• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Wrong Injection

Administration Of \'Wrong\' Injection Sparks Tension At Bhadrak Hospital
ରୋଗୀଙ୍କୁ ଭୁଲ ଇଂଜେକସନ...ତାପରେ...

ରୋଗୀଙ୍କୁ ଭୁଲ ଇଂଜେକସନ୍ ଦିଆଯାଇଥିବା ଅଭିଯୋଗ। ଏନେଇ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା। ନର୍ସଙ୍କ ଅବହେଳାକୁ ଦାୟୀ କଲେ ରୋଗୀଙ୍କ ପରିବାର । ଶୁଣନ୍ତୁ ପୁରା ଘଟଣା ସଂପର୍କରେ .

'Wrong' Injection
ଇଞ୍ଜେକସନ୍ ବଦଳରେ ଡିଷ୍ଟିଲ ୱାଟର୍ ଦେଇଦେଲେ ନର୍ସ : ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ରୋଗୀଙ୍କୁ ଭୁଲ ଇଂଜେକସନ ଦେଇଥିବା ଅଭିଯୋଗ । ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା । ଅଭିଯୋଗ ଅନୁଯାୟୀ ୮୪ ବର୍ଷୀୟ ନଗେନ୍ଦ୍ର ପ୍ରସାଦ ମହାନ୍ତିଙ୍କୁ ତାଙ୍କ ପୁଅ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଇଞ୍ଜେକସନ ଦେବାକୁ ଆଣିଥିଲେ । ତେବେ ସେଠାରେ କାର୍ଯ୍ୟରତ ନର୍ସ ଇଂଜେକସନ ସହ ଡ଼ିଷ୍ଟିଲ ଓ୍ୱାଟର ମିଶାଇ ଦେବା ବଦଳରେ କେବଳ ଡିଷ୍ଟିଲ ଓ୍ୱାଟରକୁ ସିରିଞ୍ଜରେ ପୂରାଇ ରୋଗୀକୁ ଦେଇଥିବା ଅଭିଯୋଗ କରିଛନ୍ତି ।