• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 30 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ପିହୁ ପାଇଁ ପୋଲିସର ନିଦ ଭାଙ୍ଗିଲା, ୫ ଲକ୍ଷ ଟଙ୍କାର ପୁରାସ୍କାର ଘୋଷଣା କରି ପୋଷ୍ଟର ମାରିଲା

ପିହୁର ସୂଚନାଦାତାଙ୍କୁ ୫ ଲକ୍ଷ ଦେବାକୁ ପୋଲିସର ଘୋଷଣା । ଗତ ୨୦୨୦ ଅଗଷ୍ଟ ୯ରୁ ନିଖୋଜ ହୋଇଯାଇଛି ପିହୁ  । More
  • Satyendu Shekher Mishra
  • 2 years ago

ଚିନ୍ତାରେ ପୂଜା କମିଟି ! ୫୦ ଫୁଟ୍‌ ଲେଖାଏଁ ଗଣେଶ ମୂର୍ତ୍ତି, ହେଲେ ନିୟମ କହୁଛି ଅନୁମତି ନାହିଁ

ଏଥର ବିନା କୋଭିଡ୍ କଟକଣାରେ ଗଣେଶ ପୂଜା ଅଗ୍ରପୂଜ୍ୟଙ୍କ ଆରାଧନା । ଲାଗି ଚଳଚଞ୍ଚଳ ପୂଜା ମଣ୍ଡପ ବିଘ୍ନ ବିନାଶକଙ୍କ ପୂଜାକୁ ନେଇ ସରୁନି ବିବାଦ । More
  • Satyendu Shekher Mishra
  • 2 years ago

ଚାଷୀଙ୍କୁ ସାର ଚିନ୍ତା ! କଳାବଜାରୀ ଦାମ ଭାଙ୍ଗିଦେଉଛି ମେରୁଦଣ୍ଡ, ଷ୍ଟକ୍‌ ଥାଇ ବି ମିଳୁନି ସାର

ପଶ୍ଚିମରୁ ପୂର୍ବ, ଦକ୍ଷିଣରୁ ଉତ୍ତର । ରାଜ୍ୟ ବ୍ୟାପି ସାରର ସଙ୍କଟ ଜନକ ସ୍ଥିତି । ବର୍ଷାକୁ ଦେଖି ଚାଷୀ ରୁଆ ବେଉଷଣ ସିନା କରୁଛି, ହେଲେ ମନକୁ ଘାରୁଛି ରିହାତି ସାରର ଅଭାବ । More
  • Satyendu Shekher Mishra
  • 2 years ago

ମହିଳାଙ୍କ ପାଇଁ ଅସୁରକ୍ଷିତ ଓଡ଼ିଶା, ଚିନ୍ତା ବଢ଼ାଇଲା NCRB ରିପୋର୍ଟ

ମହିଳାଙ୍କ ପ୍ରତି ଅପରାଧରେ ୨୩% ବୃଦ୍ଧି, ଦେଶରେ ୩ ନମ୍ବର । ଆଇନ୍‌ଶୃଙ୍ଖଳା ସ୍ଥିତିକୁ ନେଇ ବର୍ଷିଲେ ବିରୋଧୀ । More
  • Satyendu Shekher Mishra
  • 2 years ago

ମୁଣ୍ଡଳି ବ୍ରିଜ୍‌ରେ ଆତ୍ମହତ୍ୟାର ହାଇଡ୍ରାମା ! ସ୍କୁଟି-ହେଲମେଟ୍-ଚପଲ ଥୋଇ ବିଭ୍ରାନ୍ତ କରିଥିଲେ ରଘୁରଞ୍ଜନ

ଗାଡି ଖରାପ ହେବାରୁ ଟ୍ରକ୍‌ରେ ପଳାଇଥିଲେ ଯୁବକ ! ସତ କହୁଛନ୍ତି ତ ରଘୁରଞ୍ଜନ?  More
  • Prangyan Parimita
  • 2 years ago

ନୂଆଁଖାଇ ପରଦିନ ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ଛୁଟି

ଛୁଟି ଘୋଷଣା କଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ More
  • Satyendu Shekher Mishra
  • 2 years ago

