୬ ତାରିଖରୁ ଦକ୍ଷିଣ ଓଡିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ ।
ବାତ୍ୟା ସ୍ପଷ୍ଟ ହୋଇନି, ତଥାପି ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଛି
ଆସନ୍ତାକାଲି ସ୍ପଷ୍ଟ ହେବ ବାତ୍ୟା ଚିତ୍ର । ଆଜି ସୁଦ୍ଧା ବାତ୍ୟା ହେବା କଥା କୁହାଯାଇ ନାହିଁ । ତେଣୁ ଭୟରେ ବିଭ୍ରାନ୍ତ ହେବା ଉଚିତ୍ ନୁହେଁ ।
ବାତ୍ୟା ସମୟରେ ଶୂନ ଜୀବନହାନୀ ଓ କମ୍ କ୍ଷୟକ୍ଷତି ନେଇ ଆଜିର ବୈଠକରେ ଆଲୋଚନା ହେବ
୬ ତାରିଖରେ ଲଘୁଚାପ କ୍ଷେତ୍ର ହେଲା ପରେ ହିଁ ବାତ୍ୟା ହେବ କି ନାହିଁ, ଏହାର ତୀବ୍ରତା ଏବଂ ଲ୍ୟାଣ୍ଡଫଲ ସ୍ଥାନ ନେଇ ସଠିକ ଆକଳନ କରିହେବ ।
ବାତ୍ୟା ଗୁଲାବ ଯାଉ ଯାଉ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ କ୍ଷେତ୍ର। ଆଗାମୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବ। ପଶ୍ଚିମବଙ୍ଗ ନିକଟରେ ଥିବାରୁ ଉତ୍ତର ପଶ୍ଚିମ ଭାଗରେ ଏହାର ଅଧିକ ପ୍ରଭାବ ରହିବ