• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 16 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ଦଉଡ଼ିରେ ଝୁଲି ଝୁଲି ନଈ ପାରିହେଲେ ଗର୍ଭବତୀ

ଅପହଞ୍ଚ ଇଲାକା ପାଇଁ ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ More
  • Chandan Shishu
  • 2 years ago

କୂଳ ଲଂଘୁଛି ସମୁଦ୍ର: ଗାଁ ଲୋକଙ୍କୁ ଘାରିଲାଣି ଜୁଆର ମାଡ଼ିଆସିବାର ଭୟ

ନଈ କୂଳରେ ଥିବା ଜଙ୍ଗଲ ଓ ଶହ ଶହ ଏକର ଚାଷଜମିରେ ବି ପାଣି ମାଡ଼ିଯାଇଛି। More
  • Prangyan Parimita
  • 2 years ago

ଜାଲରେ ପଡୁଛି ଟନ୍ ଟନ୍ ଇଲିସି : କିଲୋପିଛା ଦେଢରୁ ଦୁଇ ହଜାର ଟଙ୍କା

ହେଲେ ହାତ ଲଗାଇ ପାରୁନି ଗ୍ରାହକ More
  • Prangyan Parimita
  • 2 years ago

ମୋଟୁକୁ ଗୋଦାବରୀର ପଛୁଆ ପାଣି ବିପଦ: ୩୬ ବର୍ଷର ରେକର୍ଡ ଭାଙ୍ଗି ବନ୍ୟାପାଣି ପ୍ରବାହିତ ହେବାରୁ ଜଳପ୍ରଳୟ

ଭୟଙ୍କର ସ୍ଥିତି...ବୁଡ଼ିଯାଇଛି ବାସଘର...କ୍ଷେତରେ ମାଡ଼ିଯାଇଛି ବନ୍ୟା ପାଣି । ଯୁଆଡ଼େ ଚାହିଁବେ ଖାଲି ପାଣି ଆଉ ପାଣି । More
  • Chandan Shishu
  • 2 years ago

ବିବାଦୀୟ ଆଇଆଇସି ସ୍ନିଗ୍ଧାରାଣୀ ସୁନା ସସ୍‌ପେଣ୍ଡ

ସୁନାଙ୍କ ନିଲମ୍ବନ ନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। More
  • Otv Khabar Bureau
  • 2 years ago

ଏଣିକି ମାସ୍କ ନପିନ୍ଧିଲେ ଜିନିଷ ମନା

ମାସ୍କ କଟକଣା କଡ଼ା ପାଇଁ ଆଉ ଏକ ପଦକ୍ଷେପ ନେଲା ବିଏମ୍‌ସି । More
  • Prangyan Parimita
  • 2 years ago

‘ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କୁ ଜାଣିଶୁଣି ଗିରଫ କରୁନି ପୋଲିସ୍‌’

ବିଜୟ ଶଙ୍କର ଖୋଲାମେଲାରେ ବୁଲୁଥିଲେ ମଧ୍ୟ ପୋଲିସ ତାଙ୍କୁ ଜାଣିଶୁଣି ଗିରଫ କରୁନଥିବା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜକିଶୋର ବେହେରା ଅଭିଯୋଗ କରିଛନ୍ତି । More
  • Otv Khabar Bureau
  • 2 years ago

ଦୁର୍ଘଟଣା ଘଟାଇଥିବା ଡ୍ରାଇଭର୍‌ କୁଆଡ଼େ ସୁନା ମାଡାମଙ୍କ ପ୍ରେମିକ !!

ସାମ୍ନାକୁ ଆସିଲା ଲେଡି ପୋଲିସଙ୍କ ପ୍ରେମ କାହାଣୀ। ସେଦିନ ଦୁର୍ଘଟଣା ଦିନ ଗାଡି ଚଳାଉଥିବା ଡ୍ରାଇଭର କାଳେ ତାଙ୍କ ପ୍ରେମିକ। ଲେଡି ଇନ୍ସପେକ୍ଟରଙ୍କ ସ୍ୱାମୀ ଆଣିଲେ ସଙ୍ଗୀନ ଅଭିଯୋଗ। କହିଲେ, ରାଉରକେଲାରୁ ଫେରିବା ବେଳେ ଘରେ ଯାହା ଦେଖିଥିଲି କହିବା ମୁସ୍କିଲ। ସେପଟେ ଡ୍ରାଇଭର ମାଡାମଙ୍କ ପ୍ରେମିକ ହୋଇଥିବାରୁ ତାଙ୍କ ଉପରେ ହେଉନି କଡ଼ା କାର୍ଯ୍ୟାନୁଷ୍ଠାନ? ସେପଟେ ମାଡାମଙ୍କୁ କାହିଁକି ଘଂଟ ଘୋଡାଉଛି ପୋଲିସ? ସେନେଇ ଉଠିଲା ପ୍ରଶ୍ନ.. More
  • Satyendu Shekher Mishra
  • 2 years ago

ଜାଣନ୍ତୁ ଆଜିର ସୁନା-ରୂପା ଦର....