ମାସକ ଭିତରେ ଶାଶୂଘର ଛାଡ଼ିବେ ବର୍ଷା, କୋର୍ଟଙ୍କୁ ଦେଲେ ସୂଚନା

ଜିଲ୍ଲା ଜଜ୍ କୋର୍ଟରେ ବର୍ଷା ଶାଶୁଘର ଛାଡ଼ିବା ଜଣାଇବାରୁ ମାମଲାର ଅନ୍ତ ଘଟିଛି । More
  • Satyendu Shekher Mishra
  • 2 years ago

ଫିଲ୍ମ ଷ୍ଟାଇଲ ଲଭ୍‌ଷ୍ଟୋରୀ ! ଲିଫ୍ଟ.. ପ୍ରେମ.. ବିବାହ, ୫ ବର୍ଷ ପରେ ଧୋକା ଦେଇ ଲୁଟ୍

ଟଙ୍କା ସୁନା ଲୁଟି ମହିଳା ଫେରାର୍ । ଆଗରୁ ମହିଳା ଜଣକ ବାହା ହୋଇଥିଲେ । More
  • Manoranjan Behera
  • 2 years ago

ଉଜୁଡ଼ିଗଲା ୫ ପରିବାର..କାନ୍ଦବୋବାଳିରେ ଫାଟି ପଡ଼ିଲା ଗାଁ ଦାଣ୍ତ

ଏ ଦୃଶ୍ୟ ଦେଖିଲେ ଛାତି ଫାଟିଯିବ। ଏକା ସାଙ୍ଗରେ ୫ ଜଣଙ୍କ ପାଇଁ କୋକେଇ ବନ୍ଧା ହେଲା, ଗାଁ ଶ୍ମଶାନରେ ଜୁଇ ବି ଜଳିଲା। ମହୁଲ ତେଲ ପେଡିବା ହେଲା କାଳ...ରାସ୍ତା ଉପରେ ଚାଲି ଗଲା ୫ ଜଣଙ୍କ ପ୍ରାଣ। ଦେଖନ୍ତୁ ଆତ୍ମୀୟ ସୋଜନଙ୍କୁ ହରାଇ କେମିତି କାନ୍ଦୁଛି ପୂରା ପରିବାର.. More
  • Manoranjan Behera
  • 2 years ago

ଅଳିଆ ବିବାଦ ତୁଟାଇବା ପାଇଁ ୯ ମାସ ସମୟ ମାଗିଛୁ: ଉଷା ଦେବୀ

ସଙ୍ଗୀନ ହେଲାଣି ଭୁବନେଶ୍ୱରର ପରିମଳ ବ୍ୟବସ୍ଥା । ପ୍ରାୟ ୨୦ ଦିନ ହେବ ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ଅଳିଆ ଆବର୍ଜନା ପଡ଼ିପାରୁନଥିବାରୁ ପରିସ୍ଥିତି ଅଣାୟତ ଆଡ଼କୁ ଗତି କରୁଛି। More
  • Manoranjan Behera
  • 2 years ago

ବହୁ ଚର୍ଚ୍ଚିତ ବାବ୍ରି ମସଜିଦ ମାମଲାରେ ପଡିଲା ପୂର୍ଣ୍ଣଛେଦ

ବାବ୍ରି ମସଜିଦ୍‌ ଭଙ୍ଗା ଘଟଣାର ସବୁ ମାମଲା ବନ୍ଦ କଲେ ସୁପ୍ରିମକୋର୍ଟ। ଗୁଜରାଟ ଦଙ୍ଗା ସହ ଜଡିତ ସମସ୍ତ ମାମଲରେ ବନ୍ଧା ହେଲା ଡୋରି। ଏନେଇ ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ବାବ୍ରି ମସଜିଦ ଭାଙ୍ଗିବା ଏବଂ ଗୁଜୁରାଟ ଦଙ୍ଗା ସହ ଜଡିତ ସମସ୍ତ ମାମଲାକୁ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। More
  • Rajalaxmi Sahoo
  • 2 years ago

ଭିଜିଲାନ୍ସ ଜାଲରେ ପୋଲିସ୍‌ ବାବୁ, ୩୦ ହଜାର ଟଙ୍କା ନେବାବେଳେ ଧରାପଡ଼ିଲେ...

