• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Demolition

Illegal Structures
ନୋଏଡ଼ା ଭଳି ଓଡ଼ିଶାରେ ବି ଭଙ୍ଗାଯିବ କି ବେଆଇନ କୋଠା ?

ଆଇନଗତ ଲଢ଼େଇ ପରେ ଶେଷରେ ଧୂଳିସାତ ହେଲା ନୋଏଡାର ବହୁ ଚର୍ଚ୍ଚିତ ଟ୍ୱିନ୍ ଟାଓ୍ୱାର । ଭୁବନେଶ୍ୱରରେ ବେଆଇନ ନିର୍ମାଣ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଛି । କାର୍ଯ୍ୟାନୁଷ୍ଠାନର ଧମକ ବି ଦେଉଛି ବିଡିଏ । କିନ୍ତୁ ବାସ୍ତବ କ୍ଷେତ୍ରରେ ଫଳ ଓଲଟା । ଏପର୍ଯ୍ୟନ୍ତ ବେଆଇନ ଭାବେ ନିର୍ମାଣ ହୋଇଥିବା କୌଣସି ବଡ଼ ବିଲ୍ଡିଂ ଉଚ୍ଛେଦ କରିନି ବିଡିଏ ।

Illegal Structures
ଆକ୍ସନରେ ବିଳମ୍ବକୁ ନେଇ ବିଡିଏ-ବିଏମ୍‌ସି ଦୋଷ ଠେଲାଠେଲି

ଭୁବନେଶ୍ୱରରେ ଥିବା ବେଆଇନ ଅଟ୍ଟାଳିକାର ଭବିଷ୍ୟତ କଣ ହେବ? କଣ ଟ୍ୱିନ୍ ଟାଓ୍ୱାର ଭଳି ସେଗୁଡ଼ିକୁ ଭାଙ୍ଗି ଦିଆଯିବ? ସୂଚନା ଅନୁସାରେ ରାଜଧାନୀରେ ପାଖାପାଖି ୬ ହଜାର ଆପାର୍ଟମେଣ୍ଟ ବିରୋଧରେ କିଛି ନା କିଛି ବେଆଇନ ନିର୍ମାଣର ଅଭିଯୋଗ ଆସିଛି ।