• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Nuakhai

Nuakhai -Risipiti
Nuakhai: ଖିଆ ପିଆ ତ ସରିଲା, ଏବେ ଚାଲଯିବା ରିଶିପିଟି ! ଲାଗିଛି ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼...

ଘରେ ଘରେ ହସଖୁସିର ମାହୋଲ । ସମସ୍ତେ ନୂଆ ଜାମା ପିନ୍ଧି ନବାନ୍ନ ଖାଇ ବଡ଼ ମାନଙ୍କର ଆର୍ଶୀବାଦ ନେଇଛନ୍ତି ।

Nuakhai Celebration
ନୂଆଁ ଧାନ୍ କେ ନୂଆ ମନ୍; ଗଣପର୍ବ ନୂଆଁଖାଇରେ ଝୁମିଛି ପଶ୍ଚିମ ଓଡ଼ିଶା

କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ପଶ୍ଚିମ ଓଡ଼ିଶାରେ ଉତ୍ସବର ମାହୋଲ । ଏକତା ଓ ଭାଇଚାରାର ଉତ୍କୃଷ୍ଟ ନିଦର୍ଶନ ଭିତରେ ଭେଦଭାବ ଓ ମନୋମାଳିନ୍ୟ ଭୂଲି ଏକାଠି ହୋଇଛନ୍ତି ପରିବାର, ବଂଶ ଓ ବୁନିଆଦ ।

Rishi Panchami
ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ବ୍ରତ ପାଳିଲେ ମା’ ଲକ୍ଷ୍ମୀ...

ଆପଣମାନେ ନିଶ୍ଚିତ ଭାବେ ଜାଣିବାକୁ ଚାହୁଁଥିବା ଆଜି ଆମ ଶ୍ରୀମନ୍ଦିରରେ ପାଳିତ ହେଉଥିବା ଏ ପର୍ବଟି କ’ଣ।

Nuakhai the Social integration
Nuakhai 2023: ସାମାଜିକ ଏକତାର କଥା କହେ ନୂଆଖାଇ; ମତଭେଦକୁ କରିଦିଏ ସମାଧାନ

ପଶ୍ଚିମାଞ୍ଚଳର ପାରମ୍ପରିକ ଗଣପର୍ବ ନୂଆଖାଇ। ଏହି ସମୟରେ ଗ୍ରାମବାସୀ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଇଥାନ୍ତି। ପରିବାର ମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ। ସମସ୍ତେ ପୁଣି ଏକଜୁଟ ହୋଇଯାଆନ୍ତି ଆଉ ମିଳିମିଶି ରହନ୍ତି। ଏହା ହେଉଛି ନୂଆଖାଇ ପର୍ବର ଏକ ବିଶେଷତା।

Nuakhai 2023 Western Odisha is all excited
Nuakhai 2023: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଲାଗି ସବୁଠି ଉତ୍ସାହ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଲାଗି ସବୁଠି ଉତ୍ସାହ। ନୂଆ ଫସଲକୁ ଇଷ୍ଟ ଦେବଦେବୀଙ୍କୁ ଅର୍ପଣ କରିବ ଚାଷୀ।ମା’ ସମଲେଶ୍ୱରୀଙ୍କ ନିକଟରେ କରାଯିବ ନବାନ୍ନ ଅର୍ପଣ। ଘରେ ଘରେ ନୂଆ ଖାଇବେ ପଶ୍ଚିମ ଓଡ଼ିଶାବାସୀ

Nuakhai 2023 How to decide lagna
Nuakhai 2023: କିପରି ସ୍ଥିର ହୁଏ ନୂଆଖାଇ ଲଗ୍ନ; ସେଦିନ ଓ ଆଜି

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷରେ ପାଳନ କରାଯାଇଥାଏ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ନୂଆଖାଇ ପର୍ବ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି। ଆସନ୍ତୁ ଜାଣିବା କିପରି ସ୍ଥିର ହୁଏ ଏହାର ଲଗ୍ନ।

Nuakhai, Speaker Election
ନୂଆଁଖାଇକୁ ଅଣଦେଖା କରୁଛନ୍ତି ସରକାର ! ବାଚସ୍ପତି ନିର୍ବାଚନକୁ କଂଗ୍ରେସର ବଏକଟ୍

ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ସହ ଲୋକଙ୍କ ଭାବାବେଗ ସହ ରାଜ୍ୟ ସରକାର ଖେଳୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏଥିସହ ବାଚସ୍ପତି ନିର୍ବାଚନକୁ କଂଗ୍ରେସ୍ ବୟକଟ୍ କରିଥିବା କହିଛନ୍ତି ।

Narsingh Mishra
ନରସିଂହଙ୍କ ଧମକ ! ନୂଆଁଖାଇ ବେଳେ ବାଚସ୍ପତି ନିର୍ବାଚନ, ଭାଗ ନେବନି କଂଗ୍ରେସ...

