ସଙ୍ଗୀନ ହେଲାଣି ଭୁବନେଶ୍ୱରର ପରିମଳ ବ୍ୟବସ୍ଥା । ପ୍ରାୟ ୨୦ ଦିନ ହେବ ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ଅଳିଆ ଆବର୍ଜନା ପଡ଼ିପାରୁନଥିବାରୁ ପରିସ୍ଥିତି ଅଣାୟତ ଆଡ଼କୁ ଗତି କରୁଛି।
ମାଟି ଛପର ଘରେ ଘାଣ୍ଟି ହେଉଛନ୍ତି ଅଭାଗିନୀ ଯମୁନା ।
ବାବ୍ରି ମସଜିଦ୍ ଭଙ୍ଗା ଘଟଣାର ସବୁ ମାମଲା ବନ୍ଦ କଲେ ସୁପ୍ରିମକୋର୍ଟ। ଗୁଜରାଟ ଦଙ୍ଗା ସହ ଜଡିତ ସମସ୍ତ ମାମଲରେ ବନ୍ଧା ହେଲା ଡୋରି। ଏନେଇ ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ବାବ୍ରି ମସଜିଦ ଭାଙ୍ଗିବା ଏବଂ ଗୁଜୁରାଟ ଦଙ୍ଗା ସହ ଜଡିତ ସମସ୍ତ ମାମଲାକୁ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଢେଙ୍କାନାଳ ସଦର ଥାନା ଡିଏସ୍ପି ଇନ୍-ଚାର୍ଜ ଅଭିନବ ଡାଳୁଆ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି। ୩୦ ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିବା ସୂଚନା ମିଳିଛି।
ଭଦ୍ରକର ଝିଅ ସିନା କିନ୍ତୁ ମୁମ୍ବାଇ ମଞ୍ଚରେ ଏମିତି ଗୀତ ଗାଇଲେ ଯେ ସମସ୍ତେ ଆବାକ୍ ହୋଇଗଲେ । ଖାଲି ଆବାକ୍ ହେଲେ ତାହା ନୁହେଁ ବରଂ ସଲ୍ମାନ୍ ଅଲ୍ଲୀଙ୍କ ସହ ଏକ ରିୟଲିଟି ସୋ ପାଇଁ ପ୍ରମୋ ସୁଟ୍ ବି କଲେ ।
ଅନୁଗୁଳ ସିମିଳିପଡ଼ାର ସଂପୃକ୍ତ ଯୁବକଙ୍କୁ ଠାବ କଲା ବାରଙ୍ଗ ପୋଲିସ
ମହିଳାଙ୍କୁ ନିର୍ଯାତନା ଦେଶର ଟପ୍-୫ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ସେହିପରି ମହିଳାଙ୍କ ଉପରେ ହେଉଥିବା ଅପରାଧରେ ଓଡ଼ିଶା ୩ ନମ୍ବରରେ ରହିଛି।
ରାତି ପାହିଲେ ଗଣେଷ ପୂଜା। କିନ୍ତୁ ଏଠିକାର ପରମ୍ପରା ବହୁ ପୁରୁଣା...ସେଇଥି ପାଇଁ ତ ଦିନେ ନୁହେଁ କି ଦୁଇ ନୁହେଁ ବରଂ ପୂରା ମାସେ କାଳ ପୂଜା ପାଇବା ପରେ ବିସର୍ଜନ ହୁଅନ୍ତି ଶ୍ରୀଗଣେଷ। ମାନସିକ କଲେ ପୂର୍ଣ୍ଣ ହୁଏ ମନସ୍କାମନା..
ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍(OMSA)ନିର୍ବାଚନ ପ୍ରସଙ୍ଗକୁ ନେଇ ଦାୟର ହୋଇଥିବା ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି।
KVK ଫାର୍ମ ଭିତରେ ବିଦ୍ୟୁତ୍ ତାର ଲାଗି ୨ ମାଈ ହାତୀଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ହାତୀ ଦୁଇଟି ପଶି ଆସିଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ।
ଗତବର୍ଷ କେବଳ ୫,୬୫୧ ଜଣ ଆତ୍ମହତ୍ୟା କରିଥିବା ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋର ୨୦୨୧ ରିପୋର୍ଟରେ ପ୍ରକାଶ ପାଇଛି।
ଦୈନନ୍ଦିନ ଯାତ୍ରା ପାଇଁ ସହଜ ବାଟଟିଏ ନାହିଁ, ତେଣୁ ଭାଗ୍ୟକୁ ଆଦରି ନିଜେ ନିର୍ମାଣ କରିଥିବା ଏହି ଅସୁରକ୍ଷିତ କାଠପୋଲ ହିଁ ସାହା ଭରସା ।
ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ୬ ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀ କିମ୍ଵା ଏହାଠୁ ଅଧିକ ରେକର୍ଡ କରାଯାଇଛି। ୩୫.୮ ଡ଼ିଗ୍ରୀ ତାପମାତ୍ରା ସହ ଚାନ୍ଦବାଲି ଉତ୍ତପ୍ତ ସହର ହୋଇଛି।
ଆଜି ସକାଳେ ବ୍ରିଜ୍ ଉପରେ ସ୍କୁଟି ଓ ଚପଲ ରଖାଯାଇଥିବା ନେଇ କିଛି ଲୋକ ଦେଖିବାକୁ ପାଇଥିଲେ। ଏହାପରେ ପୋଲିସ୍କୁ ଖବର ଦେଇଥିଲେ।
କଟକଣା ହଟିଥିବାରୁ ଏଥର ଦୁଇ ଗୁଣା ଉତ୍ସାହ । ଚାରିଆଡେ ଅଗ୍ରପୂଜ୍ୟଙ୍କ ଆବାହନ ଧରାପୃଷ୍ଠରେ ପୂଜା ପାଇବେ ବିଘ୍ନ ବିନାଶକ, ଲମ୍ବୋଦର, ଗଜାନନ । ଦୁଇ ବର୍ଷ ପରେ ଗଣେଶ ପୂଜା ପାଇଁ ଚଳଚଂଚଳ ଗାଁରୁ ସହର । କେଉଁଠି ବିରାଟ ପେଣ୍ଡାଲ ତ ଆଉ କେଉଁଠି ଗଜାନନଙ୍କ ବିଶାଳ ମୂର୍ତ୍ତି ।
ଦିଲ୍ଲୀର ଜଣେ ବ୍ୟବସାୟୀ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ୧ କୋଟି ଟଙ୍କା ଠକେଇ ନେଇ EOWରେ ଅଭିଯୋଗ କରିଥିଲେ। ଏହାପରେ ଅର୍ଦ୍ଧେନ୍ଦୁଙ୍କୁ ଗିରଫ କରାଯାଇଥିଲା।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଖୋଳା ଚାଲିଛି ମାଙ୍କଡା ପଥର ଖଣି । ଦିନ ଦ୍ୱିପହରେ ନିୟୋଜିତ ହୋଇଛି ପାୱାର ଟିଲର । ବେଧଡ଼କ କଟା ଚାଲିଛି ପଥର । ଏଭଳି ପଥର ଖୋଳା ଯୋଗୁଁ ସୃଷ୍ଟି ହେଲାଣି ବିରାଟ ବିରାଟ ଖାଲ । କେବଳ ମାଙ୍କଡ଼ା ପଥର ନୁହଁ, ଜାତୀୟ ରାଜପଥ କଡ଼ର କେଉଁ ପାହାଡ଼ରୁ ମୁଗୁନି ପଥର ତ ଆଉ କେଉଁଠି ମୋରମ ଖୋଳି ଚାଲାଣ ହେଉଛି ।
