ମାଲକାନଗିରିରେ ୩୬ ଓ ଭୁବନେଶ୍ୱରରେ ତାପମାତ୍ରା ଥିଲା ୩୫.୬ ଡିଗ୍ରୀ
ଗଳା ଚିପି ହତ୍ୟା ସନ୍ଦେହ, ପୋଲିସର ଖୋଳତାଡ଼ ଆରମ୍ଭ
ପୁଅ-ବୋହୂ ପଚାରୁନାହାନ୍ତି...୭୦ ବର୍ଷ ବୟସରେ କାମ କରି ଖାଇବାକୁ ଅଂଟାରେ ଆଉ ବଳ ବି ନାହିଁ। ଭାତ ସାଙ୍ଗରେ କଷ୍ଟେମଷ୍ଟେ ଖାଉଛନ୍ତି ଶାଗ। ଘରନାହିଁ କି ଦୁଆର ନାହିଁ...୮ ଫୁଟିଆ ପାଇଖାନାରେ ବିତୁଛି ଜୀବନ..
୨ ତାରିଖ ଯାଏଁ ୧୪୪ ଧାରା ଜାରି କଲା ପ୍ରଶାସନ
ବାକ୍ଶକ୍ତି ଦୁର୍ବଳ ଥିବା ଯୁବକ ଜଣକ କଣ ସବୁ କହିଯାଉଛନ୍ତି, ବୋଧ ହୁଏ ସମସ୍ତେ ବୁଝି ପାରିବେନି । କିନ୍ତୁ ତାଙ୍କର ହାତର ଯାଦୁଗରୀର କମାଲ ଦେଖିଲେ ଆପଣ ବି ଘଂଟାଏ ଚାହିଁରହିବେ ।
ହାପ୍ ପ୍ୟାଣ୍ଟ ପିନ୍ଧି ମାଲିସ୍ ଖାଉଛନ୍ତି ରେଞ୍ଜର
ଏମିତି ସରପଞ୍ଚ ଥିଲେ ଚିନ୍ତା କଣ? ସମସ୍ତେ ସାଙ୍ଗ ହୋଇ ନୂଆ ଖାଇବେ ବୋଲି ପଞ୍ଚାୟତ ସବୁ ଗରିବ ଲୋକଙ୍କୁ ମାଗଣାରେ ବାଣ୍ଟିଲେ ଶାଢି ସହିତ ଡାଲି, ଚାଉଳ ଓ ଚିନି। କାଲି ସମସ୍ତେ ସାଙ୍ଗ ହୋଇ ନୂଆ ଖାଇବାକୁ ଦେଲେ ପ୍ରତିଶ୍ରୁତି।
କାର୍ଯ୍ୟକ୍ରମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଆଜି ଗଣେଶ ଚତୁର୍ଥୀ, ଅଗ୍ରଗଣ୍ୟ ଗଜାନନଙ୍କ ପୂଜା ଆରାଧନାର ଦିନ । ଗଣେଶ ପୂଜା ଅବସରରେ ସବୁଠି ରହିଛି ଉତ୍ସବମୁଖର ପରିବେଶ । ଦୁଇ ବର୍ଷ ପରେ ବିନା କୋଭିଡ୍ କଟକଣାରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ । ଏଣୁ ଜାକଜମକରେ ଅଗ୍ରପୂଜ୍ୟଙ୍କ ଆରାଧନା ଲାଗି ଚଳଚଞ୍ଚଳ ପୂଜା ମଣ୍ଡପ ।
ଯାଜପୁର ବରୀ ଅଞ୍ଚଳର ପୂର୍ବତନ ନୌସୈନିକ ତରୁଣ କୁମାର ଦାସ ଯୁବପିଢ଼ିଙ୍କୁ ସେନାରେ ସାମିଲ ପାଇଁ ଦେଉଛନ୍ତି ତାଲିମ ଓ ପ୍ରୋତ୍ସାହନ
ଦେଶ ସାଧୀନତା ପର ଠାରୁ ଭ୍ରଷ୍ଟାଚାର ବଢି ବଢି ଚାଲିଛି। ପୂର୍ବରୁ ନିମ୍ନତମ କର୍ମଚାରୀମାନେ ଦୁର୍ନୀତିରେ ଲିପ୍ତ ରହୁଥିବା ବେଳେ ଏବେ ଉଚ୍ଚ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀମାନେ ଭ୍ରଷ୍ଟାଚାରର ଆଗରେ ଅଛନ୍ତି। କିଏ ଏହାକୁ ଉଠେଇବ?
