• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Make In Odisha

Business Odisha | Make in Odisha Conclave - Dream Vs Reality
Business Odisha | Make in Odisha Conclave - Dream Vs Reality

Business Odisha | Make in Odisha Conclave - Dream Vs Reality OdishaTV is Odisha\'s no 1 News Channel. OTV being the first private satellite TV channel

Make in Odisha Conclave 2022
ପୂର୍ବପରି ଓଡିଶା ହେବ କି ଶିଳ୍ପର ଗନ୍ତାଘର

ସତରେ ରାଜ୍ୟ ସରକାର ସାକାର କରିପାରିବେ ଓଡ଼ିଶାର ସେହି ଯୁବକ ଯୁବତୀମାନଙ୍କ ସ୍ୱପ୍ନ? କୌଣସି ମାଆ, ବାପା ଠାରୁ ଅଲଗା ସାତ ସମୁଦ୍ର ତେର ନଈ ପାର ହୋଇ ପୁଅ ଦାଦନ ଖଟିବାକୁ ଆଉ ଯିବାକୁ ପଡ଼ିବନି? ଓଡ଼ିଆ ପୁଅ ନିଜ ରାଇଜରେ କାମ ପାଇବ? ତାହା ସମୟ କହିବ।

SBI's Big Plan To Develop Odisha In Export Sector
ଓଡ଼ିଶାର ବିକାଶ ପାଇଁ SBIର ବଡ଼ ଯୋଜନା

ଦୁର୍ଗମ ଜିଲ୍ଲାରେ ବର୍ଷକ ଭିତରେ ୨୦ରୁ ୨୫ଟି ନୂଆ ଶାଖା ଖୋଲିବାକୁ SBI ଲକ୍ଷ୍ୟ ରଖିଛି। ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମକୁ ସଫଳ କରିବାକୁ ମଧ୍ୟ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଲକ୍ଷ୍ୟ ରଖିଛି।

How successful is Make In Odisha ?
'ମେକ୍ ଇନ୍ ଓଡିଶା କନ୍‌କ୍ଲେଭ' ପାଇଁ କେତେ ଲୋକଙ୍କୁ ମିଳିଛି ନିଯୁକ୍ତି?

ବିଧାନସଭାରେ ଶିଳ୍ପମନ୍ତ୍ରୀ ରଖିଥିବା ତଥ୍ୟ ଅନୁଯାୟୀ, ଏ ଦୁଇ ମେକ୍ ଇନ୍ ଓଡିଶା କନକ୍ଲେଭ୍ ଆୟୋଜନ ପାଇଁ ଖର୍ଚ୍ଚ ହୋଇଥିଲା ୫୫ କୋଟି।