• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Suryakiran Air Show

IAF Suryakiran Airshow in Puri
ଲଢୁଆ ବିମାନର ଗର୍ଜନରେ ଥରିଲା ପୁରୀ

ଭୁବନେଶ୍ୱରରେ ହୋଇଥିବା ଏୟାର ଶୋ’ ଅପେକ୍ଷା ପୁରୀରେ କମ୍ ଉଚ୍ଚତାରେ ଏହି ଶୋ’ ପ୍ରଦର୍ଶିତ ହୋଇଥିଲା। ତେବେ ପୁରୀରେ ଏହି ଏୟାର ଶୋ’ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା। 

Suryakiran Show
ଭୁବନେଶ୍ୱର ଆକାଶର ବୁକୁରେ ଶକ୍ତି ଓ ସାମର୍ଥ୍ୟର ଜବରଦସ୍ତ ଜଲଓ୍ୱା ଦେଖାଇଲେ ବାୟୁବୀର

ନୀଳ ଆକାଶର ବୁକୁରେ ଶକ୍ତି ଓ ସାମର୍ଥ୍ୟର ଜବରଦସ୍ତ ଜଲଓ୍ୱା। ବାୟୁବୀରଙ୍କ ଚିତାକର୍ଷକ ସୋର ସାକ୍ଷୀ ସାଜିଲା କୁଆଖାଇ ପଠା। ସମୟ ସକାଳ ଠିକ୍ ୧୦ଟା ୨୦ ମିନିଟ୍। ଭୀମ ଗର୍ଜନ କରି ଭୁବନେଶ୍ୱର ବିମାନ ବନ୍ଦର ଆଡୁ ଏକାସାଙ୍ଗେ ମାଡ଼ି ଆସିଲେ ୯ଟି ରେଡ୍ ଆଣ୍ଡ ହ୍ବାଇଟ୍ ହକ୍ MK-132 ଫାଇଟର ଏୟାରକ୍ରାଫ୍ଟ। କେତେବେଳେ ୫ଶହ ଫୁଟ୍ ତ କେତେବେଳେ ହଜାରେ ଫୁଟ୍ ଉଚ୍ଚରେ। 

Suryakiran Show
ରାଜଧାନୀ ଆକାଶରେ ବାୟୁବୀରଙ୍କ ଜଲଓ୍ୱା: ସୂର୍ଯ୍ୟକିରଣ ଶୋ'ରେ ଅବିଭୁତ ଭୁବନେଶ୍ୱରବାସୀ

ଆଜାଦି କା ଅମୃତ ମହୋତ୍ସବ ଅବସରରେ ପୂର୍ବ ଭାରତର ଯେଉଁ ୫ଟି ସ୍ଥାନରେ ସୂର୍ଯ୍ୟକିରଣ ସୋ ପ୍ରଦର୍ଶନ ପାଇଁ ସ୍ଥାନ ନିର୍ଦ୍ଧାରଣ ହୋଇଛି। ତା ମଧ୍ୟରେ ରହିଛି ଭୁବନେଶ୍ୱର ଓ ପୁରୀ। 

Suryakiran Airshow by IAF to be held at Kuakhai River Bank in Bhubaneswar today
ଆଜି ଭୁବନେଶ୍ୱର ଦେଖିବ ସୂର୍ଯ୍ୟକିରଣର ଜଲ୍‌ୱା

ଆଉ କିଛି ଘଣ୍ଟା ପରେ ଭୁବନେଶ୍ୱର ଆକାଶରେ ନିଜ ଶକ୍ତି ଓ ସାମର୍ଥ୍ୟ ପ୍ରଦର୍ଶନ କରିବେ ବାୟୁ ବୀର। ଶହ ଶହ ଲୋକ ବାୟୁ ବୀରଙ୍କ ଏହି ଜଲ୍‌ୱା ଦେଖିବେ।