• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

G Udayagiri Police Station SI Found Hanging
ସରକାରୀ କ୍ୱାର୍ଟର୍ସରୁ ମିଳିଲା ମହିଳା SIଙ୍କ ଝୁଲନ୍ତା ମୃତଦେହ

କେଉଁ ପରିସ୍ଥିତିରେ ମହିଳା SIଙ୍କ ମୃତ୍ୟୁ ହେଲା ତାହା ଜଣାପଡ଼ନି। ସରକାରୀ କ୍ୱାର୍ଟର୍ସରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି।

Ban on single-use plastic: Odisha CS orders strict enforcement
ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ବ୍ୟାନ୍‌: ଆଇନ୍‌ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍ ନିଷିଦ୍ଧ ଆଇନକୁ କଡ଼ାକଡ଼ି ଭାବେ ସାରା ରାଜ୍ୟରେ ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ପ୍ଲାଷ୍ଟିକ୍ ବର୍ଜ୍ୟର ପୁନଃ ବ୍ୟବହାର ଉପରେ ଗୁରୁତ୍ୱ ଆରୋପ କରାଯାଇଛି। 

Youth Reportedly Jumps Into Mahanadi River
ବ୍ରିଜ୍‌ ଉପରେ ସ୍କୁଟି ରଖି ମହାନଦୀକୁ ଡେଇଁଲେ ଯୁବକ

କେଉଁ କାରଣ ପାଇଁ ଯୁବକ ଜଣକ ନଦୀକୁ ଡେଇଁଲେ ତାହା ଜଣାପଡ଼ି ନାହିଁ। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛି।

One More Elephant Dies Allegedly After Falling Into Poachers' Trap In Angul
ବାର୍‌ହା ଶିକାର ପାଇଁ ପଡ଼ିଥିଲା ବିଦ୍ୟୁତ୍‌ ଫାଶ, ହେଲେ ପଡ଼ିଗଲା ହାତୀ...

ବାର୍‌ହା ଶିକାର ପାଇଁ ଶିକାରୀ ବିଦ୍ୟୁତ୍‌ ଚାର୍ଜ କରି ଫାଶ ବସାଇଥିଲା। ହେଲେ ଦୁର୍ଭାଗ୍ୟବଶତଃ, ଏକ ଦନ୍ତା ଏହି ବିଦ୍ୟୁତ୍‌ ଫାଶରେ ପଡ଼ି ଯାଇଥିଲା।

OPSC ASO Exam 2022 To Be Held Today
ଆଜି ASO ପରୀକ୍ଷା, ୭୯୬ ପୋଷ୍ଟ୍‌କୁ ଅଢ଼େଇ ଲକ୍ଷ ଆଶାୟୀ

ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୧ ତାରିଖରେ ହେବାକୁ ଥିବା ପରୀକ୍ଷା ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ASO ପରୀକ୍ଷା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ୧୩୯ଟି ପରୀକ୍ଷା କେନ୍ଦ୍ର କରାଯାଇଛି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 27 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Saturday, 27 August 2022
FIFA lifts suspension of Indian football federation
ଭାରତୀୟ ଫୁଟବଲ ସଂଘ ଉପରୁ ବ୍ୟାନ ହଟାଇଲା ଫିଫା

ଆସନ୍ତା ଅକ୍ଟୋବରରେ ଭୁବନେଶ୍ୱର ସମେତ ଦେଶର ୩ଟି ଭେନ୍ୟୁରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ।

Special story
ସ୍ମାର୍ଟ ସିଟିରେ ଏବେ ଲୋକଙ୍କୁ ଘାରିଛି ଅଳିଆ ଟେନସନ୍ : ଆବର୍ଜନା ହଟାଇବା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି

