• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 18 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ବାୟୁସେନାର ଚିତାକର୍ଷକ ସୋ: ଅସମ୍ଭବ ଭିଡ଼ରେ ଉଛୁଳିଲା ପୁରୀର ବ୍ଲୁ ଫ୍ଲାଗ୍ ବିଚ୍

ପୁରୀରେ ଆଜି ବାୟୁସେନା ପକ୍ଷରୁ ଟର୍ଣ୍ଣସ, ଓ୍ୱିଙ୍ଗ୍ ଓଭର୍ସ ଏବଂ ବ୍ୟାରେଲ ରୋଲ୍ସ ଭଳି ଫର୍ମେସନ ତିଆରି କରିଥିଲେ ବାୟୁବୀର। More
  • Manoranjan Behera
  • 2 years ago

ଓଡ଼ିଶାରେ କଳି ଦିଲ୍ଲୀରେ କୋଳାକୋଳି ! ବିଜେଡି-ବିଜେପିକୁ ଟାର୍ଗେଟ୍ କଲେ ଜୟରାମ ରାମେଶ

ଅକ୍ଟୋବର ୩୧ରୁ କଂଗ୍ରେସ ୨୨୫୦ କିଲୋମିଟର ବ୍ୟାପି ଓଡିଶାରେ ପଦଯାତ୍ରା କରିବ । ଶାସକ ବିଜେଡିର ବିଫଳତା ଲୋକଙ୍କ ଆଗରେ ରଖିବ । ସାରା ଦେଶରେ ବିଜେପି ବିରୋଧରେ ଭାରତ ଯୋଡୋ ପଦଯାତ୍ରା ଚାଲିଥିବା ବେଳେ ଓଡିଶାରେ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରି ପଦଯାତ୍ରା ହେବ । More
  • Chandan Shishu
  • 2 years ago

ଏଣିକି ଧାର୍ଯ୍ୟ ସମୟରେ କାମ ନ ସରିଲେ ଜରିମାନା ଗଣିବେ ରାଜ୍ୟ ସରକାର

ଏହି ନିର୍ଦ୍ଦେଶନାମା ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚି ନଥିଲେ ମଧ୍ୟ ମନ୍ତ୍ରୀଙ୍କ ଯୁକ୍ତି ଆମେ ଏସବୁ ପଦକ୍ଷେପ ନେଇ ସାରିଛୁ। More
  • Manoranjan Behera
  • 2 years ago

୨୦୨୪ରେ ବିଜେଡିର ମୁଖ୍ୟ ରାଜନୈତିକ ଅସ୍ତ୍ର ହେବେ କି SHG ଗ୍ରୁପ୍‌ ?

ଦଳୀୟ ନେତାଙ୍କ ଅପେକ୍ଷା ଏସ୍ଏଚ୍‌ଜି ଉପରେ ଅଧିକ ଭରସା କରୁଛି କି ଦଳ? ନବୀନ ନିବାସରେ ଚାଲିଛି ଘନ ଘନ ବୈଠକ । ଗୋଟିଏ ପରେ ଗୋଟିଏ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଆସି ଭେଟୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ, ହେଲେ କାହିଁକି ? ଏହା ପଛର ଉଦ୍ଦେଶ୍ୟ କଣ? More
  • Manoranjan Behera
  • 2 years ago

ଆସୁଛି ଆଉ ଏକ ଲଘୁଚାପ; ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ଆଜିଠୁ ଆରମ୍ଭ ହୋଇଥିବା ବର୍ଷା ୨୦ ତାରିଖ ବେଳକୁ ବଢ଼ିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । More
  • Manoranjan Behera
  • 2 years ago

୨୪ ଘଣ୍ଟାରେ ୬ ଶିଶୁଙ୍କ ମୃତ୍ୟୁ; ଡାକ୍ତର ଓ ନର୍ସଙ୍କ ଦାୟିତ୍ୱହୀନତା ଅଭିଯୋଗ ଆଣିଲେ ସମ୍ପର୍କୀୟ

