• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Cannabis
ନୂଆ ଷ୍ଟାଇଲ୍‌ରେ ଗଞ୍ଜେଇ ଚାଲାଣ, ଦାମୀ କାର୍‌ରେ ସିକ୍ରେଟ୍ ଚାମ୍ବର

ଯୋଜନା ପଣ୍ଡ କଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ  ।

Rape
ଜନପ୍ରତିନିଧିଙ୍କ ନାଁରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଥାନାରେ ଏତଲା ପରେ ନାଏବ ସରପଞ୍ଚ ଫେରାର । ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ ।

  • Sunday, 28 August 2022
  • Crime
BMC
କେବେ ତୁଟିବ ଅଳିଆ କଳି ? ଦୁର୍ଗନ୍ଧମୟ ହେଲାଣି ସାରା ରାଜଧାନୀ

ଗ୍ରାମସଭାର ନିଷ୍ପତ୍ତି ପର୍ଯ୍ୟନ୍ତ ଭୁଆଶୁଣିଠାରେ ଅଳିଆ ପଡିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଦାରୁଠେଙ୍ଗ ପଞ୍ଚାୟତବାସୀ ।

SI
SI ସ୍ୱାଗତିକା ବେହେରା ମୃତ୍ୟୁ ମାମଲା : ଜି. ଉଦୟଗିରି ଥାନା IIC ରେବତୀ ଶବରଙ୍କ ନାଁରେ ଏତଲା

ଏତଲା କଲେ ମୃତ SI ସ୍ୱାଗତିକା ବେହେରାଙ୍କ ମାଆ ଉଷାରାଣୀ

Nuakhai Celebration
ପାଖେଇ ଆସୁଛି ଗଣପର୍ବ ନୂଆଖାଇ; ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

ଆସନ୍ତା ୧ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପଡ଼ିଥିବା ବେଳେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପାଖରେ ପ୍ରଥମେ ଲାଗିବ ନବାନ୍ନ । ଏଥିଲାଗି ଆସି ସାରିଛି ସରିଆ ଧାନ ।

Special story
ଧରାପୃଷ୍ଠକୁ ଆସିବେ ଅଗ୍ରପୂଜ୍ୟ : ଦୁଇ ବର୍ଷ ପରେ ବିନା କଟକଣାରେ ହେବ ଗଣେଶ ପୂଜା

ଏଥର ପୂଜାକୁ ଆକର୍ଷଣୀୟ ଲାଗି ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି

Special story
କେମିତି ଲାଗିଲା ବ୍ରହ୍ମପୁର ବଡ଼ ମେଡିକାଲରେ ନିଆଁ ? ଅଗ୍ନି ନିର୍ବାପକ ବ୍ୟବସ୍ଥା କାମ କରୁନଥିବା ଅଭିଯୋଗ

ରକ୍ଷଣାବେକ୍ଷଣା ପାଇଁ ଅଚଳ ହୋଇପଡ଼ିଥିବା ସ୍ୱୀକାର କଲେ ଅଗ୍ନିଶମ ଅଧିକାରୀ,ତୁରନ୍ତ ମରାମତି ସହ ମେଡିକାଲର ସୁରକ୍ଷା ପାଇଁ ଉଠିଲା ଦାବି

  • Sunday, 28 August 2022
  • MKCG
Special story
ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଚାଲିଗଲା ୫ ଜୀବନ

ଏକ ଯାତ୍ରୀବାହୀ ଅଟୋକୁ କୋଇଲା ବୋଝେଇ ଟ୍ରକ୍ ଚାପିଦେଲା

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 28 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Sunday, 28 August 2022
Husband's body lies unattended in hospital
ପରିଣତ ବୟୟରେ ନିଜ ଗର୍ଭକୁ କାହିଁକି ନିନ୍ଦୁଛି ଏ ବୁଢ଼ୀ ମାଆ ?