ବଢ଼ିଲା ରୂପା ଦର, ହେଲେ କେତେ ? More
  • Satyendu Shekher Mishra
  • 2 years ago

ହୃଦୟ ବିଦାରକ ! ମନ୍ତ୍ରୀ କହିଲେ, ରାଜ୍ୟରେ ୩୯୩ ଶିଶୁ ରାସ୍ତା କଡ଼ରେ କାଟୁଛନ୍ତି ଜୀବନ

 ଏକ ପ୍ରଶ୍ନର ଉତ୍ତର ରଖି ମତ ରଖିଲେ ମହିଳା ଶିଶୁ ବିକାଶ ମନ୍ତ୍ରୀ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୦୫ ଜଣ ଶିଶୁ ରାସ୍ତା କଡ଼ରେ ରହୁଛନ୍ତି । More
  • Otv Khabar Bureau
  • 2 years ago

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ଓଡିଆ ଲେଖକ ଡକ୍ଟର ସାଗର ପ୍ରଧାନ

ପରିବେଶ ସୁରକ୍ଷା ଦିଗରେ କରିଥିବା ପ୍ରଚେଷ୍ଠା ପାଇଁ ଓଡିଆ ଲେଖକ ଡକ୍ଟର ସାଗର ପ୍ରଧାନ ନାମରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସ ୨୦୨୨ ରେ ସ୍ଥାନ ପାଇଛନ୍ତି । More
  • Rajalaxmi Sahoo
  • 2 years ago

କଟକ ଓ ଭୁବନେଶ୍ୱରବାସୀଙ୍କୁ ଆଲର୍ଟ, କାମ ନଥିଲେ ଘର ବାହାରକୁ ବାହାରନ୍ତୁ ନାହିଁ

ଲଗାଣ ବର୍ଷା ଓ ଘଡ଼ଘଡ଼ି ପାଇଁ ଟ୍ୱିନ୍‌ସିଟି କଟକ ଓ ଭୁବନେଶ୍ୱରକୁ ଆଲର୍ଟ ଜାରି କରାଯାଇଛି। କାମ ନଥିଲେ ଘର ବାହାରକୁ ନବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।  More
  • Satyendu Shekher Mishra
  • 2 years ago

ପୁଣି ବିଧାନସଭାରେ ରତ୍ନ ଭଣ୍ଡାର ତାତି, ମନ୍ତ୍ରୀ କହିଲେ ପ୍ରସ୍ତାବ ଆସିଲେ ବିଚାର କରିବା

ରତ୍ନଭଣ୍ଡାର ସ୍ଥିତି ଅତ୍ୟନ୍ତ ଶୋଚନୀୟ ଥିବାରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ବି କ୍ଷୋଭ ପ୍ରକାଶ କରିବା ସହ ଶୀଘ୍ର ମରାମତି ଓ ଅଳଙ୍କାର ଗଣତି ପାଇଁ ପୂର୍ବରୁ କରିଥିଲେ ଅପିଲ୍ । More
  • Satyendu Shekher Mishra
  • 2 years ago

ପାସ୍‌ ହାର ସିନା ବଢ଼ିଲା, ହେଲେ ଏବେ ମେଧାବୀଙ୍କୁ ମନପସନ୍ଦର କଲେଜରେ ମିଳିବ ତ ସିଟ୍ ?

ବିଜେବି, ରମାଦେବୀ, ରେଭେନ୍‌ସା ଭଳି ଅଗ୍ରଣୀ ସରକାରୀ କଲେଜ୍‌ରେ ଆଡମିଶନକୁ ନେଇ ଅଧିକ ପ୍ରତିଯୋଗିତା ଦେଖାଦେବାର ସମ୍ଭାବନା ରହିଛି । More
  • Satyendu Shekher Mishra
  • 2 years ago

ବୁଷ୍ଟର ଡୋଜ୍ ନମିଳିବାରୁ ହୋହାଲ୍ଲା, ଡାକ୍ତରଙ୍କୁ ତାଲା ପକାଇଦେଲେ

ଅଫଲାଇନ୍‌ରେ ଟିକା ମିଳୁନଥିବା ଅଭିଯୋଗ । ମେଡିକାଲ୍ କର୍ମଚାରୀଙ୍କୁ ଅଟକ ରଖିଲେ ଲୋକେ । More
  • Rajalaxmi Sahoo
  • 2 years ago

ଓଡ଼ିଶାରେ ପୁଣି ହଜାରେ ଟପିଲା ଦୈନିକ କରୋନା ସଂକ୍ରମଣ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୬୨୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍ ୪୪୧ ରହିଛି।  More
  • Rajalaxmi Sahoo
  • 2 years ago

ମାରିକି ମାଟି ତଳେ ପୋତି ଦେଲେ, ଧରାପଡ଼ିବା ପରେ...