ଆଗ ପଛ ହୋଇ ଜଣଙ୍କ ପରେ ଜଣେ ଶିଶୁଙ୍କ ପ୍ରାଣହାନୀ । ମୃତ ଶିଶୁଙ୍କ ସଂପର୍କୀୟମାନଙ୍କ ଅଭିଯୋଗ, ପିଲାଙ୍କ ମୃତ୍ୟୁ ପାଇଁ ଡାକ୍ତରଙ୍କ ଅବହେଳା ଦାୟୀ । More
  • Chandan Shishu
  • 2 years ago

ସ୍ୱସ୍ତି ସିଂହ ଏକଲବ୍ୟ ପୁରସ୍କାର ବିଜେତା

କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଯୁବ ଓଡିଆ କ୍ରୀଡାବିତ୍‌ମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ। More
  • Manoranjan Behera
  • 2 years ago

ବନ୍ଦ ଘର ଭିତରୁ ଇଂଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ରାଜଧାନୀରେ ଛାତ୍ର ଓ ଛାତ୍ରୀ ମୃତ୍ୟୁ ବଢ଼ିବା ନେଇ ବିଭିନ୍ନ ସ୍ତରରେ ଉଦ୍‌ବେଗ ବଢ଼ି ଚାଲିଛି। More
  • Chandan Shishu
  • 2 years ago

ହକି ଇଣ୍ଡିଆର ନୂଆ ମୁଖିଆ ହେବେ ଦିଲ୍ଲୀପ ତିର୍କୀ !

ପୂର୍ବତନ ଫୁଲ୍ ବ୍ୟାକ୍ ୪୪ ବର୍ଷିୟ ର୍ତିକୀ ବର୍ତ୍ତମାନ ଓଡିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଅଛନ୍ତି। More
  • Prangyan Parimita
  • 2 years ago

ସ୍ତ୍ରୀର ଶବ ଶହ ୫୦୦ କିମି ଟ୍ରେନ୍‌ ଯାତ୍ରା : ଟେର୍‌ ପାଇଲେନି ସହଯାତ୍ରୀ

ଟ୍ରେନ୍‌ ଭିତରେ ଚାଲିଗଲା ଜୀବନ, ହେଲେ କେହି ଜାଣି ପାରିଲେନି । More
  • Manoranjan Behera
  • 2 years ago

ରତ୍ନଭଣ୍ତାର ଖୋଲିବାରେ ଅସୁବିଧା କେଉଁଠି ?

‘ରତ୍ନଭଣ୍ଡାର ଖୋଲିବା ବିଳମ୍ବ କରିବା ଅଫିସ୍‌ରଙ୍କ ଏକ ଅହଂଙ୍କାର। ରତ୍ନଭଣ୍ଡାର ଓ ଏହା ଭିତରେ ଥିବା ସମ୍ପତ୍ତି ସୁରକ୍ଷିତ ଅଛି ନା ନାହିଁ ତାହାକୁ ନେଇ ଲୋକଙ୍କ ସନ୍ଦେହ ସରକାରଙ୍କ ଉପରେ ବଢ଼ୁଛି। କାରଣ ଶ୍ରୀମନ୍ଦିର ରକ୍ଷଣାବକ୍ଷଣରେ ବ୍ୟାପକ ଅବହେଳା କରାଯାଇଛି’। More
  • Manoranjan Behera
  • 2 years ago

କାଠଯୋଡ଼ି ବ୍ରିଜରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ କାଠଯୋଡ଼ି ନଦୀକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । More
  • Pramod Behera
  • 2 years ago

