• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Anubhav Varsha

Anubhav Varsha
ଅଯଥା ସମୟ ନନେବାକୁ ବର୍ଷାଙ୍କ ସତ୍ୟପାଠ ଦାଖଲ

ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ସତ୍ୟପାଠ ଦାଖଲ କଲେ ବର୍ଷା ।

Varsha Priyadarshini
ମାସକ ଭିତରେ ଶାଶୂଘର ଛାଡ଼ିବେ ବର୍ଷା, କୋର୍ଟଙ୍କୁ ଦେଲେ ସୂଚନା

ଜିଲ୍ଲା ଜଜ୍ କୋର୍ଟରେ ବର୍ଷା ଶାଶୁଘର ଛାଡ଼ିବା ଜଣାଇବାରୁ ମାମଲାର ଅନ୍ତ ଘଟିଛି ।

Anubhav-Varsha domestic violence case: Cuttack SDJM court reserves verdict
ଅନୁଭବଙ୍କ ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ କଟକ SDJM କୋର୍ଟ

ବର୍ଷା-ଅନୁଭବ ପରିବାରିକ ବିବାଦ ମାମଲାର କଟକ SDJM କୋର୍ଟରେ ଶୁଣାଣି ହୋଇଛି...

Anubhav-Varsha
ଡିଭର୍ସ ଏଡେଇବାକୁ ଏହିସବୁ ସର୍ତ୍ତ ମାନି ଯାଇଥିଲେ ବର୍ଷା, କେବଳ ଗୋଟିଏକୁ ଛାଡ଼ି

ବିଜେଡି ସାଂସଦ ଅନୁଭବ ମହାନ୍ତି ରଖିଥିଲେ ଅନେକ ସର୍ତ୍ତ । ଡିଭର୍ସ ଏଡାଇବା ପାଇଁ ପତ୍ନୀ ବର୍ଷା ଅନେକ ସର୍ତ୍ତ ମାନିବାକୁ ରାଜିଥିଲେ । ହେଲେ ଗୋଟିଏ ସର୍ତ୍ତରେ ହୋଇପାରିନଥିଲା ସହମତି । କଣ ଥିଲା ଏହି ସର୍ତ୍ତ ।

Anubhav Mohanty releases new video targeting wife Varsha Priyadarshini, watch what he says
ବର୍ଷାଙ୍କ ଏତଲା ପରେ ଅନୁଭବଙ୍କ ଆଉ ଏକ ଭିଡିଓ

ବର୍ଷାଙ୍କ ବିରୋଧରେ ସାଂସଦ ଅନୁଭବ ମହାନ୍ତିଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ।

Anubhav -Varsha
ଅନୁଭବଙ୍କ ଭିଡିଓ ଆଟାକ୍‌ ପରେ ବର୍ଷାଙ୍କ FIR, ଆସିଲା ନୂଆ ଟ୍ୱିଷ୍ଟ

ଅନୁଭବ ତାଙ୍କୁ ୫ଟି ସର୍ତ୍ତ ରଖି ବଣ୍ଡ ପେପରରେ ସାଇନ କରିବାକୁ କହିଥିବା ବର୍ଷା ଏତଲାରେ ଦର୍ଶାଇଛନ୍ତି ।

Anubhav Mohanty
ଭଲ ପାଇ ମୁଁ ଭୁଲ୍ କରିଛି... ସେଥି ପାଇଁ ମୋତେ ଥାନା, କୋର୍ଟ କଚେରୀ ଯିବାକୁ ହେଉଛି

ଭଲ ପାଇ ମୁଁ ଭୁଲ୍ କରିଛି... ସେଥି ପାଇଁ ମୋତେ ଥାନା, କୋର୍ଟ କଚେରୀ ଯିବାକୁ ହେଉଛି। ହେଲେ ଏହାକୁ ନାଟକୀୟ ଢଙ୍ଗରେ ଦେଖାଉଛନ୍ତି କିଛି ମିଡିଆ। ଏମିତି କେବେ ହେଲେ କର ନାହିଁ। ତୁମେ ଯେତେବେଳେ ମୋ ଭଳି କଷ୍ଟ ପାଇବ, ଜାଣି ପାରିବ...

Anubhab and Barsha
ବର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ସଂପର୍କରେ ହାଇକୋର୍ଟଙ୍କ ରହିତାଦେଶ

ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲା। ବର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ସଂପର୍କରେ ହାଇକୋର୍ଟଙ୍କ ରହିତାଦେଶ ସହ ୩ ଜଣଙ୍କୁ ଜବାବ ରଖିବାକୁ କୋର୍ଟ ନୋଟିସ କରିଛନ୍ତି। ପାର୍ଲାମେଣ୍ଟ ମହାସଚିବ, ଉପନିର୍ଦ୍ଦେଶକ ଏବଂ ସାଂସଦ ଅନୁଭବଙ୍କୁ ନୋଟିସ ହୋଇଛି। ମାର୍ଚ୍ଚ ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।

Anubhav and Barsha
ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା: ଅଗଷ୍ଟ ୧୦କୁ ଘୁଞ୍ଚିଲା ଶୁଣାଣି

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି ଅଗଷ୍ଟ ୧୦କୁ ଘୁଞ୍ଚିଲା ।