• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 31 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ମାଆ ସମଲେଇଙ୍କ ପାଖରେ ପହଞ୍ଚିଲା ପାହୁର ଭାର, ଏଥର ଧୁମ୍‌ଧାମ୍‌ରେ ପାଳନ ହେବ ନୂଆଁଖାଇ

ସମଲେଇଙ୍କ ପାଖରେ ନବାନ୍ନ ଲାଗି ପରେ ନୂଆଁଖିଆ । ମାଆଙ୍କ ପାଖରେ ପହଁଚିଲା ପାହୁର ଭାର । More
  • Satyendu Shekher Mishra
  • 2 years ago

ଟ୍ୱିନ୍‌ ସିଟିରେ ୫୦ ଫୁଟ୍‌ର ଗଜାନନ, ମୁଖ୍ୟ ଆକର୍ଷଣ ମୁମ୍ବାଇର ଲାଲ୍‌ବାଗରାଜା ଗଣେଶ

ଟ୍ୱିନ୍ ସିଟି ସାଙ୍ଗକୁ ଜଟଣୀ ଓ ତାଳଚେରରେ ବ୍ୟାପକ ଆୟୋଜନ । ଅଗ୍ରପୂଜ୍ୟଙ୍କ ଆଗମନରେ ଉତ୍ସବମୁଖର ପୁରପଲ୍ଲୀ । ୧୨ ଦିନିଆ ମହୋତ୍ସବକୁ ନେଇ ଉଠୁଛୁ ପଡ଼ୁଛି ମୁମ୍ବାଇ । More
  • Satyendu Shekher Mishra
  • 2 years ago

ବିଜେପି ଫୋକସ୍‌ରେ ଓଡ଼ିଶା, ଶାହଙ୍କ ଗସ୍ତର ମାସେ ପରେ ଆସୁଛନ୍ତି ନଡ୍ଡା ! କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ଅଗଷ୍ଟରେ ଆସିଥିଲେ ଶାହା । ଏବେ ଆସିବେ ନଡ୍ଡା । ୨୦୨୪ରେ କ୍ଷମତା ଦଖଲ ଲାଗି ରଣନୀତି ପ୍ରସ୍ତୁତ କରିବ ବିଜେପି । More
  • Chandan Shishu
  • 2 years ago

ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ନଚାଇ ଭିଡିଓ ସୁଟିଂ କଲେ ଆତ୍ମଘୋଷିତ ସମାଜସେବୀ

ଆଗାମୀ ଦିନରେ ପରଜା ସମାଜ ରାଜରାସ୍ତାକୁ ଓହ୍ଲେଇବେ ବୋଲି ଚେତାବନୀ ଦେଇଛି। More
  • Satyendu Shekher Mishra
  • 2 years ago

ବଡ଼ ସମସ୍ୟା, ଚିନ୍ତାରେ ପରୀକ୍ଷାର୍ଥୀ ! OCS-OJS ପରୀକ୍ଷା ଖାତା ଦେଖିବାକୁ ନାହାନ୍ତି ଏକ୍‌ଜାମିନର..

ପରୀକ୍ଷାର ୮ମାସ ପରେ ବି ବାହାରିପାରୁନି OCS ଓ OJS ଫଳ । ମୂଲ୍ୟାୟନକାରୀ ନଥିବାରୁ ଉଚ୍ଚଶିକ୍ଷା ବିଭାଗକୁ OPSCର ଚିଠି  । More
  • Satyendu Shekher Mishra
  • 2 years ago

NCRB ଦେଲା ସାଂଘାତିକ ତଥ୍ୟ ! ରାଜ୍ୟରେ ବର୍ଷକରେ ହଜିଲେଣି ୪,୧୩୩ ଶିଶୁ, କୁଆଡ଼େ ଯାଉଛନ୍ତି ପତ୍ତା ନାହିଁ

ରାଜ୍ୟରେ ଦିନକୁ ଗାଏବ୍ ହେଉଛନ୍ତି ୧୧ ଶିଶୁ, ବର୍ଷକରେ ଶିଶୁ ନିଖୋଜ ଘଟଣାରେ ୪୨% ବୃଦ୍ଧି । More
  • Satyendu Shekher Mishra
  • 2 years ago

ଶୁଭଶ୍ରୀଙ୍କୁ ମାଇଲା କିଏ ? ବନ୍ଦ ଘରୁ ମୃତ ଦେହ ମିଳିବା ପରେ ବଢିଲା ଚର୍ଚ୍ଚା...

