୩୪ତମ ସ୍ଥାନରେ ୫୭.୦୪% ସ୍କୋର୍ ସହ NIT ରାଉରକେଲା ରହିଛି।
ଉଚ୍ଚଶିକ୍ଷା ବିଭାଗକୁ ନାକ୍ ରାଙ୍କିଂ ଚିନ୍ତା । କାହିଁକି ଖସୁଛି ସରକାରୀ ଶିକ୍ଷାନୁଷ୍ଠାନର NIRF ରାଙ୍କ୍? ଦୋଷ ତ୍ରୁଟି ରହୁଛି କେଉଁଠି? କାରଣ ଖୋଜି ଜଣାଇବାକୁ ସବୁ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ ।
NIRF ରାଙ୍କିଙ୍ଗରେ ଇଞ୍ଜିନିୟରିଂ, ମେଡିକାଲ, ମ୍ୟାନେଜମେଣ୍ଟ, ଆଇନ, ଫାର୍ମାସି, କୃଷି ବିଜ୍ଞାନ ଭଳି ଶିକ୍ଷାନୁଷ୍ଠାନ ସମେତ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକର ମାନ ନିର୍ଦ୍ଧାରଣ କରାଯାଇଛି ।
କିଟ୍ ୩୪, ରାଉରକେଲା NIT ୩୯, ଭୁବନେଶ୍ୱର IIT ୬୫ । ବିଶ୍ୱବିଦ୍ୟାଳୟ କାଟାଗୋରୀରେ ୮୮ତମ ସ୍ଥାନରେ ବାଣୀବିହାର ।