ଊଷା ଜାତୀୟ ରାଜପଥରେ କଡରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାର୍ଶ୍ୱରେ ଗଢୁଛନ୍ତି ଗଣେଶ ମୂର୍ତ୍ତି ।
ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି ଲୋକଙ୍କ ଭବିଷ୍ୟତ
ଶିକ୍ଷାନୁଷ୍ଠାନରୁ ପୂଜା ମଣ୍ଡପ, ସବୁଠି ଝଟକୁଛନ୍ତି ବିଘ୍ନ ବିନାଶକ
ଆଜି ଗଣେଶ ପୂଜା। ସମସ୍ତେ ନିଜ ନିଜ ତରିକାରେ ଗଜାନନଙ୍କ ପାଖରେ ନିଜକୁ ସମର୍ପି ଦେବା ସହିତ ଭକ୍ତି କରୁଛନ୍ତି। ବାଲୁକା ଶିଳ୍ପୀ ମାନସ କୁମାର ସାହୁ ମଧ୍ୟ ନିଜ କଳା ମାଧ୍ୟମରେ ଗଜାନନଙ୍କୁ ଭକ୍ତି ବାଢିଛନ୍ତି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ପିହୁର ସୂଚନାଦାତାଙ୍କୁ ୫ ଲକ୍ଷ ଦେବାକୁ ପୋଲିସର ଘୋଷଣା । ଗତ ୨୦୨୦ ଅଗଷ୍ଟ ୯ରୁ ନିଖୋଜ ହୋଇଯାଇଛି ପିହୁ ।
ଏଥର ବିନା କୋଭିଡ୍ କଟକଣାରେ ଗଣେଶ ପୂଜା ଅଗ୍ରପୂଜ୍ୟଙ୍କ ଆରାଧନା । ଲାଗି ଚଳଚଞ୍ଚଳ ପୂଜା ମଣ୍ଡପ ବିଘ୍ନ ବିନାଶକଙ୍କ ପୂଜାକୁ ନେଇ ସରୁନି ବିବାଦ ।
ପଶ୍ଚିମରୁ ପୂର୍ବ, ଦକ୍ଷିଣରୁ ଉତ୍ତର । ରାଜ୍ୟ ବ୍ୟାପି ସାରର ସଙ୍କଟ ଜନକ ସ୍ଥିତି । ବର୍ଷାକୁ ଦେଖି ଚାଷୀ ରୁଆ ବେଉଷଣ ସିନା କରୁଛି, ହେଲେ ମନକୁ ଘାରୁଛି ରିହାତି ସାରର ଅଭାବ ।
ମହିଳାଙ୍କ ପ୍ରତି ଅପରାଧରେ ୨୩% ବୃଦ୍ଧି, ଦେଶରେ ୩ ନମ୍ବର । ଆଇନ୍ଶୃଙ୍ଖଳା ସ୍ଥିତିକୁ ନେଇ ବର୍ଷିଲେ ବିରୋଧୀ ।
ଗାଡି ଖରାପ ହେବାରୁ ଟ୍ରକ୍ରେ ପଳାଇଥିଲେ ଯୁବକ ! ସତ କହୁଛନ୍ତି ତ ରଘୁରଞ୍ଜନ?
ଛୁଟି ଘୋଷଣା କଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
ଜିଲ୍ଲା ଜଜ୍ କୋର୍ଟରେ ବର୍ଷା ଶାଶୁଘର ଛାଡ଼ିବା ଜଣାଇବାରୁ ମାମଲାର ଅନ୍ତ ଘଟିଛି ।
ଟଙ୍କା ସୁନା ଲୁଟି ମହିଳା ଫେରାର୍ । ଆଗରୁ ମହିଳା ଜଣକ ବାହା ହୋଇଥିଲେ ।
ଏ ଦୃଶ୍ୟ ଦେଖିଲେ ଛାତି ଫାଟିଯିବ। ଏକା ସାଙ୍ଗରେ ୫ ଜଣଙ୍କ ପାଇଁ କୋକେଇ ବନ୍ଧା ହେଲା, ଗାଁ ଶ୍ମଶାନରେ ଜୁଇ ବି ଜଳିଲା। ମହୁଲ ତେଲ ପେଡିବା ହେଲା କାଳ...ରାସ୍ତା ଉପରେ ଚାଲି ଗଲା ୫ ଜଣଙ୍କ ପ୍ରାଣ। ଦେଖନ୍ତୁ ଆତ୍ମୀୟ ସୋଜନଙ୍କୁ ହରାଇ କେମିତି କାନ୍ଦୁଛି ପୂରା ପରିବାର..