ନିଜ ଜନ୍ମଦାତାଙ୍କ ପ୍ରତି ଏଭଳି ଆଚରଣକାରୀ ପୁଅ-ଝିଅ କେମିତି ଭୁଲିଯାଉଛନ୍ତି ଯେ କାଲି ସେମାନଙ୍କ ଦିନ ବି ଆସୁଛି ବୋଲି...।

Nuakhai leave controversy
ପଶ୍ଚିମ ଓଡ଼ିଶାରେ ଘନଉଛି ନୂଆଖାଇ ଛୁଟି ବିବାଦ

ବଢୁଛି ନୂଆଖାଇ ଛୁଟି ବିବାଦ। ପଶ୍ଚିମ ଓଡ଼ିଶାରେ ତୀବ୍ର ହେଉଛି ବିକ୍ଷୋଭ ସହ ଆନ୍ଦୋଳନ। କେଉଁଠି ଜିଲ୍ଲାପାଳଙ୍କ ଅଫିସ୍‌ରେ ପଶି ହଙ୍ଗାମା କଲେଣି ତ ଆଉ କେଉଁଠି ସ୍ମାରକପତ୍ର ଦେଇ ଚେତାବନୀ ଶୁଣାଇଲେ। ବରଗଡ଼ରୁ ବଲାଙ୍ଗିର, ସମ୍ବଲପୁରରୁ ସୁବର୍ଣ୍ଣପୁର ସବୁଠି ଦେଖାଦେଇଛି ଅସନ୍ତୋଷର ବାତାବରଣ।

Insufficient of fertilizer in odisha
ସାର ଅଭାବକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ସାର ଅଭାବକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି। କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଏହାର ଜବାବ ଦେଇଛନ୍ତି। ରାଜ୍ୟ ଯେତିକି ସାର ମାଗିଥିଲା ତା’ଠାରୁ ଯଥେଷ୍ଟ ଅଧିକ ଯୋଗାଇ ଦିଆଯାଇଛି ବୋଲି ସେ କହିଛନ୍ତି। ହେଲେ…

grocery price hike
ଡ଼ାଲି, ଚାଉଳ ରେଟ୍‌ ଦେଖି ଗ୍ରାହକ ଛାନିଆଁ !

ଖାଉଟିଙ୍କ କହିବା କଥା, ସବୁ ଜିନିଷର ଦାମ ବଢ଼ିଯାଉଛି।  ଢେର୍ ବାଧୁଛି  କେମିତି ଚଳିବେ, କିଛି ବୁଝି ହେଉନି। 

Why not Bharat Ratna to Dhyan Chand
‘ଭାରତ ରତ୍ନ’ ଠାରୁ ଅପହଞ୍ଚ ଦୂରରେ ହକି ଯାଦୁକର

ଭାରତୀୟ ହକି କହିଲେ ଯାହାଙ୍କ ନାଁ ମନ ଭିତରେ ସ୍ୱତଃ ଭାସି ଆସେ, ସେ ହେଉଛନ୍ତି ତିନି ଥର ଅଲିମ୍ପିକ୍ ସ୍ୱର୍ଣ୍ଣ ବିଜେତା ମେଜର୍ ଧ୍ୟାନ ଚାନ୍ଦ। ଅସାମାନ୍ୟ ଖେଳାଳି, ‘ହକି ଯାଦୁକର’ ଭାବରେ ଆଖ୍ୟାୟିତ; ଅଥଚ ଧ୍ୟାନ ଚାନ୍ଦଙ୍କୁ ପ୍ରଥମ କ୍ରୀଡ଼ାବ୍ୟକ୍ତିତ୍ୱ ଭାବେ ମରଣୋତ୍ତର ‘ଭାରତ ରତ୍ନ’ ଦିଆ ନ ଯାଇ ଜଣେ କ୍ରିକେଟ୍ ତାରକାଙ୍କୁ ବଛାଯିବା ପଛରେ କି କାରଣ ଥିଲା ଆସନ୍ତୁ ଜାଣିବା।

Special story
‘ଅଜା କିଚେନ’ର କମାଲ : ସାଙ୍ଗରେ ଅଛନ୍ତି ଆଈ...ୟୁଟ୍ୟୁବରେ ‌ଆଠ ଲକ୍ଷ ସବ୍‌ସ୍କ୍ରାଇବର୍‌

ବୃଦ୍ଧ ଦମ୍ପତିଙ୍କ ପ୍ରତିଭା ଅନ୍ୟମାନଙ୍କ ପାଇଁ ପ୍ରେରଣା ।

How will be a worship place in house according to vastu
କେମିତି କରିବେ ପୂଜାଘର, ଶୁଭ ଫଳ ପାଇଁ ୧୦ ପଏଣ୍ଟ୍

ଘର ତିଆରି ବେଳେ ପ୍ରତ୍ୟେକ ହିନ୍ଦୁ ପରିବାର ଏକ ଠାକୁର ଘର ନିର୍ମାଣର ଚିନ୍ତା କରିଥାନ୍ତି। ଘରେ ସର୍ବଦା ଈଶ୍ୱର କରୁଣା ରହୁ ଏହା ସମସ୍ତଙ୍କର ଲକ୍ଷ ଥାଏ। ତେବେ ଏହି ଠାକୁର ଘର କିପରି ହେଲେ ଶୁଭ ଫଳ ମିଳିବ ଆସନ୍ତୁ ଜାଣିବା।