ଟି-୨୦ ବିଶ୍ୱକପ୍ ଟିମ୍‌ରେ ମହମ୍ମଦ ଶାମୀଙ୍କୁ ଅଣଦେଖା କାହିଁକି

ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଘୋଷିତ ୧୫ ଜଣିଆ ଭାରତୀୟ ଟିମ୍‌ରେ ସ୍ଥାନ ପାଇ ନାହାନ୍ତି। ଦ୍ରୁତ ବୋଲର୍ ମହମ୍ମଦ ଶାମୀ ଏଥିପାଇଁ ଚୟନକାରୀଙ୍କୁ କଡ଼ା ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି। ତେବେ ଏହି ଅଭିଜ୍ଞ ଓ ଫିଟ୍ ପେସର୍‌ଙ୍କୁ କାହିଁକି ବାରମ୍ବାର ଅଣଦେଖା କରାଯାଉଛି? ଏସିଆ କପ୍ ବିଫଳତା କ’ଣ କିଛି ଶିକ୍ଷା ଦେଲା ନାହିଁ? More
  • Pramod Behera
  • 2 years ago

ନିଜ ଘରକୁ ଲାଗି ନୂଆ ଜାଗାଟିଏ ମିଳୁଛି କି? ଧ୍ୟାନ ଦିଅନ୍ତୁ…

ଆଜିକାଲି ଜାଗାବାଡିର ମୂଲ୍ୟ ଯାହା ହେଲାଣି ସବୁ ସ୍ଥାନରେ ଜାଗା କିଣିବା ସମ୍ଭବ ହେଉନି। ଯଦି ସୁବିଧାରେ କେଉଁଠି ମିଳୁଛି ତେବେ ବାସ୍ତୁର ସବୁ ନିୟମ ମଧ୍ୟ ମାନି ହେଉନି। ଯଦି ଘର ପାଖକୁ ଲାଗି ଜାଗା ମିଳୁଛି ଆଉ ଆପଣ କିଣିବାକୁ ଚାହୁଛନ୍ତି ତେବେ ଧ୍ୟାନ ଦିଅନ୍ତୁ, ନହେଲେ ଆସିପାରେ ବିପଦ। More
  • Rajalaxmi Sahoo
  • 2 years ago

ଅକ୍ଟୋବର ୩୧ରୁ ଓଡ଼ିଶାରେ ହେବ କଂଗ୍ରେସର ଭାରତ ଯୋଡୋ ଯାତ୍ରା

ଓଡ଼ିଶାରେ ପଦଯାତ୍ରା କେବଳ ବିଜେପିକୁ ଟାର୍ଗେଟ୍ କରି ନୁହେଁ ବରଂ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରି ଓଡ଼ିଶାରେ ପଦଯାତ୍ରା କରିବୁ ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି। ଏହି ଯାତ୍ରା କ୍ରମରେ ଓଡ଼ିଶାରେ ୨,୨୫୦ କି.ମି. ପଦଯାତ୍ରା ହେବ। More
  • Rajalaxmi Sahoo
  • 2 years ago

ଭୁବନେଶ୍ୱରରେ ମଦ୍ୟପ ଡ୍ରାଇଭରଙ୍କ ଆତଙ୍କ: ଜୋର୍‌ରେ ଗାଡ଼ି ଚଲାଇ ଆସିଲେ, ନେତାଙ୍କ ଘର ପାଚେରି ଭାଙ୍ଗିଲେ

ଗାଡ଼ିର ସ୍ପିଡ୍‌ ଏତେ ଅଧିକ ଥିଲା ଯେ, ବିଜେଡି ନେତାଙ୍କ ଘରର ପାଚେରି ଭାଙ୍ଗି କ୍ୟାମ୍ପସ ଭିତରକୁ କାର୍‌ ପଶି ଯାଇଥିଲା।  More
  • Rajalaxmi Sahoo
  • 2 years ago

ଲଜ୍‌ରୁ ଟଙ୍କା ଜବତ ଘଟଣା: ଆକ୍ସନ୍‌ ମୋଡ୍‌ରେ ବଲାଙ୍ଗିର ଏସ୍‌ପି, SDPOଙ୍କୁ ଦେଲେ କଡ଼ା ନିର୍ଦ୍ଦେଶ

