• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Deaf Making Ganesh Idol

Ganesh Puja
ଅଗ୍ରପୂଜ୍ୟଙ୍କ ଆଗମନରେ ଉତ୍ସବମୁଖର ପୁରପଲ୍ଲୀ

ଅଗ୍ର ପୂଜ୍ୟ, ବିଘ୍ନ ବିନାଶକ, ଗଜାନନ ଗଣେଶ ପୂଜାଠୁ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଦେଶ ତଥା ରାଜ୍ୟର କୋଣ ଅନୁକୋଣରେ ବେଶ୍ ଜାକଜମକ ଓ ଭକ୍ତିଭାବରେ ପାଳନ ହେଉଛି ଗଣେଶ ଚତୁର୍ଥୀ । କରୋନା କଟକଣା ହଟିଛି, ଦୁଇ ବର୍ଷ ପରେ ପୁଣି ଫେରିଛି ଆନନ୍ଦ, ଉତ୍ସାହ । ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସା ରଂଗୀନ ଆଲୋକ ମାଳାରେ ଝଲସୁଛି ତାଳଚେର ସହର ।

Deaf Making Ganesh Idol
ଠାରରେ ଠାରରେ ତିଆରି କରିଦେଲେ ଗଣେଶ ମୂର୍ତ୍ତି

ବାକ୍‌ଶକ୍ତି ଦୁର୍ବଳ ଥିବା ଯୁବକ ଜଣକ କଣ ସବୁ କହିଯାଉଛନ୍ତି, ବୋଧ ହୁଏ ସମସ୍ତେ ବୁଝି ପାରିବେନି । କିନ୍ତୁ ତାଙ୍କର ହାତର ଯାଦୁଗରୀର କମାଲ ଦେଖିଲେ ଆପଣ ବି ଘଂଟାଏ ଚାହିଁରହିବେ ।