• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Illegal Stone Mining

Illegal Stone Mining
ଖୋଳ ହେଉଛି ଖୋର୍ଦ୍ଧା ଜିଲ୍ଲାର ଖଣିଜ ସଂପଦ; ବିରୋଧ କରିବାକୁ ଯାଇ ଲହୁଲୁହାଣ ହେଉଛନ୍ତି ସରକାରୀ ବାବୁ

ଖୋଳା ଚାଲିଛି ମାଙ୍କଡା ପଥର ଖଣି । ଦିନ ଦ୍ୱିପହରେ ନିୟୋଜିତ ହୋଇଛି ପାୱାର ଟିଲର । ବେଧଡ଼କ କଟା ଚାଲିଛି ପଥର । ଏଭଳି ପଥର ଖୋଳା ଯୋଗୁଁ ସୃଷ୍ଟି ହେଲାଣି ବିରାଟ ବିରାଟ ଖାଲ । କେବଳ ମାଙ୍କଡ଼ା ପଥର ନୁହଁ, ଜାତୀୟ ରାଜପଥ କଡ଼ର କେଉଁ ପାହାଡ଼ରୁ ମୁଗୁନି ପଥର ତ ଆଉ କେଉଁଠି ମୋରମ ଖୋଳି ଚାଲାଣ ହେଉଛି । 

Illegal Stone Mining
ଖୋର୍ଦ୍ଧା ଜିଲ୍ଲାରେ ବଢୁଛି ପଥର ମାଫିଆଙ୍କ ରାଜୁତି

ସରକାରୀ ଅଧିକାରୀଙ୍କୁ ନାଲି ଆଖି ଦେଖାଇ ଦୌରାତ୍ମ୍ୟ ଚଳାଇଛନ୍ତି ପଥର ମାଫିଆ । ଇତିମଧ୍ୟରେ ଜିଲ୍ଲାର ବହୁ ଅଫିସର ମାଫିଆଙ୍କ ଆକ୍ରମଣର ଶୀକାର ହୋଇ ଲହୁଲୁହାଣ ହେଲେଣି ।

Illegal Stone Mining
ଶେଷରେ ଜଗନ୍ନାଥଙ୍କୁବି ଲୁଟିଲେ

ଖୋର୍ଦ୍ଧାର ନିଜିଗଡ଼ ତାପଙ୍ଗ ପଞ୍ଚାୟତ ଅଞ୍ଚଳର ପଞ୍ଚାୟତର ତାପଙ୍ଗ, ଅଣ୍ଡା ଓ ଝିଙ୍କିଝାରୀ ଗାଁରେ ଥିବା ଶହ ଶହ ଏକର ଜଗନ୍ନାଥ ଜମିରେ ଚାଲିଛି ଲୁଟ୍ । ଦିନରେ ଖୋଳୁଛନ୍ତି ଆଉ ରାତି ହେଲେ ଚାଲାଣ ହେଉଛି । ସରକାରୀ ବାବୁମାନେ ଏକଥା ଯେ ଜାଣି ନାହାନ୍ତି, ତା ନୁହେଁ ଗ୍ରୀନ୍ ଟ୍ରିବୁନାଲରେ ସତ୍ୟପାଠ କରି ଖୋଦ୍ ଖୋର୍ଦ୍ଧା ଜିଲ୍ଲାପାଳ ବି ମାନିଛନ୍ତି