• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Nuakhai Festival

Nuakhai the Social integration
Nuakhai 2023: ସାମାଜିକ ଏକତାର କଥା କହେ ନୂଆଖାଇ; ମତଭେଦକୁ କରିଦିଏ ସମାଧାନ

ପଶ୍ଚିମାଞ୍ଚଳର ପାରମ୍ପରିକ ଗଣପର୍ବ ନୂଆଖାଇ। ଏହି ସମୟରେ ଗ୍ରାମବାସୀ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଇଥାନ୍ତି। ପରିବାର ମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ। ସମସ୍ତେ ପୁଣି ଏକଜୁଟ ହୋଇଯାଆନ୍ତି ଆଉ ମିଳିମିଶି ରହନ୍ତି। ଏହା ହେଉଛି ନୂଆଖାଇ ପର୍ବର ଏକ ବିଶେଷତା।

Nuakhai 2023 Western Odisha is all excited
Nuakhai 2023: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଲାଗି ସବୁଠି ଉତ୍ସାହ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଲାଗି ସବୁଠି ଉତ୍ସାହ। ନୂଆ ଫସଲକୁ ଇଷ୍ଟ ଦେବଦେବୀଙ୍କୁ ଅର୍ପଣ କରିବ ଚାଷୀ।ମା’ ସମଲେଶ୍ୱରୀଙ୍କ ନିକଟରେ କରାଯିବ ନବାନ୍ନ ଅର୍ପଣ। ଘରେ ଘରେ ନୂଆ ଖାଇବେ ପଶ୍ଚିମ ଓଡ଼ିଶାବାସୀ

Nuakhai 2023 How to decide lagna
Nuakhai 2023: କିପରି ସ୍ଥିର ହୁଏ ନୂଆଖାଇ ଲଗ୍ନ; ସେଦିନ ଓ ଆଜି

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷରେ ପାଳନ କରାଯାଇଥାଏ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ନୂଆଖାଇ ପର୍ବ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି। ଆସନ୍ତୁ ଜାଣିବା କିପରି ସ୍ଥିର ହୁଏ ଏହାର ଲଗ୍ନ।

Nuakhai
‘ଟଙ୍କା ଥାଉ କି ନଥାଉ ମିଳିମିଶି ନୂଆ ଖାଇବା’

ଏମିତି ସରପଞ୍ଚ ଥିଲେ ଚିନ୍ତା କଣ? ସମସ୍ତେ ସାଙ୍ଗ ହୋଇ ନୂଆ ଖାଇବେ ବୋଲି ପଞ୍ଚାୟତ ସବୁ ଗରିବ ଲୋକଙ୍କୁ ମାଗଣାରେ ବାଣ୍ଟିଲେ ଶାଢି ସହିତ ଡାଲି, ଚାଉଳ ଓ ଚିନି। କାଲି ସମସ୍ତେ ସାଙ୍ଗ ହୋଇ ନୂଆ ଖାଇବାକୁ ଦେଲେ ପ୍ରତିଶ୍ରୁତି।