ଲଜ୍‌ରେ ଚଢ଼ାଉ କରିଥିବା ସ୍କ୍ୱାଡ୍‌ର ସବୁ ସଦସ୍ୟଙ୍କୁ ଏସ୍‌ପି ବ୍ୟକ୍ତିଗତ ଭାବେ ଡାକି ପଚରାଉଚରା କରିଛନ୍ତି। ଇଟାଭାଟି ମାଲିକଙ୍କଠାରୁ ଅଧିକ ଟଙ୍କା ଜବତ କରାଯାଇଥିଲେ ମଧ୍ୟ SDPO କାରସାଦି କରି ଅଧା ଟଙ୍କା ଲୁଚାଇ ଦେଇଥିବା ନେଇ ଖବର ପ୍ରସାରଣ ହୋଇଥିଲା। More
  • Prangyan Parimita
  • 2 years ago

ଚିକିତ୍ସା ଅବହେଳା ଅଭିଯୋଗ : ମେଡିକାଲରେ ୧୮ ଦିନରେ ୧୩ ଶିଶୁ ମୃତ

ବର୍ତ୍ତମାନ ମେଡିକାଲରେ ପହଞ୍ଚିଛନ୍ତି ଅତିରିକ୍ତ ଏସପି ଓ ଉପଜିଲ୍ଲାପାଳ । More
  • Satyendu Shekher Mishra
  • 2 years ago

ପହିଲାରୁ ଜୋରଦାର ହେବ ଚେକିଂ, ନମ୍ବର ପ୍ଲେଟ୍‌ ନଥିଲେ ପଠାଇଯିବ ଇ-ଚାଲାଣ

ଖାଲି ଚେକିଂ ହେବ ତାହା ନୁହେଁ ବରଂ ଯେଉଁମାନେ ନିୟମ ଖିଲାପ କରିଥିବେ ସେମାନଙ୍କ ପାଖରୁ ମୋଟା ଅଙ୍କର ଫାଇନ୍‌ କଟାଯିବ । More
  • Satyendu Shekher Mishra
  • 2 years ago

ପୁଅ ସେନାରେ ଯାଇ ଜୀବନ ହାରିଲା, ହେଲେ ମିଳିଲାନି ପେନ୍‌ସନ୍‌ ! ପରିବାର ଏବେ ଦୁର୍ଦିନରେ..

ବାପା ପ୍ରଫୁଲ୍ଲ ପକ୍ଷାଘାତ ରୋଗରେ ପୀଡିତ ଓ ମା ମଞ୍ଜୁଲତାଙ୍କ ଦେହର ଅବସ୍ଥଆ ଭଲ ନାହିଁ । ପରିବରର ଆର୍ଥିକ ସ୍ଥିତି ବି ଭଲ ନାହିଁ । ଭାଇର ଚାକିରି ପାଇବା ଆଶାରେ ବସିଥିବା ସାନ ଭାଇର ବୟସ ବି ଗଡି ଗଲାଣି । More
  • Satyendu Shekher Mishra
  • 2 years ago

କଣ୍ଟେନର ଜବତ କରି ଗୋରୁଙ୍କୁ ଉଦ୍ଧାର କଲା ପୋଲିସ, ହେଲେ ତାପରେ..