Ghodahada Wetland
ଚାଲ ବୁଲିଯିବା ଘୋଡ଼ାହାଡ଼ ଇକୋ ଟୁରିଷ୍ଟ ସ୍ପଟ୍

ପ୍ରତି ବର୍ଷ ଶୀତ ଋତୁରେ ଏଠାକୁ ବହୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ।

Special story
ଫୋନ୍‌ କରି କରି ଥକିଗଲା ବୁଢ଼ୀ ମା’ : ବାପାର ଶବ ନେବାକୁ ଆସିଲାନି କୁଲାଙ୍ଗାର ପୁଅ

ଏ ଦୁନିଆରେ ସମସ୍ତେ ସ୍ୱାର୍ଥର ଦାସ । ସ୍ୱାର୍ଥ ସରିଗଲେ ପୁଅଝିଅ ବି ବାପାମା’ଙ୍କୁ ଚିହ୍ନି ପାରନ୍ତି ନାହିଁ ।

Special story
ମା’ ଶିକ୍ଷୟିତ୍ରୀ, ହେଲେ ସ୍କୁଲରେ ପାଠ ପଢ଼ାଉଛି ଝିଅ

ରାଜକନିକା ବ୍ଲକ ରାଉତବର୍ତ୍ତନି ସ୍କୁଲରେ ଏପରି ଅଭାବନୀୟ ଘଟଣା ଘଟିଛି ।

Special story
ଅନ୍ୟ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଲା : ନିଲମ୍ବିତ ହେଲେ ମଦ୍ୟପ ଶିକ୍ଷକ ଜଗଦୀଶ ବେହେରା

ମଦ୍ୟପାନ କରି ଶିକ୍ଷକ ଅନ୍ୟ ସ୍କୁଲରେ ପଶି ପିଲାଙ୍କୁ ମାଡ଼ ମାରିବା ଘଟଣାରେ ସମ୍ପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Special story
ମନ୍ଦିରରେ ସ୍କୁଲ : ଯେଉଁଠି ଭକ୍ତ ଆସି ପୂଜାପାଠ କରନ୍ତି, ସେଇଠି ବସି ପାଠ ପଢ଼ନ୍ତି ଛୋଟ ଛୋଟ ପିଲା

ପୂଜାପାର୍ବଣ ଆସିଲେ, ମନ୍ଦିରରେ ଗହଳି ବଢ଼େ, ତେଣୁ ସ୍କୁଲ ବନ୍ଦ। ଆଉ ମଧ୍ୟାହ୍ନ ଭୋଜନ ହୁଏ ମନ୍ଦିର ପ୍ରାଙ୍ଗଣରେ।

Amid Kotia row, Andhra to construct new road near Odisha village
ଆନ୍ଧ୍ରର କୋଟିଆ ଲୋଭ, ୧୧ କୋଟି ଖର୍ଚ୍ଚରେ ତିଆରି ହେବ ରାସ୍ତା

କୋଟିଆ ପଞ୍ଚାୟତର ଶେଷ ଗାଁ ଫାଟୁସିନେରି ନିକଟ ତଥା ଆନ୍ଧ୍ରର ନନ୍ଦା ଗାଁ ପଟେ ରାସ୍ତା ତିଆରି ପାଇଁ ଆନ୍ଧ୍ର ସରକାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

Special story
ଦିବ୍ୟାଙ୍ଗ ପ୍ରେମିକଙ୍କ ହାତ ଧରିଲେ ଚାନ୍ଦିନୀ : ନିରୋଳା ପ୍ରେମ ପାଇଁ ଅଢ଼େଇ ଲକ୍ଷ ଉପହାର ଦେଲେ ସରକାର

ଦିଲ୍ଲୀପ ଓ ଚାନ୍ଦିନୀଙ୍କ ପ୍ରେମକାହାଣୀ ଦିନେ ଚର୍ଚ୍ଚାରେ ଥିଲା। ଏବେ ପୁଣି ସେମାନେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି ।

Special story
ରାଜ୍ୟରେ ଖୋଲିବ ୩୬ଟି ନୂଆ ଥାନା : ପରିଚାଳନା ପାଇଁ ୫୬୩ ନୂଆ ପଦବୀ ସୃଷ୍ଟି

ନୂଆ ଥାନା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