୍ଯ୍ୟଟକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଦାଦାବଟି ନ ଦେବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ଛୁରୀ ଦେଖାଇ ଭୟଭୀତ କରାଇବା ସହ ମାଡ଼ ମାରି ଫେରାର ହୋଇଯାଇଥିଲେ।
ବିଜେଡି ବିଧାୟକ ସୁବ୍ରତ ତରାଇ ନିଖୋଜ ! ନିର୍ବାଚନ ପରଠୁ ସେ ନିଖୋଜ ଅଛନ୍ତି। ରାଉରକେଲାରେ ଏଭଳି ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି।
ଅସ୍ତ୍ରୋପଚାର ପରେ ମହିଳାଙ୍କୁ ଦିଆଗଲା ଏକ୍ସପାଏରୀ ସାଲାଇନ୍ ! ନଭେମ୍ବର ମାସରେ ଏକ୍ସପାଏରୀ ହୋଇଯାଇଥିବା ସାଲାଇନ୍କୁ ଦିଆଗଲା ଡିସେମ୍ବରରେ। ବାରିପଦାରୁ ଏଭଳି ଅଭିଯୋଗ ଆସିଛି।
ରାଣାପ୍ରତାପଙ୍କ ବିୟୋଗରେ ତାଙ୍କର ଜନ୍ମ ମାଟି ତାଙ୍କୁ ଝୁରୁଛି । ପରିବାର ଏବଂ ଗାଁ ଲୋକେ ରାଣାପ୍ରତାପଙ୍କ ଶେଷ ଦର୍ଶନ ପାଇଁ ଚାହିଁ ରହିଛନ୍ତି । ଗତ ୮ ତାରିଖରେ ତାମିଲନାଡ଼ୁ କୁନ୍ନୁର ନିକଟରେ ବାୟୁସେନାର ହେଲିକପ୍ଟର Mi-17V5 ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ଆଡୋଲୋସେନ୍ସ ବା କିଶୋରାବସ୍ଥା ହିଁ ଅନେକ ପରିବର୍ତ୍ତନର କାରଣ ହୋଇଥାଏ। ଏହି ବୟସରେ ହିଁ ମଣିଷ ନିଜକୁ ସୁପଥରେ ନିଏ ନ ହେଲେ କୁପଥରେ। ତେବେ ଜୀବନଶୈଳୀକୁ ଉଚିତ ମାର୍ଗରେ ନେବା ପାଇଁ କ’ଣ କୁହନ୍ତି ଡା. ଇପ୍ସିତା ପ୍ରଧାନ ଆସନ୍ତୁ ଜାଣିବା।
ବର୍ତ୍ତମାନ ସୁଦ୍ଧା ଯେତିକି ମାମଲା ଚିହ୍ନଟ ହୋଇଛି, ସମସ୍ତଙ୍କ ପାଖରେ କମ୍ ଲକ୍ଷଣ ରହୁଛି । ସେପଟେ ଓମିକ୍ରନ ଭ୍ୟାରିଆଣ୍ଟକୁ ନେଇ ଚିନ୍ତା ବଢୁଥିବା ବେଳେ ନିତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭି.କେ.ପଲ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।
ସାରା ରାଜ୍ୟରେ ମମିତା ମେହେର କେସକୁ ନେଇ ସ୍ତବ୍ଧ ଥିବା ବେଳେ । ବିଧାନସଭାରେ ଏନେଇ ଗୃହ ମୁଲତବୀ ରହିଛି । ମମିତା ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ ସରକାରଙ୍କୁ ଘେରି ଥିଲେ । ତେବେ ଆମର ବିଶେଷ ଉପସ୍ଥାପନା ଖୋଲାକଥାରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧୀ ମନୋରଞ୍ଜନ ଯୋଶୀ...