ଗୋରୁ ଚାଲାଣ ଗାଡି ଆଗରେ ଥିଲା ଜଗନ୍ନାଥଙ୍କର ଚିତ୍ର । ଗାଡି ପଛରେ ମାଆଙ୍କ ଆଶୀର୍ବାଦ ଲେଖା । More
  • Rajalaxmi Sahoo
  • 2 years ago

ଲଢୁଆ ବିମାନର ଗର୍ଜନରେ ଥରିଲା ପୁରୀ

ଭୁବନେଶ୍ୱରରେ ହୋଇଥିବା ଏୟାର ଶୋ’ ଅପେକ୍ଷା ପୁରୀରେ କମ୍ ଉଚ୍ଚତାରେ ଏହି ଶୋ’ ପ୍ରଦର୍ଶିତ ହୋଇଥିଲା। ତେବେ ପୁରୀରେ ଏହି ଏୟାର ଶୋ’ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା।  More
  • Rajalaxmi Sahoo
  • 2 years ago

ବେଆଇନ୍ ଲିଙ୍ଗ ନିରୂପଣ ରୋକିବା ପାଇଁ ନୂଆ ପଦକ୍ଷେପ: ସୂଚନା ଦେଲେ ମିଳିବ ୨୫ ହଜାର ଟଙ୍କା

ବେଆଇନ୍ ଭାବେ ଲିଙ୍ଗ ନିରୂପଣ କରୁଥିବା କ୍ଲିନିକ୍ ସମ୍ପର୍କରେ ସୂଚନା ପାଇବା କଷ୍ଟକର ହେଉଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। More
  • Satyendu Shekher Mishra
  • 2 years ago

୭୪ ବର୍ଷରେ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା, ଏଥର କୁଲା-ଚଲା-ଫୁଲଝୁଡ଼ିରେ ହେବ ତୋରଣ

ଗଜଲକ୍ଷ୍ମୀ ପୂଜା ପାଇଁ ଢେଙ୍କାନାଳରେ ଜୋରସୋର ପ୍ରସ୍ତୁତି । ବାଉଁଶରେ ତିଆରି ହେଉଛି ୬୫ ଫୁଟ୍ ଉଚ୍ଚର ତୋରଣ । More
  • Rajalaxmi Sahoo
  • 2 years ago

ଗାଡ଼ି ଅଟକାଇ ଜିଲ୍ଲା ପରିଷଦ ସଭ୍ୟଙ୍କୁ ମରଣାନ୍ତକ ଆକ୍ରମଣ

ବୁଗୁଡ଼ା ବ୍ଲକ ୪୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗପାଣି ଜେନାଙ୍କୁ କିଛି ଅଜଣା ଦୁର୍ବୃୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।  More
  • Satyendu Shekher Mishra
  • 2 years ago

୨୪ ଲଢ଼େଇ ପାଇଁ କଂଗ୍ରେସର ଜୋରଦାର ପ୍ରସ୍ତୁତି, ହେଲେ ସେପଟେ ଅସ୍ତ୍ର ତ୍ୟାଗ କଲେଣି ବିଧାୟକ

ଭୁବନେଶ୍ୱରରେ ଦିଗବିଜୟ ସିଂହ ଓ ଜୟରାମ ରମେଶ । ଭାରତ ଯୋଡ଼ୋ ଅଭିଯାନର ରୂପରେଖ ପ୍ରସ୍ତୁତ ହେବ  । More
  • Satyendu Shekher Mishra
  • 2 years ago

ଦୈବୀ ଦୁର୍ବିପାକ ! ଫୁଟବଲ ମ୍ୟାଚ୍ ଦେଖୁଥିବା ବେଳେ ହଠାତ୍‌ ଚାଲିଗଲା ଜୀବନ

ମୟୂରଭଞ୍ଜ ଲକ୍ଷ୍ମୀପୋଷିରେ ବଜ୍ରପାତ । ଜଣେ ଦର୍ଶକ ମୃତ, ଅନ୍ୟ ଚାରିଜଣ ଆହତ । More
  • Rajalaxmi Sahoo
  • 2 years ago