ପଶ୍ଚିମ ଓଡ଼ିଶା ପ୍ରତି ସରକାର କେବେ ବି ବୈମାତୃକ ମନୋଭାବ କରି ନାହାନ୍ତି ବୋଲି କହିଛନ୍ତି ଢ଼ୋଲକିଆ ।

Nuakhai
ବ୍ରହ୍ମପୁରା ପଣ୍ଡିତ ମହାସଭାରେ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ

ବ୍ରହ୍ମପୁରା ପଣ୍ଡିତ ମହାସଭାରେ ଏହି ଲଗ୍ନ ନିର୍ଦ୍ଧାରଣ କରାଯାଇଛି ।

Nuakhai
ନୂଆଁଖାଇ ଭୁଲାଇ ଦିଏ ବିଭେଦ ଆଉ ଯୋଡ଼ି ଦିଏ ସମ୍ପର୍କ, ଧୁମ୍‌ଧାମ୍‌ରେ ମିଳିମିଶି ପାଳିଲେ ପର୍ବ

ପାଟଣାଗଡ଼ର ଇଷ୍ଟ ଦେବୀ ମାଆ ପାଟଣେଶ୍ୱରୀଙ୍କ ପାଖରେ ବି ନିର୍ଦ୍ଧାରିତ ସମୟରେ ନବାନ୍ନ ଲାଗି ହୋଇଛି ।

Nuakhai
ମାଆ ସମଲେଇଙ୍କ ପାଖରେ ପହଞ୍ଚିଲା ପାହୁର ଭାର, ଏଥର ଧୁମ୍‌ଧାମ୍‌ରେ ପାଳନ ହେବ ନୂଆଁଖାଇ

ସମଲେଇଙ୍କ ପାଖରେ ନବାନ୍ନ ଲାଗି ପରେ ନୂଆଁଖିଆ । ମାଆଙ୍କ ପାଖରେ ପହଁଚିଲା ପାହୁର ଭାର ।

Nuakhai festival
ସରପଞ୍ଚ ହେବ ତ ଏମିତି ! ନୂଆଁଖାଇ ପାଇଁ ଗରିବ ଲୋକଙ୍କୁ ବାଣ୍ଟିରେ ଶାଢି

ଏମିତି ସରପଞ୍ଚ ଥିଲେ ଚିନ୍ତା କଣ? ସମସ୍ତେ ସାଙ୍ଗ ହୋଇ ନୂଆ ଖାଇବେ ବୋଲି ପଞ୍ଚାୟତ ସବୁ ଗରିବ ଲୋକଙ୍କୁ ମାଗଣାରେ ବାଣ୍ଟିଲେ ଶାଢି ସହିତ ଡାଲି, ଚାଉଳ ଓ ଚିନି। କାଲି ସମସ୍ତେ ସାଙ୍ଗ ହୋଇ ନୂଆ ଖାଇବାକୁ ଦେଲେ ପ୍ରତିଶ୍ରୁତି। ଦେଖନ୍ତୁ ଏ ସବୁ ପାଇବା ପରେ କେମିତି ଖୁସି ହେଉଛନ୍ତି ଗାଁ ଲୋକେ

Special story
ନୂଆଁଖାଇ ପରଦିନ ଦୁଇ ଜିଲ୍ଲାରେ ସ୍ୱତନ୍ତ୍ର ଛୁଟି

ଛୁଟି ଘୋଷଣା କଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

Ganesh Puja
ଏଥର ଜମିବ ପୂଜା; ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ରଙ୍ଗ ବେରଙ୍ଗର ତୋରଣ

