/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657886224.jpg)
Martial Dispute
ରାଜଧାନୀରେ ସ୍ୱାମୀ ଓ ସ୍ତ୍ରୀଙ୍କ ଆତ୍ମହତ୍ୟା। ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର। ଛୁଆ ସ୍କୁଲ ଯାଇଥିବା ବେଳେ ଫ୍ୟାନ୍ରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି ଦମ୍ପତି। ଏଭଳି ଘଟଣା ଘଟିଛି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ।
Advertisment
ଏଠାରେ ଥିବା ସିଦ୍ଦି ବିନାୟକ ଆପର୍ଟମେଣ୍ଟରେ ସ୍ୱାମୀ-ସ୍ତ୍ରୀ ରହୁଥିଲେ। ତେବେ କୌଣସି କାରଣରୁ ତାଙ୍କ ମଧ୍ୟରେ କଳହ ହୋଇଥିଲା। ତେବେ ଛୁଆ ସ୍କୁଲ ଯାଇଥିବା ବେଳେ ଫ୍ୟାନ୍ରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି ଦମ୍ପତି।
ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି। ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଗୁରୁତର ଥିବା ସ୍ୱାମୀକୁ ହସ୍ପିଟାଲରେ ଭର୍ତ୍ତି କରିଛି। ଦମ୍ପତିଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)