ଜଣେ ବୃଦ୍ଧଙ୍କ ମୃତଦେହ ମାଟିତଳୁ ଉଦ୍ଧାର ହୋଇଛି। ୩ ଦିନ ପୂର୍ବେ ବୃଦ୍ଧଙ୍କୁ ଗୁଣି ସନ୍ଦେହରେ କିଛି ବ୍ୟକ୍ତି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।  More
  • Rajalaxmi Sahoo
  • 2 years ago

ଆଜି ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଲଘୁଚାପ ପ୍ରଭାବରେ କଟକ, ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି। ଘଣ୍ଟା ପ୍ରତି ୨ରୁ ୩ ସେଣ୍ଟିମିଟର ବର୍ଷା ହେଉଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। More
  • Satyendu Shekher Mishra
  • 2 years ago

ଲଗାଣ ବର୍ଷାରେ ଜଳମଗ୍ନ ମୋଟୁ, ସାବେରୀ ନଦୀରେ ଗୋଦାବରୀର ପଛୁଆ ପାଣି

ମୋଟୁ ରାସ୍ତାରେ ପାଣି, ତେଲେଙ୍ଗାନା ଓ ଆନ୍ଧ୍ରକୁ ଯାତାୟତ ବନ୍ଦ । More
  • Satyendu Shekher Mishra
  • 2 years ago

ଜାଲରେ ଟନ୍ ଟନ୍ ଇଲିସି, ହେଲେ ଭାଉ ଏତେ ଯେ ହାତ ମାରିହେଉନି

ଇଲିସି କିଲୋ ପିଛା ଦର ୧୫ ଶହରୁ ୨ହଜାର । ଲଗାଣ ବର୍ଷା ଆଉ ପୂବେଇ ପବନ ଯୋଗୁଁ ଟନ୍ ଟନ୍ ଇଲିସି ପଡୁଛି । More
  • Chandan Shishu
  • 2 years ago

୩ ମଣିଷକୁ ମାରି ନିଜେ ମଲା ଭାଲୁ

ସନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ଖୋଜିବାକୁ ଯାଇଥିଲେ ଗ୍ରାମବାସୀ More
  • Chandan Shishu
  • 2 years ago

ଟ୍ୟାଙ୍କରକୁ ଧକ୍କାଦେଇ ଓଲଟିଲା ବସ୍; ୨୯ ଆହତ

ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ସହାୟତାରେ ଆହତ ସମସ୍ତ ଯାତ୍ରୀମାନଙ୍କୁ ହସପିଟାଲରେ ଭର୍ତ୍ତି କରିଛନ୍ତି। More
  • Otv Khabar Bureau
  • 2 years ago

ଫୁଲୁଛି ଗୋଦାବରୀ, ଜଳମଗ୍ନ ହେଉଛି ମୋଟୁ

ଗୋଦାବରୀରର ପଛୁଆ ପାଣି ମାଲକାନଗିରି ଦେଇ ପ୍ରବାହିତ ସିଲେରୁ ଓ ସାବେରୀ ନଦୀରେ ପ୍ରବେଶ କରିବା ଦ୍ୱାରା ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । More
  • Chandan Shishu
  • 2 years ago

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଦୁଇ ଦିନରେ ଦୁଇଟି ପ୍ରଶ୍ନପତ୍ର ଲିକ୍, ସନ୍ଦେହଘେରରେ ଏକଜାମିନର

ଗଲାକାଲି ଏଜୁକେସନ୍ ଅନର୍ସ, ଆଉ ଆଜି ଫିଜିକ୍ସ। More
  • Otv Khabar Bureau
  • 2 years ago

ରାୟଗଡ଼ା କାଶୀପୁରରେ ପୁଣି ଘାରିଲାଣି ଡାଇରିଆ ଡର

ପୁଣି କାଶୀପୁରରେ ଝାଡ଼ାବାନ୍ତି । ଦୁଇ ଦିନରେ ଦୁଇ ଗାଁରୁ ୫ ଜଣଙ୍କ ମୃତ୍ୟୁ । କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ । କାଶୀପୁର ଟିକିରି ପଞ୍ଚାୟତର ସଦର ଟିକିରି ଗାଁର ଝଡ଼ିଆ ସାହି ଯେଉଁଠୁ ଆଜି ଗୋଟିଏ ଦିନରେ ଝାଡ଼ାବାନ୍ତି ନେଇଛି ୩ ଜଣଙ୍କ ଜୀବନ । More