• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kalinga Ghati

Kalinga Ghati
ପୁଣି କାଳ ହେଲା କଳିଙ୍ଗା ଘାଟି

ପୁଣି କାଳ ହେଲା କଳିଙ୍ଗା । ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ପୁଣି ଥରେ ଡେଥ୍ ଜୋନ୍ ସାବ୍ୟସ୍ତ ହେଲା ଗଂଜାମ ସୀମାନ୍ତ କଳିଙ୍ଗା ଘାଟି ରାସ୍ତା । ମଙ୍ଗଳବାର ରାତି ପ୍ରାୟ ୧୨ଟା । ପଶ୍ଚିମବଙ୍ଗର ହାଓ୍ୱଡ଼ା ଅଞ୍ଚଳର ପ୍ରାୟ ୭୦ ଜଣ ପର୍ଯ୍ୟଟକଙ୍କୁ ଧରି ଦାରିଙ୍ଗିବାଡ଼ିରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା ସାଗର ଓ ସମ୍ରାଟ୍ ନାମକ ବସ୍ ।

Kalinga Ghati
କାଳ ହେଲା କଳିଙ୍ଗା ! ଏଣିକି ବାହାର ଗାଡ଼ିକୁ ଘାଟି ରାସ୍ତା ଦେଇ ଯିବା ମନା

ବିଲମ୍ବିତ ରାତିରେ ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଭଞ୍ଜନଗର ଓ ଜି.ଉଦୟଗିରି ପୋଲିସ । ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ପହଞ୍ଚି ବସ୍‌ରୁ ଜଣକ ପରେ ଜଣେ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ।

30 Injured As Tourist Bus Overturns In Kandhamal\'s Kalinga Ghati
ପୁଣି ରକ୍ତ ମୁଖା ହେଲା କଳିଙ୍ଗା ଘାଟି

କନ୍ଧମାଳ ଗଂଜାମ ଜିଲା ସୀମାନ୍ତ କଳିଙ୍ଗା ଘାଟି ରେ ଗତକାଲି ରାତିରେ ପଶ୍ଚିମବଙ୍ଗର ଏକ ଟୁରିଷ୍ଟ ବସ ଦୁର୍ଘଟଣା ହୋଇଥିଲା ! ଆଉ ଦୁର୍ଘଟଣାରେ 30ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି

Accident
ରକ୍ତମୁଖା କଳିଙ୍ଗା ଘାଟି: ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିବା ବେଳେ ଓଲଟିଲା ଟୁରିଷ୍ଟ୍‌ ବସ୍‌

ପର୍ଯ୍ୟଟକଙ୍କୁ ଧରି ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିବା ଏକ ଟୁରିଷ୍ଟ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ପଶ୍ଚିମବଙ୍ଗର ୬୦ରୁ ଅଧିକ ଯାତ୍ରୀ ‘ରାଣୀତ’ ନାମକ ଟୁରିଷ୍ଟ ବସ୍‌ରେ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ।