• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Two Elephants Die After Coming In Contact With Electric Wire In Keonjhar
ପୁଣି ଗଲା ହାତୀଙ୍କ ଜୀବନ: ବିଦ୍ୟୁତ୍‌ ତାର ଲାଗି ୨ ହାତୀ ମୃତ

କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ହାତୀ ଦୁଇଟି ପଶି ଆସିଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ୨ ହାତୀଙ୍କ ମୃତ୍ୟୁ ଘଟିଥିଲା। 

Light rain to lash north Odisha districts today
ଆଜିଠୁ କମିବ ବର୍ଷା ! ୨୪ ଦିନରେ ୪୪୪.୫ ମି.ମି. ବର୍ଷା ରେକର୍ଡ

ଅଗଷ୍ଟ ମାସର ପ୍ରଥମ ୨୪ ଦିନରେ ରାଜ୍ୟରେ ଏଯାବତ୍‌ ୪୪୪.୫ ମି.ମି. ବର୍ଷା ରେକର୍ଡ କରାଯାଇଛି। ୨୦୨୨ ମସିହା ଜୁନରୁ ୨୦୨୨ ମସିହା  ଅଗଷ୍ଟ ୨୪ ମଧ୍ୟରେ ରାଜ୍ୟରେ ୯୫୨.୬ ମି.ମି. ବର୍ଷା ରେକର୍ଡ ହୋଇଛି। 

Padma Shri Kamala Pujari's health critical
SCBକୁ ସ୍ଥାନାନ୍ତର ହେଲେ ପଦ୍ମଶ୍ରୀ କମଳା ପୁଜାରୀ

କମଳା ପୁଜାରୀଙ୍କ କିଡ୍‌ନୀ ଜନିତ ରୋଗ ସମସ୍ୟା ଗୁରୁତର ହେବାରୁ ତାଙ୍କୁ ଜୟପୁରରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ କଟକ SCB ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। 

The fear of people near river
୦୯ରେ ସୁବର୍ଣ୍ଣରେଖା, ୧୯ରେ ମହାନଦୀ; ୨୦୨୪?

ମହାନଦୀ ହେଉ କି ସୁବର୍ଣ୍ଣରେଖା ଅବା ବୈତରଣୀ; ଯେବେ ବି ଏହି ନଦୀରେ ବନ୍ୟା ଆସିଛି ଲୋକଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲିଦେଇଛି। ବିକାଶର ଗୋଟି ଗୋଟି ପାହାଚ ଅତିକ୍ରମ କରୁଥିବା ବିପନ୍ନଙ୍କୁ ପୁଣି ପଛରେ ପକାଇଦେଉଛି। ଦୀର୍ଘ ଦଶନ୍ଧି ଧରି ଚାଲିଆସୁଥିବା ଏହି ପ୍ରକ୍ରିୟା ୨୨ ବର୍ଷର ନୀରବଛିନ୍ନ ସ୍ଥାୟୀ ଶାସନ ପାଇଁ ଏକ ବିରାଟ ପ୍ରଶ୍ନ ଠିଆକରିଛି; ସରକାର କରିଛନ୍ତି କ’ଣ?

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 25 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Thursday, 25 August 2022
OTV Relief
ବନ୍ୟା ବିପନ୍ନଙ୍କୁ ଓଟିଭି କେୟାର୍ସ ପକ୍ଷରୁ ରିଲିଫ୍‌ ବଣ୍ଟନ

୩ ଶହରୁ ଅଧିକ ବିପନ୍ନ ପରିବାରକୁ ଓଡ଼ିଶା ଟେଲିଭିଜନ୍ ଲିମିଟେଡ୍ ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି ।

Father-Daughter
ବାପା ଯେମିତି ଝିଅ ସେମିତି, କେହି କାହାଠୁ କମ୍‌ ନୁହେଁ ! ଗୋଟିଏ ଟୁର୍ଣ୍ଣାମେଣ୍ଟରେ ଜିତିଲେ ସ୍ୱର୍ଣ୍ଣ ପଦକ

ଗୋଟିଏ ଟୁର୍ଣ୍ଣାମେଣ୍ଟରେ ବାପ-ଝିଅଙ୍କୁ ଗୋଲ୍ଡ ମେଡାଲ । ଷ୍ଟେଟ୍ ପାଓ୍ୱାରଲିଫ୍ଟିଂ ଚାମ୍ପିୟନସିପରେ ଉଭୟ ଜିତିଲେ ସ୍ବର୍ଣ୍ଣ ଚର୍ଚ୍ଚାରେ ଜୟପୁରର ବାପା-ଝିଅ ଯୋଡ଼ି, ଛୁଟୁଚ୍ଛି ଶୁଭେଚ୍ଛାର ସୁଅ ।

Babushan Mohanty
ଛିଣ୍ଡୁନି ଷ୍ଟାର କଳି ! ୫ କୋଟିର ମାନହାନି ମକଦ୍ଦମା, ୟୁଟ୍ୟୁବ୍‌ରୁ ଭିଡିଓ ଡିଲିଟ୍ ପାଇଁ ପ୍ରକୃତିଙ୍କ ଆବେଦନ

ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ଏବଂ ଶ୍ୱଶୁର ଲଳିତ ଶତପଥୀଙ୍କ ବିରୋଧରେ ଭୁବନେଶ୍ୱର କୋର୍ଟରେ ଦାୟର କରିଛନ୍ତି ୫ କୋଟିର ମାନହାନି ମୋକଦ୍ଦମା ।

Suresh Mahapatra
ପୁଣି ୬ ମାସ ବଢ଼ିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ; ଅତ୍ୟଧିକ ଆନୁଗତ୍ୟ ନା ଦକ୍ଷତା, ଉଠିଲା ପ୍ରଶ୍ନ

ପୂର୍ବତନ ପ୍ରଶାସକ କହିଲେ ବ୍ୟୁରୋକ୍ରାସି ଉପରେ ଖରାପ ପ୍ରଭାବ । ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ପୁଣି ୬ ମାସ ପାଇଁ ବୃଦ୍ଧି ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ରର ଅନୁମୋଦନ ।

Sweta Suicide Case
ସପ୍ତାହେ ପରେ ବି ରହସ୍ୟରେ ଶ୍ୱେତା ମୃତ୍ୟୁ ଘଟଣା, ବଏଫ୍ରେଣ୍ଡଙ୍କ ନିରବତା ଓ ପୋଲିସ୍ ତଦନ୍ତକୁ ନେଇ ଉଠୁଛି ପ୍ରଶ୍ନ

ଭୁବନେଶ୍ୱର ଡିସିପି କହିଲେ ସୌମ୍ୟଜିତଙ୍କୁ ହୋଇଛି ପଚରାଉଚରା । ଶ୍ୱାସରୁଦ୍ଧରୁ ଶ୍ୱେତାଙ୍କ ମୃତ୍ୟୁ ନେଇ ଆସିଲା ପୋଷ୍ଟମୋର୍ଟମ ରିପୋର୍ଟ ।

Flood
ଅକଥନୀୟ ଜଳଯନ୍ତ୍ରଣା ! ଶୌଚ ହେବାକୁ ଡଙ୍ଗାରେ ମାଇଲ ମାଇଲ୍ ଯାଉଛନ୍ତି ଝିଅ-ବୋହୂ

ଜରି ପାଲ ତଳେ କଦର୍ଯ୍ୟ ସ୍ଥିତିରେ ପାଠ ପଢୁଛନ୍ତି ବିଦ୍ୟାର୍ଥୀ । ଆହୁରି ଦୟନୀୟ ଅଞ୍ଚଳର ବୃଦ୍ଧ-ବୃଦ୍ଧାଙ୍କ ଅବସ୍ଥା।

