ପୂର୍ବରୁ ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲାରେ ଅନେକ ନୂଆମୋଡ଼ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କ ଜୀବନରୁ ଓହରି ଯିବା ଲାଗି ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁରୋଧ କରିଛନ୍ତି ଅନୁଭବ ।
ଦିନ ୨ଟାରେ ଅନୁଭବ ଏବଂ ବର୍ଷାଙ୍କୁ ଏକାଠି ହାଜର ପାଇଁ ରହିଛି ନିର୍ଦ୍ଦେଶ
ସୁମିତଙ୍କ ପକ୍ଷରୁ ଦିଆଯାଉଥିବା ମାସିକ ପାରିତୋଷିକ ହ୍ରାସ କରିଛନ୍ତି ହାଇକୋର୍ଟ
ବର୍ଷା ଜାଲ୍ କାଗଜପତ୍ର ତିଆରି କରିଥିବା ନେଇ ସାଂସଦ ଅନୁଭବ ସଂସଦକୁ ଜଣାଇଥିଲେ।
ଛିଣ୍ଡୁନି ଶ୍ୱଶୁର-ବୋହୂ ବିବାଦ.. କବାଟ ଭାଙ୍ଗି ସିନି ଶାଶୁଘରକୁ ଏଣ୍ଟ୍ରି କଲେ ତପସ୍ୱିନୀ.. କିନ୍ତୁ ଏରୁଣ୍ଡି ଡେଇଁ ପାରିଲେନି.. ଗ୍ୟାରେଜରେ କଟୁଛି ତପସ୍ୱିନୀଙ୍କ ଦିନ-ରାତି.. ସେପଟେ ବୋହୂ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ଶ୍ୱଶୁର ପ୍ରମୋଦ ସାହୁ
ସୁମିତ୍ଙ୍କ ଘର ସାମ୍ନାରେ ୧୪୪ ଧାରା ଲାଗୁ ହେଲା। ବ୍ରହ୍ମାନଗର ଅଂଚଳରେ ଥିବା ସୁମିତଙ୍କ ଘର ଆଗରେ ପୋଲିସ ୧୪୪ ଧାରା ଲାଗୁ କରିଛି। ସୂଚନା ଅନୁସାରେ, ଅନିର୍ଦ୍ଦିଷ୍ଟକାଳ ପାଇଁ ୧୪୪ ଲାଗିଛି।
ଯଦି ସେ ଅଡିଓ ଦେଇପାରିଲେ ତେବେ ଭିଡିଓ ଦେଲେନାହିଁ କାହିଁକି? ଦେହ ଖରାପ ଅଛି ବୋଲି କହି ସେ ଛୁଟି ନେଇଛନ୍ତି। ବାସ୍ତବରେ ସେ ଅସୁସ୍ଥ ଅଛନ୍ତି ନା ତପସ୍ୱିନୀଙ୍କୁ ଠକିବାକୁ ଏମିତି କରିଛନ୍ତି?
୯ ଦିନ ହେଲା ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି ତପସ୍ୱିନୀ। ସେ କହିଛନ୍ତି, ‘ଯେତେବେଳେ ସ୍ତ୍ରୀ ରାସ୍ତାରେ ଧୂଳିମାଟିରେ ଶୋଉଛି, ଏପରିକି କୁକୁର ଆସି ପାଖରେ ଶୋଉଛି, ତାଙ୍କୁ(ସ୍ୱାମୀ) କ’ଣ ଏସବୁ ଦେଖିକି ଦୟା ଲାଗୁନି ? ଏସବୁ ଦେଖି ବାହାର ଲୋକଙ୍କ ଆଖିରୁ ଲୁହ ଆସି ଯାଉଛି, ହେଲେ ତାଙ୍କ ଆଖିରୁ କ’ଣ ଲୁହ ଆସୁନି ?’