ଓଡ଼ିଶାର ବିକାଶ ପାଇଁ SBIର ବଡ଼ ଯୋଜନା

ଦୁର୍ଗମ ଜିଲ୍ଲାରେ ବର୍ଷକ ଭିତରେ ୨୦ରୁ ୨୫ଟି ନୂଆ ଶାଖା ଖୋଲିବାକୁ SBI ଲକ୍ଷ୍ୟ ରଖିଛି। ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମକୁ ସଫଳ କରିବାକୁ ମଧ୍ୟ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଲକ୍ଷ୍ୟ ରଖିଛି। More
  • Satyendu Shekher Mishra
  • 2 years ago

ଗାଁରେ ମହାବଳ ବାଘ ଆତଙ୍କ ! ଦୁଃଖ ବୁଝୁନି ବନ ବିଭାଗ

ଆନ୍ଧ୍ର ସୀମା ସେପଟେ ମହାବଳ ବାଘ ବୁଲୁଥିବା ଚର୍ଚ୍ଚା । More
  • Satyendu Shekher Mishra
  • 2 years ago

ପୁଣି ବର୍ଷା ! ୯ ଜିଲ୍ଲାକୁ ସତର୍କ ଘଣ୍ଟି, ୨୦ରୁ ଲଘୁଚାପ

୨୦ ବେଳକୁ ଲଘୁଚାପରେ ପରିଣତ ହୋଇପାରେ ଘୂର୍ଣ୍ଣିବଳୟ । ୨୦ ଓ ୨୧ରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । More
  • Chandan Shishu
  • 2 years ago

ଗୋଚାଲାଣକୁ ରୋକି ହରଡ଼ଘଣାରେ ଗୋ ସେବକ

ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ୍। More
  • Chandan Shishu
  • 2 years ago

କୁମ୍ଭୀର ସହ ଯୁଦ୍ଧ, ଜିତିଲା ମଣିଷ

ଗତ ୨ ମାସରେ କେବଳ ପଟ୍ଟାମୁଣ୍ଡାଇ ଅଞ୍ଚଳରେ କୁମ୍ଭୀର ଓ ମଣିଷ ମୁହାଁମୁହିଁ ହେବାରେ ଏହା ପଞ୍ଚମ ଘଟଣା ବୋଲି କୁହାଯାଉଛି। More
  • Satyendu Shekher Mishra
  • 2 years ago

ଏଣିକି ନଥିପତ୍ର ଜଞ୍ଜାଳରୁ ମୁକ୍ତ ହେବ ଜିଲ୍ଲା ଜଜ୍ କୋର୍ଟ

ପେପରଲେସ୍ ହେବ ରାଜ୍ୟର ସମସ୍ତ ଜିଲ୍ଲା ଜଜ୍ କୋର୍ଟ । ଯୋଜନାର ଶୁଭାରମ୍ଭ କଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି । More
  • Satyendu Shekher Mishra
  • 2 years ago

ଖୋଲିବ କି ଶ୍ରୀମନ୍ଦିର ରତ୍ନଭଣ୍ଡାର ? ଆମିକସ୍‌କ୍ୟୁରୀ ଦେଲେ ଏମିତି ସୂଚନା

ଆସନ୍ତା ୨୭ରେ ଏନେଇ ହୋଇପାରେ ଆଲୋଚନା । ଶ୍ରୀମନ୍ଦିର ପରିଚାଳନା ବୈଠକରେ ଆଲୋଚନା ସମ୍ଭାବନା । More
  • Satyendu Shekher Mishra
  • 2 years ago

ଇଟା ଭାଟି ମାଲିକଙ୍କୁ ଜୁଆଡ଼ି କହୁଛି ପୋଲିସ ! ଜବତ କରିଛି କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା କିନ୍ତୁ କହୁଛି ଅଳ୍ପ

ତେବେ କାହିଁକି ଏଭଳି ଜାଲିଆତି ? ନାନା ପ୍ରଶ୍ନ ଭିତରେ ବଲାଙ୍ଗିର ଏସ୍‌ପିଙ୍କ ସ୍କାନର୍‌ରେ କଣ୍ଟାବାଞ୍ଜି ଏସ୍ଡ଼ିପିଓ । More