ସାରା ଓଡ଼ିଶାରେ ସମସ୍ତ ଦୁର୍ଗା ପୂଜା ପେଣ୍ଡାଲଗୁଡ଼ିକରୁ ଭଡ଼ା ଛାଡ଼ । ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସାରା ଦେଶରେ ପବିତ୍ର ନବରାତ୍ର ପୂଜା ଚାଲିଛି। ମା’ଙ୍କ ମହିଷାମର୍ଦ୍ଦିନୀର ରୂପ ଦେଖିବାକୁ ପୂଜାମଣ୍ଡପରେ ଭିଡ । ହେଲେ କଲିକତାର ଏକ ପୂଜା ମଣ୍ଡପରେ ଦେଖିବାକୁ ମିଳିଛି ବ୍ୟତିକ୍ରମ। ଏଠି ମା’ଙ୍କୁ ତ ମହିଷାମର୍ଦ୍ଦିନୀ ରୂପରେ ଦେଖିବାକୁ ମିଳିଛି । କିନ୍ତୁ ଆଉ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି।
କେଉଁଠି ସପ୍ତାହେ ତ ଆଉ କେଉଁଠି ମାସେ ପର୍ଯ୍ୟନ୍ତ ଚାଲିବ ବିଘ୍ନ ବିନାଶକଙ୍କ ପୂଜା । ତେଣୁ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମରୁ ମଜା ଉଠାଇବେ ଦର୍ଶକ ।
ଆଜି ଗଣେଶ ଚତୁର୍ଥୀ, ଅଗ୍ରଗଣ୍ୟ ଗଜାନନଙ୍କ ପୂଜା ଆରାଧନାର ଦିନ । ଗଣେଶ ପୂଜା ଅବସରରେ ସବୁଠି ରହିଛି ଉତ୍ସବମୁଖର ପରିବେଶ । ଦୁଇ ବର୍ଷ ପରେ ବିନା କୋଭିଡ୍ କଟକଣାରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ । ଏଣୁ ଜାକଜମକରେ ଅଗ୍ରପୂଜ୍ୟଙ୍କ ଆରାଧନା ଲାଗି ଚଳଚଞ୍ଚଳ ପୂଜା ମଣ୍ଡପ ।