ଢେଙ୍କାନାଳ ସଦର ଥାନା IIC ଅଭିନବ ଡାଳୁଆ ଭିଜିଲାନ୍ସ ଟିମ୍‌ ହାତରେ ଧରାପଡ଼ିଛନ୍ତି। ୩୦ ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିବା ସୂଚନା ମିଳିଛି।  More
  • Manoranjan Behera
  • 2 years ago

ବଲିଉଡ୍‌ରେ ଓଡ଼ିଆ ଝିଅଙ୍କ କମାଲ; ସଲମାନ ଅଲ୍ଲୀଙ୍କ ସହ କଲେ ପ୍ରୋମୋ ସୁଟ୍‌..

ଭଦ୍ରକର ଝିଅ ସିନା କିନ୍ତୁ ମୁମ୍ବାଇ ମଞ୍ଚରେ ଏମିତି ଗୀତ ଗାଇଲେ ଯେ ସମସ୍ତେ ଆବାକ୍‌ ହୋଇଗଲେ । ଖାଲି ଆବାକ୍‌ ହେଲେ ତାହା ନୁହେଁ ବରଂ ସଲ୍‌ମାନ୍ ଅଲ୍ଲୀଙ୍କ ସହ ଏକ ରିୟଲିଟି ସୋ ପାଇଁ ପ୍ରମୋ ସୁଟ୍ ବି କଲେ । More
  • Rajalaxmi Sahoo
  • 2 years ago

ମହିଳା ଅସଦାଚରଣରେ ଓଡ଼ିଶା ନମ୍ବର ୧

ମହିଳା ନିର୍ଯାତନା ଦେଶର ଟପ୍ -୫ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ସେହିପରି ମହିଳାଙ୍କ ଉପରେ ହେଉଥିବା ଅପରାଧରେ ଓଡ଼ିଶା ୩ ନମ୍ବରରେ ରହିଛି। More
  • Manoranjan Behera
  • 2 years ago

ଚଳଚଞ୍ଚଳ ଭଦ୍ରକ ସହର; ମାସେ ପର୍ଯ୍ୟନ୍ତ ପୂଜା ପାଇବେ ବୁଢ଼ା ଗଣେଶ

ରାତି ପାହିଲେ ଗଣେଷ ପୂଜା। କିନ୍ତୁ ଏଠିକାର ପରମ୍ପରା ବହୁ ପୁରୁଣା...ସେଇଥି ପାଇଁ ତ ଦିନେ ନୁହେଁ କି ଦୁଇ ନୁହେଁ ବରଂ ପୂରା ମାସେ କାଳ ପୂଜା ପାଇବା ପରେ ବିସର୍ଜନ ହୁଅନ୍ତି ଶ୍ରୀଗଣେଷ। ମାନସିକ କଲେ ପୂର୍ଣ୍ଣ ହୁଏ ମନସ୍କାମନା.. More
  • Rajalaxmi Sahoo
  • 2 years ago

OMSA ନିର୍ବାଚନ ପ୍ରସଙ୍ଗ: ମାମଲା ଖାରଜ କଲେ ହାଇକୋର୍ଟ

ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍(OMSA)ନିର୍ବାଚନ ପ୍ରସଙ୍ଗକୁ ନେଇ ଦାୟର ହୋଇଥିବା ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। More
  • Rajalaxmi Sahoo
  • 2 years ago

କରେଣ୍ଟ ନେଲା ହାତୀ ଜୀବନ: ନିଲମ୍ବିତ ହେଲେ ଫରେଷ୍ଟର, ଗାର୍ଡ

KVK ଫାର୍ମ ଭିତରେ ବିଦ୍ୟୁତ୍‌ ତାର ଲାଗି ୨ ମାଈ ହାତୀଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ହାତୀ ଦୁଇଟି ପଶି ଆସିଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ।  More
  • Rajalaxmi Sahoo
  • 2 years ago

ଦିନକୁ ଓଡ଼ିଶାରେ ୧୫ ଜଣ କରୁଛନ୍ତି ଆତ୍ମହତ୍ୟା: NCRB ରିପୋର୍ଟ

ଗତବର୍ଷ କେବଳ ୫,୬୫୧ ଜଣ ଆତ୍ମହତ୍ୟା କରିଥିବା ନ୍ୟାସନାଲ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋର ୨୦୨୧ ରିପୋର୍ଟରେ ପ୍ରକାଶ ପାଇଛି।   More
  • Manoranjan Behera
  • 2 years ago