Special story
ଅସୁରକ୍ଷିତ କି ହୀରାକୁଦ ଡ୍ୟାମ୍ ? ଡ୍ୟାମ୍ ସେଫ୍ଟି ଚିଫ୍ ଇଂଜିନିୟରଙ୍କ ଚିଠି ପରେ ଉଦବେଗ

ଦି କିଛି ବିପଦ ଥାଏ, ତାର ପ୍ରତିକାର ପାଇଁ ତୁରନ୍ତ ପଦକ୍ଷେପ ନିଆଯିବା କଥା ।

Dhanuyatra
ଏଥର ଧୁମ୍‌ଧାମ୍‌ରେ ହେବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ର

ପୌରାଣିକ କଥାବସ୍ତୁ ହରିବଂଶର ମଥୁରା ବିଜୟକୁ ନାଟ୍ୟ ରୁପାନ୍ତର ଆକାରରେ ମଞ୍ଚସ୍ଥ କରାଯାଇଥାଏ ଧନୁଯାତ୍ରାରେ ।

Special story
ନୂଆ ନିୟମ ଆଣିବେ ମୋଦି ସରକାର : ଗୋଟିଏ ଚାର୍ଜରରେ ଚାର୍ଜ ହେବ ମା’,ବାପା, ପୁଅର ଫୋନ୍‌

One Nation, One Charger ନିୟମ ଲାଗୁ ହେଲେ ଲୋକଙ୍କୁ କି ପ୍ରକାର ସୁବିଧା ମିଳିବ ?

Hirakud Dam
ହୀରାକୁଦ ବନ୍ଧର ବିଭନ୍ନ ସ୍ଥାନରେ ଫାଟ, ୨୩ ବର୍ଷ ହେଲା ଯାଞ୍ଚର ନାଁ ଗନ୍ଧ ନାହିଁ

ସ୍ପିଲ୍‌ୱେର ତଳମୁଣ୍ଡରେ ଆଉ କିଛି ଫାଟ ଅଛି କି ନାହିଁ, ଡ୍ରୋନ୍ ସାହାଯ୍ୟରେ ଅନୁସନ୍ଧାନ କରିବାକୁ ପରାମର୍ଶ ଦିଆଯାଇଥିଲା ।

Jr JEE Show Case Notice
ହସି ଦେବାରୁ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ !

ବନ୍ୟା ସମୟରେ ଗୋଟିଏ ପଞ୍ଚାୟତରେ ମାତ୍ର ୪୦-୫୦ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିଲା । କିନ୍ତୁ ୮୫୦ ଜଣଙ୍କୁ ରନ୍ଧାଖାଦ୍ୟ ବଣ୍ଟା ଯାଇଥିବାର ଏକ ମେସେଜ୍ ଆସିଥିଲା । ଏହା ଦେଖି ସେ ହସି ଦେଇଥିବା କହିଛନ୍ତି କନିଷ୍ଠ ଯନ୍ତ୍ରୀ ।

Ganesh Puja In Bhubaneswar: BMC Prepares 2 Temporary Ponds For Idol Immersion
ଏଥର ଭୁବନେଶ୍ୱରରେ କଟକଣା ମୁକ୍ତ ଗଣେଶ ପୂଜା, ମୂର୍ତ୍ତି ବିସର୍ଜନ ପାଇଁ ୨ଟି ଅସ୍ଥାୟୀ ପୋଖରୀ

ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀର କୁଆଖାଇ ଓ ଦୟାନଦୀ କୂଳରେ ୨ଟି ଅସ୍ଥାୟୀ ପୋଖରୀ କରାଯାଇଛି। ସେଥିରେ ଭୁବନେଶ୍ୱରର ସମସ୍ତ ମୂର୍ତ୍ତି ବିସର୍ଜନ କରିବାକୁ BMC କମିଶନର ଅପିଲ୍‌ କରିଛନ୍ତି।