ସ୍ଥିତି କାଲି ଥିଲା ଯାହା ଆଜି ବି ତାହା । କେଉଁଠୁ ଆବର୍ଜନା ଉଠୁଛି ତ ଆଉ କେଉଁଠି ଉଠୁନି ।

Vacant Seat Abolished
ସରକାରୀ ନିଯୁକ୍ତି ରାସ୍ତାରେ ବାଟ ଓଗାଳୁଛନ୍ତି ସରକାରୀ ବାବୁ

୨୦୧୯ରେ ସରକାରକୁ ଆସିବା ପରେ ୩ ବର୍ଷରେ ମାତ୍ର ୩୬ ହଜାର ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର କିନ୍ତୁ ରାଜ୍ୟରେ ଏବେ ବି ୭୩ ହଜାର ସରକାରୀ ପଦବୀ ଖାଲି ପଡିଥିବା ବିଧାନସଭାରେ ସୂଚନା ଦେଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ। 

Special story
କାହିଁକି ବିଜେଡି ଯୁବ ଓ ଛାତ୍ର ସଂଗଠନର ଜୁମ୍ବୋ ଟିମ୍ ? ଯୁବ ନେତାଙ୍କୁ ଥଇଥାନ ନା ଦଳୀୟ ଅସନ୍ତୋଷର ପ୍ରଶମନ ଚେଷ୍ଟା

ରାଜନୈତିକ ବିଶେଷଜ୍ଞ କହିଲେ ୨୫ ବର୍ଷ ପୂର୍ତ୍ତି ପାଳନ ଓ ୨୪ ନିର୍ବାଚନ ପାଇଁ ଜରୁରୀ ଯୁବ ଚେହେରା

Special story
ଚାଟ୍ ଖୋଲିବ କି ଶ୍ୱେତା ମୃତ୍ୟୁର ଗୁମର ? ବିବାହ ଟାଳିବାକୁ ନାନା ଆଳ କରିଥିଲେ ସୌମ୍ୟଜିତଙ୍କ ପରିବାର

ପ୍ରଥମେ ଫୋନ କଲ ରେକର୍ଡିଂ, ପରେ ଡାଏରୀ ଆଉ ଏବେ ଶ୍ୱେତା-ସୌମ୍ୟଜିତ ସସପେନ୍ସର ପରଦା ହଟାଉଛି ହ୍ୱାଟ୍ସଆପ୍ ଚାଟ୍

Special story
ଫ୍ଲାଟ୍ ଦେବା ନାଁରେ ରାଜଧାନୀରେ ପୁଣି ମହାଠକେଇ : ୫୦ ଗ୍ରାହକଙ୍କୁ ୨୦ କୋଟିର ଚୁନା ଲଗାଇଲା ଓଡ଼ିଶା ହୋମ୍ସ

ଅଭିଯୋଗ ପରେ ଏମଡିଙ୍କୁ ଗିରଫ କଲା ଇଓଡବ୍ଲୁ, ସଂସ୍ଥାର ୨ ନିର୍ଦ୍ଦେଶକଙ୍କୁ ଖୋଜୁଛି ଇଓଡବ୍ଲୁ

Special story
ଜଳବନ୍ଦୀ ଅସହାୟ ମହିଳା : ଦୁଃଖ ଶୁଣିବାକୁ କେହି ନାହାନ୍ତି 

ଲଗାଣ ବର୍ଷା ହେବା ପରେ ତାଙ୍କ ଘର ଚାରିପଟେ ବର୍ଷା ପାଣି ଜମି ରହିଛି । ପାଣି ଭିତରେ ଜୀବନ କାଟୁଛନ୍ତି ମହିଳା ।

ADR Report
ପ୍ରକାଶ ପାଇଲା ଏଡିଆର୍ ରିପୋର୍ଟ...ଜାଣନ୍ତୁ ଅଜଣା ସୂତ୍ରରୁ କେଉଁ ଦଳକୁ ମିଳିଛି କେତେ ଅନୁଦାନ

ଏହି ରିପୋର୍ଟରୁ କେଉଁ ଦଳକୁ କେତେ ଅନୁଦାନ ମିଳିଛି, ସେ ବାବଦରେ ଟିକିନିଖି ତଥ୍ୟ ମିଳିଥାଏ।

Special story
ଗଣେଶ ପୂଜା ପାଇଁ କାରିଗରଙ୍କୁ ଫୁରସତ୍ ନାହିଁ : ସବୁଠି ବଡ଼ ମୂର୍ତ୍ତିର ଚାହିଦା