ପହଞ୍ଚିପାରୁନି ସରକାରୀ ଯୋଜନା; କାଠପୋଲ ହିଁ ସାହା ଭରସା

ଦୈନନ୍ଦିନ ଯାତ୍ରା ପାଇଁ ସହଜ ବାଟଟିଏ ନାହିଁ, ତେଣୁ ଭାଗ୍ୟକୁ ଆଦରି ନିଜେ ନିର୍ମାଣ କରିଥିବା ଏହି ଅସୁରକ୍ଷିତ କାଠପୋଲ ହିଁ ସାହା ଭରସା । More
  • Rajalaxmi Sahoo
  • 2 years ago

ବଢ଼ୁଛି ଦିନ ତାତି, ୬ ସହରର ତାପମାତ୍ରା ୩୫ ଡିଗ୍ରୀ

ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ୬ ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀ କିମ୍ଵା ଏହାଠୁ ଅଧିକ ରେକର୍ଡ କରାଯାଇଛି। ୩୫.୮ ଡ଼ିଗ୍ରୀ ତାପମାତ୍ରା ସହ ଚାନ୍ଦବାଲି ଉତ୍ତପ୍ତ ସହର ହୋଇଛି। More
  • Rajalaxmi Sahoo
  • 2 years ago

ମହାନଦୀକୁ ଡେଇଁଲେ ଯୁବକ ! ବ୍ରିଜ୍‌ ଉପରେ ଥୁଆ ହୋଇଛି ସ୍କୁଟି ଓ ଚପଲ

ଆଜି ସକାଳେ ବ୍ରିଜ୍‌ ଉପରେ ସ୍କୁଟି ଓ ଚପଲ ରଖାଯାଇଥିବା ନେଇ କିଛି ଲୋକ ଦେଖିବାକୁ ପାଇଥିଲେ। ଏହାପରେ ପୋଲିସ୍‌କୁ ଖବର ଦେଇଥିଲେ। More
  • Manoranjan Behera
  • 2 years ago

ଶେଷ ପର୍ଯ୍ୟାୟରେ ପୂଜା ପ୍ରସ୍ତୁତି; ରଙ୍ଗୀନ ଆଲୋକ ସହ ଚକାଚକ୍‌ ପୂଜା ପେଣ୍ତାଲ

କଟକଣା ହଟିଥିବାରୁ ଏଥର ଦୁଇ ଗୁଣା ଉତ୍ସାହ । ଚାରିଆଡେ ଅଗ୍ରପୂଜ୍ୟଙ୍କ ଆବାହନ ଧରାପୃଷ୍ଠରେ ପୂଜା ପାଇବେ ବିଘ୍ନ ବିନାଶକ, ଲମ୍ବୋଦର, ଗଜାନନ । ଦୁଇ ବର୍ଷ ପରେ ଗଣେଶ ପୂଜା ପାଇଁ ଚଳଚଂଚଳ ଗାଁରୁ ସହର । କେଉଁଠି ବିରାଟ ପେଣ୍ଡାଲ ତ ଆଉ କେଉଁଠି ଗଜାନନଙ୍କ ବିଶାଳ ମୂର୍ତ୍ତି । More
  • Rajalaxmi Sahoo
  • 2 years ago

୨ ମାସ ପରେ ଜେଲ୍‌ରୁ ମୁକୁଳିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ

ଦିଲ୍ଲୀର ଜଣେ ବ୍ୟବସାୟୀ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ୧ କୋଟି ଟଙ୍କା ଠକେଇ ନେଇ EOWରେ ଅଭିଯୋଗ କରିଥିଲେ। ଏହାପରେ ଅର୍ଦ୍ଧେନ୍ଦୁଙ୍କୁ ଗିରଫ କରାଯାଇଥିଲା। More
  • Manoranjan Behera
  • 2 years ago

ଖୋଳ ହେଉଛି ଖୋର୍ଦ୍ଧା ଜିଲ୍ଲାର ଖଣିଜ ସଂପଦ; ବିରୋଧ କରିବାକୁ ଯାଇ ଲହୁଲୁହାଣ ହେଉଛନ୍ତି ସରକାରୀ ବାବୁ

