• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Fisherman

Fisherman Gets New Life
ରଖେ ହରି ତ ମାରେ କିଏ ?

କଥାରେ ଅଛି ରଖେ ହରି ତ ମାରେ କିଏ। ୫ ଦିନ ପରେ ମଝି ସମୁଦ୍ରରୁ ଉଦ୍ଧାର ହେଲେ ମତ୍ସ୍ୟଜୀବୀ। ବଞ୍ଚିବାର ଆଶା ଟିକକ ଲାଗି ସେ ନୂଆ ଜୀବନ ପାଇଛନ୍ତି। ଏଭଳି ଘଟଣା ସାମ୍ନାକୁ ଆସିଛି ପଶ୍ଚିମବଙ୍ଗ ହଳଦିଆଅଞ୍ଚଳରୁ। ଟ୍ରଲର ଲେଉଟିବାର ୫ ଦିନ ପରେ ଜଣେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରୁ ଜୀବନ୍ତ ଉଦ୍ଧାର କରାଯାଇଛି। ବାଂଲାଦେଶର ଏକ ଜାହାଜ MV-ଜୱାଦେର ସଂପୃକ୍ତ ମତ୍ସ୍ୟଜୀବୀଙ୍କୁଉଦ୍ଧାର କରିଛି। ଆଉ ଇଏ ସେହି ଉଦ୍ଧାର ସମୟର ଦୃଶ୍ୟ। ସମୁଦ୍ରରେ ଭାସୁଥିବା ବେଳେ ତାଙ୍କୁଲାଇଫ୍ ଜ୍ୟାକେଟ ପିନ୍ଧାଇ ଏକ କ୍ରେନ୍ ସାହାଯ୍ୟରେ ଉଦ୍ଧାର କରାଯାଇଛି। 

Elish Fish
ଜାଲରେ ଟନ୍ ଟନ୍ ଇଲିସି, ହେଲେ ଭାଉ ଏତେ ଯେ ହାତ ମାରିହେଉନି

ଇଲିସି କିଲୋ ପିଛା ଦର ୧୫ ଶହରୁ ୨ହଜାର । ଲଗାଣ ବର୍ଷା ଆଉ ପୂବେଇ ପବନ ଯୋଗୁଁ ଟନ୍ ଟନ୍ ଇଲିସି ପଡୁଛି ।

Making News- Special Comedy Show On Fisherman Cheating Customers
ମୁଁ ଦେଶୀ ଛଡ଼ା ବରଫ ଟଚ୍‌ କରେନି, ଇଏ କହୁଛି ମୁଁ କାଳେ ଆନ୍ଧ୍ର ବିକୁଛି

ଅନାନି...ଜମାରୁ ସେମିତି ହେନି। ମୁଁ ସକାଳୁ ସକାଳୁ ନିଇତି ଖାଲି ଦେଶୀ ଖୋଜି ଖୋଜି କି ବିକୁଛି, ତୁ କିରା କହୁଛୁ ମୁଁ ଦେଶୀ ବଦଳରେ ଦେଉଛି ଆନ୍ଧ୍ର...