ଭଳିକି ଭଳି ବିଭିନ୍ନ ଡିଜାଇନର ଛୋଟ ବଡ଼ ଗଣେଶ ମୂର୍ତ୍ତି ଗଢ଼ା ଚାଲିଛି  ।

Sweta Death Case
'କେତେ ଝିଅଙ୍କ ଜୀବନ ସହ ଖେଳିବ ସୌମ୍ୟଜିତ'

ଯଦି ମୁଁ ଖରାପ ଥିଲି, ତାହାହେଲେ ବାକି ଝିଅ କଣ ଖରାପ ବୋଲି ସେ ପ୍ରଶ୍ନ କରିଛନ୍ତି। 

Special story
ହୃତଘାତର ଶିକାର ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ସହଜ : CPR ପ୍ରଣାଳୀ ମାଧ୍ୟମରେ ବଞ୍ଚିଯିବେ ରୋଗୀ

ଭୁବନେଶ୍ୱର ଏମ୍ସରେ CPR କୌଶଳ ଶିକ୍ଷା ପ୍ରଦାନ କରାଯାଇଛି ।

Smoke Engulfs Plastic Surgery Ward Of Berhampur MKCG Hospital
ବ୍ରହ୍ମପୁର MKCG ମେଡିକାଲ୍‌ରେ ଅଗ୍ନିକାଣ୍ଡ, ଭୟରେ ବାହାରକୁ ଚାଲି ଆସିଲେ ରୋଗୀ

ବ୍ରହ୍ମପୁର MKCG ମେଡିକାଲ୍‌ରେ ଅଗ୍ନିକାଣ୍ଡ ଘଟିଛି। ମେଡିକାଲ୍‌ର ପ୍ଲାଷ୍ଟିକ୍ ସର୍ଜରୀ ୱାର୍ଡରେ ନିଆଁ ଲାଗି ଧୂଆଁ ବାହାରୁଥିବା ସୂଚନା ମିଳିଛି।

SuryaMahal
ଇତିହାସ ପୃଷ୍ଠାରୁ ଲିଭିବାକୁ ଯାଉଛି ଐତିହାସିକ ସୂର୍ଯ୍ୟମହଲ

ମହାରାଜ ବିକ୍ରମ ଦେବ ବର୍ମାଙ୍କ ଅମଳରେ ନିର୍ମିତ ଐତିହାସିକ ସୂର୍ଯ୍ୟମହଲ ଇତିହାସ ପୃଷ୍ଠାରୁ ଲିଭିବାକୁ ଯାଉଛି ।

Women take out march in protest against liquor business and drinkers in Gajapati district
ତେଜିଲା ମଦ ବିରୋଧି ଅଭିଯାନ: ଏଣିକି ମଦ ପିଇଲେ କିମ୍ବା ବିକିଲେ ରାସନ୍‌ କାର୍ଡ କଟିବ !

ଏଣିକି ମଦ ପିଇଲେ କିମ୍ବା ବିକିଲେ ଜନ ଆକ୍ରୋଶର ଶିକାର ହେବେ। ଏପରିକି ସେମାନଙ୍କର ରାସନ କାର୍ଡ ମଧ୍ୟ କଟାଯିବ।

Protest
ପାଠ ପଢ଼ିବେ କଣ, ସ୍କୁଲ ଆଗରେ ବିକୁଛନ୍ତି ଚଣା, ମୁଢ଼ି, ବିସ୍କୁଟ ଓ ଚକୋଲେଟ୍, ହେଲେ କାହିଁକି ?

