ଟ୍ୱିନ୍ ସିଟି ସାଙ୍ଗକୁ ଜଟଣୀ ଓ ତାଳଚେରରେ ବ୍ୟାପକ ଆୟୋଜନ । ଅଗ୍ରପୂଜ୍ୟଙ୍କ ଆଗମନରେ ଉତ୍ସବମୁଖର ପୁରପଲ୍ଲୀ । ୧୨ ଦିନିଆ ମହୋତ୍ସବକୁ ନେଇ ଉଠୁଛୁ ପଡ଼ୁଛି ମୁମ୍ବାଇ ।
କଟକରେ ବିକୃତ ଗଣେଶ ମୂର୍ତ୍ତି ତିଆରି ସଂପର୍କିତ ମାମଲା । ମୂର୍ତ୍ତି କାରିଗର ଏବଂ କ୍ଲବ୍ଗୁଡ଼ିକୁ କଟକ ଡିସିପିଙ୍କ ତାଗିଦ ।
ଏକ ନୋଟିସ ଜାରି କରି ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଗଣେଶ ପୂଜା ଅର୍ଥାତ ଅଗଷ୍ଟ ୩୧ ତାରିଖ ଦିନ କୌଣସି ବି ମାଂସ ଦୋକାନ ଖୋଲିବ ନାହିଁ ।
ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀର କୁଆଖାଇ ଓ ଦୟାନଦୀ କୂଳରେ ୨ଟି ଅସ୍ଥାୟୀ ପୋଖରୀ କରାଯାଇଛି। ସେଥିରେ ଭୁବନେଶ୍ୱରର ସମସ୍ତ ମୂର୍ତ୍ତି ବିସର୍ଜନ କରିବାକୁ BMC କମିଶନର ଅପିଲ୍ କରିଛନ୍ତି।