ଘରୁ ଭିତରୁ କେମିତି ମିଳିଲା ମୃତଦେହ ? ପୁଅକୁ ଟ୍ୟୁସନରେ ଛାଡିବା ପରେ ଘରେ କେମିତି ହେଲା ମୃତ୍ୟୁ ? କଣ ରହିଛି କାରଣ ? More
  • Satyendu Shekher Mishra
  • 2 years ago

ଟ୍ରାଫିକ୍ ପୋଲିସଙ୍କୁ ନିର୍ଧୁମ ଛେଚିଲେ ଦୁଇ ଲୋକାଲ ଟୋକା

ହେଲେ ଶେଷରେ ଗିରଫ ହେଲେ । More
  • Pramod Behera
  • 2 years ago

କ୍ଷେତରେ ନେତ୍ରୀ, ନିର୍ବାଚନ ସମୟରେ ହାଇ ଡ୍ରାମା ନୁହେଁ କି

ନେତାଙ୍କୁ ଘାରିଛି ଚାଷୀଙ୍କ ଭୋଟ୍ ମୋହ। ଓଡିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ମହିଳା ନେତୃତ୍ୱଙ୍କୁ ଚାଷୀମାନଙ୍କ ଗହଣରେ କ୍ଷେତରେ ଦେଖିବାକୁ ମିଳୁଛି। ନିର୍ବାଚନ ସମୟ ଆସିଗଲେ ଏମିତି ଲୋକ ଦେଖାଣିଆ ଭାବ ହାଇଡ୍ରାମା ନୁହେଁ କି… More
  • Prangyan Parimita
  • 2 years ago

ଗଣେଶ ପୂଜା ଦିନ ଅଘଟଣ : କୁଆଖାଇ ନଦୀରେ ବୁଡ଼ି ୨ ଯୁବକ ନିଖୋଜ

ପ୍ରତାପନଗରୀ କୁଆଖାଇ ବ୍ରିଜ ତଳେ ଗାଧୋଉଥିବା ବେଳେ ଅଘଟଣ ଘଟିଛି । More
  • Prangyan Parimita
  • 2 years ago

ରାଜଧାନୀରେ ବିଳମ୍ବିତ ରାତିରେ ନୃଶଂସ ହତ୍ୟାକାଣ୍ଡ : ଜବରଦଖଲକୁ ନେଇ ଜଣେ ବ୍ୟକ୍ତିଙ୍କୁ ହତ୍ୟା

୨ ଅଭିଯୁକ୍ତଙ୍କୁ ଗିରଫ କରି ଚାଲିଛି ତଦନ୍ତ More
  • Manoranjan Behera
  • 2 years ago

ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

୨୦୨୪ ପାଇଁ ବିଜେପିର ଜୋରଦାର ପ୍ରସ୍ତୁତି ଚାଲିଛି । ଏନେଇ ସେପ୍ଟେମ୍ବର ମାସରେ ଓଡିଶା ବିଜେପି ପକ୍ଷରୁ ହେବ ପ୍ରଶିକ୍ଷଣ ଶିବିର । More
  • Manoranjan Behera
  • 2 years ago

ଜଙ୍ଗଲରେ ଝୁଲିଛି ପ୍ରେମୀଯୁଗଳଙ୍କ ମୃତଦେହ

ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଦୁବୁଲୁଣ୍ଡା-ମରେଇପାଟ ଗାଁ ନିକଟ ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। More
  • Prangyan Parimita
  • 2 years ago

ମା’ କୋଳକୁ ଫେରିବ ତ ପିହୁ ? ଦୁଇ ବର୍ଷ ପରେ ଏବେ ପୋଲିସ ତତ୍ପର

ଏବେ ପିହୁର ସନ୍ଧାନ ପାଇଁ ପୋଲିସ ତତ୍ପର More
  • Manoranjan Behera
  • 2 years ago

ଲୁହଲହୂ ଏକାକରି ପାଳିଥିବା ମା’କୁ ପାଇଖାନାରେ ଶୁଆଇଦେଲେ ଦୁଇ ପୁଅ

ପୁଅ-ବୋହୂ ପଚାରୁନାହାନ୍ତି...୭୦ ବର୍ଷ ବୟସରେ କାମ କରି ଖାଇବାକୁ ଅଂଟାରେ ଆଉ ବଳ ବି ନାହିଁ। ଭାତ ସାଙ୍ଗରେ କଷ୍ଟେମଷ୍ଟେ ଖାଉଛନ୍ତି ଶାଗ। ଘରନାହିଁ କି ଦୁଆର ନାହିଁ...୮ ଫୁଟିଆ ପାଇଖାନାରେ ବିତୁଛି ଜୀବନ.. More
  • Prangyan Parimita
  • 2 years ago