ୟୁନିଫର୍ମ ପିନ୍ଧି ଘରୁ ସ୍କୁଲମୁହାଁ ହେଲେ ଛାତ୍ରଜଣକ । ହେଲେ ହାତରେ ନ ଥିଲା ବହି ଖାତା କି କଲମ । ସବୁ ପିଲା ସ୍କୁଲ ଯାଇ କ୍ଲାସ୍‌ରେ ବସିଥିବା ବେଳେ ଏହି ପିଲାଟି କିନ୍ତୁ ସ୍କୁଲ ପରିସରରେ ପ୍ରବେଶ ନ କରି ଗେଟ୍‌ ବାହାରେ ବସିଲେ । ସବୁ ପିଲା ପାଠ ପଢ଼ୁଥିବା ବେଳେ ଏହି ପିଲାଟି ଧୁ ଧୁ ଖରାରେ ଚଣା,ମୁଢ଼ି, ବିସ୍କୁଟ ଓ ଚକୋଲେଟ୍‌ର ପସରା ମେଲି ବିକ୍ରି କରିବାକୁ ଲାଗିଲେ।

Software Engineer Swetas Death Case WhatsApp Chat Reveals Many Things
ସାମ୍ନାକୁ ଆସିଲା ଶ୍ୱେତାଙ୍କ WhatsApp ଚାଟ୍‌, ବୟଫ୍ରେଣ୍ଡ୍‌ଙ୍କ ମା’ଙ୍କୁ କରିଥିଲେ ମେସେଜ୍‌...

ବୟଫ୍ରେଣ୍ଡ୍‌ ସୌମ୍ୟଜିତ୍‌ଙ୍କ ମା’ଙ୍କ ପାଖକୁ ଶ୍ୱେତା ପଠାଇଥିବା ଏହି ଚାର୍ଟିଂରେ ଶ୍ୱେତା ସୌମ୍ୟଜିତ୍ ତାଙ୍କ ସହ ରହିଥିବା କଥା ଉଲ୍ଲେଖ କରିଛନ୍ତି।

Boy Dies
ସାଙ୍ଗମାନଙ୍କ ସହ ଖେଳିବାକୁ ଗଲେ, ବାଲିରେ ପୋତି ହୋଇଗଲେ

ସାଙ୍ଗ ସହ ଖୁସିମନରେ ବାଲିରେ ଖେଳିବାକୁ ବାହାରିଥିଲା ନାବାଳକ । ଖେଳ ସାରି ଜଲଦି ଘରକୁ ଫେରି ଆସିବ ବୋଲି ବି କହିଥିଲା। ହେଲେ ବିଧିର ବିଧାନ ଥିଲା ଅଲଗା। ବାଲିରେ ଖେଳୁ ଖେଳୁ ସେଥିରେ ପୋତି ହୋଇ ଚାଲିଗଲା ୧୦ ବର୍ଷୀୟ ନାବାଳକ ଜୀବନ ।

Geography Book Error
ଦଶମ ଶ୍ରେଣୀ ଭୂଗୋଳ ବହିରେ ବଡ଼ ତ୍ରୁଟି

ଦଶମ ଶ୍ରେଣୀର ଭୂଗୋଳ ବହିରେ ଭୁଲ୍। ଯାହା ଭୁଲ୍ ହୋଇଛି ତା’ ଓଡ଼ିଶା ଆନ୍ଧ୍ର ବିବାଦକୁ ଆଉ ଟିକେ ଖୋରାକ ଯୋଗାଇଛି। ଏହି ଭୁଲ୍ ଖୋଦ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ଦଶମ ଶ୍ରେଣୀର ଭୂଗୋଳ ବହିରେ ହୋଇଛି।

Drunk Teacher
ମଦୁଆ ସାର୍‌ଙ୍କ କାରନାମା, ନିଶାରେ କୁନିକୁନି ପିଲାଙ୍କୁ ନିର୍ଦ୍ଧୁମ ପିଟିଲେ

ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏହା ଶିକ୍ଷାର ମନ୍ଦିର ହୋଇଥିବା ବେଳେ ଏଠାରେ ପିଲାଙ୍କ ଭବିଷ୍ୟତ ଗଢ଼ା ଯାଇଥାଏ। ହେଲେ ବିଭିନ୍ନ ସମୟରେ ସ୍କୁଲ ପରିସର ଭିତରେ କୋମଳମତି ଶିଶୁଙ୍କ ଉପରେ ଛାତିଥରା ନିର୍ଯାତନା ଦିଆଯାଉଥିବା କଥା ସାମନାକୁ ଆସୁଛି।