ସୁବର୍ଣ୍ଣରେଖା ବନ୍ୟାର ୭ଦିନ ପରେ ବି ବହୁ ଗାଁରେ ଜଳବନ୍ଦୀ ସ୍ଥିତି ।
ଦିଲ୍ଲୀରେ ହେଲା ସେକ୍ସ ରିଆସାଇନ୍ମେଣ୍ଟ ସର୍ଜରୀ । ବଦଳିବାକୁ ଯାଉଛି ୨୨ ବର୍ଷର ପରିଚୟ ।
ଆଇନଗତ ଲଢ଼େଇ ପରେ ଶେଷରେ ଧୂଳିସାତ ହେଲା ନୋଏଡାର ବହୁ ଚର୍ଚ୍ଚିତ ଟ୍ୱିନ୍ ଟାଓ୍ୱାର । ଭୁବନେଶ୍ୱରରେ ବେଆଇନ ନିର୍ମାଣ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଛି । କାର୍ଯ୍ୟାନୁଷ୍ଠାନର ଧମକ ବି ଦେଉଛି ବିଡିଏ । କିନ୍ତୁ ବାସ୍ତବ କ୍ଷେତ୍ରରେ ଫଳ ଓଲଟା । ଏପର୍ଯ୍ୟନ୍ତ ବେଆଇନ ଭାବେ ନିର୍ମାଣ ହୋଇଥିବା କୌଣସି ବଡ଼ ବିଲ୍ଡିଂ ଉଚ୍ଛେଦ କରିନି ବିଡିଏ ।
୧୦ ଦିନ ତଳେ ସ୍ଥିତି ଯେମିତି ଥିଲା, ସେଥିରେ ସୁଧାର ଆସିବ କଣ, ବରଂ ଆଜି ଆଉ ଟିକେ ସଙ୍ଗୀନ ହୋଇପଡ଼ିଛି ସ୍ଥିତି । ଦିନ ଦିନ ଧରି ଅଳିଆ ଆବର୍ଜନା ପଡ଼ି ରହିବା ପରେ ସଢ଼ିବା ଆରମ୍ଭ କଲାଣି । ଦୁର୍ଗନ୍ଧରେ ରାସ୍ତାରେ ଛିଡା ହେବା ମୁସ୍କିଲ ହୋଇପଡ଼ିଛି ।
ଆମ ସ୍ୱାମୀ-ସ୍ତ୍ରୀ ଭିତରେ ଝଗଡା ହୋଇଥିଲା । କିନ୍ତୁ ପୋଲିସ ବାଲା ଆସି ମତେ ଜୋର ଜବରଦସ୍ତ ଉଠାଇ ନେଲେ। ମୁଁ ଯେତେ କାକୁତିମୀନତି ହେଲି କେହି ଶୁଣିଲେନି। ମୁଁ ରକ୍ତବାନ୍ତି କଲା ପରେ ବି ମତେ ଛାଡିଲେନି। ସେପଟେ ସ୍ତ୍ରୀ କହୁଛନ୍ତି ସ୍ୱାମୀଙ୍କ ନାଁରେ ମୁଁ କୌଣସି FIR ଦେଇନି। ମୋ ଆଗରେ ସ୍ୱାମୀଙ୍କୁ ମାରିଲେ ପୋଲିସ।
କଟକରେ ବିକୃତ ଗଣେଶ ମୂର୍ତ୍ତି ତିଆରି ସଂପର୍କିତ ମାମଲା । ମୂର୍ତ୍ତି କାରିଗର ଏବଂ କ୍ଲବ୍ଗୁଡ଼ିକୁ କଟକ ଡିସିପିଙ୍କ ତାଗିଦ ।
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଛୁଟିକୁ ନେଇ ବିବାଦ ବଢ଼ିବାରେ ଲାଗିଛି । କାରଣ ରାଜ୍ୟ ସରକାରଙ୍କ ଛୁଟି ତାଲିକାରେ ନୂଆଁଖାଇ ପାଇଁ ଦିନଟିଏ ଛୁଟି ରହିଛି। କିନ୍ତୁ ଏହାକୁ ୨ରୁ ୩ଦିନ କରିବାକୁ ଜୋର୍ ଧରିଛି ଦାବି।