ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ଏଠି ଦୀର୍ଘ ୧୦ ବର୍ଷ ଧରି ଏମିତି ବିପଦପୂର୍ଣ୍ଣ ଅବସ୍ଥାରେ ୫ଟି ପଞ୍ଚାୟତର ଗ୍ରାମବାସୀ ଯିବାଆସିବା କରୁଛନ୍ତି।
ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ଏଠି ଦୀର୍ଘ ୧୦ ବର୍ଷ ଧରି ଏମିତି ବିପଦପୂର୍ଣ୍ଣ ଅବସ୍ଥାରେ ୫ଟି ପଞ୍ଚାୟତର ଗ୍ରାମବାସୀ ଯିବାଆସିବା କରୁଛନ୍ତି। ଦୁଇ ଦୁଇ ଥର ଟଙ୍କା ଆସିଛି। ହେଲେ କାମ ହୋଇନି। ଦେଖନ୍ତୁ ସୁନ୍ଦରଗଡ଼ ଜିଲ୍ଲା କୋଇଡାରୁ ଏ ଦୃଶ୍ୟ
ଦୈନନ୍ଦିନ ଯାତ୍ରା ପାଇଁ ସହଜ ବାଟଟିଏ ନାହିଁ, ତେଣୁ ଭାଗ୍ୟକୁ ଆଦରି ନିଜେ ନିର୍ମାଣ କରିଥିବା ଏହି ଅସୁରକ୍ଷିତ କାଠପୋଲ ହିଁ ସାହା ଭରସା ।
ବିରିନ୍ଦାପଡ଼ା ଓ ଗୁଞ୍ଜିବାଡ଼ିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।
କିଏ କାଠ ବୋହିଲା ତ କିଏ କାଠ କାଟିଲା । ଟିଟିଲାଗଡ ବ୍ଲକ ମହୁଲପଡା ପଂଚାୟତର କୁଟରାକେନ୍ଦ ଗ୍ରାମବାସୀଙ୍କ ଉଦ୍ୟମରେ ତିଆରି ହେଲା କାଠପୋଲ । ଗାଁକୁ ରାସ୍ତା ନଥିବାରୁ ୨ ଟି ନାଳ ପାର ହୋଇ ଲୋକେ ଯିବାଆସିବା କରୁଥିଲେ ।