Special story
ଦ୍ୱିତୀୟ ଥର ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି

ପୂର୍ବରୁ ସୁରେଶ ମହାପାତ୍ରଙ୍କର ୬ ମାସ କାର୍ଯ୍ୟକାଳ ବଢ଼ିଥିଲା ।

Parents Seek Help
ଧନ୍ୟରେ ବିଧାତା ! ବୃଦ୍ଧ ପିତା ମାତାଙ୍କର ଏକୋଇର ବଳା ବିଶିକେଶନକୁ କି କଷ୍ଟ ଦେଲୁ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୋଡ଼ ଗାଁର ମଧୁସୂଦନ ସିଂହ ଓ ସୁଭଦ୍ରା ସିଂହଙ୍କର ୧୦ ବର୍ଷୀୟ ପୁଅ ହେଉଛି କ୍ରିଷ୍ଣା । ଛୋଟ ଅପରେସନ ଜୀବନର ଗତିବିଧିକୁ ପରିବର୍ତ୍ତନ କରିଦେଲା । କିଏ ଜାଣିଥିଲା ଅପରେସନ ପରେ ଭଲ ହେବା ଜାଗାରେ କ୍ୟାନସର ଭଳି ବଡ଼ ବ୍ୟାଧିକୁ ଆପଣେଇ ନେବ ।

Special story
ବାବୁସାନଙ୍କ ପତ୍ନୀ ଓ ଶ୍ୱଶୁରଙ୍କ ନାଁରେ ୫ କୋଟିର ମାନହାନି ମାମଲା ଦାୟର କଲେ ପ୍ରକୃତି

ସୋସିଆଲ ମିଡିଆ ୟୁଟ୍ୟୁବକୁ ମଧ୍ୟ ପକ୍ଷଭୁକ୍ତ କଲେ ପ୍ରକୃତି ।

Software Engineer Sweta’s death case Bhubaneswar Post mortem report reveals death due to asphyxiation
ଇଞ୍ଜିନିୟର ଶ୍ୱେତା ମୃତ୍ୟୁ ମାମଲା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱରର ସଫ୍ଟଓ୍ୱୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏବେ ସାମ୍ନାକୁ ଆସିଛି।

40 Hostel Girls
ସୁଜି ଖାଇ ୪୦ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ତେଲକୋଇ ବ୍ଲକ ରାଇସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସର ୪୦ ଛାତ୍ରୀ ଅସୁସ୍ଥ ହେବାରୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । 

Sweta Boy friend
ପୋଲିସ ହେପାଜତରେ ସୌମ୍ୟଜିତ !

ଭୁବନେଶ୍ୱରରେ ସଫ୍ଟେଓ୍ୱୟାର ଇଂଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ପଚରାଉଚରା କରିପାରେ କମିଶନରେଟ ପୋଲିସ ।

Flood situation remains grim in low-lying areas of Balasore
ବିପଦ ଟଳିଛି ହେଲେ ଦୁର୍ଦ୍ଦଶା କମିନି: ତଳେ ବର୍ଷା ପାଣି, ଆଉ ଉପରେ ଦାଉ ସାଧୁଛି ପ୍ରକୃତି

ବନ୍ୟା ପାଣିରେ ବୁଡ଼ି ରହିଛି ଘର, ଗାଁରେ ସୁଅ କାଟୁଛି ପାଣି।ଜୀବନକୁ ଯେନତେନ ପ୍ରକାରେ ଲୋକ ବଞ୍ଚାଇ ଦେଇଛନ୍ତି ହେଲେ ଏବେ କେମିତି ଚଳିବେ ସେନେଇ ଚିନ୍ତା ଘାରିଛି। 

Lady Kill Self
ସହିପାରିଲେନି ଯୌତୁକ ନିର୍ଯାତନା, ଥାନା ଆଗରେ ବିଷ ପିଇଲେ ମହିଳା

ଗଞ୍ଜାମ ଜିଲା ଛତ୍ରପୁର ଥାନା ଆଗରେ ପୁଣି ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।