ଗଣେଶ ପୂଜା ମଣ୍ଡପକୁ ନେଇ ଗୋଷ୍ଠୀ ସଂଘର୍ଷ : ଧାମନଗର ଥାନା ବେଦପୁର ଗାଁରେ ୧୪୪ ଧାରା ଜାରି

୨ ତାରିଖ ଯାଏଁ ୧୪୪ ଧାରା ଜାରି କଲା ପ୍ରଶାସନ More
  • Manoranjan Behera
  • 2 years ago

ଠାରରେ ଠାରରେ ତିଆରି କରିଦେଲେ ଗଣେଶ ମୂର୍ତ୍ତି

ବାକ୍‌ଶକ୍ତି ଦୁର୍ବଳ ଥିବା ଥିବା ଯୁବକ ଜଣକ କଣ ସବୁ କହିଯାଉଛନ୍ତି, ବୋଧ ହୁଏ ସମସ୍ତେ ଭୁଝିପାରିବେନି । କିନ୍ତୁ ତାଙ୍କର ହାତର ଯାଦୁଗାରୀର କମାଲ ଦେଖିଲେ ଆପଣ ବି ଘଂଟାଏ ଚାହିଁରହିବେ । More
  • Prangyan Parimita
  • 2 years ago

ଅଫିସ୍‌ ଭିତରେ ରେଞ୍ଜର୍‌ ବାବୁଙ୍କୁ ତେଲ ମାଲିସ୍‌ : ଭିଡିଓ ଭାଇରାଲ୍‌

ହାପ୍ ପ୍ୟାଣ୍ଟ ପିନ୍ଧି ମାଲିସ୍ ଖାଉଛନ୍ତି ରେଞ୍ଜର More
  • Manoranjan Behera
  • 2 years ago

‘ଟଙ୍କା ଥାଉ କି ନଥାଉ ମିଳିମିଶି ନୂଆ ଖାଇବା’

ଏମିତି ସରପଞ୍ଚ ଥିଲେ ଚିନ୍ତା କଣ? ସମସ୍ତେ ସାଙ୍ଗ ହୋଇ ନୂଆ ଖାଇବେ ବୋଲି ପଞ୍ଚାୟତ ସବୁ ଗରିବ ଲୋକଙ୍କୁ ମାଗଣାରେ ବାଣ୍ଟିଲେ ଶାଢି ସହିତ ଡାଲି, ଚାଉଳ ଓ ଚିନି। କାଲି ସମସ୍ତେ ସାଙ୍ଗ ହୋଇ ନୂଆ ଖାଇବାକୁ ଦେଲେ ପ୍ରତିଶ୍ରୁତି। More
  • Manoranjan Behera
  • 2 years ago

ଗଣେଶ ପୂଜା ପାଇଁ ଚଳଚଞ୍ଚଳ କଟକ; ୧୨୦୦ ମୂର୍ତ୍ତି ସାଙ୍ଗକୁ ଭଳିକି ଊଳି ପେଣ୍ତାଲ

ଆଜି ଗଣେଶ ଚତୁର୍ଥୀ, ଅଗ୍ରଗଣ୍ୟ ଗଜାନନଙ୍କ ପୂଜା ଆରାଧନାର ଦିନ । ଗଣେଶ ପୂଜା ଅବସରରେ ସବୁଠି ରହିଛି ଉତ୍ସବମୁଖର ପରିବେଶ । ଦୁଇ ବର୍ଷ ପରେ ବିନା କୋଭିଡ୍ କଟକଣାରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ । ଏଣୁ ଜାକଜମକରେ ଅଗ୍ରପୂଜ୍ୟଙ୍କ ଆରାଧନା ଲାଗି ଚଳଚଞ୍ଚଳ ପୂଜା ମଣ୍ଡପ । More
  • Manoranjan Behera
  • 2 years ago

ରାସ୍ତାକଡ଼ରେ ମୂର୍ତ୍ତି ବିକ୍ରି କରି ପାଠ ପଢ଼ିବାକୁ ଟଙ୍କା ସଞ୍ଚୁଛନ୍ତି ଊଷା

ଊଷା ଜାତୀୟ ରାଜପଥରେ କଡରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାର୍ଶ୍ୱରେ ଗଢୁଛନ୍ତି ଗଣେଶ ମୂର୍ତ୍ତି । More
  • Prangyan Parimita
  • 2 years ago