କଟକଣା ହଟିଥିବାରୁ ଏଥର ଦୁଇ ଗୁଣା ଉତ୍ସାହ । ଚାରିଆଡେ ଅଗ୍ରପୂଜ୍ୟଙ୍କ ଆବାହନ ଧରାପୃଷ୍ଠରେ ପୂଜା ପାଇବେ ବିଘ୍ନ ବିନାଶକ, ଲମ୍ବୋଦର, ଗଜାନନ । ଦୁଇ ବର୍ଷ ପରେ ଗଣେଶ ପୂଜା ପାଇଁ ଚଳଚଂଚଳ ଗାଁରୁ ସହର । କେଉଁଠି ବିରାଟ ପେଣ୍ଡାଲ ତ ଆଉ କେଉଁଠି ଗଜାନନଙ୍କ ବିଶାଳ ମୂର୍ତ୍ତି ।

Nuakhai
ନୂଆଁଖାଇରେ ବନ୍ଦ ରହିବ ବ୍ୟାଙ୍କ, ଘୋଷଣା କଲେ ସରକାର

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଛୁଟିକୁ ନେଇ ବିବାଦ ବଢ଼ିବାରେ ଲାଗିଛି । କାରଣ ରାଜ୍ୟ ସରକାରଙ୍କ ଛୁଟି ତାଲିକାରେ ନୂଆଁଖାଇ ପାଇଁ ଦିନଟିଏ ଛୁଟି ରହିଛି। କିନ୍ତୁ ଏହାକୁ ୨ରୁ ୩ଦିନ କରିବାକୁ ଜୋର୍ ଧରିଛି ଦାବି।

people celebrate last Nuakhai
ମୁଣ୍ତ ଉପରେ ପର୍ବ, ଯେଉଁଠି କୋଳାହଳ ରହିବା କଥା ଖେଳିଗଲାଣି ଶୂନ୍ୟ ନିରବତା

ଏବର୍ଷ ଏ ଗାଁର ଶେଷ ନୂଆଖାଇ। ଦିନ କେଇଟା ପରେ ଏଇ ପଡା ପୂରା ପାଣିରେ ବୁଡିଯିବ। ପ୍ରତିବର୍ଷ ପରି ଏଥର ଉତ୍ସାହ ନାହିଁ, ହେଲେ ବି ପରମ୍ପରାକୁ ବଜାୟ ରଖିବା ପାଇଁ ଘର ଲିପା ଚାଲିଛି…ଧୁଆ ପଖଳା ବି ହେଉଛି। ଦେଖନ୍ତୁ ଗ୍ରାଉଣ୍ଡ ଜିରୋରୁ କେମିତି ଶେଷ ନୂଆଖାଇ ପାଇଁ ଚାଲିଛି ପ୍ରସ୍ତୁତି…

PM Modi
ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆଁଖାଇ ଶୁଭେଚ୍ଛା

ଓଡ଼ିଶାର ନୂ‌ଆଁଖାଇ ପର୍ବ ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ମୋଦି

Nuakhai leave controversy
ପଶ୍ଚିମ ଓଡ଼ିଶାରେ ଘନଉଛି ନୂଆଖାଇ ଛୁଟି ବିବାଦ

ବଢୁଛି ନୂଆଖାଇ ଛୁଟି ବିବାଦ। ପଶ୍ଚିମ ଓଡ଼ିଶାରେ ତୀବ୍ର ହେଉଛି ବିକ୍ଷୋଭ ସହ ଆନ୍ଦୋଳନ। କେଉଁଠି ଜିଲ୍ଲାପାଳଙ୍କ ଅଫିସ୍‌ରେ ପଶି ହଙ୍ଗାମା କଲେଣି ତ ଆଉ କେଉଁଠି ସ୍ମାରକପତ୍ର ଦେଇ ଚେତାବନୀ ଶୁଣାଇଲେ। ବରଗଡ଼ରୁ ବଲାଙ୍ଗିର, ସମ୍ବଲପୁରରୁ ସୁବର୍ଣ୍ଣପୁର ସବୁଠି ଦେଖାଦେଇଛି ଅସନ୍ତୋଷର ବାତାବରଣ।

Nuakhai
ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଇଙ୍କ ନିକଟରେ ପ୍ରଥମ ନୂଆ ଅନ୍ନ ଲାଗି ହେବ। ତା ପରେ ସାଧାରଣ ଲୋକେ ନୂଆଁ ଖାଇବେ।

Artist Sudarsan Pattnaik Wishes All On Nuakhai 2021 Through Sand Art
ବାଲୁକା କଳାରେ ନୂଆଁଖାଇର ଶୁଭେଚ୍ଛା

ବାଲୁକା କଳା ମାଧ୍ୟମରେ ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।