ଖୋଳା ଚାଲିଛି ମାଙ୍କଡା ପଥର ଖଣି । ଦିନ ଦ୍ୱିପହରେ ନିୟୋଜିତ ହୋଇଛି ପାୱାର ଟିଲର । ବେଧଡ଼କ କଟା ଚାଲିଛି ପଥର । ଏଭଳି ପଥର ଖୋଳା ଯୋଗୁଁ ସୃଷ୍ଟି ହେଲାଣି ବିରାଟ ବିରାଟ ଖାଲ । କେବଳ ମାଙ୍କଡ଼ା ପଥର ନୁହଁ, ଜାତୀୟ ରାଜପଥ କଡ଼ର କେଉଁ ପାହାଡ଼ରୁ ମୁଗୁନି ପଥର ତ ଆଉ କେଉଁଠି ମୋରମ ଖୋଳି ଚାଲାଣ ହେଉଛି ।  More
  • Satyendu Shekher Mishra
  • 2 years ago

ସବୁଠି ଉଜୁଡ଼ା କ୍ଷେତ ଦେଖି ହତାଶ ଅନ୍ନଦାତା, ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କଲେଣି ଚାଷୀ

ସୁବର୍ଣ୍ଣରେଖା ବନ୍ୟାର ୭ଦିନ ପରେ ବି ବହୁ ଗାଁରେ ଜଳବନ୍ଦୀ ସ୍ଥିତି । More
  • Satyendu Shekher Mishra
  • 2 years ago

ଥିଲେ ଝିଅ, ହେଲେ ପୁଅ ! ଅପରେସନ୍‌ କରି ଓଡ଼ିଆ IPS ଦମ୍ପତିଙ୍କ ଝିଅ ହୋଇଗଲେ ପୁଅ

ଦିଲ୍ଲୀରେ ହେଲା ସେକ୍ସ ରିଆସାଇନ୍‌ମେଣ୍ଟ ସର୍ଜରୀ । ବଦଳିବାକୁ ଯାଉଛି ୨୨ ବର୍ଷର ପରିଚୟ । More
  • Manoranjan Behera
  • 2 years ago

ନୋଏଡ଼ା ଭଳି ଓଡ଼ିଶାରେ ବି ଭଙ୍ଗାଯିବ କି ବେଆଇନ କୋଠା ?

ଆଇନଗତ ଲଢ଼େଇ ପରେ ଶେଷରେ ଧୂଳିସାତ ହେଲା ନୋଏଡାର ବହୁ ଚର୍ଚ୍ଚିତ ଟ୍ୱିନ୍ ଟାଓ୍ୱାର । ଭୁବନେଶ୍ୱରରେ ବେଆଇନ ନିର୍ମାଣ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଛି । କାର୍ଯ୍ୟାନୁଷ୍ଠାନର ଧମକ ବି ଦେଉଛି ବିଡିଏ । କିନ୍ତୁ ବାସ୍ତବ କ୍ଷେତ୍ରରେ ଫଳ ଓଲଟା । ଏପର୍ଯ୍ୟନ୍ତ ବେଆଇନ ଭାବେ ନିର୍ମାଣ ହୋଇଥିବା କୌଣସି ବଡ଼ ବିଲ୍ଡିଂ ଉଚ୍ଛେଦ କରିନି ବିଡିଏ । More
  • Manoranjan Behera
  • 2 years ago

ଦଶମ ଦିନକୁ ଛୁଇଁଲା ରାଜଧାନୀବାସୀଙ୍କ ଅଳିଆ ଯନ୍ତ୍ରଣା

୧୦ ଦିନ ତଳେ ସ୍ଥିତି ଯେମିତି ଥିଲା, ସେଥିରେ ସୁଧାର ଆସିବ କଣ, ବରଂ ଆଜି ଆଉ ଟିକେ ସଙ୍ଗୀନ ହୋଇପଡ଼ିଛି ସ୍ଥିତି । ଦିନ ଦିନ ଧରି ଅଳିଆ ଆବର୍ଜନା ପଡ଼ି ରହିବା ପରେ ସଢ଼ିବା ଆରମ୍ଭ କଲାଣି । ଦୁର୍ଗନ୍ଧରେ ରାସ୍ତାରେ ଛିଡା ହେବା ମୁସ୍‌କିଲ ହୋଇପଡ଼ିଛି । More