ଉତ୍କଟ ଆର୍ଥିକ ସ୍ଥିତିକୁ ନେଇ ପାକିସ୍ତାନବାସୀ ଚିନ୍ତିତ : ବେଡି ଉପରେ କୋରଡା ମାଡ଼ କରୁଛି ପ୍ରଳୟଙ୍କରୀ ବନ୍ୟା

ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି ଲୋକଙ୍କ ଭବିଷ୍ୟତ More
  • Satyendu Shekher Mishra
  • 2 years ago

ପିହୁ ପାଇଁ ପୋଲିସର ନିଦ ଭାଙ୍ଗିଲା, ୫ ଲକ୍ଷ ଟଙ୍କାର ପୁରାସ୍କାର ଘୋଷଣା କରି ପୋଷ୍ଟର ମାରିଲା

ପିହୁର ସୂଚନାଦାତାଙ୍କୁ ୫ ଲକ୍ଷ ଦେବାକୁ ପୋଲିସର ଘୋଷଣା । ଗତ ୨୦୨୦ ଅଗଷ୍ଟ ୯ରୁ ନିଖୋଜ ହୋଇଯାଇଛି ପିହୁ  । More
  • Satyendu Shekher Mishra
  • 2 years ago

ଚିନ୍ତାରେ ପୂଜା କମିଟି ! ତିଆରି ସରିଛି ୫୦ ଫୁଟ୍‌ ଲେଖାଏଁ ଗଣେଶ ମୂର୍ତ୍ତି, ହେଲେ ନିୟମ କହୁଛି ଅନୁମତି ନାହିଁ

ଏଥର ବିନା କୋଭିଡ୍ କଟକଣାରେ ଗଣେଶ ପୂଜା ଅଗ୍ରପୂଜ୍ୟଙ୍କ ଆରାଧନା । ଲାଗି ଚଳଚଞ୍ଚଳ ପୂଜା ମଣ୍ଡପ ବିଘ୍ନ ବିନାଶକଙ୍କ ପୂଜାକୁ ନେଇ ସରୁନି ବିବାଦ । More
  • Satyendu Shekher Mishra
  • 2 years ago

ଚାଷୀଙ୍କୁ ସାର ଚିନ୍ତା ! କଳାବଜାରୀ ଦାମ ଭାଙ୍ଗିଦେଉଛି ମେରୁଦଣ୍ଡ, ଷ୍ଟକ୍‌ ଥାଇ ବି ମିଳୁନି ସାର

ପଶ୍ଚିମରୁ ପୂର୍ବ, ଦକ୍ଷିଣରୁ ଉତ୍ତର । ରାଜ୍ୟ ବ୍ୟାପି ସାରର ସଙ୍କଟ ଜନକ ସ୍ଥିତି । ବର୍ଷାକୁ ଦେଖି ଚାଷୀ ରୁଆ ବେଉଷଣ ସିନା କରୁଛି, ହେଲେ ମନକୁ ଘାରୁଛି ରିହାତି ସାରର ଅଭାବ । More
  • Satyendu Shekher Mishra
  • 2 years ago

ମହିଳାଙ୍କ ପାଇଁ ଅସୁରକ୍ଷିତ ଓଡ଼ିଶା, ଚିନ୍ତା ବଢ଼ାଇଲା NCRB ରିପୋର୍ଟ

ମହିଳାଙ୍କ ପ୍ରତି ଅପରାଧରେ ୨୩% ବୃଦ୍ଧି, ଦେଶରେ ୩ ନମ୍ବର । ଆଇନ୍‌ଶୃଙ୍ଖଳା ସ୍ଥିତିକୁ ନେଇ ବର୍ଷିଲେ ବିରୋଧୀ । More
  • Satyendu Shekher Mishra
  • 2 years ago

ମୁଣ୍ଡଳି ବ୍ରିଜ୍‌ରେ ଆତ୍ମହତ୍ୟାର ହାଇଡ୍ରାମା ! ସ୍କୁଟି-ହେଲମେଟ୍-ଚପଲ ଥୋଇ ବିଭ୍ରାନ୍ତ କଲେ ରଘୁରଞ୍ଜନ

ଗାଡି ଖରାପ ହେବାରୁ ଟ୍ରକ୍‌ରେ ପଳାଇଥିଲେ ଯୁବକ ! ସତ କହୁଛନ୍ତି ତ ରଘୁରଞ୍ଜନ?  More